Isaiah 9
1 ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।
2 ସହେି ଲୋକମାନେ ଅନ୍ଧକାର ରେ ଚଲାବୁଲା କରୁଥିଲେ, ମାତ୍ର ସମାନେେ ଏକ ମହାନ୍ ଆଲୋକ ଦେଖିଛନ୍ତି। ସମାନେେ ମୃତ୍ଯୁରୂପକ ଅନ୍ଧକାର ମଧିଅରେ ବାସ କରୁଥିଲେ, ମାତ୍ର ସହେି ଉଜ୍ଜ୍ବଳ ଆ ଲୋକ' ସମାନଙ୍କେୁ ଦୀପ୍ତିମଯ କରିଛି।
3 ହେ ପରମେଶ୍ବର, ତୁମ୍ଭେ ସହେି ଗୋଷ୍ଠୀର ବୁଦ୍ଧିର କାରଣ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ସୁଖୀ କରିବ ଏବଂ ସହେି ଲୋକମାନେ ତୁମ୍ଭକୁ ସମାନଙ୍କେର ଆନନ୍ଦ ଦଖାଇବେେ। ଏହି ଆନନ୍ଦ ଶସ୍ଯ ସମୟରେ ଉଲ୍ଲାସ ପରି ହବେ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ଯକୁ ଭାଗ କଲା ବେଳେ ଯେପରି ହୁଏ ସହେିପରି ହବେ।
4 ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।
5 ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।
6 ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
7 ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
1 Nevertheless the dimness shall not be such as was in her vexation, when at the first he lightly afflicted the land of Zebulun and the land of Naphtali, and afterward did more grievously afflict her by the way of the sea, beyond Jordan, in Galilee of the nations.
2 The people that walked in darkness have seen a great light: they that dwell in the land of the shadow of death, upon them hath the light shined.
3 Thou hast multiplied the nation, and not increased the joy: they joy before thee according to the joy in harvest, and as men rejoice when they divide the spoil.
4 For thou hast broken the yoke of his burden, and the staff of his shoulder, the rod of his oppressor, as in the day of Midian.
5 For every battle of the warrior is with confused noise, and garments rolled in blood; but this shall be with burning and fuel of fire.
6 For unto us a child is born, unto us a son is given: and the government shall be upon his shoulder: and his name shall be called Wonderful, Counseller, The mighty God, The everlasting Father, The Prince of Peace.
7 Of the increase of his government and peace there shall be no end, upon the throne of David, and upon his kingdom, to order it, and to establish it with judgment and with justice from henceforth even for ever. The zeal of the Lord of hosts will perform this.
Isaiah 9 in Tamil and English
1 ଅତୀତ ରେ ଲୋକେ ଭାବୁଥିଲେ ସବୂଲୂନ୍ ଓ ନପ୍ତାଲି ଦେଶ ପ୍ରଧାନ ନ ଥିଲା। ମାତ୍ର ପ ରେ ପରମେଶ୍ବର ସେ ଦେଶଗୁଡ଼ିକ ମହାନ୍ କରି ଦେଲେ। ସମୁଦ୍ର ନିକଟବର୍ତ୍ତୀ ୟର୍ଦ୍ଦନ ନଦୀର ଅପରପାଶର୍ବ ଗାଲୀଲୀର ଅଣଇହୁଦୀମାନଙ୍କୁ ସମ୍ଭ୍ରାନ୍ତ କରିବେ।
Nevertheless the dimness shall not be such as was in her vexation, when at the first he lightly afflicted the land of Zebulun and the land of Naphtali, and afterward did more grievously afflict her by the way of the sea, beyond Jordan, in Galilee of the nations.
2 ସହେି ଲୋକମାନେ ଅନ୍ଧକାର ରେ ଚଲାବୁଲା କରୁଥିଲେ, ମାତ୍ର ସମାନେେ ଏକ ମହାନ୍ ଆଲୋକ ଦେଖିଛନ୍ତି। ସମାନେେ ମୃତ୍ଯୁରୂପକ ଅନ୍ଧକାର ମଧିଅରେ ବାସ କରୁଥିଲେ, ମାତ୍ର ସହେି ଉଜ୍ଜ୍ବଳ ଆ ଲୋକ' ସମାନଙ୍କେୁ ଦୀପ୍ତିମଯ କରିଛି।
The people that walked in darkness have seen a great light: they that dwell in the land of the shadow of death, upon them hath the light shined.
