Luke 5:33 in Oriya

Oriya Oriya Bible Luke Luke 5 Luke 5:33

Luke 5:33
ସମାନେେ ଯୀଶୁଙ୍କୁ କହିଲେ, ଯୋହନଙ୍କ ଶିଷ୍ଯମାନେ ଅଧିକାଂଶ ଥର ଉପବାସ ଓ ପ୍ରାର୍ଥନା କରନ୍ତି। ଫାରୂଶୀମାନଙ୍କ ଶିଷ୍ଯମାନେ ସହେିପରି କରନ୍ତି। କିନ୍ତୁ ତୁମ୍ଭର ଶିଷ୍ଯମାନେ ସବୁବେଳେ ଖିଆପିଆ କରୁଛନ୍ତି।

Luke 5:32Luke 5Luke 5:34

Luke 5:33 in Other Translations

King James Version (KJV)
And they said unto him, Why do the disciples of John fast often, and make prayers, and likewise the disciples of the Pharisees; but thine eat and drink?

American Standard Version (ASV)
And they said unto him, The disciples of John fast often, and make supplications; likewise also the `disciples' of the Pharisees; but thine eat and drink.

Bible in Basic English (BBE)
And they said to him, The disciples of John frequently go without food, and make prayers, and so do the disciples of the Pharisees; but your disciples take food and drink.

Darby English Bible (DBY)
And they said to him, Why do the disciples of John fast often and make supplications, in like manner those also of the Pharisees, but thine eat and drink?

World English Bible (WEB)
They said to him, "Why do John's disciples often fast and pray, likewise also the disciples of the Pharisees, but yours eat and drink?"

Young's Literal Translation (YLT)
And they said unto him, `Wherefore do the disciples of John fast often, and make supplications -- in like manner also those of the Pharisees -- but thine do eat and drink?'

the
Οἱhoioo
disciples
δὲdethay
they
εἶπονeiponEE-pone
And
πρὸςprosprose
said
αὐτόνautonaf-TONE
unto
him,
Διατίdiatithee-ah-TEE
Why
Οἱhoioo
do
μαθηταὶmathētaima-thay-TAY
the
disciples
Ἰωάννουiōannouee-oh-AN-noo
of
νηστεύουσινnēsteuousinnay-STAVE-oo-seen
John
πυκνὰpyknapyoo-KNA
fast
καὶkaikay
often,
δεήσειςdeēseisthay-A-sees
and
ποιοῦνταιpoiountaipoo-OON-tay
prayers,
ὁμοίωςhomoiōsoh-MOO-ose
make
καὶkaikay
likewise
and

οἱhoioo
the
Pharisees;
τῶνtōntone
of
Φαρισαίωνpharisaiōnfa-ree-SAY-one

οἱhoioo
but
δὲdethay
thine
σοὶsoisoo
eat
ἐσθίουσινesthiousinay-STHEE-oo-seen
and
καὶkaikay
drink?
πίνουσινpinousinPEE-noo-seen

Cross Reference

Luke 18:12
ମୁଁ ଜଣେ ଭଲ ଲୋକ। ମୁଁ ସପ୍ତାହ ରେ ଦୁଇ ଥର ଉପବାସ କରେ। ମୁଁ ମାରେସମସ୍ତ ରୋଜଗାରର ଦଶ ଭାଗରୁ ଏକ ଭାଗ ଦାନ କରେ।'

Luke 11:1
ଥରେ ଯୀଶୁ ଗୋଟିଏ ସ୍ଥାନ ରେ ପ୍ରାର୍ଥନା କରୁଥିଲେ। ସେ ପ୍ରାର୍ଥନା କରି ସାରିବା ପରେ ତାହାଙ୍କର ଜଣେ ଶିଷ୍ଯ ତାହାଙ୍କୁ କହିଲେ, ପ୍ରାର୍ଥନା କିପରି କରିବାକୁ ହବେ ତାହା ଯୋହନ ତାହାଙ୍କ ଶିଷ୍ଯମାନଙ୍କୁ ଶିଖାଇ ଦଇେଥିଲେ। ପ୍ରଭୁ, ପ୍ରାର୍ଥନା କିପରି କରିବାକୁ ହୁଏ, ତାହା ଆପଣ ମଧ୍ଯ ଆମ୍ଭମାନଙ୍କୁ ବତଇେ ଦିଅନ୍ତୁ।

