Galatians 3:11 in Oriya

Oriya Oriya Bible Galatians Galatians 3 Galatians 3:11

Galatians 3:11
ଏଥିରୁ ସ୍ପଷ୍ଟ ଯେ, କୌଣସି ଲୋକ ବ୍ଯବସ୍ଥା ପାଳନ ଦ୍ବାରା ପରମେଶ୍ବରଙ୍କଠା ରେ ଧାର୍ମିକ ବୋଲି ପ୍ରମାଣିତ ହୁଏ ନାହିଁ। କାରଣ ଶାସ୍ତ୍ର କ ହେ : ବିଶ୍ବାସକୁ ଆଧାର କରି ଧାର୍ମିକ ବ୍ଯକ୍ତି ସଦାକାଳ ପାଇଁ ଜୀବିତ ରହିବ।274

Galatians 3:10Galatians 3Galatians 3:12

Galatians 3:11 in Other Translations

King James Version (KJV)
But that no man is justified by the law in the sight of God, it is evident: for, The just shall live by faith.

American Standard Version (ASV)
Now that no man is justified by the law before God, is evident: for, The righteous shall live by faith;

Bible in Basic English (BBE)
Now that no man gets righteousness by the law in the eyes of God, is clear; because, The upright will be living by faith.

Darby English Bible (DBY)
but that by law no one is justified with God [is] evident, because The just shall live on the principle of faith;

World English Bible (WEB)
Now that no man is justified by the law before God is evident, for, "The righteous will live by faith."

Young's Literal Translation (YLT)
and that in law no one is declared righteous with God, is evident, because `The righteous by faith shall live;'

it
ὅτιhotiOH-tee
is
δὲdethay
that
But
ἐνenane
by
the
νόμῳnomōNOH-moh
law
οὐδεὶςoudeisoo-THEES
man
no
δικαιοῦταιdikaioutaithee-kay-OO-tay
justified
is
of
sight
παρὰparapa-RA
the
τῷtoh
in
θεῷtheōthay-OH

God,
evident:
δῆλονdēlonTHAY-lone
for,
ὅτιhotiOH-tee
The
hooh
just
δίκαιοςdikaiosTHEE-kay-ose
by
faith.
ἐκekake
shall
πίστεωςpisteōsPEE-stay-ose
live
ζήσεται·zēsetaiZAY-say-tay

Cross Reference

ଏବ୍ରୀମାନଙ୍କ ନିକଟକୁ ପତ୍ର 10:38
ଯେଉଁ ଲୋକ ମାେ ସହିତ ଧାର୍ମିକ, ତା'ର ବିଶ୍ବାସ ହତେୁ ସେ ଜୀବିତ ରହିବ। କିନ୍ତୁ ଯଦି ସେ ଲୋକ ଭୟ ରେ ମୁହଁ ମାେଡ଼େ, ମୁଁ ତା' ଉପରେ ପ୍ରସନ୍ନ ହବେି ନାହିଁ। ହବକ୍କୂକ୍ 2:3-4

ହବକକୂକ 2:4
ଅହଂକାରୀ ବ୍ଯକ୍ତିର ଆତ୍ମା ସଚ୍ଚୋଟ ନୁହେଁ। ସପରେି ଅହଂକାରୀ ଲୋକ ଫୁତ୍କାର ରେ ଉଡିୟାଏ। କିନ୍ତୁ ଧାର୍ମିକଲୋକମାନେ ସମାନଙ୍କେର ବିଶ୍ବାସ ବଳ ରେ ହିଁ ବଞ୍ଚିବେ।

ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:17
ପରମେଶ୍ବର ଲୋକମାନଙ୍କୁ କିପରି ତାଙ୍କ ପାଇଁ ଧାର୍ମିକ କରନ୍ତି ତାହା ସୁସମାଗ୍ଭର ଦର୍ଶାଇ ଥାଏ। ବିଶ୍ବାସ ଦ୍ବାରା ପରମେଶ୍ବରଙ୍କ ପାଇଁ ଧାର୍ମିକତା ଆରମ୍ଭ ହୁଏ ଓ ବିଶ୍ବାସ ରେ ଶଷେ ହୁଏ। ଯେପରି ଧର୍ମଶାସ୍ତ୍ର ରେ କୁହା ଯାଇଛି, ବିଶ୍ବାସ ଦ୍ବାରା ଧାର୍ମିକ ଅନନ୍ତକାଳ ଜୀବିତ ରହେ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 2:16
ଆମ୍ଲଭ ଜାଣୁସଯ ନିୟମପାଳନ ଦ୍ବାରାସକହି ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ ନାହିଁ। ମାତ୍ର ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିବା ଦ୍ବାରା ଜଲଣ ପରଲମଶ୍ବରଙ୍କ ନିକଟଲର ଧାର୍ମିକ ହୁଏ।ସସଥିପାଇଁ ଆମ୍ଲଭ ପରଲମଶ୍ବରଙ୍କ ନିକଟଲର ଧାର୍ମିକସହବା ପାଇଁ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ କରିଅଛୁ। ଆମ୍ଲଭ ନିୟମ ପାଳନ ପାଇଁ ନୁଲହଁ ବରଂ ଯୀଶୁଖ୍ରୀଷ୍ଟଙ୍କଠାସର ବିଶ୍ବାସ ରଖିଥିବାରୁ ପରଲମଶ୍ବରଙ୍କ ପ୍ରତି ଧାର୍ମିକସହାଇଛୁ। କଲବଳ ବ୍ଯବସ୍ଥା ପାଳନ ଦ୍ବାରାସକୗଣସିସଲାକ ଧାର୍ମିକସହାଇପାସର ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 7:14
ମୁଁ ଉତ୍ତର ଦଲେି, ମାେ ପ୍ରଭୁ ! ଆପଣ ତାହା ଜାଣନ୍ତି, ସମାନେେ କିଏ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 5:9
ସମାନେେ ମଷେଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ :

ଯିଶାଇୟ 53:6
ମାତ୍ର ଆମ୍ଭମାନେେ ସମସ୍ତେ ମଷେପଲ ସଦୃଶ ବିପଥରେ ବୁଲିଲୁ। ଆମ୍ଭମାନେେ ପ୍ରେତ୍ୟକକ ନିଜ ନିଜ ପଥରେ ୟାଇଅଛୁ। ଆମ୍ଭ ସଦାପ୍ରଭୁ ଆମ୍ଭ ସମସ୍ତଙ୍କର ପାପର ବୋଝ ମୁଣ୍ଡ ରେ ନଇେ ୟାଇଛନ୍ତି।

ଉପଦେଶକ 7:20
ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।

ଗୀତସଂହିତା 130:3
ହେ ସଦାପ୍ରଭୁ, ତୁମ୍ଭେ ୟଦି ସମସ୍ତ ଲୋକଙ୍କୁ ସମାନଙ୍କେର ପାପ ପାଇଁ ଦଣ୍ଡିତ କର, ତବେେ କହେି ବଞ୍ଚିବେ ନାହିଁ।

ଆୟୁବ ପୁସ୍ତକ 42:6
ହେ ସଦାପ୍ରଭୁ, ମୁଁ ଫେ ରଇେ ନେଉଛି ଯାହା ମୁଁ କହିଥିଲି। ହେ ସଦାପ୍ରଭୁ, ମୁଁ ବଡ଼ ଖଦେିତ ଯେପରି ମୁଁ ଧୂଳି ଓ ପାଉଁଶ ଉପରେ ବସିଛି। ମୁଁ ମାରେମନ ପରିବର୍ତ୍ତନ କରିଛି।

ଯୋହନଙ୍କ ପ୍ରଥମ ପତ୍ର 1:8
ଯଦି ଆମ୍ଭେ କହୁ, ଆମ୍ଭମାନଙ୍କର କିଛି ପାପ ନାହିଁ, ତବେେ ଆମ୍ଭେ ନିଜେ ନିଜକୁ ଠକୁଛୁ ଏବଂ ଆମ୍ଭଠା ରେ ସତ୍ଯ ନାହିଁ।

