Matthew 20
1 ସ୍ବର୍ଗରାଜ୍ଯ ଜଣେ ଜମିଦାରଙ୍କ ଭଳି। ଜମିଦାରଙ୍କର କେତକେ ଦ୍ରାକ୍ଷା ବଗିଚ଼ା ଥିଲା। ଦିନେ ବଡ଼ି ସକାଳୁ ସେ ତାହାଙ୍କ ଦ୍ରାକ୍ଷା ବଗିଚ଼ା ରେ କାମ କରିବା ପାଇଁ ଅନ୍ୟ କେତକେ ଶ୍ରମାକ ଆଣିବାକୁ ବାହାରିଗଲେ।
2 ସେ ଶ୍ରମିକମାନଙ୍କୁ ସଦେିନ କାମ କରିବା ବାବଦ ରେ ଗୋଟିଏ ଗୋଟିଏ ରେ ୗପ୍ୟ ମୁଦ୍ରା ଦବୋ ପାଇଁ ରାଜି ହେଲେ। ତା'ପରେ ସେ ଶ୍ରମିକମାନଙ୍କୁ ବଗିଚ଼ାକୁ କାମ କରିବାକୁ ପଠାଇ ଦେଲେ।
3 ପ୍ରାୟ ନଅଟା ବେଳେ ସେ ବଜାର ଆଡ଼କୁ ଗଲେ ଓ ସଠାେରେ କେତକେ ଶ୍ରମିକଙ୍କୁ ଠିଆ ହାଇେଥିବାର ଦେଖିଲେ। ସମାନଙ୍କେ ପାଖ ରେ କିଛି କାମ ନଥିଲା।
4 ତେଣୁ ସେ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ଯଦି ଯାଇ ମାେ ଦ୍ରାକ୍ଷା ବଗିଚ଼ା ରେ କାମ କରିବ, ତବେେ ତୁମ୍ଭର ଯାହା ଉଚିତ ପ୍ରାପ୍ଯ ହବେ, ମୁଁ ତୁମ୍ଭକୁ ତାହା ଦବେି।'
5 ତେଣୁ ସମାନେେ ମଧ୍ଯ ଦ୍ରାକ୍ଷା ବଗିଚ଼ାକୁ କାମ କରିବାକୁ ଗଲେ।
6 ପ୍ରାୟ ପାଞ୍ଚଟା ବେଳେ ସେ ଘରୁ ଯାଇ ବଜାର ରେ ଦେଖିଲେ ଯେ କେତକେ ଲୋକ ଠିଆ ହାଇେଛନ୍ତି। ସେ ସମାନଙ୍କେୁ ପଚାରିଲେ, 'ତୁମ୍ଭମାନେେ ଦିନସାରା କିଛି କାମ ନକରି ଏଠା ରେ ଏମିତି କାହିଁକି ଠିଆ ହାଇେଛ?'
7 ସମାନେେ କହିଲେ, 'ଆମ୍ଭକୁ କହେି ମଜିରୀ ଦଇେ କାମ କରିବାକୁ ଡ଼ାକି ନାହିଁନ୍ତି।' ଜମିଦାର ଜଣକ ସମାନଙ୍କେୁ କହିଲେ, 'ତୁମ୍ଭମାନେେ ମଧ୍ଯ ଯାଇ ମାରେ ଦ୍ରାକ୍ଷା ବଗିଚ଼ା ରେ କାମ କର।'
