No lexicon data found for Strong's number: 1498

Luke 1:29
ମରିୟମ ସ୍ବର୍ଗଦୂତଙ୍କ କଥା ଶୁଣି ଉଦବିଗ୍ନ ହାଇଗେଲେ। ତାହାଙ୍କ ଅଭିବାଦନର ଅର୍ଥ କ'ଣ ହାଇପୋ ରେ, ସହେିକଥା ଭାବି ସେ ଚିନ୍ତା ରେ ପଡିଗଲେ।

Luke 3:15
ସବୁ ଲୋକେ ଖ୍ରୀଷ୍ଟଙ୍କ ଆଗମନ ଅପେକ୍ଷା ରେ ଥିଲେ। ଯୋହନଙ୍କ ବିଷୟ ରେ ସମାନେେ ମନେ ମନେ ଭାବୁଥିଲେ, ହୁଏତ ଏ ଖ୍ରୀଷ୍ଟ ଅଟନ୍ତି।

Luke 8:9
ତାହାଙ୍କ ଶିଷ୍ଯମାନେ ତାହାଙ୍କୁ ପଚାରିଲେ, ଏହି ଦୃଷ୍ଟାନ୍ତର ଅର୍ଥ କ'ଣ?

Luke 9:46
ଥରେ ଯୀଶୁଙ୍କ ଶିଷ୍ଯମାନଙ୍କ ମଧିଅରେ ୟୁକ୍ତିତର୍କ ହେଲା ଯେ, ସମାନଙ୍କେ ଭିତ ରେ ସବୁଠାରୁ ଶ୍ ରେଷ୍ଠ କିଏ?

Luke 15:26
ତେଣୁ ସେ ଜଣେ ଚାକରକୁ ଡାକି ପଚାରିଲା, 'ଏ ସବୁ କ'ଣ ଚାଲିଛି?'

Luke 18:36
ସେ ରାସ୍ତା ରେ ଯାଉଥିବା ଲୋକମାନଙ୍କ କୋଳାହଳ ଶୁଣିପାରି ପଚାରିଲା, ଘଟଣା କ'ଣ?

Luke 22:23
ତା'ପରେ ପ୍ ରରେିତମାନେ ପରସ୍ପର ପଚରା ଉଚରା ହେଲେ, ଆମ୍ଭ ଭିତରୁ କିଏ ଯୀଶୁଙ୍କ ପ୍ରତି ଏପରି ଆଚରଣ କରିବ?

John 13:24
ଶିମାନେ ପିତର, ସହେି ଶିଷ୍ଯକୁ ଯୀଶୁ କାହା ସମ୍ବନ୍ଧ ରେ କହୁଛନ୍ତି ତାହା ତାହାଙ୍କୁ ପଚାରିବା ପାଇଁ ଠାରିଲେ।

Acts 8:20
ପିତର ତାହାକୁ କହିଲେ, ତୁମ୍ଭେ ଓ ତୁମ୍ଭର ଟଙ୍କା ସବୁଦିନ ପାଇଁ ନଷ୍ଟ ହାଇଯୋଉ, କାରଣ ତୁମ୍ଭେ ଭାବିଲ ଯେ, ପରମେଶ୍ବରଙ୍କ ଦାନ ଟଙ୍କା ରେ କିଣି ହବେ।

Acts 10:17
ପିତର ଯେଉଁ ଦୃଶ୍ଯ ଦେଖିଥିଲେ, ତା'ର ଅର୍ଥ ବିଷୟ ରେ ଚ଼ିନ୍ତା କରି ହତବୁଦ୍ଧି ହାଇେ ପଡ଼ିଲେ। ଏହି ସମୟରେ କର୍ଣ୍ଣୀଲିୟଙ୍କ ଯେଉଁ ଲୋକମାନେ ଶିମାନଙ୍କେର ଘର ଖାଜେୁଥିଲେ, ସମାନେେ ଆସି ଫାଟକ ନିକଟରେ ଠିଆ ହାଇେଥିଲେ।

Occurences : 12

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்