Genesis 28
1 ଇସ୍ହାକ ଯାକୁବକୁ ଡ଼ାକି ଆଶୀର୍ବାଦ ଦେଲେ। ଏହି ଆଜ୍ଞାଦଇେ ତାଙ୍କୁ କହିଲେ, ତୁମ୍ଭେ କିଣାନୀଯ କନ୍ଯାକୁ ବିବାହ କରିବ ନାହିଁ।
2 ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।
3 ସର୍ବଶକ୍ତିମାନ ପରମେଶ୍ବର ଆଶୀର୍ବାଦ କରି ଅନକେ ଜନସମାଜ ହବୋ ପାଇଁ ୟଥେଷ୍ଟ ବଂଶଧର କରନ୍ତୁ।
4 ପରମେଶ୍ବର ଅବ୍ରହାମଙ୍କୁ ସେ ଆଶୀର୍ବାଦ କଲା ପରି ତୁମ୍ଭଠା ରେ ଓ ତୁମ୍ଭ ବଂଶକୁ ଆଶୀର୍ବାଦ ଦେଉ। ତହିଁରେ ପରମେଶ୍ବର ତୁମ୍ଭର ପ୍ରବାସ ସ୍ଥାନ ଯେଉଁଠା ରେ ତୁମ୍ଭେ ବାସ କରୁଛ। ବର୍ତ୍ତମାନ, ତାହା ପରମେଶ୍ବର ଅବ୍ରହାମଙ୍କୁ ଦଇେଥିଲେ।
5 ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।
6 ଏଷୌ ଏହା ଜାଣିଲେ ଯେ ତାଙ୍କର ପିତା ଇସ୍ହାକ ଯାକୁବକୁ ଆଶୀର୍ବାଦ ଦେଲେ। ଏବଂ ଏଷୌ
7 ଏବଂ ଏଷୌ ଜାଣିଲେ ଯେ ଯାକୁବ ତାଙ୍କର ପିତା ମାତାଙ୍କର କଥା ମାନି ପଦ୍ଦନ ଅରାମକୁ ପଳାଇଛି।
8 ଏଷୌ ଏକଥା ଜାଣିଲେ ଯେ ତାଙ୍କର ପିତା ଚାହୁଁ ନାହାଁନ୍ତି ତାଙ୍କର ପୁତ୍ର କିଣାନୀଯ କନ୍ଯାକୁ ବିବାହ କରନ୍ତୁ।
9 ଏଷୌର ଦୁଇଟି କିଣାନୀଯ ସ୍ତ୍ରୀ ଥିଲେ। କିନ୍ତୁ ଏହାପରେ ସେ ଇଶ୍ମାଯଲକେୁ ଗଲେ ଓ ଆଉ ଏକ ସ୍ତ୍ରୀକୁ ବିବାହ କଲେ। ସେ ମହଲତ୍କୁ ବିବାହ କଲେ। ଇଶ୍ମାଯଲରେ କନ୍ଯା। ଇଶ୍ମାଯଲେ ଅବ୍ରହାମର ପୁତ୍ର। ମହଲତ୍ ନବାଯୋତର ଭଉଣୀ।
10 ଯାକୁବ ବରେଶବୋ ଛାଡ଼ି ହାରଣକୁ ଗଲେ।
11 ଯାକୁବ ୟାତ୍ରା କରିଥିବା ସମୟରେ ସୂର୍ୟ୍ଯାସ୍ତ ହେଲା। ତେଣୁ ଯାକୁବ ରାତ୍ର ୟାପନ କରିବା ପାଇଁ ଏକ ସ୍ଥାନକୁ ଗଲେ। ଯାକୁବ ଏକ ପଥରଖଣ୍ଡ ପାଇଲେ, ସହେି ସ୍ଥାନ ରେ ପଥର ଉପରେ ମୁଣ୍ଡ ଦଇେ ସେ ଶୋଇ ପଡ଼ିଲେ।
12 ଯାକୁବ ଏକ ସ୍ବପ୍ନ ଦେଖିଲେ। ସେ ସ୍ବପ୍ନ ରେ ଦେଖିଲେ ଯେ ଏକ ସିଡ଼ି ଭୂମିରୁ ସ୍ବର୍ଗକୁ ଲାଗିଛି। ଯାକୁବ ଦେଖିଲେ ପରମେଶ୍ବରଙ୍କର ଦୂତଗଣ ସହେି ସିଢ଼ିଦଇେ ଚଢୁଛନ୍ତି ଓ ଓହ୍ଲାଉଛନ୍ତ।
13 ଏବଂ ଯାକୁବ ଦେଖିଲେ ସଦାପ୍ରଭୁ ସହେି ସିଢ଼ି ପାଖ ରେ ଛିଡ଼ା ହାଇେଛନ୍ତି। ସଦାପ୍ରଭୁ କହୁଥିଲେ, ଆମ୍ଭେ ସଦାପ୍ରଭୁ ତୁମ୍ଭ ପୂର୍ବପୁରୁଷ ଅବ୍ରହାମଙ୍କର ପରମେଶ୍ବର, ମଧ୍ଯ ଇସ୍ହାକର ପରମେଶ୍ବର। ତୁମ୍ଭେ ଶାଇେଥିବା ଭୂମି ଆମ୍ଭେ ତୁମ୍ଭକୁ ଦବୋ। ଆମ୍ଭେ ଏହି ଜମି ତୁମ୍ଭକୁ ଓ ତୁମ୍ଭ ସନ୍ତାନମାନଙ୍କୁ ତାହା ଦବୋ।
14 ତୁମ୍ଭର ବହୁତ ବଂଶ ହବେେ। ତାହା ପୃଥିବୀର ଧୂଳୀପରି ଅସଂଖ୍ଯ ହବେେ। ସମାନେେ ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣକୁ ବ୍ଯାପିବେ। ପୃଥିବୀର ସମସ୍ତ ପରିବାର ତୁମ୍ଭ ବଂଶଧରମାନଙ୍କ ଦ୍ବାରା ଆଶୀର୍ବାଦ ପ୍ରପ୍ତ ହବେେ।
15 ମୁଁ ତୁମ୍ଭ ସହିତ ଅଛି। ମୁଁ ତୁମ୍ଭକୁ ସବୁଠା ରେ ସୁରକ୍ଷା ଦବେି। ପୁଣି ଆମ୍ଭେ ତୁମ୍ଭକୁ ଏହି ଭୂମିକୁ ଫରୋଇ ଆଣିବୁ। ଆମ୍ଭର ପ୍ରତିଜ୍ଞା ପୂର୍ଣ୍ଣ ନ ହବୋ ପର୍ୟ୍ଯନ୍ତ ଆମ୍ଭ ତୁମ୍ଭକୁ ଛାଡୁ ନାହୁଁ।
16 ଏହାପରେ ଯାକୁବ ନିଦ୍ରାରୁ ଉଠିଲା, ଏବଂ କହିଲେ, ମୁଁ ଜାଣେ ଯେ ସଦାପ୍ରଭୁ ଏହିଠା ରେ ଅଛନ୍ତି। କିନ୍ତୁ ମୁଁ ସଦାପ୍ରଭୁ ଏଠା ରେ ଥିଲେ ବୋଲି ଜାଣି ନଥିଲି।
