Acts 5:29 in Oriya

Oriya Oriya Bible Acts Acts 5 Acts 5:29

Acts 5:29
ପିତର ଓ ଅନ୍ୟ ପ୍ ରରେିତମାନେ ଉତ୍ତର ଦେଲେ, ଆମ୍ଭମାନେେ ମନୁଷ୍ଯମାନଙ୍କ ଆଜ୍ଞା ଅପେକ୍ଷା ପରମେଶ୍ବରଙ୍କ ଆଜ୍ଞା ନିଶ୍ଚୟ ମାନିବୁ।

Acts 5:28Acts 5Acts 5:30

Acts 5:29 in Other Translations

King James Version (KJV)
Then Peter and the other apostles answered and said, We ought to obey God rather than men.

American Standard Version (ASV)
But Peter and the apostles answered and said, We must obey God rather than men.

Bible in Basic English (BBE)
But Peter and the Apostles, answering, said, We have to do the orders of God, not of man.

Darby English Bible (DBY)
But Peter answering, and the apostles, said, God must be obeyed rather than men.

World English Bible (WEB)
But Peter and the apostles answered, "We must obey God rather than men.

Young's Literal Translation (YLT)
And Peter and the apostles answering, said, `To obey God it behoveth, rather than men;

Then
ἀποκριθεὶςapokritheisah-poh-kree-THEES

δὲdethay
Peter
hooh
and
and
ΠέτροςpetrosPAY-trose
the
καὶkaikay
other
apostles
οἱhoioo
answered
ἀπόστολοιapostoloiah-POH-stoh-loo
said,
εἶπον,eiponEE-pone
We
ought
to
Πειθαρχεῖνpeitharcheinpee-thahr-HEEN
obey
δεῖdeithee
God
θεῷtheōthay-OH
rather
μᾶλλονmallonMAHL-lone
than
ēay
men.
ἀνθρώποιςanthrōpoisan-THROH-poos

Cross Reference

Acts 4:19
କିନ୍ତୁ ଯୋହନ ଓ ପିତର ସମାନଙ୍କେୁ ଉତ୍ତର ଦେଲେ, ପରମେଶ୍ବରଙ୍କ ଆଜ୍ଞା ଅପେକ୍ଷା ତୁମ୍ଭମାନଙ୍କର ଆଜ୍ଞା ପାଳନ କରିବା ଆମ୍ଭର ଉଚିତ କି ନାହିଁ, ତାହା ତୁମ୍ଭମାନେେ ବିଚାର କର। ଆମ୍ଭେ ଯାହା ଦେଖିଛୁ ଓ ଯାହା ଶୁଣିଛୁ ତାହା ଲୋକମାନଙ୍କୁ ନକହି ରହିପାରିବୁ ନାହିଁ।

Mark 7:7
ସମାନଙ୍କେର ମାେ ପାଇଁ ଉପାସନା ନିରର୍ଥକ, କାରଣ ସମାନେେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ଯକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।'ୟିଶାଇୟ 29:13

Genesis 3:17
ଏହାପର ସଦାପ୍ରଭୁ ପରମେଶ୍ବର ମନୁଷ୍ଯକୁ କହିଲେ, ମୁଁ ତୁମ୍ଭକୁ ସହେି ବୃକ୍ଷର ଫଳ ନ ଖାଇବା ପାଇଁ ନିର୍ଦ୍ଦେଶ ଦଇେଥିଲି କିନ୍ତୁ ତୁମ୍ଭେ ତୁମ୍ଭର ସ୍ତ୍ରୀଙ୍କ କଥା ଶୁଣିଲ ଏବଂ ସହେି ଫଳ ଖାଇଲ। ତେଣୁ ତୁମ୍ଭ ଯୋଗୁଁ ଭୂମି ଶାପଗ୍ରସ୍ଥ ହେଲା, ତୁମ୍ଭେ ତୁମ୍ଭର ୟାବଜ୍ଜୀବନ କ୍ଲେଶ ରେ ତହିଁରୁ ଭକ୍ଷ କରିବ।

1 Samuel 15:24
ତା'ପରେ ଶାଉଲ ଶାମୁୟେଲଙ୍କୁ କହିଲେ, ମୁ ପାପ କରିଅଛି। କାରଣ ମୁ ସଦାପ୍ରଭୁଙ୍କ ଆଜ୍ଞା ଓ ତକ୍ସ୍ଟମ୍ଭ ଆଜ୍ଞା ଉଲ୍ଲଘଂନ କରିଅଛି। ମୁ ଲୋକମାନଙ୍କୁ ଭୟକରି ସମାନଙ୍କେ କଥା ଶକ୍ସ୍ଟଣିଲି।

Revelation 14:8
ତା'ପରେ ଦ୍ବିତୀୟ ଦୂତ ଜଣକ, ପ୍ରଥମ ସ୍ବର୍ଗଦୂତଙ୍କୁ ଅନୁସରଣ କରି କହିଲେ, ଯେଉଁ ମହାନଗରୀ ବାବିଲ ସମସ୍ତ ଜାତିର ଲୋକଙ୍କୁ ଲୋଭ ଦଖାଇେ ଭ୍ରଷ୍ଟାଚାର କାମ ଓ ପରମେଶ୍ବରଙ୍କ କୋର୍ଧ ରୂପକ ସୁରା ପାନ କରାଇଛି, ସେ ନଷ୍ଟ ହାଇଯୋଇଛି।