Mark 2:18
ଯୋହନଙ୍କ ଶିଷ୍ଯ ଓ ଫାରୂଶୀମାନେ ଉପବାସ କରୁଥଲେ। କେତକେ ଲୋକ ଯୀଶୁଙ୍କ ପାଖକୁ ଆସି କହିଲେ, ଯୋହନଙ୍କ ଶିଷ୍ଯମାନେ ଉପବାସ କରୁଛନ୍ତି, କିନ୍ତୁ ତୁମ୍ଭର ଶିଷ୍ଯମାନେ କାହିଁକି ଉପବାସ କରୁ ନାହାଁନ୍ତି?

Matthew 9:14
ଯୋହନଙ୍କ ଶିଷ୍ଯମାନେ ଯୀଶୁଙ୍କ ପାଖକୁ ଆସିଲେ। ସମାନେେ ଯୀଶୁଙ୍କୁ ପଚାରିଲେ, ଆମ୍ଭେ ଓ ଫାରୂଶୀମାନେ ଅଧିକାଂଶ ସମୟରେ ଉପବାସ କରୁଛୁ। କିନ୍ତୁ ଆପଣଙ୍କ ଶିଷ୍ଯମାନେ ଉପବାସ କରନ୍ତି ନାହିଁ କାହିଁକି?

Romans 10:2
ମୁଁ ବିଶ୍ବାସ ପୂର୍ବକ ସମାନଙ୍କେ ବିଷୟ ରେ କହିପା ରେ, ଯେ ସମାନେେ ପ୍ରକୃତ ରେ ପରମେଶ୍ବରଙ୍କୁ ଅନୁକରଣ କରିବା ପାଇଁ ଚାହାନ୍ତି କିନ୍ତୁ ଠିକ୍ ବାଟ ଜାଣନ୍ତି ନାହିଁ।

Acts 9:11
ପ୍ରଭୁ ତାହାଙ୍କୁ କହିଲେ, ଉଠ ଓ ସଳଖ ନାମକ ରାସ୍ତାକୁ ଯାଅ ଏବଂ ୟିହୂଦାଙ୍କ ଘ ରେ ତାର୍ଷ ନଗରର ଶାଉଲ ନାମକ ଜଣେ ବ୍ଯକ୍ତିର ସନ୍ଧାନ ନିଅ। ଯେ ହତେୁ ସେ ପ୍ରାର୍ଥନା କରୁଅଛି।

John 3:25
ଯୋହନଙ୍କର କେତକେ ଶିଷ୍ଯଙ୍କର ସହିତ ଜଣେ ୟିହୁଦୀଙ୍କର ୟୁକ୍ତିତର୍କ ହେଲା। ସମାନେେ ତାହାଙ୍କ ସହିତ ଧର୍ମ ସଂକ୍ତାନ୍ତୀୟ ଶୁଚିକରଣ ବିଷୟ ରେ ତର୍କ କରୁଥିଲେ।

John 1:35
ତହିଁ ଆରଦିନ ଯୋହନ ପୁଣି ସଠାେରେ ଥିଲେ। ତାଙ୍କ ସହିତ ତାହାଙ୍କର ଦୁଇ ଜଣ ଶିଷ୍ଯ ଥିଲେ।

Luke 20:47
କିନ୍ତୁ ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ୍ଚ ମନୋଭାବ ଦଖାେନ୍ତି। ସମାନେେ ବିଧବା ମାନଙ୍କର ଘରଦ୍ବାର ଠକି କରି ନଇେ ଥାଆନ୍ତି। ସମାନେେ ଲମ୍ବାଲମ୍ବା ପ୍ରାର୍ଥନା କରି ନିଜକୁ ଭଲ ବୋଲି ଦେଖଇେ ହବୋକୁ ଚେଷ୍ଟା କରନ୍ତି। ପରମେଶ୍ବର ଏହି ଲୋକମାନଙ୍କୁ କଠିନ ଦଣ୍ଡ ଦବେେ।