8 ସନ୍ଧ୍ଯା ହବୋରୁ ଦ୍ରାକ୍ଷା ବଗିଚ଼ାର ଜମିଦାର ତାହାଙ୍କ ଗୁମାସ୍ତାଙ୍କୁ ଡ଼ାକି କହିଲେ, 'ଶ୍ରମିକମାନଙ୍କୁ ଡ଼ାକ। ମୁଁ ଯେଉଁମାନଙ୍କୁ ଶଷେ ରେ କାମ ରେ ଲଗାଇଲି ଶ୍ରମିକମାନଙ୍କଠାରୁ ପ୍ରଥମେ ମଜୁରୀ ଦବୋ ଆରମ୍ଭ କର। ସର୍ବ ଶଷେ ରେ ପ୍ରଥମେ କାମକୁ ଆସିଥିବା ଶ୍ରମିକମାନଙ୍କୁ ମଜୁରୀ ଦିଅ।'
9 ଯେଉଁମାନେ ପାଞ୍ଚଟା ବେଳେ ଆସିଥିଲେ, ସମାନେେ ମଜୂରୀ ନବୋକୁ ଆସିଲେ। ପ୍ରେତ୍ୟକକ ଶ୍ରମିକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
10 ଯେତବେେଳେ ଆଗ ଆସିଥିବା ଶ୍ରମାକମାନେ ଆସିଲେ, ସମାନେେ ଭାବିଥିଲେ ଯେ ସମାନଙ୍କେୁ କିଛି ଅଧିକ ମିଳିବ। କିନ୍ତୁ ସମାନେେ ମଧ୍ଯ ପ୍ରେତ୍ୟକକ ଗୋଟିଏ କରି ରେ ୗପ୍ୟମୁଦ୍ରା ପାଇଲେ।
11 ସମାନେେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେସାରି ଜମିଦାରଙ୍କ ଆଗ ରେ ଯାଇ ଏ ବିଷୟ ରେ ଅଭିଯୋଗ କଲେ।
12 ସମାନେେ କହିଲେ, 'ଶଷେ ରେ ଆସିଥିବା ଶ୍ରମିକମାନେ ମାତ୍ର ଗୋଟିଏ ଘଣ୍ଟା କାମ କରିଛନ୍ତି। ଆମ୍ଭେ ଖରା ରେ ଦିନସାରା କଠିନ ପରିଶ୍ରମ କରିଛୁ। କିନ୍ତୁ ଆପଣ ସମାନଙ୍କେୁ ଯେତିକି ମଜୁରୀ ଦେଲେ, ଆମ୍ଭକୁ ମଧ୍ଯ ସତେିକି ମଜୁରୀ ଦେଲେ!'
13 ଜମିଦାର ସହେି ଶ୍ରମିକମାନଙ୍କ ଭିତରୁ ଜଣକୁ କହିଲେ, 'ବନ୍ଧୁ, ମୁଁ ତୁମ୍ଭ ପ୍ରତି ଅନ୍ଯାୟ କରିନାହିଁ। ତୁମ୍ଭେ ଗୋଟିଏ ଗୋଟିଏ ରେ ୗପ୍ୟମୁଦ୍ରା ନଇେ କାମ କରିବ ବୋଲି ମାେ ସାଙ୍ଗ ରେ ରାଜି ହାଇେ ନଥିଲ କି?
14 ଯାହା ତୁମ୍ଭର ପ୍ରାପ୍ଯ ତାହା ନଇେ ଘରକୁ ଯାଅ। ମୁଁ ତୁମ୍ଭମାନଙ୍କୁ ଯେତିକି ଦଇେଛି, ଶଷେ ରେ ଆସିଥିବା ଶ୍ରମାକକୁ ସତେିକି ଲଖାେଁଏ ଦବୋକୁ ଚାହୁଁଛି।
15 ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'
