Leviticus 11:25 ପୁଣି ଯେକହେି ସମାନଙ୍କେର ଶବର କୌଣସି ଅଂଶ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
Leviticus 11:25 in Other Translations
King James Version (KJV) And whosoever beareth ought of the carcass of them shall wash his clothes, and be unclean until the even.
American Standard Version (ASV) And whosoever beareth `aught' of the carcass of them shall wash his clothes, and be unclean until the even.
Bible in Basic English (BBE) Whoever takes away the dead body of one of them is to have his clothing washed, and will be unclean till evening.
Darby English Bible (DBY) And whoever carrieth [ought] of their carcase shall wash his garments, and be unclean until the even.
Webster's Bible (WBT) And whoever beareth aught of the carcass of them shall wash his clothes, and be unclean until the evening.
World English Bible (WEB) Whoever carries any part of their carcass shall wash his clothes, and be unclean until the evening.
Young's Literal Translation (YLT) and anyone who is lifting up `aught' of their carcase doth wash his garments, and hath been unclean till the evening: --
Read Full Chapter :
Leviticus 11
Cross Reference
ଲେବୀୟ ପୁସ୍ତକ 11:40
ପୁଣି ୟିଏ କହେି ଶବ ଖାଏ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ଆଉ ୟିଏ କହେି ତାକୁ ବହନ କରେ, ସେ ମଧ୍ଯ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଲେବୀୟ ପୁସ୍ତକ 14:8
ତା'ପରେ ସେ ଶୁଚି ଲୋକ ନିଜର ବସ୍ତ୍ର ଧୌତ କରି, ସମସ୍ତ କେଶ କ୍ଷୌର କରି ଜଳ ରେ ସ୍ନାନ କରିବ, ତାଦ୍ବାରା ସେ ଶୁଚି ହବେ। ତା'ପରେ ସେ ଛାଉଣୀ ଭିତରକୁ ଆସିବ। ମାତ୍ର ସେ ସାତ ଦିନ ନିଜର ତମ୍ବୁର ବାହା ରେ ରହିବ।
ଲେବୀୟ ପୁସ୍ତକ 15:5