17 ଯାକୁବ ଭୟ କଲେ ଓ ସେ କହିଲେ, ଏହିସ୍ଥାନ ଭୟାନକ ଅଟେ। ଏହା ପରମେଶ୍ବରଙ୍କର ପବିତ୍ର ଗୃହ ଅଟେ। ଏହି ସ୍ଥାନ ହେଉଛି ସ୍ବର୍ଗର ଦ୍ବାର।
18 ଯାକୁବ ପ୍ରତ୍ଯୁଷରୁ ଉଠିଲେ। ଯେଉଁ ପ୍ରସ୍ଥର ମୁଣ୍ଡତଳେ ଦଇେଥିଲେ, ତାହା ନଇେ ସ୍ତମ୍ଭରୂପେ ସ୍ଥାପନ କଲେ। ଏହାପରେ ସେ ତା' ଉପରେ ତୈଳ ଢ଼ାଳିଲେ।
19 ସହେି ସ୍ଥାନର ନାମ ଥିଲା ଲୂସ୍ କିନ୍ତୁ ଯାକୁବ ସହେି ସ୍ଥାନର ନାମ ଦେଲେ ବୌଥଲେ।
20 ଏହାପରେ ଯାକୁବ ଏକ ପ୍ରତିଜ୍ଞା କଲେ, ସେ କହିଲେ, ଯଦି ପରମେଶ୍ବର ମାେ ସହିତ ରହିବେ, ଯଦି ଏହି ୟାତ୍ରା ରେ ପରମେଶ୍ବର ମାରେ ସହାୟ ହବେେ, ଯଦି ପରମେଶ୍ବର ମାେତେ ଖାଦ୍ୟ ବସ୍ତ୍ର ଯୋଗଇବେ।
21 ଯଦି ପରମେଶ୍ବର ମାେତେ ନିରାପଦ ରେ ମାେ ଗୃହକୁ ଫରୋଇ ଆଣନ୍ତି। ତବେେ ସଦାପ୍ରଭୁ ମାରେ ପରମେଶ୍ବର ହବେେ।
22 ମୁଁ ଏହି ପଥରଖଣ୍ଡକୁ ଏକ ସ୍ମରଣାର୍ଥକ ପ୍ରସ୍ତର ସ୍ଥାପନ କରିବି। ଏହା ପରମେଶ୍ବରଙ୍କର ଏକ ପବିତ୍ରସ୍ଥାନ ହବେ। ଆଉ ତୁମ୍ଭେ ଯାହା ସବୁ ମାେତେ ଦବେ, ତହିଁର ଦଶମାଂଶ ମୁଁ ତୁମ୍ଭକୁ ଅବଶ୍ଯ ଦବେି।
1 And Isaac called Jacob, and blessed him, and charged him, and said unto him, Thou shalt not take a wife of the daughters of Canaan.
2 Arise, go to Padan-aram, to the house of Bethuel thy mother’s father; and take thee a wife from thence of the daughters of Laban thy mother’s brother.
3 And God Almighty bless thee, and make thee fruitful, and multiply thee, that thou mayest be a multitude of people;
4 And give thee the blessing of Abraham, to thee, and to thy seed with thee; that thou mayest inherit the land wherein thou art a stranger, which God gave unto Abraham.
5 And Isaac sent away Jacob: and he went to Padan-aram unto Laban, son of Bethuel the Syrian, the brother of Rebekah, Jacob’s and Esau’s mother.
6 When Esau saw that Isaac had blessed Jacob, and sent him away to Padan-aram, to take him a wife from thence; and that as he blessed him he gave him a charge, saying, Thou shalt not take a wife of the daughters of Canaan;
7 And that Jacob obeyed his father and his mother, and was gone to Padan-aram;
8 And Esau seeing that the daughters of Canaan pleased not Isaac his father;
9 Then went Esau unto Ishmael, and took unto the wives which he had Mahalath the daughter of Ishmael Abraham’s son, the sister of Nebajoth, to be his wife.