16 ଏହିଭଳି ଭାବରେ ବର୍ତ୍ତମାନ ଯେଉଁ ଲୋକ ସର୍ବଶଷେ ରେ ଅଛନ୍ତି, ଭବିଷ୍ଯତ ରେ ସମାନେେ ପ୍ରଥମ ସ୍ଥାନ ପାଇବେ। ଏବଂ ଯେଉଁଲୋକମାନେ ବର୍ତ୍ତମାନ ପ୍ରଥମ ସ୍ଥାନ ରେ ଅଛନ୍ତି, ସମାନେେ ଭବିଷ୍ଯତ ରେ ଶଷେ ସ୍ଥାନ ପାଇବେ।
17 ଯୀଶୁ ୟିରୁଶାଲମକୁ ଯାଉଥିଲେ। ତାହାଙ୍କର ବାରଜଣ ଶିଷ୍ଯ ତାହାଙ୍କ ସହିତ ଥିଲେ। ସମାନେେ ଚ଼ାଲିକରି ଯାଉଥିବା ସମୟରେ ଯୀଶୁ ସହେି ବାରଜଣ ଶିଷ୍ଯଙ୍କୁ ଗୋଟିଏ ପାଖକୁ ଡ଼ାକିନଇେ କହିଲେ,
18 ଶୁଣ, ଆମ୍ଭମାନେେ ୟିରୁଶାଲମକୁ ଯାଉଛୁ। ମନୁଷ୍ଯପୁତ୍ରଙ୍କୁ ସଠାେରେ ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନଙ୍କ ହାତ ରେ ଦଇେ ଦିଆୟିବ। ସମାନେେ ତାହାଙ୍କୁ ମୃତ୍ଯୁଦଣ୍ଡ ଦବୋକୁ କହିବେ।
19 ସମାନେେ ଯୀଶୁଙ୍କୁ ଅଣଯିହୂଦୀ ଲୋକଙ୍କ ହାତ ରେ ଦଇେ ଦବେେ। ସହେି ଲୋକମାନେ ଯୀଶୁଙ୍କୁ ଉପହାସ କରିବେ, କୋରଡ଼ା ରେ ପିଟିବେ ଏବଂ ଗୋଟିଏ କୃଶ ରେ ଚ଼ଢ଼ଇେ ତାହାଙ୍କୁ ମାରି ଦବେେ। କିନ୍ତୁ ମୃତ୍ଯୁର ତୃତୀୟ ଦିନ ସେ ପୁଣି ବଞ୍ଚି ଉଠିବେ।
20 ତା'ପରେ ଜବଦେୀଙ୍କ ସ୍ତ୍ରୀ ଯୀଶୁଙ୍କ ନିକଟକୁ ଆସିଲେ। ତାହାଙ୍କର ପୁଅମାନେ ତାହାଙ୍କ ସହିତ ଥିଲେ। ସମାନଙ୍କେର ମାଆ ଯୀଶୁଙ୍କୁ ପ୍ରଣାମ କଲେ। ସେ ସମାନଙ୍କେ ପାଇଁ ଯୀଶୁଙ୍କୁ କିଛି ଅନୁରୋଧ କଲେ।
21 ଯୀଶୁ ପଚ଼ାରିଲେ, ତୁମ୍ଭେ କ'ଣ ଚ଼ାହୁଁଛ?
22 ଯୀଶୁ ଉତ୍ତର ଦେଲେ, ତୁମ୍ଭେ କ'ଣ ମାଗୁଛ, ସେ କଥା ତୁମ୍ଭେ ଜାଣି ପାରୁନାହଁ। ଯେଉଁଭଳି ଯାତନା ମୁଁ ଭୋଗ କରିବାକୁ ଯାଉଛି, ତାହା କ'ଣ ତୁମ୍ଭେ ଭୋଗ କରି ପାରିବ?
