Matthew 8:30
ସେତବେେଳେ ସଠାରୁେ କିଛି ଦୂର ରେ ଗୋଟିଏ ବିରାଟ ଘଷୁରୀ ପଲ ଚରୁଥିଲେ।
Mark 12:34
ଯୀଶୁ ଦେଖିଲେ ଯେ ଲୋକଟି ବୁଝିବିଚାରି ଜ୍ଞାନୀ ଭଳି ଉତ୍ତର ଦଇେଛି। ସେ ତାହାକୁ କହିଲେ, ତୁମ୍ଭେ ପରମେଶ୍ବରଙ୍କ ରାଜ୍ଯଠାରୁ ଦୂର ରେ ନାହଁ। ଏହା ପରେ ଆଉ କହେି ହେଲେ ଯୀଶୁଙ୍କୁ କୌଣସି ଅଧିକ ପ୍ରଶ୍ନ ପଚାରିବାକୁ ସାହସ କଲେ ନାହିଁ।
Luke 7:6
ତେଣୁ ଯୀଶୁ ସମାନଙ୍କେ ସହିତ ୟିବାପାଇଁ ବାହାରି ପଡିଲେ। ଯୀଶୁ ଶତ ସନୋପତି ଘର ପାଖାପାଖି ଆସି ପହଞ୍ଚି ଯାଇଥବା ସମୟରେ ଶତ ସନୋପତି ଜଣକ ନିଜ ବନ୍ଧୁମାନଙ୍କୁ ଯୀଶୁଙ୍କ ପାଖକୁ ଏହି କଥା କହିବା ପାଇଁ ପଠାଇଲେ, ପ୍ରଭୁ, ନିଜକୁ ଆଉ କଷ୍ଟ ଦିଅନ୍ତୁ ନାହିଁ। କାରଣ ମୁଁ ଏତେ ଭଲ ନୁହେଁ ଯେ ଆପଣ ମାେ ଘରକୁ ଆସିବେ।
Luke 15:20
ତେଣୁ ସେ ସ୍ଥାନ ଛାଡି ତା' ବାପାଙ୍କ ପାଖକୁ ବାହାରିଲା।
John 21:8
ଅନ୍ୟ ଶିଷ୍ଯମାନେ ନେ ୗକା ରେ କୂଳକୁ ଗଲେ। ସମାନେେ ମାଛ ରେ ଭର୍ତ୍ତି ହାଇେଥିବା ଜାଲ ଭିଡିଲେ। ସମାନେେ କୂଳରୁ ବେଶୀ ଦୂର ରେ ନଥିଲେ, ଦୂରତ୍ବ ପ୍ରାୟ ନବେ ମିଟର ଥିଲା।
Acts 2:39
ଏହି ପ୍ରତିଜ୍ଞା ତୁମ୍ଭମାନଙ୍କ ପାଇଁ ଦିଆଯାଇଛି। ଆହୁରି ମଧ୍ଯ ଏହା ତୁମ୍ଭର ପିଲାମାନଙ୍କ ପାଇଁ ଓ ଯେଉଁମାନେ ବହୁତ ଦୂର ରେ ଅଛନ୍ତି ସମାନଙ୍କେ ପାଇଁ ଦିଆଯାଇଛି। ଯେଉଁମାନଙ୍କୁ ଇଶ୍ବର ଆମ୍ଭମାନଙ୍କ ପ୍ରଭୁ, ଡ଼ାକନ୍ତି ସେ ସମସ୍ତଙ୍କ ପାଇଁ ଏହି ପ୍ରତିଜ୍ଞା ଦିଆଯାଇଛି।
Acts 17:27
ଯେପରି ସମାନେେ ପରମେଶ୍ବରଙ୍କୁ ଖାଜେି ପାଇ ପାରିବେ। ସମାନେେ ତାହାଙ୍କ ନିକଟକୁ ଯାଇ ତାହାଙ୍କୁ ପାଇବା ପାଇଁ ଚେଷ୍ଟା କରିପାରନ୍ତି ୟଦ୍ଯପି ସେ ଆମ୍ଭମାନଙ୍କ ମଧ୍ଯରୁ କାହାରିଠାରୁ ହୂର ରେ ନାହାଁନ୍ତି।
Acts 22:21
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'
Ephesians 2:13
ସେତବେେଳେ ତୁମ୍ଭମାନେେ ପରମେଶ୍ବରଙ୍କଠାରୁ ଦୂର ରେ ଥିଲ। କିନ୍ତୁ ଏବେ ଖ୍ରୀଷ୍ଟ ଯୀଶୁଙ୍କଠା ରେ ବିଶ୍ବାସ ଥିବା ହତେୁ ତୁମ୍ଭେ ତାଙ୍କର ନିକଟବର୍ତ୍ତୀ ହାଇେଛ। ଖ୍ରୀଷ୍ଟଙ୍କର ରକ୍ତ ଦ୍ବାରା ତୁମ୍ଭେ ପରମେଶ୍ବରଙ୍କର ନିକଟତର ହାଇେଛ।
Ephesians 2:17
ଖ୍ରୀଷ୍ଟ କ୍ରୁଶ ରେ ଆପଣା ମୃତ୍ଯୁ ଦ୍ବାରା ଏହା ସାଧନ କଲେ। ତୁମ୍ଭମାନେେ ଦୂର ରେ ଥିଲ ଯେ, ଖ୍ରୀଷ୍ଟ ଆସି ତୁମ୍ଭମାନଙ୍କ ନିକଟରେ ଶାନ୍ତି ପ୍ରଚାର କଲେ।
Occurences : 10
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்