Mark 14:7 କାରଣ ଗରିବମାନେ ତ ସବୁବେଳେ ତୁମ୍ଭ ପାଖ ରେ ରହିବେ। ତୁମ୍ଭେ ଯେତବେେଳେ ଚିହିଁବ, ସମାନଙ୍କେୁ ସାହାୟ୍ଯ କରି ପାରିବ। କିନ୍ତୁ ତୁମ୍ଭମାନେେ ମାେତେ ସଦା ବେଳେ ପାଇବ ନାହିଁ।
Mark 14:7 in Other Translations
King James Version (KJV) For ye have the poor with you always, and whensoever ye will ye may do them good: but me ye have not always.
American Standard Version (ASV) For ye have the poor always with you, and whensoever ye will ye can do them good: but me ye have not always.
Bible in Basic English (BBE) The poor you have ever with you, and whenever you have the desire you may do them good: but me you have not for ever.
Darby English Bible (DBY) for ye have the poor always with you, and whenever ye would ye can do them good; but me ye have not always.
World English Bible (WEB) For you always have the poor with you, and whenever you want to, you can do them good; but you will not always have me.
Young's Literal Translation (YLT) for the poor always ye have with you, and whenever ye may will ye are able to do them good, but me ye have not always;
always,
πάντοτε
pantote
PAHN-toh-tay
For
γὰρ
gar
gahr
the
τοὺς
ho
oh
poor
πτωχοὺς
ptōchos
ptoh-HOSE
ye have
ἔχετε
echō
A-hoh
with
μεθ'
meta
may-TA
you
ἑαυτῶν
heautou
ay-af-TOO
and
καὶ
kai
kay
whensoever
ὅταν
hotan
OH-tahn
ye will
θέλητε
thelō
THAY-loh
ye may
δύνασθε
dynamai
THYOO-na-may
them
αὐτούς
autos
af-TOSE
good:
εὖ
eu
afe
do
ποιῆσαι
poieō
poo-A-oh
me
ἐμὲ
eme
ay-MAY
but
δὲ
de
thay
not
οὐ
ou
oo
always.
πάντοτε
pantote
PAHN-toh-tay
ye have
ἔχετε
echō
A-hoh
Cross Reference
Deuteronomy 15:11
ଦେଶ ରେ ସର୍ବଦା ଗରିବ ଲୋକ ରହିବେ। ଯେଉଁଥିପାଇଁ ଆମ୍ଭେ ତୁମ୍ଭକୁ ଆଜ୍ଞା ଦଇେ କହକ୍ସ୍ଟଛକ୍ସ୍ଟ, ତୁମ୍ଭମାନେେ ତୁମ୍ଭର ଦରିଦ୍ର ଭାଇମାନଙ୍କୁ ନିଶ୍ଚଯ ସାହାୟ୍ଯ କରିବ। ତାଙ୍କର ଆବଶ୍ଯକତା ଅନକ୍ସ୍ଟସା ରେ ସମାନଙ୍କେୁ ସାହାୟ୍ଯ କର।
Matthew 26:11
ଗରିବମାନେ ତ ସବୁବେଳେ ତୁମ୍ଭ ସହିତ ଅଛନ୍ତି। କିନ୍ତୁ ତୁମ୍ଭେ ମାେତେ ସବୁବେଳେ ପାଇବ ନାହିଁ।
John 13:33
ଯୀଶୁ କହିଲେ, ମାରେ ସନ୍ତାନମାନେ, ମୁଁ ତୁମ୍ଭମାନଙ୍କ ସହିତ ମାତ୍ର ଅଳ୍ପ ସମୟ ପାଇଁ ରହିବି। ତୁମ୍ଭେ ମାେତେ ଖାଜେିବ। ମୁଁ ଯିହୂଦୀମାନଙ୍କୁ ଯାହା କହିଛି, ତାହା ମୁଁ ବର୍ତ୍ତମାନ ତୁମ୍ଭକୁ କହୁଛି। ମୁଁ ଯେଉଁଠିକୁ ଯାଉଛି, ତୁମ୍ଭେ ସଠାେକୁ ଆସିପାରିବ ନାହିଁ।
John 16:5
ବର୍ତ୍ତମାନ ମୁଁ ମାରେ ପ୍ ରରଣକେର୍ତ୍ତାଙ୍କ ପାଖକୁ ଯାଉଛି। କିନ୍ତୁ ତୁମ୍ଭମାନଙ୍କ ମଧ୍ଯରୁ ମାେତେ କହେି ପଚାରୁନାହଁ, ତୁମ୍ଭେ କେଉଁଆଡେ ଯାଉଛ?
