No lexicon data found for Strong's number: 1252

Matthew 16:3
ତୁମ୍ଭମାନେେ ସୂର୍ େଯ୍ଯାଦୟ ସମୟରେ ଆକାଶକୁ ଲାଲ ରଙ୍ଗର ଓ ମେଘୁଆ ଥିବାର ଦେଖିଲେ କୁହ ଯେ ଆଜି ଝଡ଼ ହବେ। ଏଗୁଡିକ ପାଗର ଲକ୍ଷଣ। ତୁମ୍ଭେ ଏହି ଲକ୍ଷଣଗୁଡିକ ଆକାଶ ରେ ଦେଖ ଓ ସଗେୁଡିକର ଅର୍ଥ ବୁଝ। ସହେିଭଳି ତୁମ୍ଭେ ବର୍ତ୍ତମାନ ଘଟୁଥିବା ଘଟଣାଗୁଡିକୁ ଦେଖୁଛ। ଏଗୁଡିକ ମଧ୍ଯ ଏପ୍ରକାର ଲକ୍ଷଣ। କିନ୍ତୁ ଏଗୁଡିକର ଅର୍ଥ ବୁଝିବାକୁ ତୁମ୍ଭେ ସମର୍ଥ ହାଇେ ପାରୁନ।

Matthew 21:21
ଯୀଶୁ ଉତ୍ତର ଦେଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି। ଯଦି ତୁମ୍ଭର ବିଶ୍ବାସ ଥିବ ଓ କୌଣସି ସନ୍ଦହେ ନଥିବ ତବେେ ମୁଁ ଏ ଗଛଟିକୁ ଯାହା କଲି, ତୁମ୍ଭମାନେେ ମଧ୍ଯ ଠିକ୍ ସହେିପରି କରିପାରିବ। ତୁମ୍ଭମାନେେ ମଧ୍ଯ ଅନକେ ଅଧିକ କାମ କରିପାରିବ। ତୁମ୍ଭମାନେେ ଏ ପର୍ବତକୁ କହିପାରିବ, ' ହେ ପର୍ବତ, ଏଠାରୁ ଯାଅ ଓ ସମୁଦ୍ର ରେ ପଡ଼।' ଯଦି ତୁମ୍ଭମାନଙ୍କର ବିଶ୍ବାସ ଥାଏ, ଏହା ଘଟିବ।

Mark 11:23
ମୁଁ ତୁମ୍ଭମାନଙ୍କୁ ସତ୍ଯ କହୁଛି: ଯଦି କହେି ଲୋକ ଏହି ପର୍ବତକୁ କହିବ, 'ତୁ ଉପୁଡି ସମୁଦ୍ର ରେ ଯାଇ ପଡିଯା,' ଏବଂ ଯଦି ଲୋକଟିର ମନ ରେ କୌଣସି ପ୍ରକାର ସନ୍ଦହେ ନଥାଇ ବିଶ୍ବାସ କରିବ ଯେ, ସେ ଯାହା କହିଛି ତାହା ଘଟିବ, ତବେେ ପରମେଶ୍ବର ତା'ପାଇଁ ତାହା କରି ଦବେେ।

Acts 10:20
ତେଣୁ ଉଠ ଓ ତଳକୁ ଯାଅ। ସହେି ଲୋକମାନଙ୍କ ସହିତ ଯାଅ ଓ ସମାନଙ୍କେୁ କିଛି ପଚ଼ାର ନାହିଁ। କାରଣ ମୁଁ ସମାନଙ୍କେୁ ପଠାଇଛି।

Acts 11:2
ତେଣୁ ପିତର ୟିରୂଶାଲମ ରେ ପହଞ୍ଚିବା ପରେ ସୁନ୍ନତ ହାଇେଥିବା ଲୋକମାନେ ତାହାଙ୍କୁ ସମାଲୋଚ଼ନା କଲେ।

Acts 11:12
ମାେତେ ସମାନଙ୍କେ ସହିତ ବିନା ସଙ୍କୋଚ଼ ରେ ୟିବାପାଇଁ ପବିତ୍ର ଆତ୍ମା ନିର୍ଦ୍ଦେଶ ଦେଲେ। ମାେ ସାଙ୍ଗ ରେ ଏଠା ରେ ଥିବା ଏହି ଛଅଜଣ ବିଶ୍ବାସୀ ଭାଇ ମଧ୍ଯ ଆସିଥିଲେ। ଆମ୍ଭମାନେେ କର୍ଣ୍ଣୀଲିୟଙ୍କ ଘରକୁ ଗଲୁ।

Acts 15:9
ଏହାଦ୍ବାରା ପରମେଶ୍ବର ଆମ୍ଭମାନଙ୍କର ଓ ସମାନଙ୍କେ ମଧିଅରେ କୌଣସି ତଫାତ ରଖିଲେ ନାହିଁ। ସେ ସମାନଙ୍କେର ବିଶ୍ବାସ ଦ୍ବାରା ସମାନଙ୍କେର ହୃଦୟକୁ ପବିତ୍ର କରିଲେ।

Romans 4:20
କିନ୍ତୁ ପରମେଶ୍ବରଙ୍କ ପ୍ରତି ତାହାଙ୍କର ବିଶ୍ବାସ ଦୁର୍ବଳ ହେଲା ନାହିଁ। ପରମେଶ୍ବର ତାହାଙ୍କୁ ଯାହା ପ୍ରତିଶ୍ରୁତି ଦଇେଛନ୍ତି ତାହା ସେ କରିବା ରେ ସମର୍ଥ ଏଥି ରେ ଅବ୍ରାହାମ ଟିକେ ହେଲେ ସନ୍ଦହେ କଲେ ନାହିଁ। ବରଂ ତାହାଙ୍କର ବିଶ୍ବାସ ଅଧିକ ଦୃଢ଼ ହେଲା ଓ ସେ ପରମେଶ୍ବରଙ୍କୁ ଗୌରବ ଦେଲେ।

Romans 14:23
କିନ୍ତୁ ଯଦି ଜଣେ, ସେ ଠିକ କାମକରୁଛି ବୋଲି ନିଶ୍ଚିତ ଭାବରେ ନଜାଣି ଭୋଜନ କରେ, ତା' ହେଲେ ସେ ନିଜକୁ ଦୋଷୀ କରେ। କାରଣ ସେ ବିଶ୍ବାସ ରେ ଭୋଜନ କରେ ନାହିଁ। ଯଦି ଜଣେ ଠିକ ନୁହେଁ ବୋଲି ଜାଣିପାରି ମଧ୍ଯ କୌଣସି କାମ କରେ, ତା ହେଲେ ସେ ପାପ କରୁଛି।

1 Corinthians 4:7
କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।

Occurences : 19

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்