Matthew 23
1 ତା'ପରେ ଯୀଶୁ ଜନସମୂହ ଓ ତାହାଙ୍କ ଶିଷ୍ଯମାନଙ୍କୁ କହିଲେ,
2 ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ ମାଶାଙ୍କେ ବ୍ଯବସ୍ଥାର ବ୍ଯାଖ୍ଯା କରିବାର ଅଧିକାର ପାଇଛନ୍ତି।
3 ତେଣୁ ସମାନେେ ଯାହାସବୁ କହୁଛନ୍ତି, ତାହା ତୁମ୍ଭେ ମାନିବା ଉଚ଼ିତ। ତୁମ୍ଭକୁ ସମାନେେ ଯାହାସବୁ କରିବାକୁ କହୁଛନ୍ତି, ତୁମ୍ଭେ ତାହା କରିବା ଉଚ଼ିତ। କିନ୍ତୁ ସମାନେେ ଯାହାସବୁ କରୁଛନ୍ତି, ତୁମ୍ଭେ ତାହା କରନାହିଁ। କାରଣ ସମାନେେ ଯାହାସବୁ କହନ୍ତି, ନିଜେ ତାକୁ କାର୍ୟ୍ଯ ରେ କବେେ କରନ୍ତି ନାହିଁ।
4 ମାନିବା ପାଇଁ କଠିନ ହେଲେ ମଧ୍ଯ ସମାନେେ ଲୋକମାନଙ୍କ ପାଇଁ କଡ଼ାକଡ଼ି ନିୟମ ତିଆରି କରନ୍ତି। ସହେି ନିୟମଗୁଡ଼ିକ ମାନିବା ପାଇଁ ସମାନେେ ଲୋକଙ୍କୁ ବାଧ୍ଯ କରନ୍ତି। କିନ୍ତୁ ସମାନେେ ନିଜେ କବେେ ହେଲେ ସହେି ନିୟମମାନଙ୍କ ମଧ୍ଯରୁ ଗୋଟିଏ ହେଲେ ଅନୁସରଣ କରିବାକୁ ଚେ଼ଷ୍ଟା କରନ୍ତି ନାହିଁ।
5 କବେଳେ ଅନ୍ୟ ଲୋକଙ୍କୁ ଦେଖଇେ ହବୋ ପାଇଁ ଯାହା କିଛି ଭଲ କାମ, ତାହା ସମାନେେ କରନ୍ତି। ନିଜକୁ ଧାର୍ମିକ ଦେଖଇେ ହବୋ ପାଇଁ ପ୍ରକୃତ ରେ ସମାନେେ ବଡ଼ବଡ଼ କବଚ଼ ପିନ୍ଧିଥାନ୍ତି ଓ ନିଜର ସ୍ବତନ୍ତ୍ର ପ୍ରାର୍ଥନା ପୋଷାକକୁ ବହୁତ ଲମ୍ବା କରିଥାନ୍ତି।
6 ଭୋଜିମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନମାନ ଓ ଧର୍ମସଭାମାନଙ୍କ ରେ ମହତ୍ତ୍ବପୂର୍ଣ୍ଣ ଆସନ ମାନ ପାଇବାକୁ ସମାନେେ ଭଲ ପାଆନ୍ତି।
7 ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।
8 କିନ୍ତୁ ତୁମ୍ଭ ଭିତରୁ କହେି ନିଜକୁ ରାବ୍ବୀ ବୋଲଇବେ ନାହିଁ। ତୁମ୍ଭେ ସମସ୍ତେ ଭାଇଭଉଣୀ। ତୁମ୍ଭ ସମସ୍ତଙ୍କର ଜଣେ ମାତ୍ର ଗୁରୁ ଅଛନ୍ତି।
9 ଏ ସଂସାର ରେ କାହାରିକୁ 'ପରମପିତା' ବୋଲି ସମ୍ ବୋଧନ କରନାହିଁ। ତୁମ୍ଭର ଜଣେ ମାତ୍ର ପରମପିତା ଯେ କି ସ୍ବର୍ଗ ରେ ରହୁଛନ୍ତି।
