Revelation 4:2
ତତ୍କ୍ଷଣାତ୍ ଆତ୍ମା ମାେତେ ତାହାଙ୍କ ଅଧୀନକୁ ନଇଗେଲେ। ସ୍ବର୍ଗ ରେ ମାେ ସମ୍ମୁଖ ରେ ଗୋଟିଏ ସିଂହାସନ ଥିଲା। ସହେି ସିଂହାସନ ରେ ଜଣେ ବସିଥିଲେ।
Revelation 4:2 in Other Translations
King James Version (KJV)
And immediately I was in the spirit: and, behold, a throne was set in heaven, and one sat on the throne.
American Standard Version (ASV)
Straightway I was in the Spirit: and behold, there was a throne set in heaven, and one sitting upon the throne;
Bible in Basic English (BBE)
Straight away I was in the Spirit: and I saw a high seat in heaven, and one was seated on it;
Darby English Bible (DBY)
Immediately I became in [the] Spirit; and behold, a throne stood in the heaven, and upon the throne one sitting,
World English Bible (WEB)
Immediately I was in the Spirit. Behold, there was a throne set in heaven, and one sitting on the throne
Young's Literal Translation (YLT)
and immediately I was in the Spirit, and lo, a throne was set in the heaven, and upon the throne is `one' sitting,
| And | καὶ | kai | kay |
| immediately | εὐθέως | eutheōs | afe-THAY-ose |
| I was | ἐγενόμην | egenomēn | ay-gay-NOH-mane |
| in | ἐν | en | ane |
| spirit: the | πνεύματι | pneumati | PNAVE-ma-tee |
| and, | καὶ | kai | kay |
| behold, | ἰδού, | idou | ee-THOO |
| a throne | θρόνος | thronos | THROH-nose |
| set was | ἔκειτο | ekeito | A-kee-toh |
| in | ἐν | en | ane |
| τῷ | tō | toh | |
| heaven, | οὐρανῷ | ouranō | oo-ra-NOH |
| and | καὶ | kai | kay |
