No lexicon data found for Strong's number: 1096

Matthew 1:22
ଭବିଷ୍ଯଦ୍ବକ୍ତାଙ୍କ ମାଧ୍ଯମ ରେ ପ୍ରଭୁ ଯାହା କହିଥିଲେ, ତାହା ସଫଳ କରିବା ନିମନ୍ତେ ଏହା ଘଟିଲା।

Matthew 4:3
ଶୟତାନ ପରୀକ୍ଷା କରିବା ନିମନ୍ତେ ଆସି ତାହାଙ୍କୁ କହିଲା, ତୁମ୍ଭେ ଯଦି ପରମେଶ୍ବରଙ୍କ ପୁତ୍ର, ତବେେ ଏହି ପଥରଗୁଡିକୁ ରୋଟୀ ହାଇେ ୟିବାପାଇଁ କୁହ।

Matthew 5:18
ମୁଁ ତୁମ୍ଭକୁ ସତ୍ଯ କହୁଛି, ଏ ପୃଥିବୀ ଓ ଆକାଶ ସମାପ୍ତ ନ ହବୋ ପର୍ୟ୍ଯନ୍ତ ଓ ସବୁ କଥା ନ ଘଟିବା ପର୍ୟ୍ଯନ୍ତ ଏହି ନିୟମରୁ ଅକ୍ଷରଟିଏ କି ବନ୍ଦୁଟିଏ ହେଲେ ମଧ୍ଯ ଲୋପ ପାଇବନାହିଁ।

Matthew 5:45
ତା ହେଲେ ତୁମ୍ଭେ ସ୍ବର୍ଗ ରେ ରହୁଥିବା ପରମପିତାଙ୍କ ଯଥାର୍ଥ ସନ୍ତାନ ହାଇେ ପାରିବ। ପରମପିତା, ଭଲ ଲୋକ ଓ ମନ୍ଦ ଲୋକ ଉଭୟଙ୍କ ଉପରେ ତାହାଙ୍କ ସୂର୍ୟ୍ଯଙ୍କୁ ଉଦିତ କରାନ୍ତି। ସେ ଭଲ କାମ କରୁଥିବା ଲୋକ ଓ ମନ୍ଦ କାମ କରୁଥିବା ଲୋକ, ଉଭୟଙ୍କ ଉପରେ ବର୍ଷା ବର୍ଷାନ୍ତି।

Matthew 6:10
ତୁମ୍ଭର ଆସୁ। ସ୍ବର୍ଗ ରେ ତୁମ୍ଭ ଇଚ୍ଛା ସଫଳ ହବୋଭଳି ଏ ପୃଥିବୀ ରେ ବି ତୁମ୍ଭ ଇଚ୍ଛା ସଫଳ ହେଉ।

Matthew 6:16
ତୁମ୍ଭେ ଉପବାସ କଲାବାଳେ ଦୁଃଖିତ ଥିବା ଭଳି ମୁହଁ କରନାହିଁ। କପଟୀମାନେ ସହେିପରି କରିଥାନ୍ତି। ତୁମ୍ଭେ କପଟୀଙ୍କ ପରି ହୁଅନାହିଁ। କପଟୀମାନେ ମୁହଁ ଶୁଖାଇ ଲୋକଙ୍କୁ ଦେଖଇବୋକୁ ଚାହାନ୍ତି ଯେ, ସମାନେେ ଉପବାସ କରୁଛନ୍ତି। ମୁଁ ତୁମ୍ଭକୁ ସତ୍ଯ କହୁଛି ଯେ ସମାନଙ୍କେୁ ଏଥିପାଇଁ ପ୍ରତିଫଳ ମିଳିସାରିଛି।

Matthew 7:28
ଯୀଶୁଙ୍କ ଏହି ସବୁ କଥା କହିବା ଶଷେ ହେଲା। ତାହାଙ୍କ ଉପଦେଶ ଶୁଣି ଜମା ହାଇେଥିବା ଲୋକେ ଆଶ୍ଚର୍ୟ୍ଯ ହାଇଗେଲେ।

Matthew 8:13
ତା'ପରେ ଯୀଶୁ ସନୋପତିଙ୍କୁ କହିଲେ, ତୁମ୍ଭର ବିଶ୍ବାସ ଲାଗି, ତୁମ୍ଭ ପାଇଁ ତାହା ଘଟୁ। ଠିକ୍ ସହେି ସମୟରେ ତାହାଙ୍କର ଦାସ ସୁସ୍ଥ ହାଇଗେଲା।

Matthew 8:16
ସହେିଦିନ ସନ୍ଧ୍ଯା ରେ ଲୋକେ ତାହାଙ୍କ ପାଖକୁ ଭୂତ ଗ୍ରସ୍ତ ଅନକେ ଲୋକଙ୍କୁ ଆଣିଲେ। ଯୀଶୁ ଗୋଟିଏ ଆଜ୍ଞା ରେ ସହେି ଭୂତମାନଙ୍କୁ ବାହାର କରି ଦେଲେ। ଏହିଭଳି ଯୀଶୁ ସମସ୍ତ ରୋଗୀଙ୍କୁ ଭଲ କରି ଦେଲେ।

Matthew 8:24
ସହେି ସମୟରେ ହ୍ରଦ ରେ ଭୟଙ୍କର ଝଡ ହେଲା। ଲହଡି ରେ ଡଙ୍ଗା ଓଲଟ ପାଲଟ ହାଇେ ପଡୁଥିଲା। କିନ୍ତୁ ଯୀଶୁ ଶାଇେ ଥିଲେ।

Occurences : 676

எபிரேய எழுத்துக்கள் Hebrew Letters in Tamilஎபிரேய உயிரெழுத்துக்கள் Hebrew Vowels in TamilHebrew Short Vowels in Tamil எபிரேய குறில் உயிரெழுத்துக்கள்Hebrew Long Vowels in Tamil எபிரேய நெடில் உயிரெழுத்துக்கள்