Index
Full Screen ?
 

Esther 4:13 in Oriya

ਆ ਸਤਰ 4:13 Oriya Bible Esther Esther 4

Esther 4:13
ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।

Then
Mordecai
וַיֹּ֥אמֶרwayyōʾmerva-YOH-mer
commanded
מָרְדֳּכַ֖יmordŏkaymore-doh-HAI
to
answer
לְהָשִׁ֣יבlĕhāšîbleh-ha-SHEEV

אֶלʾelel
Esther,
אֶסְתֵּ֑רʾestēres-TARE
Think
אַלʾalal
not
תְּדַמִּ֣יtĕdammîteh-da-MEE
with
thyself
בְנַפְשֵׁ֔ךְbĕnapšēkveh-nahf-SHAKE
escape
shalt
thou
that
לְהִמָּלֵ֥טlĕhimmālēṭleh-hee-ma-LATE
in
the
king's
בֵּיתbêtbate
house,
הַמֶּ֖לֶךְhammelekha-MEH-lek
more
than
all
מִכָּלmikkālmee-KAHL
the
Jews.
הַיְּהוּדִֽים׃hayyĕhûdîmha-yeh-hoo-DEEM

Cross Reference

Proverbs 24:10
ବିପଦ ଦିନ ରେ ତୁମ୍ଭେ ଯଦି ଭୀରୁ ଦଖାଇବେ, ତବେେ ତୁମ୍ଭର ଶକ୍ତି କ୍ଷୀଣ ହବେ।

John 12:25
ନିଜ ଜୀବନକୁ ଭଲ ପାଉଥିବା ବ୍ଯକ୍ତି ଏହା ହରାଇବ। ନିଜ ଜାଗତିକ ଜୀବନକୁ ଘୃଣା କରୁଥିବା ଲୋକ ଏହାକୁ ସୁରକ୍ଷିତ ରଖିବ। ସେ ଅନନ୍ତ ଜୀବନ ପାଇଁ ତାହା ପାଇ ପାରିବ।

Matthew 16:24
ତା'ପରେ ଯୀଶୁ ତାହାଙ୍କର ଶିଷ୍ଯମାନଙ୍କୁ କହିଲେ, ଯଦି କହେି ଲୋକ ମାରେ ଅନୁସରଣ କରିବାକୁ ଇଚ୍ଛା କରୁଛି ତବେେ ସେ ନିଜ ବିଷୟ ରେ ଭୂଲିଯାଉ। ସେ ଲୋକକୁ ଦିଆଯାଇଥିବା ଯାତନାର କୃଶ ବହନ କରୁ। ତା'ପରେ ସେ ମାରେ ଅନୁସରଣ କରିବା ଉଚିତ।

Philippians 2:30
ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାଯଃ ହାଇେ ଯାଇଥିବାରୁ ସମ୍ମାନିତ ହବୋ ଉଚିତ୍। ମାେତେ ସାହାୟ୍ଯ କରିବା ପାଇଁ ସେ ନିଜ ଜୀବନକୁ ବିପଦ ରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସବୋ ରେ ୟହା କମ୍ ରହି ଯାଇଥିଲା, ସତେିକି ସେ ପୂରଣ କରି ଦଇେଥିଲେ।

Hebrews 12:3
ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

Chords Index for Keyboard Guitar