Ezekiel 3:19
ମାତ୍ର ତୁମ୍ଭେ ଯଦି ଦୁଷ୍ଟ ମନୁଷ୍ଯକୁ ସତର୍କ କରିଥାଅ ଆଉ ସେ ଆପଣା ପାପରୁ ଓ କୁପଥରୁ ନ ଫେ ରେ ; ସେ ନିଜ ଦୋଷ ୟୋଗୁ ମରିବ। କିନ୍ତୁ ତୁମ୍ଭେ ତାକୁ ସତର୍କ କରିବା ଦ୍ବାରା ଆପଣା ପ୍ରାଣରକ୍ଷା କର।
Ezekiel 3:19 in Other Translations
King James Version (KJV)
Yet if thou warn the wicked, and he turn not from his wickedness, nor from his wicked way, he shall die in his iniquity; but thou hast delivered thy soul.
American Standard Version (ASV)
Yet if thou warn the wicked, and he turn not from his wickedness, nor from his wicked way, he shall die in his iniquity; but thou hast delivered thy soul.
Bible in Basic English (BBE)
But if you give the evil-doer word of his danger, and he is not turned from his sin or from his evil way, death will overtake him in his evil-doing; but your life will be safe.
Darby English Bible (DBY)
But if thou warn the wicked, and he turn not from his wickedness, nor from his wicked way, he shall die in his iniquity; but thou hast delivered thy soul.
World English Bible (WEB)
Yet if you warn the wicked, and he doesn't turn from his wickedness, nor from his wicked way, he shall die in his iniquity; but you have delivered your soul.
Young's Literal Translation (YLT)
And thou, because thou hast warned the wicked, and he hath not turned back from his wickedness, and from his wicked way, he in his iniquity dieth, and thou thy soul hast delivered.
| Yet if | וְאַתָּה֙ | wĕʾattāh | veh-ah-TA |
| thou | כִּֽי | kî | kee |
| warn | הִזְהַ֣רְתָּ | hizhartā | heez-HAHR-ta |
| the wicked, | רָשָׁ֔ע | rāšāʿ | ra-SHA |