ଯଦି କୌଣସି ବ୍ଯକ୍ତି ସହେି ବ୍ଯକ୍ତିର ବିଛଣାକୁ ଛୁଏଁ, ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଗଣନା ପୁସ୍ତକ 31:24
ତୁମ୍ଭମାନେେ ସପ୍ତମ ଦିନ ରେ ନିଜ ନିଜ ବସ୍ତ୍ର ଧୋଇବା ଉଚିତ୍, ତହିଁରେ ତୁମ୍ଭମାନେେ ଶୁଚି ହବେ; ତା'ପରେ ତୁମ୍ଭମାନେେ ଛାଉଣୀ ରେ ପ୍ରବେଶ କରିପାରିବ।
ଲେବୀୟ ପୁସ୍ତକ 16:28
ଯେଉଁ ଲୋକ ସଗେୁଡିକୁ ଦଗ୍ଧ କରିବ, ସେ ତା'ର ବସ୍ତ୍ର ଧୋଇବା ଉଚିତ୍ ଓ ତା'ର ସମସ୍ତ ଶରୀର ଜଳ ରେ ଭଲ ଭାଗ ରେ ଧୋଇବ ଏବଂ ତା'ପରେ କବଳେ ସେ ଛାଉଣୀ ରେ ପ୍ରବେଶ କରିବ।
ଗଣନା ପୁସ୍ତକ 19:10
ଆଉ ଯେଉଁ ଲୋକ ସେ ଗାଈର ଭସ୍ମ ସଂଗ୍ରହ କରେ ସେ ଆପଣା ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଗଣନା ପୁସ୍ତକ 19:8
ଯେଉଁ ଲୋକ ସହେି ଗାଈକି ଦଗ୍ଧ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ। ଆଉ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଗଣନା ପୁସ୍ତକ 19:19
ତତ୍ପରେ ସହେି ଶୁଚିମନ୍ତ ଲୋକ ତୃତୀୟ ଦିନ ରେ ଓ ସପ୍ତମ ଦିନ ରେ ସହେି ଅଶୁଚି ଜଣକ ଉପରେ ତାହା ଛିଞ୍ଚିବ। ତହୁଁ ସେ ସପ୍ତମ ଦିନ ରେ ସହେି ବ୍ଯକ୍ତିକୁ ପରିଷ୍କାର କରିବା ଉଚିତ୍। ଆଉ ସେ ନିଜର ବସ୍ତ୍ର ଧୋଇ ଜଳ ରେ ସ୍ନାନ କରିବା ଉଚିତ୍ ଓ ସନ୍ଧ୍ଯା ସମୟରେ ସେ ଶୁଚି ହବେ।
ଗଣନା ପୁସ୍ତକ 19:21
ଏହା ସମାନଙ୍କେ ପାଳନୀଯ ଅନନ୍ତକାଳୀନ ବାଧି ହବେ। ଆଉ ଯେ କହେି ସହେି ଅ େଶୗଚାର୍ଥକ ଜଳ ସଚେନ କରେ, ସେ ଆପଣା ବସ୍ତ୍ର ଧୋଇବ। ପୁଣି ଯେ କହେି ସହେି ଅ େଶୗଚାର୍ଥକ ଜଳ ଛୁଏଁ, ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଗୀତସଂହିତା 51:2
ମାେ ସବୁ ପାପ ଧୋଇ ଦିଅ, ଏବଂ ପୁଣି ମାେତେ ପବିତ୍ର କର।
ଗୀତସଂହିତା 51:7
ଔଷଧିଯ ବୃକ୍ଷର ପ୍ରଯୋଗ କରି ମାେତେ ବିଧି ସହକାରେ ଶୁଦ୍ଧ କର। ମୁଁ ବରଫରୁ ଅଧିକ ଶୁକ୍ଲ ହବୋ ପର୍ୟ୍ଯନ୍ତ ମାେତେ ପ୍ରକ୍ଷାଳନ କର।
ଯିଖରିୟ 13:1
ମାତ୍ର ସେତବେେଳେ, ଏକ ନିର୍ଝର ଦାଉଦର ପରିବାର ଓ ୟିରୁଶାଲମ ନିବାସୀ ପାଇଁ ଖାେଲା ହବେ। ସହେି ଝରଣା ସମାନଙ୍କେର ପାପସବୁ ଓ ଅପବିତ୍ରତାକୁ ଧୋଇଦବେ।
ଯାତ୍ରା ପୁସ୍ତକ 19:10
ଏବଂ ସଦାପ୍ରଭୁ ମାଶାଙ୍କେୁ କହିଲେ, ଆଜି ଏବଂ ଆସନ୍ତା କାଲି ତୁମ୍ଭେ ଏକ ବିଶଷେ ସଭାର ଆଯୋଜନ କର। ଲୋକମାନେ ସମସ୍ତେ ତାଙ୍କର ବସ୍ତ୍ର ଧୌତ କରି ପିନ୍ଧିବେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 22:16
