Isaiah 1:19
ଯଦି ତୁମ୍ଭମାନେେ ମାରେ ବାକ୍ଯ ପ୍ରତି ଧ୍ଯାନ ଦବେ ଓ ମାରେ ଆଜ୍ଞାବହ ହବେ ତବେେ ତୁମ୍ଭମାନେେ ଦେଶ ରେ ଉତ୍ତମ ଫଳ ଭୋଗ କରିବ।
Isaiah 1:19 in Other Translations
King James Version (KJV)
If ye be willing and obedient, ye shall eat the good of the land:
American Standard Version (ASV)
If ye be willing and obedient, ye shall eat the good of the land:
Bible in Basic English (BBE)
If you will give ear to my word and do it, the good things of the land will be yours;
Darby English Bible (DBY)
If ye be willing and hearken, ye shall eat the good of the land;
World English Bible (WEB)
If you are willing and obedient, You shall eat the good of the land;
Young's Literal Translation (YLT)
If ye are willing, and have hearkened, The good of the land ye consume,
| If | אִם | ʾim | eem |
| ye be willing | תֹּאב֖וּ | tōʾbû | toh-VOO |
| and obedient, | וּשְׁמַעְתֶּ֑ם | ûšĕmaʿtem | oo-sheh-ma-TEM |
| eat shall ye | ט֥וּב | ṭûb | toov |
| the good | הָאָ֖רֶץ | hāʾāreṣ | ha-AH-rets |
| of the land: | תֹּאכֵֽלוּ׃ | tōʾkēlû | toh-hay-LOO |
Cross Reference
Deuteronomy 30:15
ଆଜି ଆମ୍ଭେ ତକ୍ସ୍ଟମ୍ଭ ସମ୍ମକ୍ସ୍ଟଖ ରେ ମୃତକ୍ସ୍ଟ୍ଯ ଓ ମରଣ ଏବଂ ଭଲ ଓ ମନ୍ଦ ମଧ୍ଯରକ୍ସ୍ଟ ଗୋଟିକକ୍ସ୍ଟ ବାଛିବାକକ୍ସ୍ଟ ଦଇେଅଛୁ।
Isaiah 3:10
ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।
Matthew 21:28
କୁହତ ଦେଖି, ତୁମ୍ଭେ ଏବିଷୟ ରେ କ'ଣ ଭାବୁଛ? ଜଣେ ଲୋକର ଦୁଇଟି ପୁଅ ଥିଲେ। ସେ ପ୍ରଥମ ପୁଅ ପାଖକୁ ଯାଇ କହିଲା, 'ପୁଅ ଆଜି ଯା ଓ ଅଙ୍ଗୁର ବଗିଚ଼ା ରେ କାମ କର।'
Joel 2:26
ତତ୍ପ ରେ ତୁମ୍ଭେ ପ୍ରଚୁର ଖାଇବାକୁ ପାଇବ। ତୁମ୍ଭର ସବୁ ପରିପୂର୍ଣ୍ଣ ହବେ। ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭର ପରମେଶ୍ବରଙ୍କର ପ୍ରଶଂସାଗାନ କରିବ। କାରଣ ସେ ତୁମ୍ଭମାନଙ୍କ ପାଇଁ ଆଶ୍ଚର୍ୟ୍ଯ କାର୍ୟ୍ଯମାନ କରିଛନ୍ତି। ସେ ଆପଣାର ଲୋକମାନଙ୍କୁ ଆଉ ଲଜ୍ଜିତ କରିବାକୁ ଦବେେ ନାହିଁ।
Hosea 14:1
ଇଶ୍ରାୟେଲ, ତୁମ୍ଭର ପତନ ହେଲା ଏବଂ ତୁମ୍ଭେ ପରମେଶ୍ବରଙ୍କ ବିରୁଦ୍ଧ ରେ ପାପ କଲ। ତେଣୁ ତୁମ୍ଭର ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କ ନିକଟକୁ ଫରେିଆସ।
Jeremiah 31:18
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।
Jeremiah 3:12
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,
Isaiah 55:6
ତେଣୁ ତୁମ୍ଭମାନେେ ସଦାପ୍ରଭୁଙ୍କର ଅନ୍ବଷେଣ କର, ଯେ ହତେୁ ତାଙ୍କର ଅର୍ଥାତ୍ ସଦାପ୍ରଭୁଙ୍କର ଉଦ୍ଦେଶ୍ଯ ମିଳିଅଛି। ଯେ ପର୍ୟ୍ଯନ୍ତ ସେ ନିକଟରେ ଅଛନ୍ତି, ସେ ପର୍ୟ୍ଯନ୍ତ ତାଙ୍କୁ ପ୍ରାର୍ଥନା କର।
Isaiah 55:1
ହେ ତୃଷାର୍ତ୍ତଗଣ, ତୁମ୍ଭମାନେେ ଜଳ ନିକଟକୁ ଆସ, ପୁଣି ଅର୍ଥଶୂନ୍ଯ ବ୍ଯକ୍ତି ମଧ୍ଯ ଆସୁ। ତୁମ୍ଭମାନେେ ଆସ, କିଣ ଓ ଭୋଜନ କର। ହଁ, ଆସ, ଅର୍ଥ ଓ ବିନା ମୂଲ୍ଯ ରେ ଦ୍ରାକ୍ଷାରସ ଓ ଦୁଗ୍ଧ କିଣ।
Hebrews 5:9
ପୁଣି ଯୀଶୁ ନିର୍ଦ୍ ଦୋଷ ଥିଲେ। ଅତଏବ ଯେଉଁମାନେ ତାହାଙ୍କର ଆଜ୍ଞା ମାନନ୍ତି ସମାନେେ ଅନନ୍ତ ଜୀବନ ପାଇପାରିବେ।