3 ହେ ପରମେଶ୍ବର, ତୁମ୍ଭେ ସହେି ଗୋଷ୍ଠୀର ବୁଦ୍ଧିର କାରଣ ହବେ। ତୁମ୍ଭେ ସହେି ଲୋକମାନଙ୍କୁ ସୁଖୀ କରିବ ଏବଂ ସହେି ଲୋକମାନେ ତୁମ୍ଭକୁ ସମାନଙ୍କେର ଆନନ୍ଦ ଦଖାଇବେେ। ଏହି ଆନନ୍ଦ ଶସ୍ଯ ସମୟରେ ଉଲ୍ଲାସ ପରି ହବେ। ପୁଣି ଏହି ଆନନ୍ଦ ଉଲ୍ଲାସ ଲୁଣ୍ଠନ ଦ୍ରବ୍ଯକୁ ଭାଗ କଲା ବେଳେ ଯେପରି ହୁଏ ସହେିପରି ହବେ।
Thou hast multiplied the nation, and not increased the joy: they joy before thee according to the joy in harvest, and as men rejoice when they divide the spoil.
4 ଏପରି କାହିଁକି ହବେ, କାରଣ ତୁମ୍ଭେ ସମାନଙ୍କେର ଶକ୍ତ ଭାର ବହନ କରିବ। ସମାନଙ୍କେର ସ୍କନ୍ଧସ୍ଥିତ ୟୁଆଳି ଓ ବାହୁଙ୍ଗି ଯାହାକୁ ଶତ୍ରୁମାନେ ତୁମ୍ଭର ଲୋକଙ୍କୁ ଦଣ୍ଡ ଦବୋକୁ ବ୍ଯବହାର କରୁଥିଲେ ତାକୁ ତୁମ୍ଭେ ଦୂର କରିବ। ମିଦିଯନକୁ ପରାଜିତ କଲାଭଳି ଏହା ହବେ।
For thou hast broken the yoke of his burden, and the staff of his shoulder, the rod of his oppressor, as in the day of Midian.
5 ୟୁଦ୍ଧ ରେ ବ୍ଯବହୃତ ସମସ୍ତ ପାଦୁକା ଧ୍ବଂସ ପାଇବ। ସମସ୍ତ ରକ୍ତ ରଞ୍ଜିତ ପୋଷାକ ମଧ୍ଯ ଧ୍ବଂସ ପାଇବ। ସେ ସମସ୍ତ ଅଗ୍ନି ରେ ନିକ୍ଷପେ କରାୟିବ।
For every battle of the warrior is with confused noise, and garments rolled in blood; but this shall be with burning and fuel of fire.
6 ଯେତବେେଳେ ଏକ ସ୍ବତନ୍ତ୍ର ବାଳକ ଜନ୍ମ ନବେେ ସତେିକି ବେଳେ ଏହା ଘଟିବ। ପରମେଶ୍ବର ଆମ୍ଭମାନଙ୍କୁ ଏକ ପୁତ୍ର ଦବେେ। ସେ ସମସ୍ତ ଲୋକମାନଙ୍କର ଭାର ବହନ କରିବେ। ତାଙ୍କର ନାମ ଆଶ୍ଚର୍ୟ୍ଯ ମନ୍ତ୍ରୀ, ପରାକ୍ରାନ୍ତ ପରମେଶ୍ବର, ୟିଏ ଅନନ୍ତକାଳୀନ ଏବଂ ଶାନ୍ତିର ରାଜକୁମାର ହବେେ।'
For unto us a child is born, unto us a son is given: and the government shall be upon his shoulder: and his name shall be called Wonderful, Counseller, The mighty God, The everlasting Father, The Prince of Peace.
7 ତାଙ୍କ ରାଜ୍ଯ ରେ କତ୍ତୃର୍ତ୍ବ ଓ ଶାନ୍ତି ବିରାଜମାନ କରିବ। ଏହା ଦାଉଦଙ୍କ ପରିବାରର ଶାସକଙ୍କର କ୍ଷମତା ବୃଦ୍ଧି କରିବ। ସହେି ରାଜା ନ୍ଯାଯ ଓ ଧାର୍ମିକତା ବଳ ରେ ଅନନ୍ତକାଳ ପର୍ୟ୍ଯନ୍ତ ରାଜ୍ଯ ଶାସନ କରିବେ।
Of the increase of his government and peace there shall be no end, upon the throne of David, and upon his kingdom, to order it, and to establish it with judgment and with justice from henceforth even for ever. The zeal of the Lord of hosts will perform this.