| sat one | ἐπὶ | epi | ay-PEE |
| on | τοῦ | tou | too |
| the | θρόνου | thronou | THROH-noo |
| throne. | καθήμενος | kathēmenos | ka-THAY-may-nose |
Cross Reference
Daniel 7:9
ମୁଁ ଗୋଟିଏ ସିଂହାସନ ସ୍ଥାପିତ ହେଉଥିବାର ଦେଖିଲି। ଅତି ବୃଦ୍ଧାଲୋକ ସହେି ଉପ ରେ ବସିଲେ। ତାଙ୍କର ବସ୍ତ୍ର ହିମତୁଲ୍ଯ ଶୁକ୍ଲବର୍ଣ୍ଣ ଓ ତାଙ୍କର ମସ୍ତକର କେଶ ମଷେଲୋମ ସଦୃଶ ଶୁଭ୍ର ଥିଲା। ତାଙ୍କର ସିଂହାସନ ଅଗ୍ନିମଯପରି ଓ ସିଂହାସନର ଚକସବୁ ଜ୍ବଳନ୍ତା ଅଗ୍ନି ଶିଖା, ସଦୃଶ ଥିଲା।
Isaiah 6:1
ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।
1 Kings 22:19
ପୁଣି ମୀଖାଯ କହିଲେ, ତୁମ୍ଭେ ସଦାପ୍ରଭୁଙ୍କ ବାକ୍ଯ ଶୁଣ, ମୁଁ ଦେଖିଲି ସଦାପ୍ରଭୁ ତାଙ୍କ ସିଂହାସନ ରେ ଉପବିଷ୍ଟ ଓ ତାଙ୍କର ଦକ୍ଷିଣ ଓ ବାମ ହସ୍ତ ରେ ତାହାଙ୍କ ନିକଟରେ ସ୍ବର୍ଗୀଯ ଦୂତମାନେ ଉଭା ହାଇେଛନ୍ତି।
Revelation 1:10
ପ୍ରଭୁଙ୍କ ଦିନ ରେ ପବିତ୍ର ଆତ୍ମା ମାେତେ ସମ୍ପୂର୍ଣ୍ଣରୂପେ ଅଧିକାର କରି ନେଲେ। ମୁଁ ହଠାତ୍ ପଛପଟୁ ଗୋଟିଏ ଉଚ୍ଚ ଶବ୍ଦ ଶୁଣିଲି। ଏହି ଶବ୍ଦ ତୂରୀନାଦ ପରି ଥିଲା।
Revelation 4:9
ଏହି ଜୀବିତ ପ୍ରାଣୀମାନେ ସିଂହାସନ ରେ ବସିଥିବା ବ୍ଯକ୍ତିଙ୍କୁ ଗୌରବ, ସମ୍ମାନ ଓ ଧନ୍ଯବାଦ ଦିଅନ୍ତି। ସେ ସବୁଦିନ ପାଇଁ ଜୀବିତ ଅଟନ୍ତି ଏବଂ ଏହି ଜୀବିତ ପ୍ରାଣୀମାନେ ସର୍ବଦା ଏହିଭଳି କରନ୍ତି।
Ezekiel 1:26
ଏବଂ ଆସ୍ତରଣ ଉପରକୁ ସମାନଙ୍କେର ମସ୍ତକ ଚତୁଃପାଶର୍ବ ରେ ନୀଳକାନ୍ତମଣି ରେ ନିର୍ମିତ ହାଇେଥିବା ଏକ ସିଂହାସନ ଥିଲା, ଆଉ ସହେି ସିଂହାସନର ଆକୃତି ଉପ ରେ ମନୁଷ୍ଯ ସଦୃଶ ଏକ ଆକୃତି ଥିଲା।
Ezekiel 3:12
ଏହାପ ରେ ଆତ୍ମା ମାେତେ ଉପରକୁ ଉଠାଇଲା, ଏବଂ ମୁଁ ମାରେ ପଛ ରେ ଏକ ଶବ୍ଦ ଶୁଣିଲି। ତାହା ଏକ ବଜ୍ର ଧ୍ବନି ଥିଲା, ଏହା ଶୁଣାଗଲା, ଧନ୍ଯ ସଦାପ୍ରଭୁଙ୍କର ମହିମା।
Ezekiel 10:1
ସେତବେେଳେ ମୁଁ ଉପରକୁ ଚାହିଁଲି ଓ ଦେଖିଲି କିରୂବଦୂତମାନଙ୍କର ମସ୍ତକର ଉପରିସ୍ଥ ଶୂନ୍ଯମଣ୍ଡଳ ରେ ନୀଳକାନ୍ତ ମଣି ସଦୃଶ ଏକ ସିଂହାସନର ଆକୃତି ସମାନଙ୍କେ ଉପ ରେ ଦଖାଗେଲା।