23 ଯୀଶୁ ସମାନଙ୍କେୁ କହିଲେ, ମୁଁ ଯେଉଁଭଳି ଯାତନା ଭୋଗ କରିବି, ତୁମ୍ଭମାନେେ ମଧ୍ଯ ପ୍ରକୃତ ରେ ସହେିଭଳି ଯାତନା ଭୋଗ କରିବ। କିନ୍ତୁ ମାରେଡ଼ାହାଣ ପଟେ କିଏ ବସିବ ବା ବାମ ପଟେ କିଏ ବସିବ, ତାହା ବାଛିବାର ଅଧିକାର ମାରେ ନାହିଁ। କାରଣ, କିଏ କେଉଁଠା ରେ ବସିବେ, ତାହା ମାରେ ପରମପିତା ଆଗରୁ ସ୍ଥିର କରି ସାରିଛନ୍ତି। ସେ ସମାନଙ୍କେ ପାଇଁ ଯେଉଁ ସ୍ଥାନ ପ୍ରସ୍ତୁତ କରିଛନ୍ତି, ସମାନେେ ସହେି ସ୍ଥାନ ରେ ବସିବେ।
24 ଅନ୍ୟ ଦଶଜଣ ଶିଷ୍ଯ ଏ କଥା ଶୁଣି ସହେି ଦୁଇଭାଇଙ୍କ ଉପରେ ରାଗିଗଲେ।
25 ଯୀଶୁ ସବୁ ଶିଷ୍ଯଙ୍କୁ ଏକାଠି ଡ଼ାକି କହିଲେ, ତୁମ୍ଭେ ଜାଣ ଯେ, ଅଣଯିହୂଦୀ ଶାସକମାନେ ସମାନଙ୍କେ କ୍ଷମତା ଅନ୍ୟ ଲୋକଙ୍କ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି। ଆଉ ଏହା ମଧ୍ଯ ଜାଣ ଯେ, ସମାନଙ୍କେର ମହତ୍ତ୍ବପୂର୍ଣ୍ଣ ନେତାମାନେ ସମାନଙ୍କର କତ୍ତୃର୍ତ୍ବ ସମାନଙ୍କେ ଉପରେ ବ୍ଯବହାର କରିବାକୁ ଭଲ ପାଆନ୍ତି।
26 କିନ୍ତୁ ତୁମ୍ଭମାନଙ୍କ କ୍ଷେତ୍ର ରେ ସହେିଭଳି ହବେନାହିଁ। ତୁମ୍ଭ ଭିତରୁ ଯଦି କହେି ବଡ଼ ହବୋକୁ ଇଚ୍ଛା କରୁଛି, ତବେେ ସେ ଜଣେ ସବେକ ଭଳି ତୁମ୍ଭମାନଙ୍କର ସବୋ କରିବ।
27 ଯଦି ତୁମ୍ଭ ଭିତରୁ କହେି ପ୍ରଥମ ସ୍ଥାନ ପାଇବାକୁ ଇଚ୍ଛା କରୁଛି, ତବେେ ତାକୁ ଜଣେ କ୍ରୀତଦାସ ଭଳି ତୁମ୍ଭମାନଙ୍କର ସବୋ କରିବାକୁ ହବେ।
28 ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।
29 ଯୀଶୁ ଓ ତାହାଙ୍କ ଶିଷ୍ଯମାନେ ୟିରୀଖୋରୁ ଗଲା ବେଳେ ବହୁ ସଂଖ୍ଯା ରେ ଲୋକମାନେ ଯୀଶୁଙ୍କୁ ଅନୁସରଣ କରିବାକୁ ଲାଗିଲେ।
30 ରାସ୍ତା ପାଖ ରେ ଦୁଇଜଣ ଅନ୍ଧ ବସିଥିଲେ। ସମାନେେ ଶୁଣିଲେ ଯେ ଯୀଶୁ ସେ ବାଟ ଦଇେ ଯାଉଛନ୍ତି। ସମାନେେ ପାଟି କଲେ, ହେ ପ୍ରଭୁ, ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟା କର।
31 ଲୋକେ ସମାନଙ୍କେୁ ଧମକ ଦଇେ ଚୁପ୍ ରହିବାକୁ କହିଲେ। କିନ୍ତୁ ଅନ୍ଧ ଦୁଇଜଣ ଅଧିକରୁ ଅଧିକ ପାଟି କରି କହିଲେ, ହେ ପ୍ରଭୁ, ହେ ଦାଉଦଙ୍କ ପୁତ୍ର, ଆମ୍ଭ ଉପରେ ଦୟାକର।
32 ଯୀଶୁ ରହିଗଲେ, ଦୁଇଜଣଙ୍କୁ ଡାକିଲେ ଓ ସମାନଙ୍କେୁ କହିଲେ, ମୁଁ ତୁମ୍ଭମାନଙ୍କ ପାଇଁ କ'ଣ କରିବି ବୋଲି ତୁମ୍ଭେ ଚାହୁଁଛ?
