Jonah 4:4
ତା'ପ ରେ ସଦାପ୍ରଭୁ କହିଲେ, ତୁମ୍ଭେ କ'ଣ ଭାବୁଛ, ତୁମ୍ଭେ ରାଗି ଠିକ୍ କରୁଛ, କାରଣ ଆମ୍ଭେ ସମାନଙ୍କେୁ ବିନାଶ କଲୁ ନାହିଁ?
Jonah 4:4 in Other Translations
King James Version (KJV)
Then said the LORD, Doest thou well to be angry?
American Standard Version (ASV)
And Jehovah said, Doest thou well to be angry?
Bible in Basic English (BBE)
And the Lord said, Have you any right to be angry?
Darby English Bible (DBY)
And Jehovah said, Doest thou well to be angry?
World English Bible (WEB)
Yahweh said, "Is it right for you to be angry?"
Young's Literal Translation (YLT)
And Jehovah saith, `Is doing good displeasing to thee?'
| Then said | וַיֹּ֣אמֶר | wayyōʾmer | va-YOH-mer |
| the Lord, | יְהוָ֔ה | yĕhwâ | yeh-VA |
| well thou Doest | הַהֵיטֵ֖ב | hahêṭēb | ha-hay-TAVE |
| to be angry? | חָ֥רָה | ḥārâ | HA-ra |
| לָֽךְ׃ | lāk | lahk |
Cross Reference
Matthew 20:15
ମାେ ଧନକୁ ମାରେ ଯଭେଳି ଇଚ୍ଛା ହବେ, ସଭେଳି ଖର୍ଚ୍ଚ କରିବାର ଅଧିକାର କ'ଣ ମାରେନାହିଁ? ବା ମୁଁ ଏହି ଲୋକଙ୍କ ପାଇଁ ଉଦାର ବୋଲି କ'ଣ ତୁମ୍ଭେ ଈର୍ଷା କରିଛ କି?'
Jonah 4:9
କିନ୍ତୁ ପରମେଶ୍ବର ୟୂନସକୁ କହିଲେ, ତୁମ୍ଭେ କ'ଣ ଭାବୁଛ, ଏହି ଗଛ ସକାଶୁ ତୁମ୍ଭେ ରାଗିବା ଠିକ୍ କରିଛ?
Psalm 106:32
ଲୋକମାନେ ମିରୀବାଃ ଜଳଠାରେ ସଦାପ୍ରଭୁଙ୍କୁ ବହୁତ କ୍ରୁଦ୍ଧ କଲେ, ତଣେୁ ସମାନଙ୍କେ ସକାଶୁ ମାଶାଙ୍କେୁ ବହୁତ ବିପଦ ଘଟିଲା।
Micah 6:3
ସଦାପ୍ରଭୁ ପୁଣି କୁହନ୍ତି, ହେ ଆମ୍ଭର ଲୋକମାନେ, ତୁମ୍ଭମାନେେ କୁହ ଆମ୍ଭେ ତୁମ୍ଭମାନଙ୍କ ବିପକ୍ଷ ରେ କି କାର୍ୟ୍ଯ କରିଅଛୁ। ତୁମ୍ଭମାନଙ୍କର ଜୀବନକୁ କଠିନତର କରିଛି ବୋଲି ସାକ୍ଷ୍ଯ ଦିଅ।
James 1:19
ମାେ ପ୍ରିୟ ଭାଇ ଓ ଭଉଣୀମାନେ, କହିବା ଅପେକ୍ଷା ଶୁଣିବା ରେ ବେଶି ଇଚ୍ଛୁକ ହୁଅ। ସଜହଜ ରେ ରାଗି ଯାଅ ନାହିଁ।
Numbers 20:11
ଏହାପରେ ମାଶାେ ହସ୍ତ ଉତ୍ତୋଳନ କରି ଆପଣା ଆଶାବାଡି ରେ ସହେି ଶୈଳକୁ ଦୁଇଥର ଆଘାତ କଲେ। ଶୈଳରୁ ପ୍ରଚୁର ଜଳ ବାହାରିଲା। ତହୁଁ ମଣ୍ତଳୀ ଓ ସମାନଙ୍କେର ପଶୁଗଣ ଜଳପାନ କଲେ।
Numbers 20:24
ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।