Amos 9:1
ସେ କହିଲେ, ମୁଁ ମାରେ ପ୍ରଭୁଙ୍କୁ ୟଜ୍ଞବଦେୀ ଉପ ରେ ଦଣ୍ତାଯମାନ ହବୋର ଦେଖିଲି। ସେ କହିଲେ, ସ୍ତମ୍ଭର ଅଗ୍ରଭାଗକୁ ଆଘାତ କର ଯେପରିକି ଅଟ୍ଟାଳିକାର ଦ୍ବାର ଦେଶ ଥରି ଉଠିବ। ସ୍ତମ୍ଭଟିକୁ ଲୋକମାନଙ୍କ ମୁଣ୍ତ ଉପ ରେ ପକାଅ। ଯଦି ଏଥିରୁ କହେି ବଞ୍ଚିବ ଆମ୍ଭେ ତାକୁ ଖଡ୍ଗ ରେ ଚ୍ଛଦନେ କରିବା। ଦୌଡି ୟାଇଥିବା ଲୋକ ମଧ୍ଯ ରକ୍ଷା ପାଇବ ନାହିଁ। ଜଣେ ହେଲେ ବଞ୍ଚିବେ ନାହିଁ।
Amos 9:1 in Other Translations
King James Version (KJV)
I saw the LORD standing upon the altar: and he said, Smite the lintel of the door, that the posts may shake: and cut them in the head, all of them; and I will slay the last of them with the sword: he that fleeth of them shall not flee away, and he that escapeth of them shall not be delivered.
American Standard Version (ASV)
I saw the Lord standing beside the altar: and he said, Smite the capitals, that the thresholds may shake; and break them in pieces on the head of all of them; and I will slay the last of them with the sword: there shall not one of them flee away, and there shall not one of them escape.
Bible in Basic English (BBE)
I saw the Lord stationed by the side of the altar, giving blows to the tops of the pillars so that the doorsteps were shaking: and he said, I will let all of them be broken with earth-shocks; I will put the last of them to the sword: if any one of them goes in flight he will not get away, not one of them will be safe.
Darby English Bible (DBY)
I saw the Lord standing upon the altar; and he said, Smite the chapiter that the thresholds may shake; and break all of them in pieces, in the head; and I will slay the last of them with the sword: he that fleeth of them shall not get away by flight, and he that escapeth of them shall not be delivered.
World English Bible (WEB)