33 ସମାନେେ ତାହାଙ୍କୁ କହିଲେ, ହେ ପ୍ରଭୁ, ଆମ୍ଭେ ଯେପରି ଦେଖିପାରିବୁ, ତାହା ଚ଼ାହୁଁଛୁ।
34 ଯୀଶୁଙ୍କ ମନ ରେ ସମାନଙ୍କେ ପାଇଁ ଦୟା ଆସିଲା। ସେ ସମାନଙ୍କେର ଆଖି ଛୁଇଁ ଦେଲେ, ଓ ସମାନେେ ତୁରନ୍ତ ଦେଖି ପାରିଲେ। ତା'ପରେ ସମାନେେ ଯୀଶୁଙ୍କୁ ଅନୁସରଣ କଲେ।
1 For the kingdom of heaven is like unto a man that is an householder, which went out early in the morning to hire labourers into his vineyard.
2 And when he had agreed with the labourers for a penny a day, he sent them into his vineyard.
3 And he went out about the third hour, and saw others standing idle in the marketplace,
4 And said unto them; Go ye also into the vineyard, and whatsoever is right I will give you. And they went their way.
5 Again he went out about the sixth and ninth hour, and did likewise.
6 And about the eleventh hour he went out, and found others standing idle, and saith unto them, Why stand ye here all the day idle?
7 They say unto him, Because no man hath hired us. He saith unto them, Go ye also into the vineyard; and whatsoever is right, that shall ye receive.
8 So when even was come, the lord of the vineyard saith unto his steward, Call the labourers, and give them their hire, beginning from the last unto the first.
9 And when they came that were hired about the eleventh hour, they received every man a penny.
10 But when the first came, they supposed that they should have received more; and they likewise received every man a penny.
11 And when they had received it, they murmured against the goodman of the house,
12 Saying, These last have wrought but one hour, and thou hast made them equal unto us, which have borne the burden and heat of the day.
13 But he answered one of them, and said, Friend, I do thee no wrong: didst not thou agree with me for a penny?
14 Take that thine is, and go thy way: I will give unto this last, even as unto thee.
15 Is it not lawful for me to do what I will with mine own? Is thine eye evil, because I am good?
16 So the last shall be first, and the first last: for many be called, but few chosen.
17 And Jesus going up to Jerusalem took the twelve disciples apart in the way, and said unto them,
18 Behold, we go up to Jerusalem; and the Son of man shall be betrayed unto the chief priests and unto the scribes, and they shall condemn him to death,
19 And shall deliver him to the Gentiles to mock, and to scourge, and to crucify him: and the third day he shall rise again.
20 Then came to him the mother of Zebedee’s children with her sons, worshipping him, and desiring a certain thing of him.
21 And he said unto her, What wilt thou? She saith unto him, Grant that these my two sons may sit, the one on thy right hand, and the other on the left, in thy kingdom.
22 But Jesus answered and said, Ye know not what ye ask. Are ye able to drink of the cup that I shall drink of, and to be baptized with the baptism that I am baptized with? They say unto him, We are able.
23 And he saith unto them, Ye shall drink indeed of my cup, and be baptized with the baptism that I am baptized with: but to sit on my right hand, and on my left, is not mine to give, but it shall be given to them for whom it is prepared of my Father.
24 And when the ten heard it, they were moved with indignation against the two brethren.
25 But Jesus called them unto him, and said, Ye know that the princes of the Gentiles exercise dominion over them, and they that are great exercise authority upon them.
26 But it shall not be so among you: but whosoever will be great among you, let him be your minister;
27 And whosoever will be chief among you, let him be your servant:
28 Even as the Son of man came not to be ministered unto, but to minister, and to give his life a ransom for many.
29 And as they departed from Jericho, a great multitude followed him.
30 And, behold, two blind men sitting by the way side, when they heard that Jesus passed by, cried out, saying, Have mercy on us, O Lord, thou Son of David.
31 And the multitude rebuked them, because they should hold their peace: but they cried the more, saying, Have mercy on us, O Lord, thou Son of David.
32 And Jesus stood still, and called them, and said, What will ye that I shall do unto you?
33 They say unto him, Lord, that our eyes may be opened.
34 So Jesus had compassion on them, and touched their eyes: and immediately their eyes received sight, and they followed him.
