Genesis 28
1 ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
2 ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।
3 ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।
4 ପରମେଶ୍ବର ଅବ୍ରହାମଙ୍କୁ ସେ ଆଶୀର୍ବାଦ କଲା ପରି ତୁମ୍ଭଠା ରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉ। ତହିଁରେ ପରମେଶ୍ବର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠା ରେ ତୁମ୍ଭେ ବାସ କରୁଛ। ବର୍ତ୍ତମାନ, ତାହା ପରମେଶ୍ବର ଅବ୍ରହାମଙ୍କୁ ଦଇେଥିଲେ।
5 ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
6 ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ
7 ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।
8 ଏଷୌ ଏକଥା ଜାଣିଲେ ଯେ ତାଙ୍କର ପିତା ଚାହୁଁ ନାହାଁନ୍ତି ତାଙ୍କର ପୁତ୍ର କିଣାନୀଯ କନ୍ଯାକୁ ବିବାହ କରନ୍ତୁ।
9 ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।
1 And Isaac called Jacob, and blessed him, and charged him, and said unto him, Thou shalt not take a wife of the daughters of Canaan.
2 Arise, go to Padan-aram, to the house of Bethuel thy mother’s father; and take thee a wife from thence of the daughters of Laban thy mother’s brother.
3 And God Almighty bless thee, and make thee fruitful, and multiply thee, that thou mayest be a multitude of people;
4 And give thee the blessing of Abraham, to thee, and to thy seed with thee; that thou mayest inherit the land wherein thou art a stranger, which God gave unto Abraham.
5 And Isaac sent away Jacob: and he went to Padan-aram unto Laban, son of Bethuel the Syrian, the brother of Rebekah, Jacob’s and Esau’s mother.
6 When Esau saw that Isaac had blessed Jacob, and sent him away to Padan-aram, to take him a wife from thence; and that as he blessed him he gave him a charge, saying, Thou shalt not take a wife of the daughters of Canaan;
7 And that Jacob obeyed his father and his mother, and was gone to Padan-aram;
8 And Esau seeing that the daughters of Canaan pleased not Isaac his father;
9 Then went Esau unto Ishmael, and took unto the wives which he had Mahalath the daughter of Ishmael Abraham’s son, the sister of Nebajoth, to be his wife.
Genesis 28 in Tamil and English
1 ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
And Isaac called Jacob, and blessed him, and charged him, and said unto him, Thou shalt not take a wife of the daughters of Canaan.
2 ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।
Arise, go to Padan-aram, to the house of Bethuel thy mother’s father; and take thee a wife from thence of the daughters of Laban thy mother’s brother.
3 ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।
And God Almighty bless thee, and make thee fruitful, and multiply thee, that thou mayest be a multitude of people;
4 ପରମେଶ୍ବର ଅବ୍ରହାମଙ୍କୁ ସେ ଆଶୀର୍ବାଦ କଲା ପରି ତୁମ୍ଭଠା ରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉ। ତହିଁରେ ପରମେଶ୍ବର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠା ରେ ତୁମ୍ଭେ ବାସ କରୁଛ। ବର୍ତ୍ତମାନ, ତାହା ପରମେଶ୍ବର ଅବ୍ରହାମଙ୍କୁ ଦଇେଥିଲେ।
And give thee the blessing of Abraham, to thee, and to thy seed with thee; that thou mayest inherit the land wherein thou art a stranger, which God gave unto Abraham.
5 ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
And Isaac sent away Jacob: and he went to Padan-aram unto Laban, son of Bethuel the Syrian, the brother of Rebekah, Jacob’s and Esau’s mother.
6 ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ
When Esau saw that Isaac had blessed Jacob, and sent him away to Padan-aram, to take him a wife from thence; and that as he blessed him he gave him a charge, saying, Thou shalt not take a wife of the daughters of Canaan;
7 ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।
And that Jacob obeyed his father and his mother, and was gone to Padan-aram;
8 ଏଷୌ ଏକଥା ଜାଣିଲେ ଯେ ତାଙ୍କର ପିତା ଚାହୁଁ ନାହାଁନ୍ତି ତାଙ୍କର ପୁତ୍ର କିଣାନୀଯ କନ୍ଯାକୁ ବିବାହ କରନ୍ତୁ।
And Esau seeing that the daughters of Canaan pleased not Isaac his father;
9 ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।
Then went Esau unto Ishmael, and took unto the wives which he had Mahalath the daughter of Ishmael Abraham’s son, the sister of Nebajoth, to be his wife.