Matthew 14:5 in Oriya

Oriya Oriya Bible Matthew Matthew 14 Matthew 14:5

Matthew 14:5
ତେଣୁ େ ହରୋଦ ଯୋହନଙ୍କୁ ମାରିଦବୋକୁ ଚାହିଁଲେ। କିନ୍ତୁ ସେ ଲୋକମାନଙ୍କୁ ଭୟ କରୁଥିଲେ। କାରଣ ଲୋକେ ଯୋହନଙ୍କୁ ଜଣେ ଭବିଷ୍ଯଦ୍ବକ୍ତା ବୋଲି ବିଶ୍ବାସ କରୁଥିଲେ।

Matthew 14:4Matthew 14Matthew 14:6

Matthew 14:5 in Other Translations

King James Version (KJV)
And when he would have put him to death, he feared the multitude, because they counted him as a prophet.

American Standard Version (ASV)
And when he would have put him to death, he feared the multitude, because they counted him as a prophet.

Bible in Basic English (BBE)
And he would have put him to death, but for his fear of the people, because in their eyes John was a prophet.

Darby English Bible (DBY)
And [while] desiring to kill him, he feared the crowd, because they held him for a prophet.

World English Bible (WEB)
When he would have put him to death, he feared the multitude, because they counted him as a prophet.

Young's Literal Translation (YLT)
and, willing to kill him, he feared the multitude, because as a prophet they were holding him.

And
καὶkaikay
when
he
have
θέλωνthelōnTHAY-lone
would
αὐτὸνautonaf-TONE
death,
to
him
put
ἀποκτεῖναιapokteinaiah-poke-TEE-nay
feared
he
ἐφοβήθηephobēthēay-foh-VAY-thay
the
τὸνtontone
multitude,
ὄχλονochlonOH-hlone
because
ὅτιhotiOH-tee
counted
they
ὡςhōsose
him
προφήτηνprophētēnproh-FAY-tane
as
αὐτὸνautonaf-TONE
a
prophet.
εἶχονeichonEE-hone

Cross Reference

Matthew 11:9
ତବେେ କ'ଣ ଦେଖିବାକୁ ତୁମ୍ଭେ ଆସିଥିଲ? କ'ଣ କୌଣସି ଭବିଷ୍ଯଦ୍ବକ୍ତାଙ୍କୁ? ହଁ, ମୁଁ ତୁମ୍ଭକୁ କହୁଛି ଯେ ଯାହାକୁ ତୁମ୍ଭେ ଦେଖିଛ ସେ ଭବିଷ୍ଯଦ୍ବକ୍ତାଙ୍କ ଠାରୁ ମଧ୍ଯ ଆହୁରି ବଡ।

Matthew 21:26
କିନ୍ତୁ ଆମ୍ଭେ ଯଦି କହିବା, 'ଏହା ମନୁଷ୍ଯ ପାଖରୁ ଆସିଛି,' ତବେେ ଏଠା ରେ ଜମା ରୋଇଥିବା ଲୋକେ ଆମ୍ଭ ଉପରେ ରାଗିଯିବେ। ଆମ୍ଭମାନେେ ଏ ଲୋକମାନଙ୍କୁ ଭୟ କରୁଛୁ। କାରଣ ସମାନେେ ସମସ୍ତେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତୁ.

Matthew 21:32
ତୁମ୍ଭମାନଙ୍କୁ ବଞ୍ଚିବା ପାଇଁ ଠିକ ବାଟ ଦଖାଇବୋକୁ ଯୋହନ ଆସି ଥିଲେ। ତୁମ୍ଭମାନେେ ଯୋହନଙ୍କୁ ବିଶ୍ବାସ କଲ ନାହିଁ।କିନ୍ତୁ କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କଲେ। କର ଆଦାୟକାରୀ ଓ ବେଶ୍ଯାମାନେ ଯୋହନଙ୍କୁ ବିଶ୍ବାସ କରିଛନ୍ତି ବୋଲି ତୁମ୍ଭେ ଦେଖିଲ। ତଥାପି ତାହାଙ୍କଠା ରେ ବିଶ୍ବାସ କରିବା ଲୋଗି ତୁମ୍ଭମାନେେ ହୃଦୟ ପରିବର୍ତ୍ତନ କଲ ନାହିଁ।

Mark 6:19
ତେଣୁ େ ହରୋଦିଆ ଯୋହନଙ୍କୁ ଶତୃ ଭାବରେ ଦେଖୁଥିଲେ। ସେ ଯୋହନଙ୍କୁ ହତ୍ଯା କରିବାକୁ ଚାହୁଁଥିଲେ। କିନ୍ତୁ ସେ ଏଥିପାଇଁ ହରେୋଦଙ୍କୁ ପ୍ରବର୍ତ୍ତାଇବା ରେ ଅସଫଳ ହାଇେଥିଲେ।

Mark 11:30
ମାେତେ କୁହ, ଯେତବେେଳେ ଯୋହନ ଲୋକମାନଙ୍କୁ ବାପ୍ତିସ୍ମ ଦେଉଥିଲେ, ତାହା ପରମେଶ୍ବରଙ୍କ ଠାରୁ ଆସିଥିଲା ନା ମନୁଷ୍ଯଠାରୁ? ମାରେ ପ୍ରଶ୍ନର ଉତ୍ତର ଦିଅ।

Mark 14:1
ନିସ୍ତାର ପର୍ବ ଓ ଖମୀର ଶୁନ୍ଯ ରୋଟୀପର୍ବ ଆଉ ଦୁଇ ଦିନ ବାକି ଥିଲା। ପ୍ରଧାନ ଯାଜକ ଓ ଯିହୂଦୀ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ କୌଶଳ ରେ ବନ୍ଦୀ କରି ତା'ପରେ ମାରି ଦବୋ ପାଇଁ ଉପାୟ ଖୋଜୁ ଥିଲେ।

Luke 20:6
କିନ୍ତୁ ଆମ୍ଭେ ଯଦି କହିବା, ' ଯୋହନଙ୍କ ବାପ୍ତିସ୍ମ ମଣିଷଠାରୁ ଆସିଥିଲା,' ତବେେ ସବୁ ଲୋକ ଆମ୍ଭ ଉପରକୁ ଟକୋପଥର ଫିଙ୍ଗି ଆମ୍ଭକୁ ଜୀବନ ରେ ମାରି ଦବେେ। କାରଣ ସମାନେେ ଯୋହନଙ୍କୁ ଭବିଷ୍ଯଦ୍ବକ୍ତା ରୂପେ ବିଶ୍ବାସ କରନ୍ତି।

Acts 4:21
ତେଣୁ ସେ ସମାନଙ୍କେୁ ଆଉ ଥରେ ଭୟ ଦଖାଇେଲେ ଏବଂ ସମାନଙ୍କେୁ ମୁକ୍ତ କଲେ।

Acts 5:26
ତେଣୁ ସନୋପତି ସହେି ଲୋକମାନଙ୍କୁ ସାଙ୍ଗ ରେ ନଇେ ପ୍ ରରେିତମାନଙ୍କୁ ନଇେ ଆସିଲେ। ସମାନେେ ପ୍ ରରେିତମାନଙ୍କୁ ଜାରେ ଜବରଦସ୍ତି କରି ଆଣିଲେ ନାହିଁ କାରଣ ସମାନେେ ଭୟ କଲେ, ଯଦି ସମାନେେ ଏପରି କରିବେ, ତବେେ ଲୋକମାନେ ହୁଏତ ସମାନଙ୍କେୁ ପଥର ଫୋପାଡ଼ିବେ।