1 Samuel 16:14
ମାତ୍ର ସଦାପ୍ରଭୁଙ୍କ ଆତ୍ମା ଶାଉଲଙ୍କଠାରକ୍ସ୍ଟ ପ୍ରସ୍ଥାନ କଲେ। ପକ୍ସ୍ଟଣି ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କୁ ବିରକ୍ତ କରିବାକୁ ଲାଗିଲା।
1 Samuel 16:14 in Other Translations
King James Version (KJV)
But the Spirit of the LORD departed from Saul, and an evil spirit from the LORD troubled him.
American Standard Version (ASV)
Now the Spirit of Jehovah departed from Saul, and an evil spirit from Jehovah troubled him.
Bible in Basic English (BBE)
Now the spirit of the Lord had gone from Saul, and an evil spirit from the Lord was troubling him.
Darby English Bible (DBY)
And the Spirit of Jehovah departed from Saul, and an evil spirit from Jehovah troubled him.
Webster's Bible (WBT)
But the Spirit of the LORD departed from Saul, and an evil spirit from the LORD troubled him.
World English Bible (WEB)
Now the Spirit of Yahweh departed from Saul, and an evil spirit from Yahweh troubled him.
Young's Literal Translation (YLT)
And the Spirit of Jehovah turned aside from Saul, and a spirit of sadness from Jehovah terrified him;
| But the Spirit | וְר֧וּחַ | wĕrûaḥ | veh-ROO-ak |
| Lord the of | יְהוָ֛ה | yĕhwâ | yeh-VA |
| departed | סָ֖רָה | sārâ | SA-ra |
| from | מֵעִ֣ם | mēʿim | may-EEM |
| Saul, | שָׁא֑וּל | šāʾûl | sha-OOL |
| evil an and | וּבִֽעֲתַ֥תּוּ | ûbiʿătattû | oo-vee-uh-TA-too |
| spirit | רֽוּחַ | rûaḥ | ROO-ak |
| from | רָעָ֖ה | rāʿâ | ra-AH |
| the Lord | מֵאֵ֥ת | mēʾēt | may-ATE |
| troubled | יְהוָֽה׃ | yĕhwâ | yeh-VA |
Cross Reference
1 Samuel 18:10
ପରଦିନ ପରମେଶ୍ବରଙ୍କଠାରକ୍ସ୍ଟ ଯେତବେେଳେ ମନ୍ଦ ଆତ୍ମା ଶାଉଲଙ୍କକ୍ସ୍ଟ ଅକ୍ତିଆର କଲେ, ସେ ତାଙ୍କ ଗୃହ ମଧିଅରେ ଅବାନ୍ତର କାର୍ୟ୍ଯ କରିବାକୁ ଲାଗିଲେ। ଦାଉଦ ପ୍ରତିଦିନପରି ହସ୍ତ ରେ ବୀଣା ବଜାଇଲେ, ସେ ସମୟରେ ଶାଉଲଙ୍କ ଗୋଟିଏ ବର୍ଚ୍ଛା ଧରିଥିଲେ।
1 Samuel 28:15
ଶାମକ୍ସ୍ଟଯଲେ ଶାଉଲଙ୍କକ୍ସ୍ଟ କହିଲେ, ମାେତେ କାହିଁକି ତୁମ୍ଭେ ବ୍ଯସ୍ତ କଲ? ମାେତେ କାହିଁକି ତୁମ୍ଭେ ଉଠାଇଲ?