1 And Abraham was old, and well stricken in age: and the Lord had blessed Abraham in all things.
2 And Abraham said unto his eldest servant of his house, that ruled over all that he had, Put, I pray thee, thy hand under my thigh:
3 And I will make thee swear by the Lord, the God of heaven, and the God of the earth, that thou shalt not take a wife unto my son of the daughters of the Canaanites, among whom I dwell:
4 But thou shalt go unto my country, and to my kindred, and take a wife unto my son Isaac.
5 And the servant said unto him, Peradventure the woman will not be willing to follow me unto this land: must I needs bring thy son again unto the land from whence thou camest?
6 And Abraham said unto him, Beware thou that thou bring not my son thither again.
7 The Lord God of heaven, which took me from my father’s house, and from the land of my kindred, and which spake unto me, and that sware unto me, saying, Unto thy seed will I give this land; he shall send his angel before thee, and thou shalt take a wife unto my son from thence.
8 And if the woman will not be willing to follow thee, then thou shalt be clear from this my oath: only bring not my son thither again.
9 And the servant put his hand under the thigh of Abraham his master, and sware to him concerning that matter.
10 And the servant took ten camels of the camels of his master, and departed; for all the goods of his master were in his hand: and he arose, and went to Mesopotamia, unto the city of Nahor.
11 And he made his camels to kneel down without the city by a well of water at the time of the evening, even the time that women go out to draw water.
12 And he said, O Lord God of my master Abraham, I pray thee, send me good speed this day, and shew kindness unto my master Abraham.
13 Behold, I stand here by the well of water; and the daughters of the men of the city come out to draw water:
14 And let it come to pass, that the damsel to whom I shall say, Let down thy pitcher, I pray thee, that I may drink; and she shall say, Drink, and I will give thy camels drink also: let the same be she that thou hast appointed for thy servant Isaac; and thereby shall I know that thou hast shewed kindness unto my master.
15 And it came to pass, before he had done speaking, that, behold, Rebekah came out, who was born to Bethuel, son of Milcah, the wife of Nahor, Abraham’s brother, with her pitcher upon her shoulder.
16 And the damsel was very fair to look upon, a virgin, neither had any man known her: and she went down to the well, and filled her pitcher, and came up.
17 And the servant ran to meet her, and said, Let me, I pray thee, drink a little water of thy pitcher.
18 And she said, Drink, my lord: and she hasted, and let down her pitcher upon her hand, and gave him drink.
19 And when she had done giving him drink, she said, I will draw water for thy camels also, until they have done drinking.
20 And she hasted, and emptied her pitcher into the trough, and ran again unto the well to draw water, and drew for all his camels.
21 And the man wondering at her held his peace, to wit whether the Lord had made his journey prosperous or not.
22 And it came to pass, as the camels had done drinking, that the man took a golden earring of half a shekel weight, and two bracelets for her hands of ten shekels weight of gold;
23 And said, Whose daughter art thou? tell me, I pray thee: is there room in thy father’s house for us to lodge in?
24 And she said unto him, I am the daughter of Bethuel the son of Milcah, which she bare unto Nahor.
25 She said moreover unto him, We have both straw and provender enough, and room to lodge in.
26 And the man bowed down his head, and worshipped the Lord.
27 And he said, Blessed be the Lord God of my master Abraham, who hath not left destitute my master of his mercy and his truth: I being in the way, the Lord led me to the house of my master’s brethren.
28 And the damsel ran, and told them of her mother’s house these things.
29 And Rebekah had a brother, and his name was Laban: and Laban ran out unto the man, unto the well.
30 And it came to pass, when he saw the earring and bracelets upon his sister’s hands, and when he heard the words of Rebekah his sister, saying, Thus spake the man unto me; that he came unto the man; and, behold, he stood by the camels at the well.
31 And he said, Come in, thou blessed of the Lord; wherefore standest thou without? for I have prepared the house, and room for the camels.
32 And the man came into the house: and he ungirded his camels, and gave straw and provender for the camels, and water to wash his feet, and the men’s feet that were with him.
33 And there was set meat before him to eat: but he said, I will not eat, until I have told mine errand. And he said, Speak on.
