Matthew 2:4
େ ହରୋଦ ୟିହୂଦା ସମାଜର ସମସ୍ତ ପ୍ରମୁଖ ଯାଜକ ଏବଂ ଧର୍ମ ଶାସ୍ତ୍ରୀମାନଙ୍କର ଗୋଟିଏ ବୈଠକ ଡାକିଲେ। ସେ ସମାନଙ୍କେୁ ପଚାରିଲେ, ଖ୍ରୀଷ୍ଟ କେଉଁଠା ରେ ଜନ୍ମ ହବେେ?
Luke 15:26
ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, 'ଏ ସବୁ କ'ଣ ଚାଲିଛି?'
Luke 18:36
ସେ ରାସ୍ତା ରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଚାରିଲା, ଘଟଣା କ'ଣ?
John 4:52
ପିଲାର ଅବସ୍ଥା କେଉଁ ସମୟଠାରୁ ଭଲ ଆଡକୁ ଗତି କଲା? ସେ ପଚାରିଲେ।
John 13:24
ଶିମାନେ ପିତର, ସହେି ଶିଷ୍ଯକୁ ଯୀଶୁ କାହା ସମ୍ବନ୍ଧ ରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ।
Acts 4:7
ସମାନେେ ପ୍ ରରେିତମାନଙ୍କୁ ସାମନା ରେ ଠିଆ କରି ପଚାରିଲେ, ତୁମ୍ଭମାନେେ କେଉଁ କ୍ଷମତା କିମ୍ବା କେଉଁ ଅଧିକାର ରେ ଏହି କାର୍ୟ୍ଯ କଲ? ତୁମ୍ଭମାନେେ ଏ େଛାଟ ଲୋକଟିକୁ କିପରି ସୁସ୍ଥ କରି ପାରିଲ?
Acts 10:18
ସମାନେେ ତାହାଙ୍କୁ ଡାକିଲେ ଓ ପିତର ନାମ ରେ ପରିଚ଼ିତ ଶିମାନେ ସଠାେରେ ଅତିଥି ଭାବରେ ରହିଛନ୍ତି କି ନାହିଁ ପଚ଼ାରିଲେ।
Acts 10:29
ତେଣୁ ମୁଁ ନିମନ୍ତ୍ରଣ ପାଇ ବିନା ଆପତ୍ତି ରେ ଏଠାକୁ ଚାଲିଆସିଲି। ମାେତେ ବର୍ତ୍ତମାନ କୁହ, ତୁମ୍ଭମାନେେ ମାେତେ କାହିଁକି ଡ଼କଇେଥିଲ?
Acts 21:33
ତା'ପରେ ସନୋପତି ପାଖକୁ ଆସିଲେ ଓ ପାଉଲଙ୍କୁ ବନ୍ଦୀ କଲେ। ସେ ପାଉଲଙ୍କୁ ଦୁଇଟି ଶିକୁଳି ରେ ବାନ୍ଧି ଦବୋ ପାଇଁ ସୈନ୍ଯମାନଙ୍କୁ ଆଦେଶ ଦେଲେ। ତା'ପରେ ପାଉଲ କିଏ ଓ ସେ କ'ଣ କରିଛନ୍ତି ବୋଲି ସନୋପତି ପଚ଼ାରିଲେ।
Acts 23:19
ସନୋଧ୍ଯକ୍ଷ ୟୁବକର ହାତ ଧରି ନିରୋଳା ସ୍ଥାନକୁ ନଇେ ପଚ଼ାରିଲେ, ତୁମ୍ଭେ ମାେତେ କଣ କହିବାକୁ ଚ଼ାହଁ?
Occurences : 12
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்