| turn he and | וְלֹא | wĕlōʾ | veh-LOH |
| not | שָׁב֙ | šāb | shahv |
| from his wickedness, | מֵֽרִשְׁע֔וֹ | mērišʿô | may-reesh-OH |
| wicked his from nor | וּמִדַּרְכּ֖וֹ | ûmiddarkô | oo-mee-dahr-KOH |
| way, | הָרְשָׁעָ֑ה | horšāʿâ | hore-sha-AH |
| he | ה֚וּא | hûʾ | hoo |
| shall die | בַּעֲוֺנ֣וֹ | baʿăwōnô | ba-uh-voh-NOH |
| iniquity; his in | יָמ֔וּת | yāmût | ya-MOOT |
| but thou | וְאַתָּ֖ה | wĕʾattâ | veh-ah-TA |
| hast delivered | אֶֽת | ʾet | et |
| נַפְשְׁךָ֥ | napšĕkā | nahf-sheh-HA | |
| thy soul. | הִצַּֽלְתָּ׃ | hiṣṣaltā | hee-TSAHL-ta |
Cross Reference
Ezekiel 14:20
ଯଦି ନୋହ, ଦାନିୟେଲ, ଓ ଆୟୁବ ଥାନ୍ତେ ତବେେ ସମାନେେ କବଳେ ସମାନଙ୍କେର ଧାର୍ମିକତା ଦ୍ବାରା ରକ୍ଷା ପାଇଥାନ୍ତେ, ଏପରିକି ସମାନେେ ନିଜ ସନ୍ତାନମାନଙ୍କୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ ଶପଥ କରନ୍ତି।
Ezekiel 14:14
ଏବଂ ଏପରି ନୋହ, ଦାନିୟେଲ ଓ ଆୟୁବ ଯଦି ଏହି ତିନି ପୁରୁଷ ଆମ୍ଭେ, ତବେେ ସମାନେେ ସମାନଙ୍କେର ଧାର୍ମିକତା ଦ୍ବାରା ନିଜର ପ୍ରାଣ ରକ୍ଷା କରିଥାନ୍ତେ, କିନ୍ତୁ ସମାନେେ ଦେଶକୁ ରକ୍ଷା କରିପାରି ନ ଥାନ୍ତେ। ଏହା ସଦାପ୍ରଭୁ, ମାରେ ପ୍ରଭୁ କହିଛନ୍ତି।
Ezekiel 33:9
କିନ୍ତୁ ଯଦି ସହେି ଦୁଷ୍ଟ ଲୋକକୁ ସଚତନେ କଲାପ ରେ ତା'ର ଜୀବନ ପଥ ନ ବଦଳାଏ ଓ ପାପରୁ ନିବୃତ୍ତ ନ ହୁଏ, ତବେେ ସେ ତାହାର ପାପ ଯୋଗୁଁ ମରିବ। କିନ୍ତୁ ତୁମ୍ଭେ ନିଜର ପ୍ରାଣ ବଞ୍ଚାଇବ।
Acts 18:5
ଶୀଲା ଓ ତୀମଥି ମାକିଦନିଆରୁ କରିନ୍ଥକୁ ଆସିବା ପରେ ପାଉଲ ତାହାଙ୍କର ସବୁ ସମୟ ସୁସମାଚ଼ାର ପ୍ରଚ଼ାର କରିବା ରେ ଦେଲେ। ସେ ଯିହୂଦୀମାନଙ୍କ ଆଗ ରେ ପ୍ରମାଣିତ କରି ଦେଲେ ଯେ, ଯୀଶୁ ଖ୍ରୀଷ୍ଟ ଅଟନ୍ତି।
Acts 20:26
ତେଣୁ ମୁଁ ଆଜି ତୁମ୍ଭକୁ ଗୋଟିଏ କଥା କହୁଛି। ମୁଁ ତୁମ୍ଭମାନଙ୍କର ରକ୍ତପାତ ଦୋଷର ସମ୍ପୂର୍ଣ୍ଣ ନିର୍ଦ୍ ଦୋଷ ଅଟେ।
1 Timothy 4:16
ତୁମ୍ଭ ନିଜ ଜୀବନ ସମ୍ବନ୍ଧ ରେ ଓ ତୁମ୍ଭ ବିଷୟ ରେ ସତର୍କ ରୁହ। ଉତ୍ତମ ଜୀବନଯାପନ ଓ ଶିକ୍ଷା ପ୍ରଦାନ କର। ତା ହେଲେ ତୁମ୍ଭେ ତୁମ୍ଭର ଶିକ୍ଷା ଶୁଣୁଥିବା ଲୋକଙ୍କୁ ଓ ନିଜକୁ ରକ୍ଷା କରିପାରିବ।