ଯିଶାଇୟ 64:6
ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।

ଯିଶାଇୟ 6:5
ସେତବେେଳେ ମୁଁ ଭୟଭୀତ ହାଇେ କହିଲି, ହାୟ ! ହାୟ ! ମୁଁ ନଷ୍ଟ ହାଇଗଲିେ। କାରଣ ମୁଁ ଏତେ ଅପବିତ୍ର ଯେ ପରମେଶ୍ବରଙ୍କ ନିକଟରେ କହିବାକୁ ଅ ଯୋଗ୍ଯ। ପୁରି ଏପରି ଅଶୁଚି ଲୋକମାନଙ୍କ ମଧିଅରେ ବାସ କରୁଛି ଯେ ମୁଁ ସଦାପ୍ରଭୁଙ୍କ ନିକଟରେ କହିବାକୁ ଅୟୋଗ୍ଯ। ତଥାପି ମୁଁ ସର୍ବଶକ୍ତିମାନ ସଦାପ୍ରଭୁ ରାଜାଙ୍କୁ ଦେଖୁଛି।'

ଗୀତସଂହିତା 143:2
ମାେତେ ବିଚାର କର ନାହିଁ, ତୁମ୍ଭର ନିଜ ଦାସ। କାରଣ କହେି ଜୀବିତ ମଣିଷ ତୁମ୍ଭ ଆଖିରେ ଧାର୍ମିକ ବୋଲି ବିଚାରରେ ଆସିପାରିବ ନାହିଁ।

ଗୀତସଂହିତା 19:12
କହେି ନିଜର ସମସ୍ତ ଭ୍ରାନ୍ତ ଧାରଣାକୁ ବୁଝିପାରନ୍ତି ନାହିଁ। ତଣେୁ ମାେତେ ଗୁପ୍ତ ପାପ କରିବାରୁ ନିବୃତ୍ତ କର।

ଆୟୁବ ପୁସ୍ତକ 40:4
ମୁଁ ଅତି ନିକୃଷ୍ଟ କଥା କହିବାକୁ ! ମୁଁ ବା ତୁମ୍ଭକୁ କି ଉତ୍ତର ଦବେି ? ମୁଁ ତୁମ୍ଭକୁ ଉତ୍ତର ଦଇେ ପାରିବି ନାହିଁ। ମୁଁ ମାରେ ହାତଦ୍ବାରା ମାରେ ମୁହଁ ବନ୍ଦ କରିବି।

ଆୟୁବ ପୁସ୍ତକ 9:3
ଜଣେ ବ୍ଯକ୍ତି ପରମେଶ୍ବରଙ୍କ ସହିତ ବାଦାନୁବାଦ କରିପାରିବ ନାହିଁ। ପରମେଶ୍ବର ତାକୁ 1000 ପ୍ରଶ୍ନ କରିପାରନ୍ତି ସେ କିନ୍ତୁ ଗୋଟିକର ଉତ୍ତର ମଧ୍ଯ ଦଇପୋରିବ ନାହିଁ।

ପ୍ରଥମ ରାଜାବଳୀ 8:46
ତୁମ୍ଭର ଲୋକମାନେ ସମୟ ସମୟରେ ତୁମ୍ଭ ବିରୁଦ୍ଧ ରେ ପାପ କରିବେ। ମୁଁ ଏହା ଜାଣେ କାରଣ ପ୍ରେତ୍ୟକକ ଲୋକ ପାପ କରନ୍ତି। ତୁମ୍ଭେ ସମାନଙ୍କେ ଉପରେ କୋରଧାନ୍ବିତ ହବେ ଓ ସମାନଙ୍କେୁ ଶତୃମାନଙ୍କ ଦ୍ବାରା ପରାଜିତ କରାଇବ। ସମାନଙ୍କେର ଶତୃ ସମାନଙ୍କେୁ ବନ୍ଦୀକରି ଦୂର ଦେଶକୁ ନଇେଯିବେ।

ଯାକୁବଙ୍କ ପତ୍ 3:2
ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।