10 ତୁମ୍ଭେ ନିଜକୁ ମାଲିକ ବୋଲାଇବ ନାହିଁ। କାରଣ ତୁମ୍ଭର କବଳେ ଜଣେ ମାତ୍ର ମାଲିକ। ସେ ହେଉଛନ୍ତି ଯୀଶୁ।
11 ଯେଉଁ ଲୋକ ଚ଼ାକର ଭଳ ତୁମ୍ଭର ସବୋ କରିବ, ସେ ଲୋକ ତୁମ୍ଭମାନଙ୍କ ମଧିଅରେ ସବୁଠାରୁ ବଡ଼ ହବେ।
12 ଯେଉଁ ଲୋକ ନିଜକୁ ଅନ୍ୟ ଲୋକଙ୍କ ଅପେକ୍ଷା ଉଚ୍ଚ କରିବ, ତାକୁ ନତ କରାୟିବ। ଯେଉଁ ଲୋକ ନିଜକୁ ନତ କରିବ, ତାକୁ ମହାନ କରାୟିବ।
13 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।
14 ତୁମ୍ଭମାନେେ ନିଜେ ତ ପ୍ରବେଶକରି ପାରୁନାହଁ, ତା' ଛଡ଼ା ଯେଉଁ ଲୋକମାନେ ପ୍ରବେଶ କରିବାକୁ ଚେ଼ଷ୍ଟା କରୁଛନ୍ତି, ସମାନଙ୍କେୁ ମଧ୍ଯ ତୁମ୍ଭମାନେେ ଅଟକଇେ ଦେଉଥି।
15 ରେ କପଟୀ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନେ! ହାୟ! ତୁମ୍ଭର ମାର୍ଗ ଅନୁସରଣ କରିବା ପାଇଁ ଲୋକ ଖାଜେି ପାଇବା ପାଇଁ ତୁମ୍ଭେ ବିଭିନ୍ନ ଦେଶ ଓ ସମୁଦ୍ର ପାରି ହାଇେ ଚ଼ାଲିଯାଉଛ। ଯେତବେେଳେ ସଭେଳି ଲୋକଟିଏ ପାଇ ଯାଉଛ ସେତବେେଳେ ତାକୁ ତୁମ୍ଭେ ତୁମ୍ଭଠାରୁ ଅଧିକ ଖରାପ କରିପକାଉଛ। ତୁମ୍ଭେ ସବୁ ଏତେ ଖରାପ ଯେ ତୁମ୍ଭେ କବଳେ ନର୍କର ଅଧିକାରୀ ହବେ।
16 ରେ ଅନ୍ଧ ମାର୍ଗଦର୍ଶକଗଣ! ତୁମ୍ଭକୁ ଧିକ୍! ତୁମ୍ଭେ କହିଥାଅ, ଯଦି କହେି ଲୋକ ଉପାସନା ମନ୍ଦିର ନାମ ରେ ରାଣ ପକାଇ ଶପଥ କରିଥାଏ ତବେେ ତାକୁ ସହେି ଶପଥ ରଖିବା ଦରକାର ନାହିଁ। କିନ୍ତୁ ଯେଉଁ ଲୋକ ଉପାସନା ମନ୍ଦିରର ସୁନା ନାମ ରେ ରାଣ ପକାଇ ଶପଥ କରେ, ତବେେ ସେ ନିଶ୍ଚୟ ସହେି ଶପଥ ରକ୍ଷା କରିବ।
17 ତୁମ୍ଭମାନେେ ଅନ୍ଧ ଓ ମୂର୍ଖ। ଅଧିକ ବଡ଼ କିଏ? ସୁନା ନା ମନ୍ଦିର? ମନ୍ଦିର ସହେି ସୁନାକୁ ପବିତ୍ର କରିଥାଏ। ତେଣୁ ମନ୍ଦିର ଅଧିକ ବଡ଼।
18 ତୁମ୍ଭମାନେେ କହିଥାଅ, 'ଯଦି କହେି ବଦେୀନାମ ରେ ଶପଥ ନିଏ, ତବେେ ତାର କୌଣସି ଅର୍ଥ ନାହିଁ। କିନ୍ତୁ ଯଦି ଜଣେ ବଦେୀ ଉପରେ ରଖାଯାଇଥିବା ଉପହାର ନାମ ରେ ଶପଥ ନିଏ, ତବେେ ତାକୁ ନିଶ୍ଚିତ ଭାବରେ ରକ୍ଷା କରିବାକୁ ପଡ଼ିବ।