Hebrews 12:25
ସାବଧାନ ରୁହ, ଓ ପରମେଶ୍ବର କଥା କହିଲା ବେଳେ ଶୁଣିବାକୁ ମନା କର ନାହିଁ। ଯେତବେେଳେ ସେ ପୃଥିବୀର ସହେି ଲୋକମାନଙ୍କୁ ସତର୍କ କଲେ, ସେତବେେଳେ ସମାନେେ ତାହାଙ୍କ କଥା ଅଗ୍ରାହ୍ଯ କଲେ। କିନ୍ତୁ ସମାନେେ ରକ୍ଷା ପାଇଲେ ନାହିଁ। ଏବେ ପରମେଶ୍ବର ସ୍ବର୍ଗରୁ କହୁଛନ୍ତି। ଅତଏବ, ଏବେ ଯେଉଁମାନେ ତାହାଙ୍କ ବାକ୍ଯ ଶୁଣିବା ପାଇଁ ମନା କରୁଛନ୍ତି, ତାହା ସମାନଙ୍କେ ଲାଗି ଅତି ଖରାପ ହବେ।
Hebrews 10:26
ସତ୍ଯକୁ ଜାଣିଲା ପରେ ମଧ୍ଯ ଯଦି ଆମ୍ଭେ ପାପକାମ କରି ଚାଲିବା ପାଇଁ ଇଚ୍ଛା କରିବା, ତା' ହେଲେ ସିଦ୍ଧାନ୍ତ ନେଉ, ପାପ ହରଣ କରିବା ପାଇଁ ଆଉ କୌଣସି ବଳିଦାନ ନାହିଁ।
Hebrews 2:1
ଅତଏବ, ଆମ୍ଭକୁ ଶିଖା ଯାଇଥିବା କଥାଗୁଡ଼ିକୁ ପାଳନ କରିବା ବିଷୟ ରେ ଅଧିକ ମନୋୟୋଗୀ ହବୋ ଦରକାର, ନଚେତ୍ ସତ୍ଯମାର୍ଗରୁ ବିଚଳିତ ହାଇେ ପଥଭ୍ରଷ୍ଟ ହବେୁ।
2 Thessalonians 1:8
ଯେଉଁମାନେ ପରମେଶ୍ବରଙ୍କୁ ଜାଣନ୍ତି ନାହିଁ ଓ ଆମ୍ଭ ପ୍ରଭୁ ଯୀଶୁଙ୍କର ସୁସମାଚାରକୁ ମାନନ୍ତି ନାହିଁ, ସମାନଙ୍କେୁ ଦଣ୍ଡ ଦବୋ ଲାଗି ସେ ଜ୍ବଳନ୍ତ ଅଗ୍ନି ଶିଖା ସହିତ ଆସିବେ।
1 Thessalonians 4:6
ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।
2 Corinthians 2:15
ଆମ୍ଭର ଉତ୍ସର୍ଗ ବଳି ପରମେଶ୍ବରଙ୍କ ପାଇଁ ହେଉଛି ଏହା : ଯେଉଁ ଲୋକମାନେ ଉଦ୍ଧାର ପାଇଛନ୍ତି ଏବଂ ଯେଉଁମାନେ ପାଇ ନାହାଁନ୍ତି, ସମାନଙ୍କେ ପାଇଁ ଆମ୍ଭମାନେେ ଖ୍ରୀଷ୍ଟଙ୍କ ମଧୁର ସୁଗନ୍ଧି।
Acts 13:45
ଯିହୂଦୀୟମାନେ ଲୋକମାନଙ୍କର ଭିଡ଼ ଦେଖି ଈର୍ଷା କଲେ। ସମାନେେ ପାଉଲଙ୍କ କଥାକୁ ବିରୋଧ କରି ଅପମାନଜନକ ଶବ୍ଦ ସବୁ ପ୍ରଯୋଗ କଲେ।
2 Chronicles 36:15
ସଦାପ୍ରଭୁ, ସୋମନଙ୍କ ପୂର୍ବପୁରୁଷମାନଙ୍କର ପରମେଶ୍ବର, ତାଙ୍କର ଲୋକମାନଙ୍କୁ ଚତାବେନୀ ଦବୋ ନିମନ୍ତେ ଦୂତମାନଙ୍କୁ ବାରମ୍ବାର ପଠାଇଲେ। ସଦାପ୍ରଭୁ ତାଙ୍କର ମନ୍ଦିର ଓ ଏହି ଲୋକମାନଙ୍କ ନିମନ୍ତେ ଦୁଃଖ ଅନୁଭବ କରିବାରୁ ଏହି ପ୍ରକାର କଲେ।
Proverbs 29:1
ଯେଉଁ ଲୋକ ଥରକୁଥର, ଅନୁୟୋଗ ପାଇ ମଧ୍ଯ ଆପଣା ଗ୍ରୀବା ଶକ୍ତ କରେ, ସେ ପ୍ରତିକାର ବିନା ଶୀଘ୍ର ବିନାଶ ହବେ।
Isaiah 49:4