Luke 7:34
ପୁଣି ମନୁଷ୍ଯପୁତ୍ର ଅନ୍ୟମାନଙ୍କ ଭଳି ଖାଇଲେ ଓ ଦ୍ରାକ୍ଷାରସ ପିଇଲେ। ଆଉ ତୁମ୍ଭମାନେେ କହୁଛ, ' ଦେଖ, ଏ ଲୋକ ଜଣେ ପଟେୁ ଓ ଗୋଟିଏ ମଦୁଆ। କର ଆଦାୟକାରୀ ଓ ପାପୀମାନେ ତା'ର ସାଙ୍ଗ ଅଟନ୍ତି।'

Mark 12:40
ସମାନେେ ବିଧବାମାନଙ୍କ ପ୍ରତି ଅତ୍ଯନ୍ତ ନୀଚ ବ୍ଯବହାର ଦଖାେନ୍ତି। ସମାନେେ ବିଧବାମାନଙ୍କର ସମ୍ପତ୍ତି ଅପହରଣ କରି ନିଅନ୍ତି। ଭଲ ଦେଖଇେ ହବୋ ପାଇଁ ସମାନେେ ଲମ୍ବା ପ୍ରାର୍ଥନା କରନ୍ତି। ଏଭଳି ଲୋକମାନଙ୍କୁ ପରମେଶ୍ବର କଠିନ ଶାସ୍ତି ଦବେେ।

Matthew 23:13
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।

Matthew 6:5
ତୁମ୍ଭେ ପ୍ରାର୍ଥନା କଲାବାଳେ କପଟୀମାନଙ୍କ ପରି ହୁଅ ନାହିଁ। କାରଣ ସମାନେେ ୟିହୁଦୀ ସମାଜ ଗୃହ ଓଗଳି-ମୁଣ୍ଡ ରେ ଠିଆ ହାଇେ ବଡପାଟି ରେ ପ୍ରାର୍ଥନା କରିବାକୁ ଭଲ ପାଆନ୍ତି, ଯେପରି ଲୋକେ ତାହାଙ୍କୁ ଦେଖି ପାରିବେ। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ତାର ପୂରା ପ୍ରତିଫଳ ଦିଆଯାଇ ସାରିଲାଣି।

Zechariah 7:6
ଏବଂ ତୁମ୍ଭେ ସମସ୍ତେ ଯେତବେେଳେ ଖାଅ ଓ ପିଅ, ତୁମ୍ଭେ କ'ଣ ନିଜ ପାଇଁ ଖାଅ ଓ ପିଅ ନାହିଁ?

Isaiah 58:3
ସମାନେେ କୁହନ୍ତି, ଆମ୍ଭେ ତୁମ୍ଭକୁ ଭକ୍ତି କରିବା ପାଇଁ ଉପବାସ କରିଅଛୁ, ମାତ୍ର ତୁମ୍ଭେ କାହିଁକି ଦୃଷ୍ଟି କରୁ ନାହଁ ? ଆମ୍ଭମାନେେ କାହିଁକି ଆପଣା ପ୍ରାଣକୁ କ୍ଲେଶ ଦଇେଅଛୁ ଓ ତୁମ୍ଭେ ମନୋୟୋଗ କରୁ ନାହଁ ?

Isaiah 1:15
ତୁମ୍ଭମାନେେ ସବୁ ହସ୍ତ ପ୍ରସାରଣ କରି ମାେତେ ପ୍ରାର୍ଥନା କରିବ, ମାତ୍ର ମୁଁ ବିମୁଖ ହାଇେ ଚକ୍ଷୁ ଆଚ୍ଛାଦିତ କରିବି। ତୁମ୍ଭମାନେେ ସବୁ ଅନକେ ପ୍ରାର୍ଥନା କରିବ, ମାତ୍ର ମୁଁ ତାହା ଶୁଣିବି ନାହିଁ। କାରଣ ତୁମ୍ଭମାନଙ୍କର ହସ୍ତ ରକ୍ତ ରେ ପରିପୂର୍ଣ୍ଣ।

Proverbs 28:9
ଯେଉଁ ଲୋକ କିଛି ଶିକ୍ଷା ଶୁଣିବା ପୂର୍ବରୁ ଆପଣା କର୍ଣ୍ଣ ବନ୍ଦ କରିଦିଏ, ତାହାର ପ୍ରାର୍ଥନା ହିଁ ଘୃଣାର ବିଷଯ ହୁଏ।