34 And he said, I am Abraham’s servant.
35 And the Lord hath blessed my master greatly; and he is become great: and he hath given him flocks, and herds, and silver, and gold, and menservants, and maidservants, and camels, and asses.
36 And Sarah my master’s wife bare a son to my master when she was old: and unto him hath he given all that he hath.
37 And my master made me swear, saying, Thou shalt not take a wife to my son of the daughters of the Canaanites, in whose land I dwell:
38 But thou shalt go unto my father’s house, and to my kindred, and take a wife unto my son.
39 And I said unto my master, Peradventure the woman will not follow me.
40 And he said unto me, The Lord, before whom I walk, will send his angel with thee, and prosper thy way; and thou shalt take a wife for my son of my kindred, and of my father’s house:
41 Then shalt thou be clear from this my oath, when thou comest to my kindred; and if they give not thee one, thou shalt be clear from my oath.
42 And I came this day unto the well, and said, O Lord God of my master Abraham, if now thou do prosper my way which I go:
43 Behold, I stand by the well of water; and it shall come to pass, that when the virgin cometh forth to draw water, and I say to her, Give me, I pray thee, a little water of thy pitcher to drink;
44 And she say to me, Both drink thou, and I will also draw for thy camels: let the same be the woman whom the Lord hath appointed out for my master’s son.
45 And before I had done speaking in mine heart, behold, Rebekah came forth with her pitcher on her shoulder; and she went down unto the well, and drew water: and I said unto her, Let me drink, I pray thee.
46 And she made haste, and let down her pitcher from her shoulder, and said, Drink, and I will give thy camels drink also: so I drank, and she made the camels drink also.
47 And I asked her, and said, Whose daughter art thou? And she said, The daughter of Bethuel, Nahor’s son, whom Milcah bare unto him: and I put the earring upon her face, and the bracelets upon her hands.
48 And I bowed down my head, and worshipped the Lord, and blessed the Lord God of my master Abraham, which had led me in the right way to take my master’s brother’s daughter unto his son.
49 And now if ye will deal kindly and truly with my master, tell me: and if not, tell me; that I may turn to the right hand, or to the left.
50 Then Laban and Bethuel answered and said, The thing proceedeth from the Lord: we cannot speak unto thee bad or good.
51 Behold, Rebekah is before thee, take her, and go, and let her be thy master’s son’s wife, as the Lord hath spoken.
52 And it came to pass, that, when Abraham’s servant heard their words, he worshipped the Lord, bowing himself to the earth.
53 And the servant brought forth jewels of silver, and jewels of gold, and raiment, and gave them to Rebekah: he gave also to her brother and to her mother precious things.
54 And they did eat and drink, he and the men that were with him, and tarried all night; and they rose up in the morning, and he said, Send me away unto my master.
55 And her brother and her mother said, Let the damsel abide with us a few days, at the least ten; after that she shall go.
56 And he said unto them, Hinder me not, seeing the Lord hath prospered my way; send me away that I may go to my master.
57 And they said, We will call the damsel, and inquire at her mouth.
58 And they called Rebekah, and said unto her, Wilt thou go with this man? And she said, I will go.
59 And they sent away Rebekah their sister, and her nurse, and Abraham’s servant, and his men.
60 And they blessed Rebekah, and said unto her, Thou art our sister, be thou the mother of thousands of millions, and let thy seed possess the gate of those which hate them.
61 And Rebekah arose, and her damsels, and they rode upon the camels, and followed the man: and the servant took Rebekah, and went his way.
62 And Isaac came from the way of the well Lahai-roi; for he dwelt in the south country.
63 And Isaac went out to meditate in the field at the eventide: and he lifted up his eyes, and saw, and, behold, the camels were coming.
64 And Rebekah lifted up her eyes, and when she saw Isaac, she lighted off the camel.
65 For she had said unto the servant, What man is this that walketh in the field to meet us? And the servant had said, It is my master: therefore she took a vail, and covered herself.
66 And the servant told Isaac all things that he had done.
67 And Isaac brought her into his mother Sarah’s tent, and took Rebekah, and she became his wife; and he loved her: and Isaac was comforted after his mother’s death.