No lexicon data found for Strong's number: 1706

Matthew 12:11
ଯୀଶୁ କହିଲେ, ମନକରେ ତୁମ୍ଭର କାହାରି ଗୋଟିଏ ମଷେ ଅଛି ଓ ସହେି ମଷଠାରୁେ ବିଶ୍ରାମଦିବସ ରେ ଖାଲ ଭିତ ରେ ଖସି ପଡିଲା। ତୁମ୍ଭେ କ'ଣ ତାକୁ ଖାଲରୁ ବାହାର କରି ଆଣବ ନାହିଁ?

Luke 10:36
ଏହାପରେ ଯୀଶୁ କହିଲେ, ଏବେ କୁହ, ଡକାୟତମାନଙ୍କ ହାବୁଡ ରେ ପଡି ଆହତ ହାଇେଥିବା ଲୋକଟିକୁ ଏହି ତିନି ଜଣଙ୍କ ମଧ୍ଯରୁ କିଏ ପ୍ ରମେଭାବ ଦଖାଇେଲେ ବୋଲି ତୁମ୍ଭେ ଭାବୁଛ?

Luke 14:5
ଯୀଶୁ ଧର୍ମଶାସ୍ତ୍ରୀ ଓ ଫାରୂଶୀମାନଙ୍କୁ କହିଲେ, ଯଦି ବାଶ୍ରାମବାର ରେ ତୁମ୍ଭମାନଙ୍କ ପୁଅ କିମ୍ବା ତୁମ୍ଭମାନଙ୍କ ବଳଦଟି କୂଅ ଭିତ ରେ ଖସିପଡେ, ତବେେ ତୁମ୍ଭମାନେେ କ'ଣ ତାକୁ ସଙ୍ଗେସଙ୍ଗେ ବାହାରକୁ ଟାଣି ଆଣିବ ନାହିଁ?

1 Timothy 3:6
କିନ୍ତୁ ଜଣେ ଅଧ୍ଯକ୍ଷ ନୂତନ ଶିଷ୍ଯ ହାଇେ ନ ଥିବେ। ନୂତନ ବିଶ୍ବାସୀଙ୍କୁ ଅଧ୍ଯକ୍ଷ କରାଗଲେ, ତାହା ତାହାଙ୍କୁ ଅତିଶୟ ଗର୍ବୀ କରିପା ରେ। ଏଭଳି ପରିସ୍ଥିତି ରେ ତା'ର ଗର୍ବ ଲାଗି ସେ ଶୟତାନ ଭଳି ଦୋଷୀ ହାଇେ ଦଣ୍ଡିତ ହବେ।

1 Timothy 3:7
ଯେଉଁମାନେ ମଣ୍ଡଳୀର ସଦସ୍ଯ ନୁହଁନ୍ତି, ବାହାରର ସହେି ଲୋକମାନଙ୍କର ମଧ୍ଯ, ଅଧ୍ଯକ୍ଷଙ୍କ ନିମନ୍ତେ ସମ୍ମାନ ଭାବ ଥିବା ଆବଶ୍ଯକ। ତହିଁରେ ସେ ଅନ୍ୟମାନଙ୍କ ଦ୍ବାରା ସମାଲୋଚିତ ହବେେ ନାହିଁ କି ଶୟତାନର ଫାନ୍ଦ ରେ ପଡ଼ିବେ ନାହିଁ।

1 Timothy 6:9
ଯେଉଁମାନେ ଧନୀ ହବୋକୁ ଚାହୁଁଛନ୍ତି, ସମାନେେ ପ୍ରଲୋଭନ ଫାନ୍ଦ ରେ ପଡ଼ି ଯାଆନ୍ତି। ଅନକେ ମୂର୍ଖତାପୂର୍ଣ୍ଣ ଓ ଦୁଃଖ ଦେଉଥିବା ବିଷୟଗୁଡ଼ିକ ପାଇଁ ସମାନେେ ଇଚ୍ଛା ପୋଷଣ କରନ୍ତି। ସଗେୁଡ଼ିକ ଲୋକମାନଙ୍କୁ ନଷ୍ଟ କରି ତଳିତଳାନ୍ତ କରିଦିଏ।

Hebrews 10:31
ଜୀବନ ପରମେଶ୍ବରଙ୍କ ହାତ ରେ ଜଣେ ପାପୀ ପଡ଼ିୟିବା, ଗୋଟିଏ ଭୟଙ୍କର କଥା।

Occurences : 7

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்