19 ତୁମ୍ଭମାନେେ ଅନ୍ଧ। ତୁମ୍ଭେ କିଛି ବୁଝିନାହଁ। ବଡ଼ କିଏ? ବଦେୀ ନା ଉପହାର? ବଦେୀ ଉପହାରକୁ ପବିତ୍ର କରିଥାଏ। ତେଣୁ ବଦେୀ ବଡ଼।
20 ଏଣୁ ଯଦି କହେି ବଦେୀ ନାମ ରେ ଶପଥ କରେ, ତବେେ ସେ ବଦେୀ ସହିତ ବଦେୀ ଉପରେ ଯାହା ରଖା ଯାଇଥାଏ, ସେ ସମସ୍ତଙ୍କ ନାମ ରେ ଶପଥ କରିଥାଏ।
21 ଯେଉଁ ଲୋକ ମନ୍ଦିର ନାମ ରେ ଶପଥ କରେ, ସେ ମନ୍ଦିର ଭିତ ରେ ଜଣେ ୟିଏ ଅଛନ୍ତି, ତାହାଙ୍କ ନ୍ମ ରେ ଶପଥ ନଇେଥାଏ।
22 ଏବଂ ଯେଉଁ ଲୋକ ସ୍ବର୍ଗ ନାମ ରେ ଶପଥ ନଇେଥାଏ, ସେ ପରମେଶ୍ବରଙ୍କ ସିଂହାସନ ସହିତ ସହେି ସିଂହାସନ ଉପରେ ୟିଏ ବିରାଜମାନ, ତାହାଙ୍କ ନାମ ରେ ମଧ୍ଯ ଶପଥ ନଇେଥାଏ।
23 ରେ କପଟୀ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭକୁ ଧିକ୍! ତୁମ୍ଭ ପାଖ ରେ ଯାହା ଅଛି, ତାର ଦଶ ଭାଗରୁ ଏକ ଭାଗ, ଏପରିକି ନିଜର ପୋଦିନା, ପାନମଧୁରୀ ଓ ଜୀରାର ମଧ୍ଯ ଦଶ ଭାବରୁ ଏକ ଭାଗ ତୁମ୍ଭେ ପରମେଶ୍ବରଙ୍କୁ ଦେଉଛ, କିନ୍ତୁ ତୁମ୍ଭମାନେେ ନିୟମର ଅଧିକ ନ୍ଯାୟ, ଦୟା ଓ ବିଶ୍ବାସ ଭଳି ମହତ୍ତ୍ବପୂର୍ଣ୍ଣ ଉପଦେଶ ଗୁଡ଼ିକୁ ପାଳନ କରୁନାହଁ। ମାତ୍ର ଏଗୁଡ଼ିକ ତୁମ୍ଭର ପାଳନ କରିବା ଉଚ଼ିତ। ଅନ୍ୟ ଉପଦେଶଗୁଡ଼ିକୁ ମଧ୍ଯ ନିୟମିତ ରୂପରେ ତୁମ୍ଭର ପାଳନ କରିବା ଉଚ଼ିତ।
24 ତୁମ୍ଭମାନେେ ଲୋକଙ୍କୁ ମାର୍ଗ ବତାଉଛ। କିନ୍ତୁ ତୁମ୍ଭମାନେେ ନିଜେ ଅନ୍ଧ। ତୁମ୍ଭମାନେେ ଏହି ପ୍ରକାରର ଅଟ। ତୁମ୍ଭମାନଙ୍କ ପାନୀୟ ଭିତରୁ ମାଛିକୁ ଛାଣ ଓ ଓଟକୁ ଗିଳି ପକାଅ।
25 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭମାନେେ ଧିକ! ତୁମ୍ଭମାନେେ ତୁମ୍ଭର ଥାଳିଗିନାର ବାହାର ପଟ ଭଲ ଭାବରେ ଧୋଉଛ। କିନ୍ତୁ ତୁମ୍ଭମାନଙ୍କର ଅନ୍ତର ଅନ୍ୟକୁ ଠକି ନିଜକୁ ତୋଷିବା ପଦାର୍ଥ ରେ ପୂର୍ଣ୍ଣ କରୁଛ।
