Acts 26
12 ଥରେ ମୁଖ୍ଯ ଯାଜକମାନେ ମାେତେ ଦମ୍ମସକେ ନଗରକୁ ୟିବା ପାଇଁ ଅନୁମତି ଓ କ୍ଷମତା ଦେଲେ।
13 ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।
14 ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତବେେଳେ ମୁଁ ଏବ୍ରୀ ଭାଷା ରେ ଗୋଟିଏ ସ୍ବର ମାେତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନ ରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।' ଯୀଶୁଙ୍କୁ ଦେଖିଥିବା ବିଷୟ ରେ ପାଉଲଙ୍କ ବର୍ଣ୍ଣନା
15 ମୁଁ ପଚ଼ାରିଲି, 'ପ୍ରଭୁ, ଆପଣ କିଏ?' ସେ କହିଲେ, 'ମୁଁ ସହେି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।'
16 ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସବେକରୂପେ ନିୟୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦଖାେ ଦଇେଅଛି। ତୁମ୍ଭେ ମାେ ବିଷୟ ରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦଖାଇବେି, ତୁମ୍ଭେ ତା'ର ସାକ୍ଷୀ ହବେ।
17 ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସମାନଙ୍କେର ଆଖି ଖାଲିେ ଦବୋପାଇଁ ମୁଁ ତୁମ୍ଭକୁ ପଠାଉଛି।
18 ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।'
12 Whereupon as I went to Damascus with authority and commission from the chief priests,
13 At midday, O king, I saw in the way a light from heaven, above the brightness of the sun, shining round about me and them which journeyed with me.
14 And when we were all fallen to the earth, I heard a voice speaking unto me, and saying in the Hebrew tongue, Saul, Saul, why persecutest thou me? it is hard for thee to kick against the pricks.
15 And I said, Who art thou, Lord? And he said, I am Jesus whom thou persecutest.
16 But rise, and stand upon thy feet: for I have appeared unto thee for this purpose, to make thee a minister and a witness both of these things which thou hast seen, and of those things in the which I will appear unto thee;
17 Delivering thee from the people, and from the Gentiles, unto whom now I send thee,
18 To open their eyes, and to turn them from darkness to light, and from the power of Satan unto God, that they may receive forgiveness of sins, and inheritance among them which are sanctified by faith that is in me.
Acts 26 in Tamil and English
12 ଥରେ ମୁଖ୍ଯ ଯାଜକମାନେ ମାେତେ ଦମ୍ମସକେ ନଗରକୁ ୟିବା ପାଇଁ ଅନୁମତି ଓ କ୍ଷମତା ଦେଲେ।
Whereupon as I went to Damascus with authority and commission from the chief priests,
13 ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।
At midday, O king, I saw in the way a light from heaven, above the brightness of the sun, shining round about me and them which journeyed with me.
14 ଆମେ ସମସ୍ତେ ତଳେ ପଡ଼ିଗଲୁ। ସେତବେେଳେ ମୁଁ ଏବ୍ରୀ ଭାଷା ରେ ଗୋଟିଏ ସ୍ବର ମାେତେ କହୁଥିବାର ଶୁଣିଲି, 'ଶାଉଲ, ଶାଉଲ, ତୁମ୍ଭେ ମାେତେ କାହିଁକି ତାଡ଼ନା ଦେଉଛ? କଣ୍ଟାମୁନ ରେ ଗୋଇଠା ମାରିବା ତୁମ୍ଭପାଇଁ ଅସମ୍ଭବ ଅଟେ।' ଯୀଶୁଙ୍କୁ ଦେଖିଥିବା ବିଷୟ ରେ ପାଉଲଙ୍କ ବର୍ଣ୍ଣନା
And when we were all fallen to the earth, I heard a voice speaking unto me, and saying in the Hebrew tongue, Saul, Saul, why persecutest thou me? it is hard for thee to kick against the pricks.
15 ମୁଁ ପଚ଼ାରିଲି, 'ପ୍ରଭୁ, ଆପଣ କିଏ?' ସେ କହିଲେ, 'ମୁଁ ସହେି ଯୀଶୁ, ଯାହାଙ୍କୁ ତୁମ୍ଭେ ତାଡ଼ନା କରୁଛ।'
And I said, Who art thou, Lord? And he said, I am Jesus whom thou persecutest.
16 ତୁମ୍ଭେ ଏବେ ଠିଆହୁଅ। ମୁଁ ତୁମ୍ଭକୁ ଜଣେ ସବେକରୂପେ ନିୟୁକ୍ତ କରିବା ପାଇଁ ତୁମ୍ଭ ନିକଟରେ ଦଖାେ ଦଇେଅଛି। ତୁମ୍ଭେ ମାେ ବିଷୟ ରେ ଯାହା ଦେଖିଲ, ଓ ଯାହା ମୁଁ ତୁମ୍ଭକୁ ଦଖାଇବେି, ତୁମ୍ଭେ ତା'ର ସାକ୍ଷୀ ହବେ।
But rise, and stand upon thy feet: for I have appeared unto thee for this purpose, to make thee a minister and a witness both of these things which thou hast seen, and of those things in the which I will appear unto thee;
17 ମୁଁ ତୁମ୍ଭକୁ ତୁମ୍ଭ ନିଜ ଓ ଅନ୍ୟ ଦେଶର ଲୋକମାନଙ୍କଠାରୁ ରକ୍ଷା କରିବି। ସମାନଙ୍କେର ଆଖି ଖାଲିେ ଦବୋପାଇଁ ମୁଁ ତୁମ୍ଭକୁ ପଠାଉଛି।
Delivering thee from the people, and from the Gentiles, unto whom now I send thee,
18 ତୁମ୍ଭେ ସହେି ଲୋକମାନଙ୍କୁ ସତ୍ଯ ପଥ ଦଖାଇବେ ଓ ସମାନଙ୍କେୁ ଅନ୍ଧକାରରୁ ଆଲୋକକୁ ଆଣିବ। ତୁମ୍ଭେ ସମାନଙ୍କେୁ ଶୟତାନର ଶକ୍ତି ନିକଟରୁ ଦୂ ରଇେ ନଇେ ପରମେଶ୍ବରଙ୍କ ପାଖକୁ ଆଣିବ। ତବେେ ସମାନଙ୍କେର ପାପକୁ କ୍ଷମା କରାୟିବ। ଯେଉଁମାନେ ମାେତେ ବିଶ୍ବାସ କରି ପବିତ୍ର ହାଇେଛନ୍ତି ସମାନଙ୍କେ ମଧିଅରେ ସମାନେେ ସ୍ଥାନ ପାଇବେ।'
To open their eyes, and to turn them from darkness to light, and from the power of Satan unto God, that they may receive forgiveness of sins, and inheritance among them which are sanctified by faith that is in me.