ତୁମ୍ଭେ ବର୍ତ୍ତମାନ ଆଉ ଅପେକ୍ଷା କର ନାହିଁ। ଶୀଘ୍ର ଉଠ ଓ ବାପ୍ତିଜିତ ହୁଅ ଏବଂ ଯୀଶୁଙ୍କ ନାମ ରେ ତୁମ୍ଭର ପାପରୁ ଧୋଇ ହୁଅ।'
ଏବ୍ରୀମାନଙ୍କ ନିକଟକୁ ପତ୍ର 9:10
ସଗେୁଡ଼ିକ ଖାଦ୍ୟ, ପୟେ ଓ ବିଭିନ୍ନ ପ୍ରକାରର ଶୌଚକ୍ରିଯା କବଳେ ଶାରୀରିକ ବିଧିବିଧାନ ଅଟେ, ଏତଦ୍ବାରା ହୃଦୟର ପରିବର୍ତ୍ତନ ହୁଏ ନାହିଁ। ପରମେଶ୍ବରଙ୍କ ନୂତନ ଚୁକ୍ତିର ସମୟ ପର୍ୟ୍ଯନ୍ତ ପରମେଶ୍ବର ସହେି ସବୁ ନିୟମ ଲୋକମାନଙ୍କୁ ଦେଲେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 10:22
ଆମ୍ଭର ଦହେ ଶୁଦ୍ଧ ଜଳ ରେ ସ୍ନାନ କରିଛି। ଅତଏବ ପରମେଶ୍ବରଙ୍କ ପାଖକୁ ସତ୍ଯନିଷ୍ଠା ହୃଦୟ ରେ ଆସ। ଆମ୍ଭ ବିଶ୍ବାସ ହତେୁ ଆମ୍ଭେ ନିଶ୍ଚିତତା ଅନୁଭବ କରିବା ଉଚିତ୍।
ପିତରଙ୍କ ପ୍ରଥମ ପତ୍ 3:21
ସହେି ଜଳ ବାପ୍ତିସ୍ମ ସଦୃଶ ତୁମ୍ଭକୁ ଏବେ ରକ୍ଷା କରୁଛି। ଶରୀରର ମଇଳା ସଫା କରିବା ବାପ୍ତସ୍ମ ନୁହେଁ। ମାତ୍ର ବାପ୍ତସ୍ମ ହେଉଛି, ପରମେଶ୍ବରଙ୍କୁ ଏକ ହୃଦୟ ମାଗିବା। ଯୀଶୁ ମୃତ୍ଯୁରୁ ଜୀବିତ ହାଇେଥିବାରୁ ଏହା ତୁମ୍ଭକୁ ରକ୍ଷା କରୁଛି।
ଯୋହନଙ୍କ ପ୍ରଥମ ପତ୍ର 1:7
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।
ଯୋହନଲିଖିତ ସୁସମାଚାର 13:8
ପିତର କହିଲେ, ନା, ଆପଣ ମାେ ପାଦ କବେେ ଧୋଇବେ ନାହିଁ।
ଯାତ୍ରା ପୁସ୍ତକ 19:14
ତେଣୁ ମାଶାେ ପର୍ବତରୁ ଓହ୍ଲାଇ ଲୋକମାନଙ୍କ ନିକଟକୁ ଗଲେ, ସମସ୍ତ ଲୋକେ ସମାନଙ୍କେର ବସ୍ତ୍ର ଧୌତ କରି ନିଜକୁ ପବିତ୍ର କଲେ।
ଲେବୀୟ ପୁସ୍ତକ 11:28
ୟିଏ ସମାନଙ୍କେର ଶବ ବହନ କରିବ, ସେ ନିଜର ବସ୍ତ୍ର ଧୋଇବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ। ସଗେୁଡିକ ତୁମ୍ଭମାନଙ୍କ ପାଇଁ ଅଶୁଚି।
ଲେବୀୟ ପୁସ୍ତକ 14:47
ଯଦି କହେି ସହେି ଘ ରେ ଭୋଜନ କରିଥିବ କିମ୍ବା ଶଯନ କରିଥିବ ତବେେ ସେ ତା'ର ବସ୍ତ୍ର ଧୋଇବ।
ଲେବୀୟ ପୁସ୍ତକ 15:7
ଆଉ ଯଦି କହେି କ୍ଷରଣକାରୀଙ୍କୁ ଛୁଇଁବ ତବେେ ସେ ତା'ର ବସ୍ତ୍ର ଧୋଇବ ଓ ଜଳ ରେ ସ୍ନାନ କରିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଲେବୀୟ ପୁସ୍ତକ 15:13
କ୍ଷରଣକାରୀ ଯେତବେେଳେ ନିଜ କ୍ଷରଣ ସକାେଶ ଶୁଚି ହୁଏ, ସେତବେେଳେ ସେ େଶୗଚକ୍ରିଯା ନିମନ୍ତେ ସାତଦିନ ଅପେକ୍ଷା କରିବା ଉଚିତ୍। ସେ ନିଜର ବସ୍ତ୍ର ଧୋଇବ ଓ ସୋର୍ତ ଜଳ ରେ ସ୍ନାନ କରିବ। ତବେେ ସେ ଶୁଚି ହବେ।