Home Bible James James 3 James 3:4 James 3:4 Image ଓଡ଼ିଆ

James 3:4 Image in Oriya

ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।
Click consecutive words to select a phrase. Click again to deselect.
James 3:4

ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।

James 3:4 Picture in Oriya