26 ରେ ଅନ୍ଧ ଫାରୂଶୀମାନେ! ପ୍ରଥମେ ଗିନାର ଭିତର ପଟ ମାଜି ସଫା କର। କିନ୍ତୁ ବାସ୍ତବ ରେ ଗିନାର ଭିତର ପଟ ସଫା ରହିଲେ ବାହାର ପଟ ମଧ୍ଯ ସଫା ହାଇେ ପାରିବ।
27 ରେ କପଟୀ ଧର୍ମଶାସ୍ତ୍ରୀମାନେ! ରେ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭେ ସବୁ ଧଳା ରଙ୍ଗ ବୋଳା ହାଇେଥିବା ସମାଧି ଭଳି। ଏହି ସମାଧିମାନଙ୍କର ବାହାର ପଟ ସୁନ୍ଦର ଦଖାଯାେଏ। କିନ୍ତୁ ସମାଧି ଭତର ମାଲା ଲୋକର କବଳେ କଙ୍କାଳ ଥାଏ। ସବୁ ପ୍ରକାର ଅପରିଷ୍କାର ଜିନିଷ ତା ଭିତ ରେ ଥାଏ।
28 ଠିକ୍ ସହେିଭଳି ତୁମ୍ଭେ ବାହାରୁ ତ ଅନ୍ୟମାନଙ୍କୁ ସୁନ୍ଦର ଦଖାେ ଯାଉଛ, କିନ୍ତୁ ଭିତ ରେ ତୁମ୍ଭେ ଛନ୍ଦ କପଟ ଓ ଖରାପ ଗୁଣ ରେ ପରିପୂର୍ଣ୍ଣ।
29 ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।
30 ଏବଂ ତୁମ୍ଭମାନେେ କହୁଛ ଯେ 'ଆମ୍ଭେ ଯଦି ଆମ୍ଭ ପୂର୍ବପୁରୁଷଙ୍କ ସମକାଳୀନ ହାଇେଥାଆନ୍ତୁ, ତବେେ ଏହି ଭବିଷ୍ଯଦ୍ବକ୍ତାମାନଙ୍କୁ ମାରି ଦବୋ ପାଇଁ ଆମ୍ଭେ କବେେ ହେଲେ ସାହାୟ୍ଯ କରି ନଥାନ୍ତୁ।'
31 ତୁମ୍ଭେ ପ୍ରଣିତ କରି ଦେଉଛ ଯେ ତୁମ୍ଭମାନେେ ସହେି ଲୋକମାନଙ୍କର ବଂଶଧର ଯେଉଁମାନେ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କଲେ।
32 ତୁମ୍ଭର ପୂର୍ବପୁରୁଷ ଯେଉଁ ପାପ ଆରମ୍ଭ କରି ଦଇେଥିଲେ, ତୁମ୍ଭେ ତାହାକୁ ଶଷେ କରିବ।
33 ତୁମ୍ଭମାନେେ ସର୍ପ ଭଳି। ତୁମ୍ଭେ ବିଷଧର ସର୍ପ କୁଳ ରେ ଜନ୍ମ ହାଇେଛ। ତୁମ୍ଭେ ପରମେଶ୍ବରଙ୍କଠାରୁ ରକ୍ଷା ପାଇବ ନାହିଁ। ତୁମ୍ଭ ସମସ୍ତଙ୍କୁ ଦୋଷୀ ବୋଲି ବିଚ଼ାର କରାୟିବ ଓ ତୁମ୍ଭମାନେେ ନର୍କକୁ ୟିବ।
