Matthew 8:28
ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।
Matthew 23:29
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ! ତୁମ୍ଭେ ଭବିଷ୍ଯଦ୍ବକ୍ତାମାନଙ୍କ ପାଇଁ ସମାଧି ତିଆରି କରୁଛ। ଯେଉଁ ଲୋକମାନେ ଭଲ ଜୀବନ କଟାଇଥିଲେ, ତୁମ୍ଭମାନେେ ତାହାଙ୍କ ସମାଧି ସୁଶାେଭିତ କରୁଛ।
Matthew 27:52
କବରଗୁଡ଼ିକ ଖାଲିଗେଲା, ଆଗରୁ ମରିଯାଇଥିବା ପରମେଶ୍ବରଙ୍କର ଅନକଗେୁଡ଼ିଏ ଲୋକ ମୃତ୍ଯୁରୁ ପୁଣି ଉତ୍ଥାନ କଲେେ। ସମାନେେ କବର ଭିତରୁ ବାହରି ଆସିଲେ।
Matthew 27:53
ଯୀଶୁଙ୍କ ମୃତ୍ଯୁରୁ ବଞ୍ଚି ଉଠିବା ପରେ ସମାନେେ ପବିତ୍ରନଗରକୁ ଯାଇ ଅନକେ ଲୋକଙ୍କୁ ଦଖାଦେେଲେ।
Matthew 27:60
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
Matthew 27:60
ଯୋଷଫେ ଯୀଶୁଙ୍କ ଶରୀରକୁ ତାହାଙ୍କୁ ନୂଆ କବର ମଧିଅରେ ରଖିଲେ। ସହେି କବରକୁ ୟୋ ସଫେ ପଥରର କାନ୍ଥ କାଟି ତିଆରି କରିଥିଲେ। ତାପରେ ସେ ଗୋଟିଏ ବହୁତ ବଡ ପଥର ଗଡ଼ଇେ ଆଣି ପ୍ରବେଶଦ୍ବାରକୁ ବନ୍ଦ କରି ଦେଲେ। ଏସବୁ କଲପରେେ ୟୋ ସଫେ ଚାଲିଗଲେ।
Matthew 28:8
ତେଣୁ ସହେି ସ୍ତ୍ରୀଲୋକମାନେ ତତ୍କ୍ଷଣାତ୍ କବର ସ୍ଥାନ ଛାଡ଼ି ଚାଲିଗଲେ। ସମାନେେ ଡ଼ରି ଯାଇଥିଲେ, କିନ୍ତୁ ବହୁତ ଖୁସି ମଧ୍ଯ ଥିଲେ। ଯାହାସବୁ ଘଟିଗଲା, ସେ ସବୁ ଯୀଶୁଙ୍କ ଶିଷ୍ଯମାନଙ୍କୁ ଜଣାଇବା ପାଇଁ ସମାନେେ ଦୌଡ଼ି ଦୌଡ଼ି ଗଲେ।
Mark 5:2
ଯୀଶୁ ଡଙ୍ଗାର ବାହାରକୁ ଆସିବା ମାତ୍ ରେ ଗୋଟିଏ ଲୋକ କବର ମଧ୍ଯରୁ ବାହାରି ତାହାଙ୍କ ପାଖକୁ ଆସିଲା ା ତା' ଦହେ ରେ ଦୁଷ୍ଟାତ୍ମାଟି ପ୍ରବେଶ କରି ରହିଥିଲା।
Mark 5:3
ସେ ଲୋକଟି କବର ମଧିଅରେ ରହୁଥିଲା। ତାହାକୁ କହେି ହେଲେ ବାନ୍ଧି ପାରୁ ନଥିଲେ। ଏପରିକି ଶିକୁଳି ରେ ମଧ୍ଯ ତାକୁ ବାନ୍ଧି ପାରୁ ନଥିଲେ।
Mark 6:29
ଏହି ସବୁ ଘଟଣା ଯୋହନଙ୍କ ଶିଷ୍ଯମାନେ ଶୁଣିଲେ। ସମାନେେ ଆସି ଯୋହନଙ୍କ ମୃତ ଶରୀରକୁ ନଇେ କବର ଦେଲେ।
Occurences : 42
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்