1 Chronicles 1:14
ୟିବୂଷୀଯ, ଇ ମାରେୀଯ, ଗିଗୀଶୀଯ ;
1 Chronicles 1:14 in Other Translations
King James Version (KJV)
The Jebusite also, and the Amorite, and the Girgashite,
American Standard Version (ASV)
and the Jebusite, and the Amorite, and the Girgashite,
Bible in Basic English (BBE)
And the Jebusite and the Amorite and the Girgashite,
Darby English Bible (DBY)
and the Jebusite, and the Amorite, and the Girgashite,
Webster's Bible (WBT)
The Jebusite also, and the Amorite, and the Girgashite,
World English Bible (WEB)
and the Jebusite, and the Amorite, and the Girgashite,
Young's Literal Translation (YLT)
and the Jebusite, and the Amorite, and the Girgashite,
| The Jebusite | וְאֶת | wĕʾet | veh-ET |
| also, and the Amorite, | הַיְבוּסִי֙ | haybûsiy | hai-voo-SEE |
| and the Girgashite, | וְאֶת | wĕʾet | veh-ET |
| הָ֣אֱמֹרִ֔י | hāʾĕmōrî | HA-ay-moh-REE | |
| וְאֵ֖ת | wĕʾēt | veh-ATE | |
| הַגִּרְגָּשִֽׁי׃ | haggirgāšî | ha-ɡeer-ɡa-SHEE |
Cross Reference
ଯିହୋଶୂୟ 3:10
ଜୀବିତ ପରମେଶ୍ବର ଯେ ତୁମ୍ଭମାନଙ୍କ ସହିତ ଅଛନ୍ତି ଏହା ଦ୍ବାରା ତୁମ୍ଭମାନେେ ଜାଣି ପାରିବ। ସେ, କିଣାନୀଯ ହିତ୍ତୀଯ, ହିଦ୍ଦୀଯ ପରିସୀଯ, ଗିର୍ଗାଶୀଯ, ଇ ମାରେୀଯ ଓ ୟିବୂଷୀଯ ଲୋକମାନଙ୍କୁ ତୁମ୍ଭମାନଙ୍କ ସମ୍ମକ୍ସ୍ଟଖରକ୍ସ୍ଟ ସହେି ଭୂମିରକ୍ସ୍ଟ ନିଶ୍ଚିତ ତଡି ଦବେେ।
ଆଦି ପୁସ୍ତକ 15:21
ଇ ମାରେୀଯମାନଙ୍କର, କିଣାନୀଯମାନଙ୍କର ,ଓ ଗିର୍ଗାଶୀଯମାନଙ୍କର ଓ ୟିବୁଶୀଯମାନଙ୍କର ଦେଶ ତୁମ୍ଭକୁ ଦଲେି।
ଯିଖରିୟ 9:7
ସମାନେେ ଆଉ ରକ୍ତ ସହିତ ମାଂସ ଭୋଜନ କରିବେ ନାହିଁ ଅଥବା ଅନ୍ୟ ଘୃଣ୍ଯ ଖାଦ୍ୟ ଖାଇବେ ନାହିଁ। ଯେଉଁ ପଲେଷ୍ଟୀୟମାନେ ବଞ୍ଚିବେ ସମାନେେ ମଧ୍ଯ ମାେ ଲୋକମାନଙ୍କର ଅଂଶ ହବେେ, ଏହା ଯିହୁଦାର ଏକ ବଂଶ ହବେ। ଇକ୍ରୋଣର ଲୋକମାନେ ମାେ ଲୋକମାନଙ୍କର ଅଂଶୀଦାର ହବେେ, ଯେପରି ୟିବୁଷିଯମାନେ କରିଥିଲେ।
ଆମୋଷ 2:9