34 ତେଣୁ ମୁଁ ତୁମ୍ଭକୁ ଏହା କରୁଛି: ମୁଁ ତୁମ୍ଭକୁ ଭବିଷ୍ଯଦ୍ବକ୍ତାମାନଙ୍କ ଜ୍ଞାନୀଲୋକ ଓ ଗୁରୁମାନଙ୍କ ପାଖକୁ ପଠାଉଛି। ତୁମ୍ଭେ ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିବ, କୃଶ ରେ ଚ଼ଢ଼ାଇ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜ ଗୃହ ରେ ତୁମ୍ଭେ କେତକଙ୍କେୁ ହତ୍ଯା କରିବ। ତୁମ୍ଭର ସମାଜଗୃହ ରେ ତୁମ୍ଭେ କେତକଙ୍କେୁ କୋରଡ଼ା ମାରିବ। ସହରରୁ ସହର ତୁମ୍ଭମାନେେ ସମାନଙ୍କେର ପେଛ ପେଛ ଯାଇ କେତକଙ୍କେୁ ତାଡ଼ନା କରିବ।
35 ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।
36 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ବର୍ତ୍ତମାନ ତୁମ୍ଭ ସହ ଜୀବିତ ଥିବା ଲୋକମାନଙ୍କ ପାଇଁ ଏହି ସମସ୍ତ କଥା ଘଟିବ।
37 ୟିରୁଶାଲମ! ରେ ୟିରୁଶାଲମ! ତୁ ଭବିଷ୍ଯଦ୍ବକ୍ତାମାନଙ୍କୁ ହତ୍ଯା କରିଛୁ। ପରମେଶ୍ବର ଯେଉଁମାନଙ୍କୁ ତୋ ପାଖକୁ ପଠାଇଥିଲେ, ତୁ ସମାନଙ୍କେୁ ପଥର ଫୋପାଡ଼ି ହତ୍ଯା କରିଛୁ। ତୋର ଲୋକମାନଙ୍କୁ ମୁଁ ବହୁତ ଥର ସାହାୟ୍ଯ କରିବାକୁ ଇଚ୍ଛା କରିଥିଲା। ଯଭେଳି ଗୋଟିଏ କୁକୁଡ଼ା ନିଜ ଛୁଆମାନଙ୍କୁ ନିଜ ପକ୍ଷତଳେ ଏକାଠି କରେ, ସହେିପରି ତୋର ସମସ୍ତ ସନ୍ତାନମାନଙ୍କୁ ଏକାଠି କରିବା ପାଇଁ ମୁଁ ଅନକେ ଥର ଚ଼ାହିଁଥିଲି। କିନ୍ତୁ ତୁ ମାେତେ ତାହା କରଇେ ଦଲେୁନାହିଁ।
38 ପର୍ତ୍ତମାନ ତୋର ଘର ପୁରାପୁରି ଉଜୁଡ଼ି ୟିବ।
39 ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି ଯେ, ଯେଉଁ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ନ କହିଛ: 'ୟିଏ ପ୍ରଭୁଙ୍କ ନାମ ରେ ଆସୁଛନ୍ତି, ସେ ଧନ୍ଯ, ସେ ପର୍ୟ୍ଯନ୍ତ ତୁମ୍ଭମାନେେ ମାେତେ ଆଉ ଦେଖି ପାରିବ ନାହିଁ। '
1 Then spake Jesus to the multitude, and to his disciples,
2 Saying, The scribes and the Pharisees sit in Moses’ seat:
3 All therefore whatsoever they bid you observe, that observe and do; but do not ye after their works: for they say, and do not.
