No lexicon data found for Strong's number: 1821

Luke 1:53
ସେ ଭୋକିଲା ଲୋକଙ୍କୁ ଭଲ ବିଷୟ ଦଇେ ତୃପ୍ତ କଲେ କିନ୍ତୁ ଧନୀ ଓ ସ୍ବାର୍ଥପର ଲୋକଙ୍କୁ ଖାଲି ହାତ ରେ ଫରୋଇ ଦେଲେ।

Luke 20:10
ପରେ ଅଙ୍ଗୁର ତୋଳିବା ସମୟ ଆସିଲା। ତେଣୁ ଲୋକଟି ତାର ଜଣେ ଚାକରକୁ ଏହି କୃଷକମାନଙ୍କ ପାଖକୁ ପଠାଇଲା ଯେପରି କୃଷକମାନେ ତାହାଙ୍କ ଭାଗ ଅଙ୍ଗୁର ଚାକର ହାତ ରେ ଦଇେ ଦବେେ। କିନ୍ତୁ କୃଷକମାନେ ଚାକରକୁ ମାଡ ମାରି ଖାଲି ହାତ ରେ ପଠଇେ ଦେଲେ।

Luke 20:11
ତେଣୁ ଲୋକଟି ଆଉ ଜଣେ ଚାକରକୁ ପଠାଇଲା। କୃଷକମାନେ ଏହି ଲୋକଟିକୁ ମାଡ ମାରିଲେ ଓ ତାପ୍ରତି ଅସମ୍ମାନ ବ୍ଯବହାର କଲେ। ସମାନେେ ତାକୁ ମଧ୍ଯ କିଛି ନଦଇେ ପଠଇେ ଦେଲେ।

Acts 7:12
ମିଶର ରେ ଶସ୍ଯଥିବା ଖବର ଶୁଣି ଯାକୁବ ପ୍ରଥମେ ଆମ୍ଭ ପୂର୍ବପୁରୁଷମାନଙ୍କୁ ସଠାେକୁ ପଠାଇଲେ।

Acts 9:30
ଭାଇମାନେ ଏହା ଜାଣିପାରି ତାହାଙ୍କୁ କାଇସରୀଆ ନଗରରୁ ଆଣି ତାର୍ଷ ନଗରକୁ ପଠାଇ ଦେଲେ।

Acts 11:22
ଆନ୍ତିୟଖିଆର ଏହି ନୂଆ ବିଶ୍ବାସୀମାନଙ୍କ ବିଷୟ ରେ ୟିରୂଶାଲମର ବିଶ୍ବାସୀ ମଣ୍ଡଳୀ ଶୁଣିବାକୁ ପାଇଲେ। ତେଣୁ ସମାନେେ ବର୍ଣ୍ଣବ୍ବାଙ୍କୁ ଆନ୍ତିୟଖିଆକୁ ପଠାଇ ଦେଲେ।

Acts 12:11
ତା'ପରେ ପିତର ଜାଣିପାରିଲେ ତାହାଙ୍କୁ ଯାହା ସବୁ ଘଟିଗଲା ଏବଂ କହିଲେ, ମୁଁ ବର୍ତ୍ତମାନ ଜାଣିଲି, ଏହା ପ୍ରକୃତ ରେ ସତ୍ଯ ଅଟେ। ପ୍ରଭୁ ପ୍ରକୃତ ରେ ତାହାଙ୍କ ସ୍ବର୍ଗଦୂତଙ୍କୁ ପଠାଇ େ ହରୋଦଙ୍କ କବଳରୁ ମାେତେ ଉଦ୍ଧାର କଲେ ଓ ଯିହୂଦୀୟମାନଙ୍କ ସମସ୍ତ ମନ୍ଦ ଆଶାକୁ ବ୍ଯର୍ଥ କଲେ।

Acts 17:14
ସେଥିପାଇଁ ଭାଇମାନେ ପାଉଲଙ୍କୁ ସମୁଦ୍ର କୂଳକୁ ପଠାଇ ଦେଲେ, କିନ୍ତୁ ଶୀଲା ଓ ତୀମଥି ସଠାେରେ ରହିଲେ।

Acts 22:21
କିନ୍ତୁ ପ୍ରଭୁ ମାେତେ କହିଲେ, 'ତୁମ୍ଭେ ଯାଅ। ମୁଁ ତୁମ୍ଭକୁ ବହୁତ ଦୂର ଅଣଯିହୂଦୀ ଦେଶଗୁଡ଼ିକୁ ପଠାଇବି।'

Galatians 4:4
କିନ୍ତୁ ଉଚିତ୍ ସମୟ ଉପସ୍ଥିତ ହବୋରୁ ପରମେଶ୍ବର ନିଜ ପୁତ୍ରଙ୍କୁ ପଠାଇଲେ। ସେ ଜଣେ ସ୍ତ୍ରୀଙ୍କଠାରୁ ଜନ୍ମ ଗ୍ରହଣ କରିଥିଲେ ଓ ବ୍ଯବସ୍ଥା ଅଧିନ ରେ ଜୀବନଯାପନ କରୁଥିଲେ।

Occurences : 11

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்