କିନ୍ତୁ ଆମ୍ଭେ ୟିଏକି ଜଣେ ଥିଲୁ, ଇ ମାରେୀଯକୁ ସମାନଙ୍କେ ସମ୍ମୁଖ ରେ ଧ୍ବଂସ କଲୁ। ଇ ମାରେୀଯ ଏରସ ବୃକ୍ଷ ସଦୃଶ ଉଚ୍ଚ ଓ ଆଲୋକ ଗଛ ସଦୃଶ ଶକ୍ତ ଥିଲା। ଆମ୍ଭେ ସମାନଙ୍କେର ଉର୍ଦ୍ଦ୍ବ ଭାଗ ରେ ଥିବା ଫଳ ଓ ନିମ୍ନ ଭାଗ ରେ ଥିବା ମୂଳକୁ ନଷ୍ଟ କଲୁ।
ନିହିମିୟା 9:8
ତୁମ୍ଭେ ତାଠା ରେ ତାର ଅନ୍ତକରଣ ବିଶ୍ବସ୍ତ ଦେଖିଲ, ଏବଂ ତୁମ୍ଭେ ତାହା ସହିତ ଗୋଟିଏ ଚୁକ୍ତି କଲ। କିଣାନୀଯ, ହିତ୍ତୀଯ, ଇ ମାରେୀଯ, ପରିଷୀଯ ଓ ୟିବୁଷୀଯ, ଗିର୍ଗାଶୀଯର ଭୂମି ଅବ୍ରାହାମର ବଂଶଧରମାନଙ୍କୁ ଏହା ଦବୋକୁ ପ୍ରତିଜ୍ଞା କରିଥିଲେ।
ଦିତୀୟ ରାଜାବଳୀ 21:11
ଯିହୁଦାର ରାଜା ମନଃଶି ଏହି ସମସ୍ତ ଘୃଣା ଯୋଗ୍ଯ କର୍ମ କରିଅଛ। ତାଙ୍କ ପୂର୍ବରୁ ଯେଉଁ ଇ ମାରେୀଯମାନେ ଥିଲେ ସମାନଙ୍କେ ଅପେକ୍ଷା ଅଧିକ କୁକର୍ମ କରିଅଛ। ତାଙ୍କର ପ୍ରତିମା ଆରାଧନା ଦ୍ବାରା ସେ ଯିହୁଦାକୁ ପାପ କରାଇଛି।
ଦିତୀୟ ଶାମୁୟେଲ 24:16
ଦୂତ ଯିରୁଶାଲମକୁ ଧ୍ବଂସ କରିବା ପାଇଁ ତହିଁ ଆଡକକ୍ସ୍ଟ ହସ୍ତ ବିସ୍ତାର କଲେ। କିନ୍ତୁ ସଦାପ୍ରଭୁ ଏକର୍ମ ପାଇଁ ଦକ୍ସ୍ଟଃଖ ପ୍ରକାଶ କଲେ। ସଦାପ୍ରଭୁ ଦୂତଙ୍କକ୍ସ୍ଟ କହିଲେ, ଯେଉଁ ଲୋକମାନଙ୍କୁ ମାରିଅଛ ତାହା ୟଥେଷ୍ଟ, ତକ୍ସ୍ଟମ୍ଭ ହସ୍ତ ନତ କର। ଏହି ସମୟରେ ସହେି ଦୂତ ୟିବୂଷୀଯ ଅରୌଣା ରେ ଶସ୍ଯ ମର୍ଦ୍ଦନ ସ୍ଥାନ ନିକଟରେ ଥିଲା।
ଦିତୀୟ ଶାମୁୟେଲ 21:2
ଗିବିଯୋନୀଯମାନେ ଇଶ୍ରାୟେଲୀୟ ନ ଥିଲେ। ସମାନେେ ଇ ମାରେୀଯ ବଂଶଧର ଥିଲେ। ଇଶ୍ରାୟେଲୀୟମାନେ ପ୍ରତିଜ୍ଞା କରିଥିଲେ ସମାନେେ ଗିବିଯୋନୀଯମାନଙ୍କୁ ହତ୍ଯା କରିବେ ନାହିଁ। କିନ୍ତୁ ଶାଉଲ ସମାନଙ୍କେୁ ହତ୍ଯା କରିବାକୁ ଚେଷ୍ଟା କରିଥିଲେ। କାରଣ ତାଙ୍କର ଇଶ୍ରାୟେଲୀୟମାନଙ୍କ ପ୍ରତି ଓ ୟିହକ୍ସ୍ଟଦାମାନଙ୍କ ପ୍ରତି ଉଦ୍ୟୋଗୀ ହାଇେ ସମାନଙ୍କେୁ ବଧ କରିବାକୁ ଚେଷ୍ଟା କରିଥିଲେ।
ବିଚାରକର୍ତାମାନଙ୍କ ବିବରଣ 19:11
ଦିନ ସରି ଆସିବା ବଳକେକ୍ସ୍ଟ ସମାନେେ ୟିବୂଷ ନିକଟରେ ଥିଲେ।ତେଣୁ ତାଙ୍କର ଦାସ ତାଙ୍କର ମକ୍ସ୍ଟନିବକକ୍ସ୍ଟ କହିଲେ, ଗ୍ଭଲ ଏହିଠା ରେ ରହିୟିବା ରାତ୍ରିଟି ଏହିଠା ରେ କଟାଇ ଦବେ।
ବିଚାରକର୍ତାମାନଙ୍କ ବିବରଣ 1:21
ବିନ୍ଯାମୀନର ପରିବାରବର୍ଗମାନେ ୟିରକ୍ସ୍ଟଶାଲମ ନିବାସୀ ୟୀବୂଷୀଯମାନଙ୍କୁ ତଡି ଦେଲେ ନାହିଁ। ତେଣୁ ଆଜିୟାଏ ମଧ୍ଯ ବିଦ୍ଯାମୀନ ସନ୍ତାନଗଣ ସହିତ ବାସ କରୁଛନ୍ତି।
ଯିହୋଶୂୟ 24:15
ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!