I saw the Lord standing beside the altar, and he said, "Strike the tops of the pillars, that the thresholds may shake; and break them in pieces on the head of all of them; and I will kill the last of them with the sword: there shall not one of them flee away, and there shall not one of them escape.
Young's Literal Translation (YLT)
I have seen the Lord standing by the altar, and He saith: `Smite the knob, and the thresholds shake, And cut them off by the head -- all of them, And their posterity with a sword I do slay, Not flee to them doth the fleer, Nor escape to them doth a fugitive.
| I saw | רָאִ֨יתִי | rāʾîtî | ra-EE-tee |
| אֶת | ʾet | et | |
| the Lord | אֲדֹנָ֜י | ʾădōnāy | uh-doh-NAI |
| standing | נִצָּ֣ב | niṣṣāb | nee-TSAHV |
| upon | עַֽל | ʿal | al |
| the altar: | הַמִּזְבֵּ֗חַ | hammizbēaḥ | ha-meez-BAY-ak |
| said, he and | וַיֹּאמֶר֩ | wayyōʾmer | va-yoh-MER |
| Smite | הַ֨ךְ | hak | hahk |
| the lintel | הַכַּפְתּ֜וֹר | hakkaptôr | ha-kahf-TORE |
| posts the that door, the of | וְיִרְעֲשׁ֣וּ | wĕyirʿăšû | veh-yeer-uh-SHOO |
| may shake: | הַסִּפִּ֗ים | hassippîm | ha-see-PEEM |
| and cut | וּבְצַ֙עַם֙ | ûbĕṣaʿam | oo-veh-TSA-AM |
| head, the in them | בְּרֹ֣אשׁ | bĕrōš | beh-ROHSH |
| all | כֻּלָּ֔ם | kullām | koo-LAHM |
| slay will I and them; of | וְאַחֲרִיתָ֖ם | wĕʾaḥărîtām | veh-ah-huh-ree-TAHM |
| the last | בַּחֶ֣רֶב | baḥereb | ba-HEH-rev |
| sword: the with them of | אֶהֱרֹ֑ג | ʾehĕrōg | eh-hay-ROɡE |
| he that fleeth | לֹֽא | lōʾ | loh |
| not shall them of | יָנ֤וּס | yānûs | ya-NOOS |
| flee away, | לָהֶם֙ | lāhem | la-HEM |
| escapeth that he and | נָ֔ס | nās | nahs |
| of them shall not | וְלֹֽא | wĕlōʾ | veh-LOH |
| be delivered. | יִמָּלֵ֥ט | yimmālēṭ | yee-ma-LATE |
| לָהֶ֖ם | lāhem | la-HEM | |
| פָּלִֽיט׃ | pālîṭ | pa-LEET |
Cross Reference
Psalm 68:21
