Genesis 14:6
ପ୍ରାନ୍ତର ନିକଟସ୍ଥ ଏଲ୍ପାରଣ ପର୍ୟ୍ଯନ୍ତ ସଯେୀର ପର୍ବତ ନିବାସୀ ହୋରୀଯ ଲୋକମାନଙ୍କୁ ଜଯ କଲେ।
Genesis 14:6 in Other Translations
King James Version (KJV)
And the Horites in their mount Seir, unto Elparan, which is by the wilderness.
American Standard Version (ASV)
and the Horites in their mount Seir, unto Elparan, which is by the wilderness.
Bible in Basic English (BBE)
And the Horites in their mountain Seir, driving them as far as El-paran, which is near the waste land.
Darby English Bible (DBY)
and the Horites on their mount Seir, to El-Paran, which is by the wilderness.
Webster's Bible (WBT)
And the Horites in their mount Seir, to El-paran, which is by the wilderness.
World English Bible (WEB)
and the Horites in their Mount Seir, to Elparan, which is by the wilderness.
Young's Literal Translation (YLT)
and the Horites in their mount Seir, unto El-Paran, which `is' by the wilderness;
| And the Horites | וְאֶת | wĕʾet | veh-ET |
| in their mount | הַֽחֹרִ֖י | haḥōrî | ha-hoh-REE |
| Seir, | בְּהַרְרָ֣ם | bĕharrām | beh-hahr-RAHM |
| unto | שֵׂעִ֑יר | śēʿîr | say-EER |
| El-paran, | עַ֚ד | ʿad | ad |
| which | אֵ֣יל | ʾêl | ale |
| is by | פָּארָ֔ן | pāʾrān | pa-RAHN |
| the wilderness. | אֲשֶׁ֖ר | ʾăšer | uh-SHER |
| עַל | ʿal | al | |
| הַמִּדְבָּֽר׃ | hammidbār | ha-meed-BAHR |
Cross Reference
Deuteronomy 2:22
ପରମେଶ୍ବର ସଯେୀର ନିବାସୀ ଏଷୌ ସନ୍ତାନଗଣ ନିମନ୍ତେ ଠିକ୍ ସହେିପରି କରିଥିଲେ। ଅର୍ଥାତ୍ ସମାନଙ୍କେ ସମ୍ମକ୍ସ୍ଟଖରକ୍ସ୍ଟ ହୋରୀଯମାନଙ୍କୁ ବିନଷ୍ଟ କଲେ। ତହିଁରେ ସମାନେେ ସମାନଙ୍କେୁ ଅଧିକାରଚକ୍ସ୍ଟ୍ଯତ କରି ଆଜି ପର୍ୟ୍ଯନ୍ତ ସହେିଠା ରେ ବାସ କରୁଛନ୍ତି।
Deuteronomy 2:12
ହୋରୀଯ ଲୋକମାନେ ସଠାେରେ ପୂର୍ବେ ବାସ କରୁଥିଲେ। ମାତ୍ର ଏଷୌର ସନ୍ତାନଗଣ ସମାନଙ୍କେୁ ସଠାେରକ୍ସ୍ଟ ତଡି ଦେଲେ। ସମାନଙ୍କେୁ ବିନାଶ କଲେ ଓ ସମାନଙ୍କେ ସ୍ଥାନ ରେ ବାସ କଲେ। ଯେପରି ଇଶ୍ରାୟେଲ ସଦାପ୍ରଭୁ ଦତ୍ତ ଆପଣା ଅଧିକାର ଭୂମିରେ କଲେ।
Genesis 21:21
ତାଙ୍କର ମା ତାଙ୍କ ପାଇଁ ଏକ ସ୍ତ୍ରୀ ମିଶର ରେ ଠିକ୍ କଲେ। ସମାନେେ ପାରଣ ନାମକ ମରୁଭୂମିରେ ବାସ କଲେ।
Numbers 13:3
ତେଣୁ ମାଶାେ ସଦାପ୍ରଭୁଙ୍କ ଆଜ୍ଞାନୁସା ରେ ପାରଣ ମରୁଭୂମି ପ୍ରାନ୍ତରରୁ ସମାନଙ୍କେୁ ପଠାଇଲେ। ସହେି ଲୋକମାନେ ଇଶ୍ରାୟେଲର ଲୋକମାନଙ୍କର ନତେୃବର୍ଗ ଥିଲେ।
Numbers 12:16
ତା'ପରେ ଲୋକମାନେ ହତ୍ ସରେୋତଠାରୁ ୟାତ୍ରାକରି ପାରଣ ମରୁଭୂମିରେ ଛାଉଣୀ ସ୍ଥାପନ କଲେ।
Habakkuk 3:3
ପରମେଶ୍ବର ତୈମନରୁ ଆସୁଛନ୍ତି। ସହେି ପବିତ୍ର ପୁରୁଷ ପାରଣ ପର୍ବତରୁ ଓହ୍ଲାଇ ଆସୁଛନ୍ତି। ସଦାପ୍ରଭୁଙ୍କ ମହିମା ସ୍ବର୍ଗକୁ ଆବୃତ କରେ। ତାଙ୍କର ପ୍ରଶଂସା ପୃଥିବୀକୁ ପୂର୍ଣ୍ଣ କରେ।
1 Chronicles 1:38
ସଯେୀରର ପୁତ୍ରମାନେ ଥିଲେ : ଲୋଟନ୍, ଶାେବଲ୍, ସିବିଯୋନ୍, ଅନା, ଦିଶୋନ୍, ଏତସର ଓ ଦୀଶନ୍।
Numbers 10:12
ତହୁଁ ଇଶ୍ରାୟେଲର ଲୋକମାନେ ସନୀଯ ମରୁଭୂମିରୁ ୟାତ୍ରା ଆରମ୍ଭ କଲେ, ପୁଣି ସହେି ମେଘ ପାରଣ ମରୁଭୂମିରେ ଅବସ୍ଥାନ କଲା।
Genesis 36:20
ସଯେୀର ଜଣେ ହୋରୀଯ ଇଦୋମ ରେ ଦେଶ ରେ ବାସ କରୁଥିଲେ। ଏଷୌ ପୂର୍ବରୁ ସହେି ସଯେୀର ପୁତ୍ରମାନେ ହେଲେ, ଲୋଟନ୍, ଶୋବଲ, ସିବିଯୋନ, ଅନା।
Genesis 36:8
ଏଷୌ ମଧ୍ଯ ଇଦୋମ ନାମ ରେ ଡ଼କା ଯାଉଥିଲା। ଏବଂ ଏହିନାମ ସଯେୀର ରେ ରହିଲା।
Genesis 16:7
ସଦାପ୍ରଭୁଙ୍କର ଦୂତ ତାହାଙ୍କୁ ଏକ ମରୁଭୂମିର ଝରଣା ନିକଟରେ ଦେଖିଲେ। ସହେି ଝରଣାଟି, ଶୂରକୁ ଯାଉଥିବା ରାସ୍ତାର ପାଖ ରେ ଥିଲା।