ଦିତୀୟ ବିବରଣ 20:17
ତୁମ୍ଭମାନଙ୍କ ପ୍ରତି ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଆଜ୍ଞା ଅନକ୍ସ୍ଟସା ରେ ତୁମ୍ଭେ ସମାନଙ୍କେୁ ହିତ୍ତୀଯ ଓ ଇ ମାରେୀଯ ଓ କିଣାନୀଯ ପରିଷୀଯ ଓ ହିଦ୍ଦୀଯ, ୟିବୂଷୀଯ ଲୋକମାନଙ୍କୁ ବର୍ଜିତ ରୂପେ ବିନାଶ କରିବେ।
ଦିତୀୟ ବିବରଣ 7:1
ତୁମ୍ଭେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ ସହେି ଦେଶ ରେ ଯେତବେେଳେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ତୁମ୍ଭକୁ ପ୍ରବେଶ କରାଇବେ ଓ ତକ୍ସ୍ଟମ୍ଭ ସାକ୍ଷାତରକ୍ସ୍ଟ ନାନା ଗୋଷ୍ଠୀଯ ଲୋକମାନଙ୍କୁ ହିତ୍ତୀଯ ଓ ଗିର୍ଗାଶୀଯ ଓ ଇ ମାରେୀଯ ଓ କିଣାନୀଯ ଓ ପରିଷୀଯ ଓ ହିଦ୍ଦୀଯ ଓ ୟିବକ୍ସ୍ଟଷୀଯ ତକ୍ସ୍ଟମ୍ଭଠାରକ୍ସ୍ଟ ମହାନ୍ ଓ ବଳବାନ୍ ଏହି ସାତ ଗୋଷ୍ଠୀଙ୍କକ୍ସ୍ଟ ଦୂର କରିବେ।
ଗଣନା ପୁସ୍ତକ 21:21
ଅନନ୍ତର ଇଶ୍ରାୟେଲ ଇମାରେୀୟମାନଙ୍କ ରାଜା ସୀହାନେ ନିକଟକୁ କେତକେ ଦୂତଙ୍କ ପଠାଇଲେ, ସମାନେେ ରାଜାଙ୍କୁ କହିଲେ,
ଯାତ୍ରା ପୁସ୍ତକ 34:11
ଏହି ଆଜ୍ଞା ପାଳନ କର। ଯାହା ଆଜି ମୁଁ ତୁମ୍ଭକୁ ଆଜ୍ଞା ଦଲେି ତାହା ଅନୁସରଣ କର ମୁଁ ତୁମ୍ଭର ଶତୃମାନଙ୍କୁ ଏହି ଦେଶରୁ ବିତାଡିତ କରିବି। ମୁଁ କିଣାନୀଯ, ହିତ୍ତୀଯ, ପରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ବିତାଡିତ କରିବି।
ଯାତ୍ରା ପୁସ୍ତକ 33:2
ତେଣୁ ମୁଁ ତୁମ୍ଭ ଆଗେ ଆଗେ ଏକ ସ୍ବର୍ଗଦୂତ ପଠାଇବି ପୁଣି ମୁଁ କିଣାନୀଯ ଓ ଇମାରେୀୟ, ହିତ୍ତୀଯ, ପିରିଷୀଯ, ହିଦ୍ଦୀଯ ଓ ୟିବୁଷୀଯ ଲୋକମାନଙ୍କୁ ତଡି ଦବେି।
ଆଦି ପୁସ୍ତକ 48:22
ମୁଁ ତୁମ୍ଭକୁ କିଛି ଦଲେି ଯାହା ତୁମ୍ଭ ଭାଇମାନଙ୍କୁ ଦଇନେଥିଲି, ମୁଁ ଆପଣା ଖଡ୍ଗ ଓ ଧନୁଦ୍ବାରା ଇମାରେୀୟମାନଙ୍କ ହସ୍ତରୁ ଯେଉଁ ଅଂଶ ପାଇଅଛି, ତୁମ୍ଭ ଭାତୃଗଣ ଅପେକ୍ଷା ସହେି ଅଧିକ ଅଂଶ ତୁମ୍ଭକୁ ଦଲେି।