ପରମେଶ୍ବର ତାଙ୍କର ଶତ୍ରୁମାନଙ୍କର ମସ୍ତକକୁ ଚୂର୍ଣ୍ଣ କରିବେ। ସେ ସମାନଙ୍କେର ଖପୁରୀକୁ ଚୂର୍ଣ୍ଣ କରିବେ, ଯେଉଁମାନେ କ୍ରମାଗତ ପାପ କରନ୍ତି।
John 1:18
ପରମେଶ୍ବରଙ୍କୁ କୌଣସି ଲୋକ କବେେ ଦେଖି ନାହିଁ, କିନ୍ତୁ ଏକ ମାତ୍ର ପୁତ୍ର ଯୀଶୁ ହେଉଛନ୍ତି ପରମେଶ୍ବର। ସେ ପରମପିତାଙ୍କର ଅତି ନିକଟତମ। ପରମେଶ୍ବର କିପରି ଅଟନ୍ତି, ଏହା ପୁତ୍ର ଆମ୍ଭକୁ ଦଖାଇେ ଦଇେଛନ୍ତି।
Habakkuk 3:13
ତୁମ୍ଭେ ଆପଣା ଲୋକଙ୍କୁ ପରିତ୍ରାଣ କରିବକୁ ଆସିଲ। ତୁମ୍ଭେ ଆପଣା ମନୋନୀତ ରାଜାଙ୍କୁ ରକ୍ଷା କରିବାକୁ ଆସିଲ। ପ୍ରତି ମନ୍ଦ ଗୃହ ରେ ଥିବା ମୁଖ୍ଯଙ୍କୁ ହତ୍ଯା କଲ। ତୁମ୍ଭେ ତାକୁ ଆପାଦମସ୍ତକ ଗ୍ଭବୁକରେ ପ୍ରହାର କଲ।
Amos 3:14
ଇଶ୍ରାୟେଲ ପାପ କରିଛି ଏବଂ ସେ ପାପ ଲାଗି ଆମ୍ଭେ ସମାନଙ୍କେୁ ଦଣ୍ତ ଦବୋ। ସହେିଦିନ ଆମ୍ଭେ ମଧ୍ଯ ବୈଥଲରେ ସମସ୍ତ ୟଜ୍ଞବଦେୀକୁ ଧ୍ବଂସ କରିବା। ସହେି ୟଜ୍ଞବଦେୀର ତୂରୀସବୁ ଖଣ୍ତ ଖଣ୍ତ ହବେ ଓ ଭୂମିରେ ପକାୟିବ।
Isaiah 6:3
ସମାନେେ ପରସ୍ପରକୁ ଡ଼ାକି କହୁଥିଲେ, ସର୍ବ ଶକ୍ତିମାନ ସଦାପ୍ରଭୁ ଧର୍ମମଯ, ଧର୍ମମଯ, ଧର୍ମମଯ। ତାଙ୍କର ମହିମା ସମଗ୍ର ପୃଥିବୀ ରେ ବ୍ଯାପିୟାଇଛି।' ସହେି ଦବଦେୂତମାନଙ୍କର ସ୍ବର ଅତି ଉଚ୍ଚ ଥିଲା।
Isaiah 6:1
ଯିହୁଦାର ରାଜା ଉଷିୟଙ୍କ ମୃତ୍ଯୁବର୍ଷ ରେ ମୁଁ ମାରେପ୍ରଭୁଙ୍କୁ ଦର୍ଶନ କରିବାକୁ ସକ୍ଷମ ହଲିେ। ସେ ଏକ ଉନ୍ନତ୍ତ ଓ ଚମତ୍କାର ସିଂହାସନ ଉପ ରେ ଉପବିଷ୍ଟ ହାଇେଥିଲେ। ତାଙ୍କର ରାଜ ପୋଷାକର ଅଞ୍ଚଳ ମନ୍ଦିରକୁ ବେଷ୍ଟନ କରିଥିଲା।
Revelation 1:17
ମୁଁ ତାହାଙ୍କୁ ଦେଖି, ତାହାଙ୍କ ପାଦତଳେ ଗୋଟିଏ ମୃତ ମଣିଷ ପରି ପଡ଼ିଗଲି। ମାେ ଉପରେ ଆପଣା ଡ଼ାହାଣ ହାତ ରଖି ସେ କହିଲେ, ଭୟ କର ନାହିଁ। ମୁଁ ପ୍ରଥମ ଓ ଶଷେ।
Acts 26:13
ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।
John 1:32
ତା'ପରେ ଯୋହନ କହିଲେ, ଖ୍ରୀଷ୍ଟ କିଏ ବୋଲି ମୁଁ ମଧ୍ଯ ଜାଣି ନଥିଲି। କିନ୍ତୁ ପରମେଶ୍ବର ମାେତେ ଲୋକମାନଙ୍କୁ ଜଳ ରେ ବାପ୍ତିଜିତ ଦବୋ ପାଇଁ ପଠଇେଥିଲେ। ଏବଂ ପରମେଶ୍ବର ମାେତେ କହିଥିଲେ, 'ତୁମ୍ଭେ ପବିତ୍ର ଆତ୍ମାଙ୍କୁ ଅବତରଣ କରିବା ଓ ଜଣେ ବ୍ଯକ୍ତିଙ୍କ ଉପରେ ସ୍ଥିର ହାଇେ ରହିବା ଦେଖିବ, ସହେି ବ୍ଯକ୍ତି ଯକେି ପବିତ୍ର ଆତ୍ମାଙ୍କ ଦ୍ବାରା ବାପ୍ତିଜିତ ଦବେେ।
Zechariah 11:1
ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ବାର ଖାଲିଦେିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦବଦୋରୁ ବୃକ୍ଷଗୁଡିକୁ ପୋଡି଼ ପକାଇବେ।
Zephaniah 2:14