4 For they bind heavy burdens and grievous to be borne, and lay them on men’s shoulders; but they themselves will not move them with one of their fingers.
5 But all their works they do for to be seen of men: they make broad their phylacteries, and enlarge the borders of their garments,
6 And love the uppermost rooms at feasts, and the chief seats in the synagogues,
7 And greetings in the markets, and to be called of men, Rabbi, Rabbi.
8 But be not ye called Rabbi: for one is your Master, even Christ; and all ye are brethren.
9 And call no man your father upon the earth: for one is your Father, which is in heaven.
10 Neither be ye called masters: for one is your Master, even Christ.
11 But he that is greatest among you shall be your servant.
12 And whosoever shall exalt himself shall be abased; and he that shall humble himself shall be exalted.
13 But woe unto you, scribes and Pharisees, hypocrites! for ye shut up the kingdom of heaven against men: for ye neither go in yourselves, neither suffer ye them that are entering to go in.
14 Woe unto you, scribes and Pharisees, hypocrites! for ye devour widows’ houses, and for a pretence make long prayer: therefore ye shall receive the greater damnation.
15 Woe unto you, scribes and Pharisees, hypocrites! for ye compass sea and land to make one proselyte, and when he is made, ye make him twofold more the child of hell than yourselves.
16 Woe unto you, ye blind guides, which say, Whosoever shall swear by the temple, it is nothing; but whosoever shall swear by the gold of the temple, he is a debtor!
17 Ye fools and blind: for whether is greater, the gold, or the temple that sanctifieth the gold?
18 And, Whosoever shall swear by the altar, it is nothing; but whosoever sweareth by the gift that is upon it, he is guilty.
19 Ye fools and blind: for whether is greater, the gift, or the altar that sanctifieth the gift?
20 Whoso therefore shall swear by the altar, sweareth by it, and by all things thereon.
21 And whoso shall swear by the temple, sweareth by it, and by him that dwelleth therein.
22 And he that shall swear by heaven, sweareth by the throne of God, and by him that sitteth thereon.
23 Woe unto you, scribes and Pharisees, hypocrites! for ye pay tithe of mint and anise and cummin, and have omitted the weightier matters of the law, judgment, mercy, and faith: these ought ye to have done, and not to leave the other undone.
24 Ye blind guides, which strain at a gnat, and swallow a camel.
25 Woe unto you, scribes and Pharisees, hypocrites! for ye make clean the outside of the cup and of the platter, but within they are full of extortion and excess.
26 Thou blind Pharisee, cleanse first that which is within the cup and platter, that the outside of them may be clean also.
27 Woe unto you, scribes and Pharisees, hypocrites! for ye are like unto whited sepulchres, which indeed appear beautiful outward, but are within full of dead men’s bones, and of all uncleanness.
28 Even so ye also outwardly appear righteous unto men, but within ye are full of hypocrisy and iniquity.
29 Woe unto you, scribes and Pharisees, hypocrites! because ye build the tombs of the prophets, and garnish the sepulchres of the righteous,
30 And say, If we had been in the days of our fathers, we would not have been partakers with them in the blood of the prophets.
31 Wherefore ye be witnesses unto yourselves, that ye are the children of them which killed the prophets.
32 Fill ye up then the measure of your fathers.
33 Ye serpents, ye generation of vipers, how can ye escape the damnation of hell?
34 Wherefore, behold, I send unto you prophets, and wise men, and scribes: and some of them ye shall kill and crucify; and some of them shall ye scourge in your synagogues, and persecute them from city to city:
35 That upon you may come all the righteous blood shed upon the earth, from the blood of righteous Abel unto the blood of Zacharias son of Barachias, whom ye slew between the temple and the altar.
36 Verily I say unto you, All these things shall come upon this generation.
37 O Jerusalem, Jerusalem, thou that killest the prophets, and stonest them which are sent unto thee, how often would I have gathered thy children together, even as a hen gathereth her chickens under her wings, and ye would not!
