No lexicon data found for Strong's number: 1200
Acts 16:23
ସମାନେେ ସମାନଙ୍କେୁ ବହୁତ ମାଡ଼ ମାରିବା ପରେ କାରାଗାର ରେ ବନ୍ଦୀ କଲେ। ସମାନଙ୍କେୁ ସାବଧାନ ରେ ଜଗିବାପାଇଁ କାରାଧ୍ଯକ୍ଷଙ୍କୁ ଆଦେଶ ଦେଲେ।
Acts 16:27
କାରାଧ୍ଯକ୍ଷ ନିଦରୁ ଉଠି ବସିଲେ। କାରାଗାରର ଦୁଆର ଗୁଡ଼ିକ ଖାଲିେଥିବାର ଦେଖି, ସେ ନିଜକୁ ହତ୍ଯା କରିବା ଉଦ୍ଦେଶ୍ଯ ରେ ନିଜର ଖଣ୍ଡା ବାହାର କଲେ। ସେ ଭାବିଲେ ଯେ, ବନ୍ଦୀମାନେ ଖସି ପଳାଇ ଯାଇଛନ୍ତି।
Acts 16:36
କାରାଧ୍ଯକ୍ଷ ପାଉଲଙ୍କୁ କହିଲେ ଯେ, ବିଚ଼ାରକର୍ତ୍ତାମାନେ ଆପଣମାନଙ୍କୁ ଛାଡ଼ି ଦବୋପାଇଁ କହି ପଠାଇଛନ୍ତି। ତେଣୁ ଆପଣମାନେ ବର୍ତ୍ତମାନ ବାହାରକୁ ଶାନ୍ତି ରେ ଯାଇପାରନ୍ତି।
Occurences : 3
எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்