ତା'ପ ରେ କବଳେ ମଷେମାନେ ଓ ହିଂସ୍ର ପଶୁ ସହେି ଧ୍ବଂସ ନଗରୀ ରେ ବାସ କରିବେ। ପଚୋ ଓ କାଉମାନେ ପରିତ୍ଯକ୍ତ ସ୍ତମ୍ଭମାନଙ୍କ ରେ ବସିବେ। ସମାନଙ୍କେର ରାବ ଝରକା ବାଟେ ଶୁଣାୟିବ। କାଉଗୁଡିକ ଦ୍ବାର ପାହାଚ ଉପ ରେ ବସିବେ। ପ୍ରବେଶପଥ ଧ୍ବଂସ ଏବଂ ନିର୍ଜ୍ଜନ ହବେ। ଏରସ କଡିକାଠ ଖାଲିେ ଦିଆୟିବ।
Amos 2:14
କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।
Ezekiel 10:4
ସଦାପ୍ରଭୁଙ୍କର ମହିମା କିରୂବଦୂତର ଉପରୁ ଉଠିଲା ଏବଂ ମନ୍ଦିରର ଦ୍ବାର ଆଡ଼କୁ ଗଲା, ତେଣୁ ଗୃହ ମେଘ ରେ ପରିପୂର୍ଣ୍ଣ ହେଲା ଓ ପ୍ରାଙ୍ଗଣ ସଦାପ୍ରଭୁଙ୍କ ମହିମାରୁ ଉଜ୍ଜ୍ବଳ ତଜେ ରେ ପରିପୂର୍ଣ୍ଣ ହେଲା।
Ezekiel 9:2
ତାପ ରେ ମୁଁ ଦେଖିଲି, ଉତ୍ତର ଦିଗସ୍ଥ ଉଚ୍ଚ ଫାଟକରୁ ଛଅଜଣ ପୁରୁଷ ଆସିଲେ। ସମାନଙ୍କେର ପ୍ରେତ୍ୟକକଙ୍କର ହସ୍ତ ରେ ବିନାଶକ ଅସ୍ତ୍ର ଥିଲା ଓ ସମାନଙ୍କେର ମଧ୍ଯ ସ୍ଥାନ ରେ ଶୁକ୍ଲବସ୍ତ୍ର ପରିହିତ ଏକ ପୁରୁଷ ଥିଲା। ତାହାର ପାଶର୍ବ ରେ ଲେଖକର କାଳି ଦୁଆତ ଥିଲା। ଏବଂ ସମାନେେ ମନ୍ଦିର ଭିତରକୁ ଆସିଲେ ଓ ପିତ୍ତଳମଯ ୟଜ୍ଞବଦେୀର ପାଶର୍ବ ରେ ଠିଆ ହେଲେ।
Ezekiel 1:28
ସହେି ତଜେ ତା'ର ଚତୁଃପାଶର୍ବ ରେ ଝଟକୁଥିଲା ଏବଂ ଏକ ଇନ୍ଦ୍ରଧନୁ ପରି ଦଖାଗେଲା, ଯାହା ବର୍ଷା ଦିନ ରେ ମେଘ ରେ ଦଖାୟୋଏ। ଏହା ସଦାପ୍ରଭୁଙ୍କ ମହିମା ମୂର୍ତ୍ତିର ଆଭା ଥିଲା। ଯେଉଁ ସମୟରେ ମୁଁ ଏହା ଦେଖିଲି, ଭୂମିରେ ମୁହଁ ମାଡ଼ି ପଡ଼ିଲି। ଏକ ସ୍ବର ମାେତେ କିଛି କହୁଥିବାର ଶୁଣିଲି।
Jeremiah 48:44
ଯେତବେେଳେ ଲୋକମାନେ ଭୟ ରେ ଦୌଡ଼ିବେ, ସମାନେେ ଖାତ ଭିତ ରେ ପଡ଼ିବେ ଏବଂ ଯେତବେେଳେ ସମାନେେ ଖାତରୁ ବାହାରକୁ ପଡ଼ିବେ, ସମାନେେ ଧରାଯିବେ। ସଦାପ୍ରଭୁ କହନ୍ତି, ଏହା ଘଟିବ କାରଣ ମୁଁ ମାୟୋବ ଉପ ରେ ଶାସ୍ତିର ବର୍ଷ ଆଣିବି।
Isaiah 30:16
ତୁମ୍ଭମାନେେ କୁହ, ନା, ଆମ୍ଭମାନେେ ଅଶ୍ବ ରେ ପଳାଇବୁ।' ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚାଧାବନ କରିବେ। ତୁମ୍ଭମାନେେ ଦ୍ରୁତଗାମୀ ବାହନ ରେ ଗଲେ ମଧ୍ଯ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହବେେ।
Isaiah 24:17
ଏହି ପୃଥିବୀବାସୀଙ୍କ ପାଇଁ ବିପଦ ରହିଛି ବୋଲି ମୁଁ ଦେଖୁଛି। ସମାନଙ୍କେ ପାଇଁ ଭୟ, ଗର୍ତ୍ତ ଓ ଫାନ୍ଦ ରହିଥିବା ମୁଁ ଦେଖୁଛି।
2 Chronicles 18:18
ମୀଖାଯ କହିଲେ, ସଦାପ୍ରଭୁଙ୍କଠାରୁ ଆସିଥିବା ଏହି ବାର୍ତ୍ତା ଶୁଣ। ମୁଁ ସଦାପ୍ରଭୁଙ୍କୁ ତାଙ୍କର ସିଂହାସନ ରେ ବସିଥିବାର ଦେଖିଲି। ସ୍ବର୍ଗୀଯ ଦୂତଗଣ ତାଙ୍କର ଚତୁର୍ଦ୍ଦିଗ ରେ ଠିଆ ହାଇେଥିଲେ, କେତକେ ତାଙ୍କର ବାମ ପାଶର୍ବ ରେ ଓ କେତକେ ତାଙ୍କର ଦକ୍ଷିଣ ପାଶର୍ବ ରେ ଛିଡ଼ା ହାଇେଥିଲେ।