Hebrews 8:1
ଆମ୍ଭେ ଯାହା କିଛି କହୁଛୁ, ତାର ସାର ମର୍ମ ହେଲା ଯେ, ଆମ୍ଭମାନଙ୍କର ଏଭଳି ଜଣେ ମହାୟାଜକ ଅଛନ୍ତି, ଯେ ସ୍ବର୍ଗର ପରମେଶ୍ବରଙ୍କ ସିଂହାସନର ଦକ୍ଷିଣ ପାଶର୍ବ ରେ ବସି ଅଛନ୍ତି।
Revelation 4:5
ସିଂହାସନରୁ ବିଜୁଳିର ଆଲୋକ ଓ ଘଡ଼ଘଡ଼ିର ଶବ୍ଦ ଶୁଭୁଥିଲା। ସିଂହାସନ ସାମନା ରେ ସାତାଟେି ଜ୍ବଳନ୍ତା ଦୀପ ଥିଲା। ଏହି ଦୀପଗୁଡ଼ିକ ପରମେଶ୍ବରଙ୍କର ସାତାଟେି ଆତ୍ମା ଅଟନ୍ତି।
Revelation 5:1
ତା'ପରେ ମୁଁ ସିଂହାସନ ରେ ବସିଥିବା ସହେି ବ୍ଯକ୍ତିଙ୍କର ଦକ୍ଷିଣ ହସ୍ତ ରେ ଗୋଟିଏ ଚର୍ମପତ ର ଥିବାର ଦେଖିଲି। ସହେି ଚର୍ମପତ୍ରଟିର ଉଭୟ ପଟେ ଲଖାେ ହାଇେଥିଲା। ସହେି ଚର୍ମପତ୍ରଟି ସାତାଟେି ମୁଦ୍ରା ରେ ବନ୍ଦ କରାଯାଇଥିଲା।
Ezekiel 1:28
ସହେି ତଜେ ତା'ର ଚତୁଃପାଶର୍ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।
Jeremiah 17:12
ଆଦିକାଳରୁ ଉର୍ଦ୍ଧ୍ବ ରେ ସ୍ଥାପିତ ଗୌରବମଯ ସିଂହାସନ ଆମ୍ଭମାନଙ୍କର ଧର୍ମଧାମ ଅଟେ।
Revelation 22:1
ତା'ପରେ ଦୂତ ମାେତେ ଜୀବନଜଳର ନଦୀ ଦଖାଇେଲେ। ସେ ନଦୀଟି ସ୍ଫଟିକ ପରି ଉଜ୍ଜ୍ବଳ ଥିଲା। ସହେି ନଦୀ ପରମେଶ୍ବର ଓ ମଷେଶାବକଙ୍କ ସିଂହାସନରୁ ପ୍ରବାହିତ ହେଉଛି।
Revelation 5:6
ସେତବେେଳେ ମୁଁ ସିଂହାସନର ମଝି ରେ ଜଣେ ମଷେଶାବକଙ୍କୁ ଦେଖିଲି। ତାହାଙ୍କ ଚାରିପାଖେ ଚାରୋଟି ଜୀବିତପ୍ରାଣୀ ଓ ପ୍ରାଚୀନମାନେ ଘରେି ରହିଥିଲେ। ବଳି ଦିଆଯାଇଥିବା ପରି ସେ ଦଖାେ ଯାଉଥିଲେ। ତାହାଙ୍କର ସାତାଟେି ଶିଙ୍ଗ ଓ ସାତାଟେି ଚକ୍ଷୁ ଥିଲା, ଏହି ସାତାଟେି ଚକ୍ଷୁ ପରମେଶ୍ବରଙ୍କର ସାତାଟେି ଆତ୍ମା, ଯାହାଙ୍କୁ ପୃଥବୀର ଚାରିଆଡ଼େ ପ୍ ରରେିତ କରାଯାଇଥିଲା।
Revelation 5:13
ତା'ପରେ ମୁଁ ସ୍ବର୍ଗ, ମର୍ତ୍ତ୍ଯ, ପାତାଳ ଓ ସମୁଦ୍ରର ସମସ୍ତ ପ୍ରାଣୀଙ୍କୁ ଏହା କହିବାର ଶୁଣିଲି :
Revelation 6:16
ଲୋକମାନେ ପର୍ବତ ଓ ଶିଳାଗୁଡ଼ିକୁ କହିଲେ, “ଆମ୍ଭ ଉପରେ ଖସି ପଡ଼। ସିଂହାସନରେ ଯିଏ ବସିଛନ୍ତି, ତାହାଙ୍କ ସମ୍ମୁଖରୁ ଓ ମେଷଶାବକଙ୍କ କ୍ରୋଧରୁ ଆମ୍ଭମାନଙ୍କୁ ଲୁଗ୍ଭଅ।
Revelation 7:9
