Index
Full Screen ?
 

Nehemiah 13:23 in Oriya

Nehemiah 13:23 in Tamil Oriya Bible Nehemiah Nehemiah 13

Nehemiah 13:23
ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।

In
those
גַּ֣ם׀gamɡahm
days
בַּיָּמִ֣יםbayyāmîmba-ya-MEEM
also
הָהֵ֗םhāhēmha-HAME
saw
רָאִ֤יתִיrāʾîtîra-EE-tee
I

אֶתʾetet
Jews
הַיְּהוּדִים֙hayyĕhûdîmha-yeh-hoo-DEEM
married
had
that
הֹשִׁ֗יבוּhōšîbûhoh-SHEE-voo
wives
נָשִׁים֙nāšîmna-SHEEM
of
Ashdod,
אַשְׁדֳּודִיּ֔וֹתʾašdŏwdiyyôtash-dove-DEE-yote
of
Ammon,
עַמֳּונִיּ֖וֹתʿammŏwniyyôtah-move-NEE-yote
and
of
Moab:
מֽוֹאֲבִיּֽוֹת׃môʾăbiyyôtMOH-uh-vee-yote

Cross Reference

Nehemiah 10:30
ସମାନେେ ପ୍ରତିଜ୍ଞା କରି କହିଲେ, ଆମ୍ଭମାନେେ ଅନ୍ୟ ଦେଶୀଯ ଲୋକମାନଙ୍କୁ ଆପଣାମାନଙ୍କ କନ୍ଯାଗଣ ଦବେୁ ନାହିଁ। କି ଆପଣାମାନଙ୍କ ପୁତ୍ରଗଣ ନିମନ୍ତେ ସମାନଙ୍କେ କନ୍ଯାଗଣ ଗ୍ରହଣ କରିବୁ ନାହିଁ।

Ezra 9:1
ଏହିସବୁ କର୍ମ ସମାପ୍ତ ହେଲାପରେ, ଇଶ୍ରାୟେଲୀୟ ମୁଖ୍ଯମାନେ ଆମ୍ଭ ନିକଟକୁ ଆସିଲେ ଓ ସମାନେେ କହିଲେ, ଏଜ୍ରା, ଇଶ୍ରାୟେଲର ଲୋକମାନେ, ଯାଜକମାନେ ଓ ଲବେୀୟମାନେ ଅନ୍ୟଦେଶୀ ଗୋଷ୍ଠୀଯମାନଙ୍କଠାରୁ ଆପଣାମାନଙ୍କୁ ପୃଥକ ନ କରି ସମାନଙ୍କେର ଅର୍ଥାତ୍ କିଣାନୀଯ, ହିତ୍ତୀଯ, ପରିଷୀଯ ୟିବୂଷୀଯ, ଅେମ୍ମାନୀୟ, ମାୟୋବୀଯ, ମିସ୍ରୀଯ ଓ ଇ ମାରେୀଯମାନଙ୍କର ଘୃଣା ଯୋଗ୍ଯ କର୍ମ ଅନୁସାରେ କରୁଅଛନ୍ତି।

Ezra 10:10
ଏହାପରେ ଯାଜକ ଏଜ୍ରା ଠିଆ ହାଇେ ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଅବିଶ୍ବସ୍ତ ହାଇେଅଛ ଓ ଇଶ୍ରାୟେଲର ଦୋଷ ବଢାଇଅଛ, କାରଣ ତୁମ୍ଭମାନେେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଅଛ।

Nehemiah 13:1
ସହେିଦିନ ସମାନେେ ଲୋକମାନଙ୍କୁ ଜଣାଇବାକୁ ମାଶାଙ୍କେ ପୁସ୍ତକରୁ ପାଠ କଲେ। ପୁଣି ତହିଁ ମଧିଅରେ ଲିଖିତ ଏହି କଥା ମିଳିଲା, ଯେ ଅେମ୍ମାନୀୟ ଓ ମାୟୋବୀଯ ଲୋକ କବେେ ପରମେଶ୍ବରଙ୍କ ସଭା ରେ ପ୍ରବେଶ କରିବେ ନାହିଁ।

1 Samuel 5:1
ଏଥି ମଧିଅରେ ପଲେଷ୍ଟୀୟମାନେ ପରମେଶ୍ବରଙ୍କ ପବିତ୍ର ସିନ୍ଦକ୍ସ୍ଟକ ନଇେ ଏବନ୍-ଏଜରରକ୍ସ୍ଟ ଅସ୍ଦୋଦକକ୍ସ୍ଟ ୟାଇଥିଲେ।

Ezra 9:11
ହେ ପରମେଶ୍ବର, ତୁମ୍ଭେ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି ଦେଶ ହାଇେଅଛି। ସମାନଙ୍କେର ଘୃଣାୟୋଗ୍ଯ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ସମାନଙ୍କେ ପାପରେ ପରିପୂର୍ଣ୍ଣ କରିଅଛି।

Ezra 10:44
ଏସମସ୍ତ, ଲୋକମାନେ ଅଣ ଇଶ୍ରାୟେଲୀୟ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ। ଆଉ ସମାନେେ ସମାନଙ୍କେର ବିଦେଶୀନି ସ୍ତ୍ରୀମାନଙ୍କୁ ସମାନଙ୍କେର ସନ୍ତାନମାନଙ୍କ ସହିତ ପଠଇେ ଦେଲେ।

Nehemiah 4:7
ମାତ୍ର ୟିରୁଶାଲମର ପ୍ରାଚୀରର ମରାମତି କାର୍ୟ୍ଯ ଅଗ୍ରସର ହେଉଅଛି ଓ ଗର୍ତ୍ତଗୁଡିକ ଭର୍ତ୍ତି ହବୋ ପାଇଁ ଯାଉଅଛି, ଏହା ଶୁଣି ସନ୍ବଲ୍ଲଟ୍ ଓ ଟୋବିୟ, ପୁଣି ଆରବୀଯମାନେ ଓ ଅେମ୍ମାନୀୟମାନେ ଓ ଅସ୍ଦୋଦୀଯମାନେ ଅତିଶଯ ରାଗି ଗଲେ।

2 Corinthians 6:14
ଯେଉଁମାନେ ବିଶ୍ବାସ କରନ୍ତି ନାହିଁ, ତୁମ୍ଭମାନେେ ତାହାଙ୍କ ସହିତ ସମାନ ନୁହଁ। ଅତଏବ ସମାନଙ୍କେ ସହିତ ୟୋଗ ଦିଅ ନାହିଁ। ଭଲ ଓ ମନ୍ଦ ଏକାଠି ରୁହନ୍ତି ନାହିଁ। ଆଲୋକ ଓ ଅନ୍ଧକାର ମଧିଅରେ କି ସହଭାଗିତା ଅଛି ?

Chords Index for Keyboard Guitar