No lexicon data found for Strong's number: 4628
John 19:31
ସଦେିନ ନିସ୍ତାରପର୍ବର ପ୍ରସ୍ତୁତି ଦିନ ଥିଲା। ତହିଁ ଆରଦିନ ବିଶଷେ ବିଶ୍ରାମବାର ଥିଲା। ତେଣୁ ଯିହୂଦୀମାନେ ଚାହୁଁ ନଥିଲେ ଯେ, ମୃତ ଶରୀରଗୁଡିକ କୃଶ ଉପରେ ବିଶ୍ରାମବାର ଦିନ ପର୍ୟ୍ଯନ୍ତ ଝୁଲି ରହୁ। ତେଣୁ ସମାନେେ ପୀଲାତଙ୍କୁ ଅନୁ ରୋଧ କଲେ ଯେ, ସମାନଙ୍କେର ଗୋଡ ଭାଙ୍ଗିଦବୋ ପାଇଁ ଆଦେଶ ଦିଅନ୍ତୁ। ଯେପରି ସମାନେେ ଶ୍ରୀଘ୍ର ମରିଯିବେ ଓ ସମାନଙ୍କେର ଦହେ କୃଶରୁ ଓହ୍ଲାଇବା ପାଇଁ ତାଙ୍କୁ ଅନୁମତି ମାଗିଲେ।
John 19:32
ତେଣୁ ସୈନିକମାନେ ଆସି ପ୍ରଥମ ଲୋକଟିର ଗୋଡ ଭାଙ୍ଗି ଦେଲେ। ତା'ପରେ ସମାନେେ ଅନ୍ୟ ଲୋକଟିର ଗୋଡ ଭାଙ୍ଗି ଦେଲେ।
John 19:33
କିନ୍ତୁ ସମାନେେ ଯେତବେେଳେ ଯୀଶୁଙ୍କ ପାଖକୁ ଆସିଲେ, ସେତବେେଳେ ସମାନେେ ଦେଖିଲେ ଯେ, ସେ ମରି ସାରିଲଣେି। ତେଣୁ ସମାନେେ ତାହାଙ୍କ ଗୋଡ ଭାଙ୍ଗିଲେ ନାହିଁ।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்