10 And Jacob went out from Beer-sheba, and went toward Haran.
11 And he lighted upon a certain place, and tarried there all night, because the sun was set; and he took of the stones of that place, and put them for his pillows, and lay down in that place to sleep.
12 And he dreamed, and behold a ladder set up on the earth, and the top of it reached to heaven: and behold the angels of God ascending and descending on it.
13 And, behold, the Lord stood above it, and said, I am the Lord God of Abraham thy father, and the God of Isaac: the land whereon thou liest, to thee will I give it, and to thy seed;
14 And thy seed shall be as the dust of the earth, and thou shalt spread abroad to the west, and to the east, and to the north, and to the south: and in thee and in thy seed shall all the families of the earth be blessed.
15 And, behold, I am with thee, and will keep thee in all places whither thou goest, and will bring thee again into this land; for I will not leave thee, until I have done that which I have spoken to thee of.
16 And Jacob awaked out of his sleep, and he said, Surely the Lord is in this place; and I knew it not.
17 And he was afraid, and said, How dreadful is this place! this is none other but the house of God, and this is the gate of heaven.
18 And Jacob rose up early in the morning, and took the stone that he had put for his pillows, and set it up for a pillar, and poured oil upon the top of it.
19 And he called the name of that place Beth-el: but the name of that city was called Luz at the first.
20 And Jacob vowed a vow, saying, If God will be with me, and will keep me in this way that I go, and will give me bread to eat, and raiment to put on,
21 So that I come again to my father’s house in peace; then shall the Lord be my God:
22 And this stone, which I have set for a pillar, shall be God’s house: and of all that thou shalt give me I will surely give the tenth unto thee.
