Ezekiel 34:30
ତାହା ହେଲେ ସମାନେେ ହୃଦ ବୋଧ କରିବେ ଯେ, ମୁଁ ସଦାପ୍ରଭୁ ସମାନଙ୍କେ ସହିତ ଅଛି। ଏବଂ ଇଶ୍ରାୟେଲର ଲୋକମାନେ ମାରେ ନିଜର ଲୋକ। ସଦାପ୍ରଭୁ ମାରେ ପ୍ରଭୁ ଏହା କହନ୍ତି।
Ezekiel 34:30 in Other Translations
King James Version (KJV)
Thus shall they know that I the LORD their God am with them, and that they, even the house of Israel, are my people, saith the Lord GOD.
American Standard Version (ASV)
And they shall know that I, Jehovah, their God am with them, and that they, the house of Israel, are my people, saith the Lord Jehovah.
Bible in Basic English (BBE)
And they will be certain that I the Lord their God am with them, and that they, the children of Israel, are my people, says the Lord.
Darby English Bible (DBY)
And they shall know that I Jehovah their God [am] with them, and that they, the house of Israel, are my people, saith the Lord Jehovah.
World English Bible (WEB)
They shall know that I, Yahweh, their God am with them, and that they, the house of Israel, are my people, says the Lord Yahweh.
Young's Literal Translation (YLT)
And they have known that I, Jehovah, their God, `am' with them, And they -- the house of Israel -- My people, An affirmation of the Lord Jehovah.
| Thus shall they know | וְיָדְע֗וּ | wĕyodʿû | veh-yode-OO |
| that | כִּ֣י | kî | kee |
| I | אֲנִ֧י | ʾănî | uh-NEE |
| Lord the | יְהוָ֛ה | yĕhwâ | yeh-VA |
| their God | אֱלֹהֵיהֶ֖ם | ʾĕlōhêhem | ay-loh-hay-HEM |
| am with | אִתָּ֑ם | ʾittām | ee-TAHM |
| they, that and them, | וְהֵ֗מָּה | wĕhēmmâ | veh-HAY-ma |
| even the house | עַמִּי֙ | ʿammiy | ah-MEE |
| of Israel, | בֵּ֣ית | bêt | bate |
| people, my are | יִשְׂרָאֵ֔ל | yiśrāʾēl | yees-ra-ALE |
| saith | נְאֻ֖ם | nĕʾum | neh-OOM |
| the Lord | אֲדֹנָ֥י | ʾădōnāy | uh-doh-NAI |
| God. | יְהוִֽה׃ | yĕhwi | yeh-VEE |
Cross Reference
Psalm 46:7
ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି।
Psalm 46:11
ସହେି ସୈନ୍ଯାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ୟାକୁବର ପରମେଶ୍ବର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରଯ ସ୍ଥଳ।
Ezekiel 34:24
ମୁଁ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ହବେି ଓ ମାରେ ଦାସ ଦାଉଦ ସମାନଙ୍କେ ମଧିଅରେ ପ୍ରଭୁ ହବେ। ଆମ୍ଭେ ସଦାପ୍ରଭୁ ଏହା କହିଅଛୁ।
Ezekiel 37:27
ଆଉ ମଧ୍ଯ ମାରେ ପବିତ୍ର ତମ୍ବୁ ସମାନଙ୍କେ ସଙ୍ଗ ରେ ରହିବ। ମୁଁ ସମାନଙ୍କେର ପରମେଶ୍ବର ହବେି ଓ ସମାନେେ ମାରେ ଲୋକ ହବେେ।
Isaiah 8:9
ହେ ଗୋଷ୍ଠୀସମୂହ, ତୁମ୍ଭମାନେେ ୟୁଦ୍ଧ ପାଇଁ ପ୍ରସ୍ତୁତ ହୁଅ, ମାତ୍ର ତୁମ୍ଭମାନେେ ପରାସ୍ତ ହବେ। ହେ ଦୂର ଦେଶୀଯ ଲୋକମାନେ, ତୁମ୍ଭମାନେେ ଧ୍ଯାନପୂର୍ବକ ଶୁଣ। ତୁମ୍ଭମାନେେ ୟୁଦ୍ଧପାଇଁ ପ୍ରସ୍ତୁତ ହେଲବେି ତୁମ୍ଭମାନେେ ପରାଜିତ ହବେ।
Ezekiel 14:11
ତେଣୁ ଇଶ୍ରାୟେଲର ବଂଶଧର ଆଉ ମାଠାରୁେ ବିପଥଗାମୀ ହବେେ ନାହିଁ ଏବଂ ସମାନଙ୍କେର ପାପଦ୍ବାରା ସମାନେେ ନିଜକୁ ଆଉ ଅଶୁଚି କରିବେ ନାହିଁ। ଏବଂ ସମାନେେ ମାରେ ଲୋକ ହବେେ ଓ ମୁଁ ସମାନଙ୍କେର ପରମେଶ୍ବର ହବେି।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।
Ezekiel 16:62
ଏବଂ ମୁଁ ତୁମ୍ଭ ସହିତ ମାରେ ନିଯମକୁ ସମର୍ଥନ କରିବି। ତହିଁରେ ଆମ୍ଭେ ଯେ ସଦାପ୍ରଭୁ, ଏହା ତୁମ୍ଭେ ହୃଦ ବୋଧ କରିବ।
Matthew 1:23
ଜଣେ କୁମାରୀ କନ୍ଯା ଗର୍ଭବତୀ ହାଇେ ପୁତ୍ର ସନ୍ତାନଟିଏ ଜନ୍ମ ଦବେ। ଲୋକେ ତାହାଙ୍କ ନାମ ଇମ୍ମାନୁଯଲେ ଦବେେ। (ଇମ୍ମାନୁଯଲରେ ଅର୍ଥ, ପରମେଶ୍ବର ଆମ୍ଭ ସହିତ ଅଛନ୍ତି।)
Matthew 28:20
ମୁଁ ତୁମ୍ଭମାନଙ୍କୁ ଯାହା ସବୁ କହିଛି, ସେ ସବୁ କଥା ପାଳନ କରିବ ପାଇଁ ଲୋକମାନଙ୍କୁ ଶିକ୍ଷା ଦିଅ। ମୁଁ ତୁମ୍ଭମାନଙ୍କ ସହିତ ସଦାସର୍ବଦା ରହିବି ବୋଲି ତୁମ୍ଭମାନେେ ଦୃଢ଼ ବିଶ୍ବାସ ରଖ। ଜଗତର ଶଷେ ସମୟ ପର୍ୟ୍ଯନ୍ତ ମଧ୍ଯ ମୁଁ ତୁମ୍ଭ ସଙ୍ଗେ ସଙ୍ଗେ ରହିବି।