John 16:28
ମୁଁ ଏହି ଜଗତକୁ ପରମପିତାଙ୍କଠାରୁ ଆସିଛି। ବର୍ତ୍ତମାନ ମୁଁ ଏହି ଜଗତ ଛାଡି ପରମେଶ୍ବରଙ୍କ ପାଖକୁ ଫରେିୟିବି।
John 17:11
ମୁଁ ବର୍ତ୍ତମାନ ତୁମ୍ଭ ପାଖକୁ ଆସୁଛି। ମୁଁ ବର୍ତ୍ତମାନ ଜଗତ ରେ ଆଉ ରହିବି ନାହିଁ। କିନ୍ତୁ ଏହି ଲୋକମାନେ ଜଗତ ରେ ରହିଛନ୍ତି। ହେ ପବିତ୍ର ପରମପିତା, ତୁମ୍ଭେ ସମାନଙ୍କେୁ ନିରାପଦ ରେ ରଖ। ତୁମ୍ଭ ନାମର ଶକ୍ତି ଦ୍ବାରା ସମାନଙ୍କେୁ ନିରାପଦ ରେ ରଖ ଯେପରି ତୁମ୍ଭେ ଓ ମୁଁ ଏକ, ସମାନେେ ସହେିପରି ଏକ ହାଇେ ପାରିବେ।
Matthew 25:35
ତୁମ୍ଭେ ଏହି ରାଜ୍ଯ ଲାଭ କରିବ କାରଣ ମୁଁ ଯେତବେେଳେ ଭୋକିଲା ଥିଲି, ସେତବେେଳେ ତୁମେ ମାେତେ ଖାଇବାକୁ ଦଇେଥିଲ। ମାେତେ ଶୋଷ ଲାଗୁଥିବା ସମୟରେ ମାେତେ କିଛି ପିଇବାକୁ ଦଇେଛ। ମୁଁ ଘରଠାରୁ ଦୂର ରେ ଏକୁଟିଆ ଥିଲି। ତୁମ୍ଭେ ମାେତେ ତୁମ୍ଭ ଘରକୁ ଡ଼ାକିଥିଲ।
2 Corinthians 9:13
ତୁମ୍ଭମାନଙ୍କର ଏହି ସବୋ ତୁମ୍ଭମାନଙ୍କର ବିଶ୍ବାସର ପ୍ରମାଣ ଅଟେ। ଏହା ଦ୍ବାରା ଲୋକେ ପରମେଶ୍ବରଙ୍କୁ ପ୍ରଶଂସା କରିବେ, କାରଣ ତୁମ୍ଭମାନେେ ଯେ କବଳେ ବିଶ୍ବାସକୁ ସ୍ବୀକାର କରୁଛ ତା ନୁହେଁ, ବରଂ ଖ୍ରୀଷ୍ଟଙ୍କର ବ୍ଯବହାରିକ ସୁସମାଚାରକୁ ଅନୁସରଣ କରୁଛ। ତୁମ୍ଭମାନେେ ସମାନଙ୍କେ ପାଇଁ ଓ ସମସ୍ତ ଲୋକଙ୍କ ପାଇଁ ଉଦାର ଭାବେ ଦାନ କରୁଥିବାରୁ ଲୋକେ ପରମେଶ୍ବରଙ୍କ ପ୍ରଶଂସା କରିବେ।
Philemon 1:7
ହେ ଭାଇ ପରମେଶ୍ବରଙ୍କ ଲୋକମାନଙ୍କ ପ୍ରତି ତୁମ୍ଭେ ପ୍ ରମେଭାବ ଦଖାଇେଛ, ସମାନଙ୍କେୁ ତୁମ୍ଭେ ଖୁସି କରିଛ। ଏହା ମାେତେ ବହୁତ ଆନନ୍ଦ ଓ ଆଶ୍ବାସନା ଦଲୋ।
James 2:14
ମାେ ଭାଇ ଓ ଭଉଣୀମାନେ !ଯଦି ଜଣେ କୁ ହେ, ଯେ, ସେ ଜଣେ ବିଶ୍ବାସୀ, କିନ୍ତୁ କିଛି କର୍ମ କରେ ନାହିଁ, ତା ହେଲେ ତାହାର ବିଶ୍ବାସ ମୂଲ୍ଯହୀନ। କ'ଣ ଏହି ଭଳି ବିଶ୍ବାସ ତାହାକୁ ରକ୍ଷା କରିପାରିବ ? ନା !
1 John 3:16
ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ।
Acts 3:21
ପୁନର୍ବାର ସମସ୍ତ କାର୍ୟ୍ଯ ସୁସମ୍ପନ୍ନ ହବୋ ପର୍ୟ୍ଯନ୍ତ ଯୀଶୁଙ୍କୁ ସ୍ବର୍ଗ ରେ ରହିବାକୁ ପଡ଼ିବ। ଏହି ସମସ୍ତ ବିଷୟ ରେ ପରମେଶ୍ବର ବହୁତ ଆଗରୁ ଭାବବଦୀମାନଙ୍କ ମାଧ୍ଯମ ରେ କହିଛନ୍ତି।
John 12:7
ଯୀଶୁ ଉତ୍ତର ଦେଲେ, ମରିୟମକୁ ବାଧା ଦିଅ ନାହିଁ। ସେ ଅତର ସଞ୍ଚୟ କରି ମାରେ ସମାଧି କ୍ରିଯାର ପ୍ରସ୍ତୁତି ପାଇଁ ଆଜି ଏହା କରିଛି।