Index
Full Screen ?
 

John 11:8 in Oriya

John 11:8 Oriya Bible John John 11

John 11:8
ଶିଷ୍ଯମାନେ କହିଲେ, ଗୁରୁ, ୟିହୂଦା ରେ ତ ଆପଣଙ୍କୁ ଯିହୂଦୀ ନେତାମାନେ ପଥର ରେ ମାରିବାକୁ ଚେଷ୍ଟା କରୁଥିଲେ। ଏହା ଅଳ୍ପଦିନ ପୂର୍ବେ ହାଇେଥିଲା। ଆପଣ ପୁଣି ସଠାେକୁ ଫରେିୟିବାକୁ ଚାହାଁନ୍ତି?

His

λέγουσινlegousinLAY-goo-seen
disciples
αὐτῷautōaf-TOH
say
οἱhoioo
him,
unto
μαθηταίmathētaima-thay-TAY
Master,
Ῥαββίrhabbirahv-VEE
the
νῦνnynnyoon
Jews
ἐζήτουνezētounay-ZAY-toon
late
of
σεsesay
sought
λιθάσαιlithasailee-THA-say
to
stone
οἱhoioo
thee;
Ἰουδαῖοιioudaioiee-oo-THAY-oo
and
καὶkaikay
goest
thou
πάλινpalinPA-leen
thither
ὑπάγειςhypageisyoo-PA-gees
again?
ἐκεῖekeiake-EE

Cross Reference

John 10:31
ଯିହୂଦୀମାନେ ଯୀଶୁଙ୍କୁ ମାରିବା ପାଇଁ ପୁଣି ପଥର ଉେଠଇଲେ।

John 8:59
ଯୀଶୁ ଏକଥା କହିବା ବେଳେ ଲୋକମାନେ ତାହାଙ୍କୁ ମାରିବା ପାଇଁ ପଥର ଉେଠଇଲେ। ମାତ୍ର ସେ ଲୁଚି ଗଲେ ଓ ପରେ ମନ୍ଦିର ପରିସରରୁ ବାହାରି ଚାଲିଗଲେ।

Matthew 16:21
ସେ ସମୟରୁ ଯୀଶୁ ତାହାଙ୍କ ଶିଷ୍ଯମାନଙ୍କୁ କହିବାକୁ ଲାଗିଲେ ଯେ ସେ ନିଶ୍ଚିତ ଭାବରେ ୟିରୂଶାଲମକୁ ଯିବେ। ସଠାେରେ ଯିହୂଦୀ ନେତା, ପ୍ରମୁଖ ଯାଜକ ଓ ଧର୍ମଶାସ୍ତ୍ରୀମାନଙ୍କ ଦ୍ବାରା ସେ ଅନକେ ଯାତନା ପାଇବେ ଓ ବଧକରି ଦିଆଯିବେ। ସେ ମୃତ୍ଯୁରୁ ତୃତୀୟ ଦିନ ପୁନର୍ଜୀବିତ ହବେେ।

Psalm 11:1
ମୁଁ ସର୍ବଦା ସଦାପ୍ରଭୁଙ୍କ ଆଶ୍ରଯ ନିଏ। ତଣେୁ କାହିଁକି ମାେତେ ଲୁଚିବାକୁ କହୁଅଛ, ପକ୍ଷୀ ପରି ଆପଣା ପର୍ବତକୁ ଉଡ଼ିୟାଅ ?

Matthew 23:7
ସମାନେେ ବଜାର ସ୍ଥାନମାନଙ୍କ ରେ ଲୋକମାନଙ୍କର ନମସ୍କାର ପ୍ରତିଦାନ କରିବାକୁ ଭଲ ପାଆନ୍ତି। ସମାନେେ ଚ଼ାହାଁନ୍ତି ଯେ ଲୋକେ ତାହାଙ୍କୁ 'ରାବ୍ବୀ' ବୋଲି ଡ଼ାକନ୍ତୁ।

John 10:39
ଯିହୂଦୀମାନେ ଯୀଶୁଙ୍କୁ ଧରିବା ପାଇଁ ପୁଣି ଥରେ ଚେଷ୍ଟା କଲେ, କିନ୍ତୁ ମେ ସମାନଙ୍କେ ହାତରୁ ଖସିଗଲେ।

Acts 20:24
କିନ୍ତୁ, ମୁଁ ପ୍ରଭୁ ଯୀଶୁଙ୍କଠାରୁ ପରମେଶ୍ବରଙ୍କ ଅନୁଗ୍ରହଜନକ ସୁସମାଚ଼ାର ଘାଷେଣା କରିବାର ଯେଉଁ କାର୍ୟ୍ଯ ଓ ସବୋ ପଦ ପାଇଅଛି, ତାହା ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରାଣପଣେ ଚେ଼ଷ୍ଟା କରୁଛି। ଏଥିପାଇଁ ମାେ ନିଜର ଜୀବନକୁ ନିତାନ୍ତ ମୂଲ୍ଯହୀନ ମଣୁଅଛି।

Acts 21:12
ଆମ୍ଭମାନେେ ଓ ଅନ୍ୟ ବିଶ୍ବାସୀମାନେ ଏହି କଥା ଶୁଣି ପାଉଲଙ୍କୁ ୟିରୂଶାଲମ ନୟିବା ପାଇଁ ବହୂତ ଅନୁ ରୋଧ କଲୁ।

Chords Index for Keyboard Guitar