Tamil Indian Revised Version
மேலும், என் சகோதரனும், உடன்வேலைக்காரனும், கிறிஸ்துவின் படைவீரனும், உங்களுடைய தூதுவனாகவும், என்னுடைய குறைவில் உதவி செய்தவனுமான எப்பாப்பிரோதீத்துவை உங்களிடம் அனுப்பவேண்டும் என்று நினைத்தேன்.
Tamil Easy Reading Version
எப்பாப்பிரோதீத்து கிறிஸ்துவுக்குள் என் சகோதரன், கிறிஸ்துவின் சேவையில் அவன் என்னோடு பணியாற்றி வருகிறான். எனக்கு உதவி தேவைப்பட்டபோது அவனை என்னிடம் அனுப்பினீர்கள். இப்போது அவனை உங்களிடம் அனுப்பி வைக்க வேண்டும் என எண்ணுகிறேன்.
Thiru Viviliam
என் சகோதரரும் உடன் உழைப்பாளரும் உடன் போர் வீரருமான எப்பப்பிராதித்துவை என் தேவைகளில் எனக்குத் துணை செய்யும்படி நீங்கள் அனுப்பி வைத்தீர்கள். அவரை இப்பொழுது உங்களிடம் திரும்ப அனுப்புவது தேவை எனக் கருதுகிறேன்.
Other Title
எப்பப்பிராதித்துவின் துணிவு
King James Version (KJV)
Yet I supposed it necessary to send to you Epaphroditus, my brother, and companion in labour, and fellowsoldier, but your messenger, and he that ministered to my wants.
American Standard Version (ASV)
But I counted it necessary to send to you Epaphroditus, my brother and fellow-worker and fellow-soldier, and your messenger and minister to my need;
Bible in Basic English (BBE)
But it seemed to me necessary to send to you Epaphroditus, my brother, who has taken part with me in the work and in the fight, and your servant, sent by you for help in my need;
Darby English Bible (DBY)
but I have thought it necessary to send to you Epaphroditus, my brother and fellow-workman and fellow-soldier, but your messenger and minister to my need,
World English Bible (WEB)
But I counted it necessary to send to you Epaphroditus, my brother, fellow worker, fellow soldier, and your apostle and minister to my need;
Young’s Literal Translation (YLT)
And I thought `it’ necessary Epaphroditus — my brother, and fellow-workman, and fellow-soldier, and your apostle and servant to my need — to send unto you,
பிலிப்பியர் Philippians 2:25
மேலும், என் சகோதரனும், உடன்வேலையாளும், உடன்சேவகனும், உங்கள் ஸ்தானாபதியும், என் குறைச்சலுக்கு உதவிசெய்தவனுமான எப்பாப்பிரோதீத்துவை உங்களிடத்தில் அனுப்பவேண்டுமென்று எண்ணினேன்.
Yet I supposed it necessary to send to you Epaphroditus, my brother, and companion in labour, and fellowsoldier, but your messenger, and he that ministered to my wants.
Yet | Ἀναγκαῖον | anankaion | ah-nahng-KAY-one |
I supposed it | δὲ | de | thay |
necessary | ἡγησάμην | hēgēsamēn | ay-gay-SA-mane |
to send | Ἐπαφρόδιτον | epaphroditon | ape-ah-FROH-thee-tone |
to | τὸν | ton | tone |
you | ἀδελφὸν | adelphon | ah-thale-FONE |
Epaphroditus, | καὶ | kai | kay |
my | συνεργὸν | synergon | syoon-are-GONE |
καὶ | kai | kay | |
brother, | συστρατιώτην | systratiōtēn | syoo-stra-tee-OH-tane |
and | μου | mou | moo |
labour, in companion | ὑμῶν | hymōn | yoo-MONE |
and | δὲ | de | thay |
fellowsoldier, | ἀπόστολον | apostolon | ah-POH-stoh-lone |
but | καὶ | kai | kay |
your | λειτουργὸν | leitourgon | lee-toor-GONE |
messenger, | τῆς | tēs | tase |
and | χρείας | chreias | HREE-as |
ministered that he | μου | mou | moo |
to | πέμψαι | pempsai | PAME-psay |
my | πρὸς | pros | prose |
wants. | ὑμᾶς | hymas | yoo-MAHS |