Ezekiel 26:21
ତୁମ୍ଭ ଅବସ୍ଥା ଦେଖି ଅନ୍ୟମାନେ ଭୟଭୀତ ହବେେ। ତୁମ୍ଭର ବିନାଶ ଘଟିବ। ତୁମ୍ଭକୁ ଅନ୍ବଷେଣ କଲେ ମଧ୍ଯ ସମାନେେ ତୁମ୍ଭକୁ ପାଇବେ ନାହିଁ। ଏହା ସଦାପ୍ରଭୁ ମାରେ ପ୍ରଭୁ କହନ୍ତି।
I will make | בַּלָּה֥וֹת | ballāhôt | ba-la-HOTE |
thee a terror, | אֶתְּנֵ֖ךְ | ʾettĕnēk | eh-teh-NAKE |
no be shalt thou and | וְאֵינֵ֑ךְ | wĕʾênēk | veh-ay-NAKE |
for, sought be thou though more: | וּֽתְבֻקְשִׁ֗י | ûtĕbuqšî | oo-teh-vook-SHEE |
yet shalt thou never | וְלֹֽא | wĕlōʾ | veh-LOH |
תִמָּצְאִ֥י | timmoṣʾî | tee-mohts-EE | |
be found | עוֹד֙ | ʿôd | ode |
again, | לְעוֹלָ֔ם | lĕʿôlām | leh-oh-LAHM |
saith | נְאֻ֖ם | nĕʾum | neh-OOM |
the Lord | אֲדֹנָ֥י | ʾădōnāy | uh-doh-NAI |
God. | יְהוִֹֽה׃ | yĕhôi | yeh-hoh-EE |
Cross Reference
Ezekiel 27:36
ଅନ୍ୟ ଗୋଷ୍ଠୀଯ ବଣିକମାନେ ତୁମ୍ଭ ଉଦ୍ଦେଶ୍ଯ ରେ ଶୀଷ୍ ଶବ୍ଦ କରନ୍ତି। ତୁମ୍ଭର ଭାଗ୍ଯ ଲୋକମାନଙ୍କୁ ଭୟଭୀତ କରେ ଏବଂ ତୁମ୍ଭମାନେେ ଆଉ ରହିବ ନାହିଁ।'
Ezekiel 28:19
ସହେିସବୁ ଦେଖ ଯେଉଁମାନେ ତୁମ୍ଭକୁ ଜାଣିଥିଲେ, ସମାନେେ ତୁମ୍ଭଠାରୁ ଆତଙ୍କିତ ହବେେ। ତୁମ୍ଭର ପରିସମାପ୍ତି ଲୋକମାନଙ୍କୁ କମ୍ପିତ କରାଇବ ଏବଂ ତୁମ୍ଭେ କବେେ ପୂର୍ବବସ୍ଥାକୁ ଫରେିବ ନାହିଁ।'
Revelation 18:21
ତା'ପରେ ଜଣେ ଶକ୍ତିଶାଳୀ ଦୂତ ଗୋଟିଏ ପ୍ରକାଣ୍ଡ ପଥର ଉଠାଇଲେ। ଏହି ପଥରଟି ଗୋଟିଏ ଚକିପଥର ପରି ବହୁତ ବଡ଼। ସହେି ଦୂତ ଜଣକ ପଥରଟିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଲେ ଏବଂ କହିଲେ :
Psalm 37:36
କିନ୍ତୁ ସେ ଆଜି ନାହିଁ। ମୁଁ ତାଙ୍କୁ ଅନକେ ସ୍ଥାନରେ ଖାଜେିଲି କିନ୍ତୁ ତାଙ୍କୁ ପାଇଲି ନାହିଁ।
Jeremiah 51:64
ଆଉ ତୁମ୍ଭେ କହିବ, 'ଆମ୍ଭେ ବାବିଲ ଉପ ରେ ଯେଉଁ ଅମଙ୍ଗଳ ଘଟାଇବା, ତାହା ଏହିପରି ଜଳମଗ୍ନ ହବେ। ସେ ପୁନର୍ବାର ଉଠିବ ନାହିଁ। ସେ ବୁଡ଼ିବ, କାରଣ ସେ ଭୟଙ୍କର ତୁଷ୍କର୍ମ କରିଅଛି।' ଯିରିମିୟଙ୍କ ବାର୍ତ୍ତା ଏହିଠା ରେ ସମାପ୍ତ।
Ezekiel 26:14
ଏବଂ ମୁଁ ତୁମ୍ଭକୁ ଏକ ଶୁଷ୍କ ତୈଳ ରେ ପରିଣତ କରିବି। ତୁମ୍ଭେ ସମୁଦ୍ର ତୀରସ୍ଥ ଏକ ଜାଲ ପ୍ରସାରିତ ହବୋର ସ୍ଥାନ ହବେ। ତୁମ୍ଭର ଆଉ ପୁନଃନିର୍ମାଣ ହବେ ନାହିଁ କାରଣ ମୁଁ ସଦାପ୍ରଭୁ ଏହା କହିଅଛି। ସଦାପ୍ରଭୁ, ମାରେ ପ୍ରଭୁ ଏହା କହନ୍ତି।