38 Behold, your house is left unto you desolate.
39 For I say unto you, Ye shall not see me henceforth, till ye shall say, Blessed is he that cometh in the name of the Lord.
1 And when the queen of Sheba heard of the fame of Solomon concerning the name of the Lord, she came to prove him with hard questions.
2 And she came to Jerusalem with a very great train, with camels that bare spices, and very much gold, and precious stones: and when she was come to Solomon, she communed with him of all that was in her heart.
3 And Solomon told her all her questions: there was not any thing hid from the king, which he told her not.
4 And when the queen of Sheba had seen all Solomon’s wisdom, and the house that he had built,
5 And the meat of his table, and the sitting of his servants, and the attendance of his ministers, and their apparel, and his cupbearers, and his ascent by which he went up unto the house of the Lord; there was no more spirit in her.
6 And she said to the king, It was a true report that I heard in mine own land of thy acts and of thy wisdom.
7 Howbeit I believed not the words, until I came, and mine eyes had seen it: and, behold, the half was not told me: thy wisdom and prosperity exceedeth the fame which I heard.
8 Happy are thy men, happy are these thy servants, which stand continually before thee, and that hear thy wisdom.
9 Blessed be the Lord thy God, which delighted in thee, to set thee on the throne of Israel: because the Lord loved Israel for ever, therefore made he thee king, to do judgment and justice.
10 And she gave the king an hundred and twenty talents of gold, and of spices very great store, and precious stones: there came no more such abundance of spices as these which the queen of Sheba gave to king Solomon.
11 And the navy also of Hiram, that brought gold from Ophir, brought in from Ophir great plenty of almug trees, and precious stones.
12 And the king made of the almug trees pillars for the house of the Lord, and for the king’s house, harps also and psalteries for singers: there came no such almug trees, nor were seen unto this day.
13 And king Solomon gave unto the queen of Sheba all her desire, whatsoever she asked, beside that which Solomon gave her of his royal bounty. So she turned and went to her own country, she and her servants.
14 Now the weight of gold that came to Solomon in one year was six hundred threescore and six talents of gold,
15 Beside that he had of the merchantmen, and of the traffick of the spice merchants, and of all the kings of Arabia, and of the governors of the country.
16 And king Solomon made two hundred targets of beaten gold: six hundred shekels of gold went to one target.
17 And he made three hundred shields of beaten gold; three pound of gold went to one shield: and the king put them in the house of the forest of Lebanon.
18 Moreover the king made a great throne of ivory, and overlaid it with the best gold.
19 The throne had six steps, and the top of the throne was round behind: and there were stays on either side on the place of the seat, and two lions stood beside the stays.
20 And twelve lions stood there on the one side and on the other upon the six steps: there was not the like made in any kingdom.
21 And all king Solomon’s drinking vessels were of gold, and all the vessels of the house of the forest of Lebanon were of pure gold; none were of silver: it was nothing accounted of in the days of Solomon.
22 For the king had at sea a navy of Tharshish with the navy of Hiram: once in three years came the navy of Tharshish, bringing gold, and silver, ivory, and apes, and peacocks.
23 So king Solomon exceeded all the kings of the earth for riches and for wisdom.
24 And all the earth sought to Solomon, to hear his wisdom, which God had put in his heart.
25 And they brought every man his present, vessels of silver, and vessels of gold, and garments, and armour, and spices, horses, and mules, a rate year by year.
26 And Solomon gathered together chariots and horsemen: and he had a thousand and four hundred chariots, and twelve thousand horsemen, whom he bestowed in the cities for chariots, and with the king at Jerusalem.
27 And the king made silver to be in Jerusalem as stones, and cedars made he to be as the sycomore trees that are in the vale, for abundance.
28 And Solomon had horses brought out of Egypt, and linen yarn: the king’s merchants received the linen yarn at a price.
29 And a chariot came up and went out of Egypt for six hundred shekels of silver, and an horse for an hundred and fifty: and so for all the kings of the Hittites, and for the kings of Syria, did they bring them out by their means.