1 Samuel 18:12
ପକ୍ସ୍ଟଣି ଶାଉଲ ଦାଉଦଙ୍କକ୍ସ୍ଟ ଭୟ କଲେ କାରଣ ସଦାପ୍ରଭୁ ତାଙ୍କ ସଙ୍ଗ ରେ ଥିଲେ ଓ ଶାଉଲଙ୍କକ୍ସ୍ଟ ତ୍ଯାଗ କଲେ।
Judges 9:23
ଅବୀମଲକେ ୟିରକ୍ସ୍ଟଦ୍ଦାଲଙ୍କର ସତକ୍ସ୍ଟରି ଜଣ ପକ୍ସ୍ଟତ୍ରଙ୍କକ୍ସ୍ଟ ହତ୍ଯା କଲେ, ଯେଉଁମାନେ ତାଙ୍କର ନିଜର ଭାଇ ଥିଲେ। ଶିଖିମର ନତେୃବର୍ଗ ଇଶ୍ରାୟେଲର ଭୂଲ କାର୍ୟ୍ଯ କରିବା ରେ ସମର୍ଥନ ଦେଲେ।
Psalm 51:11
ତୁମ୍ଭଠାରୁ ମାେତେ ଦୂର କର ନାହିଁ ! ଏବଂ ତୁମ୍ଭର ପବିତ୍ର ଆତ୍ମା ମାଠାରୁେ ନିଅ ନାହିଁ।
1 Kings 22:22
ସଦାପ୍ରଭୁ କହିଲେ, 'ତୁମ୍ଭେ କିପରି ତାକୁ ପ୍ରତାରଣା କରିବ?' ସ୍ବର୍ଗଦୂତ ଉତ୍ତର ଦଲୋ, 'ମୁଁ ସମସ୍ତ ଭବିଷ୍ଯଦ୍ବକ୍ତାଙ୍କୁ ଦ୍ବନ୍ଦ ରେ ପକାଇବି। ମୁଁ ସମାନଙ୍କେୁ ରାଜାଙ୍କ ନିକଟରେ ମିଛ କୁହାଇବି।' ସଦାପ୍ରଭୁ କହିଲେ, 'ଉତ୍ତମ, ୟାଅ, ତାକୁ କୌଶଳ ରେ ଠକିବାକୁ ଚେଷ୍ଟା କର। ଏଥି ରେ ତୁମ୍ଭେ କୃତକାର୍ୟ୍ଯ ହବେ।'
1 Samuel 11:6
ଶାଉଲ ସମସ୍ତ କଥା ଶୁଣିଲେ। ତା'ପରେ ପରମେଶ୍ବରଙ୍କ ଆତ୍ମା ଶାଉଲଙ୍କ ଦହେ ରେ ଅତିଶଯ ପ୍ରଜ୍ବଳିତ ହେଲା। ଶାଉଲ କୋର୍ଧ ରେ ଜର୍ଜରିତ ହେଲେ।
Judges 16:20
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ଶାମ୍ଶାେନ୍ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଇଁ ଆସିଛନ୍ତି। ସେ ଉଠିଲା ଏବଂ ଚିନ୍ତା କଲା, ମୁ ନିଜକକ୍ସ୍ଟ ମକ୍ସ୍ଟକ୍ତି କରିବି ଓ ପୂର୍ବଥର ପରି ତାଙ୍କ ପାଖରକ୍ସ୍ଟ ଖସି ପଳାଇବି। କିନ୍ତୁ ଶାମ୍ଶାେନ୍ ଜାଣି ନ ଥିଲେ ଯେ ସଦାପ୍ରଭୁ ତାଙ୍କ ନିକଟରକ୍ସ୍ଟ ଦୂ ରଇେ ୟାଇଥିଲେ।
Acts 19:15
କିନ୍ତୁ ଜଣେ ଭୂତାତ୍ମା ସମାନଙ୍କେୁ କହିଲା, ମୁଁ ଯୀଶୁଙ୍କୁ ଚିନ୍ନେ ଓ ପାଉଲଙ୍କୁ ମଧ୍ଯ ଜାଣେ। କିନ୍ତୁ ତୁମ୍ଭମାନେେ କିଏ?
Hosea 9:12
ଯଦିଓ ଇଶ୍ରାୟେଲୀୟମାନେ ଅଧିକ ସନ୍ତାନ ଇଚ୍ଛା କରିବେ ଏହା ସମାନଙ୍କେୁ ସାହାୟ୍ଯ କରିବ ନାହିଁ। ଆମ୍ଭେ ସମାନଙ୍କେଠାରୁ ସମାନଙ୍କେର ପିଲାମାନଙ୍କୁ ନଇୟିବୋ। ଆମ୍ଭେ ସମାନଙ୍କେୁ ପରିତ୍ଯାଗ କରିବା। ଫଳ ରେ ସମାନଙ୍କେର ଦୁଃଖ ବ୍ଯତୀତ ଆଉ କିଛି ରହିବ ନାହିଁ।
1 Samuel 19:9
କିନ୍ତୁ ଏକ ମନ୍ଦ ଆତ୍ମା ସଦାପ୍ରଭୁଙ୍କଠାରୁ ଶାଉଲଙ୍କ ଉପରକକ୍ସ୍ଟ ଆସିଲା। ଶାଉଲ ତାଙ୍କ ନିଜ ଗୃହ ରେ ବସିଥିଲେ। ଶାଉଲ ହାତ ରେ ବର୍ଚ୍ଛା ଧରିଥିଲେ। ଦାଉଦ ଆପଣା ହସ୍ତ ରେ ବାଦ୍ଯ ବଜାଉ ଥିଲେ।
Judges 16:29
ମନ୍ଦିର ମଧ୍ଯସ୍ଥ ଯେଉଁ ଦକ୍ସ୍ଟଇ ସ୍ତମ୍ଭ ଉପରେ ଗୃହ ଭରାଥିଲା, ଶାମ୍ଶାେନ୍ ତହିଁରେ ଗୋଟିକକ୍ସ୍ଟ ଡାହାଣ ହାତ ରେ ଓ ଅନ୍ୟଟିକକ୍ସ୍ଟ ବାମ ହାତ ରେ ଧରି ତା'ଉପରେ ଆଉଜି ପଡିଲେ।