ତା'ପରେ ମୁଁ ବହୁତ ଲୋକଙ୍କୁ ଦେଖିଲି। ସେଠ ରେ ଏତେଲୋକ ଥିଲେ ଯେ, କହେି ସମାନଙ୍କେୁ ଗଣିପାରିବ ନାହିଁ। ସମାନେେ ପ୍ରେତ୍ୟକକ ଜାତି, ଗୋଷ୍ଠୀ, ବଂଶୀୟ ଓ ଭାଷାବାଦୀର ଲୋକ ଥିଲେ। ସହେି ଲୋକମାନେ ସିଂହାସନ ଓ ମଷେଶାବକଙ୍କ ସାମନା ରେ ଠିଆ ହାଇେଥିଲେ। ସମାନେେ ସମସ୍ତେ ଧଳା ରାଜ ପୋଷାକ ପିନ୍ଧିଥିଲେ। ସମାନଙ୍କେର ହାତ ରେ ଖଜୁରିବାହୁଙ୍ଗା ଥିଲା।
Revelation 12:5
ସହେି ନାରୀ ଗୋଟିଏ ପୁତ୍ର ଶିଶୁକୁ ଜନ୍ମ ଦେଲେ। ସେ ସମଗ୍ର ରାଷ୍ଟ୍ରଗୁଡ଼ିକୁ ଗୋଟିଏ ଲୌହଦଣ୍ଡ ରେ ଶାସନ କରିବେ। ତା'ର ଶିଶୁଙ୍କୁ ପରମେଶ୍ବରଙ୍କ ସିଂହାସନ ପାଖକୁ ଉଠାଇ ନିଆଗଲା।
Revelation 17:3
ତା'ପରେ ଦୂତ ମାେତେ ଆତ୍ମା ଦ୍ବାରା ମରୁଭୂମିକୁ ବହି ନଇଗେଲେ। ସଠାେରେ ମୁଁ ଗୋଟିଏ ନାରୀକୁ ଲାଲ ରଙ୍ଗର ପଶୁ ଉପରେ ବସିଥିବାର ଦେଖିଲି। ସେ ପଶୁର ସର୍ବାଙ୍ଗ ଶରୀର ଉପରେ ଈଶ୍ବରଙ୍କ ନିନ୍ଦା କରୁଥିବା ନାମସବୁ ଲଖାେ ଯାଇଥିଲା। ସହେି ପଶୁର ସାତାଟେି ମସ୍ତକ ଓ ଦଶଟି ଶିଙ୍ଗ ଥିଲା।
Revelation 19:4
ତା'ପରେ ଚବିଶ ଜଣ ପ୍ରାଚୀନ ଓ ଚାରିଜଣ ଜୀବିତ ପ୍ରାଣୀ ସିଂହାସନ ରେ ଉପବିଷ୍ଟ ପରମେଶ୍ବରଙ୍କ ଆଗ ରେ ନଇଁଲେ ଓ ତାହାଙ୍କର ଉପାସନା କଲେ। ସମାନେେ କହିଲେ :
Revelation 20:11
ତା'ପରେ ମୁଁ ଗୋଟିଏ ବିରାଟ ଶୁଭ୍ର ସିଂହାସନ ଦେଖିଲି। ମୁଁ ଜଣେ ବ୍ଯକ୍ତିଙ୍କୁ ସହେି ସିଂହାସନ ରେ ବସିଥିବାର ଦେଖିଲି। ଆକାଶ ଓ ପୃଥିବୀ ତାହାଙ୍କ ପାଖରୁ ଦୌଡ଼ି ଚାଲିଗଲେ ଓ ଉଭଇେ ଗଲେ।
Revelation 21:5
ସିଂହାସନ ଉପରେ ୟିଏ ବସିଥିଲେ, ସେ କହିଲେ, ମୁଁ ସମସ୍ତ ବିଷୟ ନୂତନ କରୁଅଛି। ତା'ପରେ ସେ କହିଲେ, ଏହା ଲେଖି ରଖ, କାରଣ ଏହି କଥାସବୁ ବିଶ୍ବାସ ଯୋଗ୍ଯ ଓ ସତ୍ଯ।
Revelation 21:10
ସେ ଦୂତ ମାେତେ ଆତ୍ମା ଦ୍ବାରା ଗୋଟିଏ ବହୁତ ବଡ଼ ଓ ଉଚ୍ଚ ପର୍ବତକୁ ନଇଗେଲେ। ସେ ମାେତେ ପବିତ୍ର ନଗରୀ ୟିରୁଶାଲମ ଦଖାଇେଲେ। ମୁଁ ସହେି ନଗରୀକୁ ପରମେଶ୍ବରଙ୍କ ପାଖରୁ ସ୍ବର୍ଗରୁ ଆସିବାର ଦେଖିଲି।
Revelation 3:21
ଯେ ବିଜଯୀ ହୁଏ, ମୁଁ ତାହାକୁ ମାେ ସହିତ ସିଂହାସନ ରେ ବସାଇବି। ଯେପରି ମୁଁ ବିଜଯୀ ହାଇେ ମାରେ ପରମପିତାଙ୍କ ସହ ତାହାଙ୍କ ସିଂହାସନ ରେ ବସିଥିଲି, ସେ ସହେିପରି ମାେ ସହିତ ବସିବ।