ମାତ୍ର ମୁଁ କହିଲି, ମୁଁ ବୃଥା ପରିଶ୍ରମ କରିଅଛି। ମୁଁ ନିରର୍ଥକ ଓ ଅସାରତା ରେ ମାରେ ଶକ୍ତି ବ୍ଯଯ କରିଅଛି। ତଥାପି ନିଶ୍ଚଯ ମାରେ ବିଚାର ସଦାପ୍ରଭୁଙ୍କ ନିକଟରେ ଓ କର୍ମଫଳ ମାରେ ପରମେଶ୍ବରଙ୍କଠା ରେ ଅଛି।
Jeremiah 42:19
ହେ ଯିହୁଦାର ଅବଶିଷ୍ଟ ଲୋକେ, ସଦାପ୍ରଭୁ ତୁମ୍ଭମାନଙ୍କ ବିଷଯ ରେ ଏହି କତା କହି ଅଛନ୍ତି, 'ତୁମ୍ଭମାନେେ ମିଶରକୁ ୟାଅ ନାହିଁ।' ମୁଁ ଆଜି ତୁମ୍ଭମାନଙ୍କୁ ଏହି ସାକ୍ଷ୍ଯ ଦଲେି, ଏହା ନିଶ୍ଚଯ ଜାଣ।
Jeremiah 44:4
ତଥାପି ଆମ୍ଭେ ଆମ୍ଭର ଦାସ ଭବିଷ୍ଯଦବକ୍ତାମାନଙ୍କୁ ବାରମ୍ବାର ତୁମ୍ଭମାନଙ୍କ ନିକଟକୁ ପଠାଇଲୁ। ଆଉ ତୁମ୍ଭମାନଙ୍କୁ ଜଣାଇଲୁ, 'ତୁମ୍ଭମାନେେ ଏହି ଘୃଣ୍ଯ କର୍ମ କର ନାହିଁ, ଆମ୍ଭେ ତାହା ଘୃଣା କରୁ।'
Ezekiel 3:18
ଯଦି ଆମ୍ଭେ ସହେି ଦୁଷ୍ଟ ଲୋକଟିକୁ କହୁଁ, 'ତୁମ୍ଭେ ନିଶ୍ଚିତ ଭାବରେ ମରିବ।' ଏବଂ ଯଦି ତୁମ୍ଭେ ସହେି ଦୁଷ୍ଟ ଲୋକର କୁକର୍ମରୁ ତା'ର ଜୀବନ ରକ୍ଷା କରିବା ପାଇଁ ସତର୍କ କରିବ ନାହିଁ, ସପରେି ଦୁଷ୍ଟ ଲୋକ ତା'ର ପାପ ପାଇଁ ମରିବ କିନ୍ତୁ ତା'ର ମୃତ୍ଯୁ ପାଇଁ ମୁଁ ତୁମ୍ଭକୁ ଦାଯୀ କରିବି।
Ezekiel 3:21
କିନ୍ତୁ ଧାର୍ମିକ ଲୋକକୁ ଯଦି ତୁମ୍ଭେ ସତର୍କ କଲ ଓ ସେ ପାପ କଲା ନାହିଁ, ସେ ବଞ୍ଚିବ କାରଣ ସେ ତୁମ୍ଭର ଚତନୋ ନଲୋ। ଏହିପରି ତୁମ୍ଭେ ତୁମ୍ଭର ପ୍ରାଣ ରକ୍ଷା କଲ।
Ezekiel 33:5
କାରଣ ସେ ତୁରୀଶବ୍ଦ ଶୁଣି ସତର୍କ ହେଲା ନାହିଁ ଏବଂ ଶତ୍ରୁଗଣ ତାକୁ ହତ୍ଯା କରନ୍ତି। ତବେେ ସମାନେେ ନିଜର ମୃତ୍ଯୁ ପାଇଁ ଦାଯୀ ରହିବେ। କାରଣ ସମାନେେ ସଚତନେ ହାଇେଥିଲେ ନିଜର ପ୍ରାଣ ବଞ୍ଚାଇ ଥାନ୍ତେ।
Luke 10:10
କିନ୍ତୁ ତୁମ୍ଭମାନେେ ଯଦି ଏଭଳି ଏକ ନଗରକୁ ଯାଅ ଓ ସଠାେରେ ଲୋକେ ତୁମ୍ଭମାନଙ୍କର ସ୍ବାଗତ ନକରନ୍ତି, ତବେେ ସହେି ନଗରର ଗଳିମାନଙ୍କ ରେ ଯାଅ ଏବଂ କୁହ,
2 Kings 17:13
ତଥାପି ସଦାପ୍ରଭୁ ପ୍ରେତ୍ୟକକ ଭବିଷ୍ଯଦ୍ବକ୍ତା ଓ ପ୍ରେତ୍ୟକକ ଦୃଷ୍ଟିକାରୀଙ୍କୁ ଇଶ୍ରାୟେଲ ଓ ଯିହୁଦାର ପ୍ରତି ଚତାବେନୀ ଦଇେ କହିଲେ, ତୁମ୍ଭମାନେେ ତୁମ୍ଭମାନଙ୍କର କୁକାର୍ୟ୍ଯରୁ ବିରତ ହୁଅ, ଆଉ ମୁଁ ତୁମ୍ଭମାନଙ୍କ ପିତୃଲୋକଙ୍କ ପାଇଁ ଯେଉଁ ଆଦେଶ କଲି ଓ ଯାହାସବୁ ମାରେ ସବେକ ଭବିଷ୍ଯଦ୍ବକ୍ତାଗଣଙ୍କ ହସ୍ତ ରେ ତୁମ୍ଭମାନଙ୍କ ନିକଟକୁ ପଠାଇଅଛୁଁ, ତଦନୁସା ରେ ମାରେ ବ୍ଯବସ୍ଥା ଓ ବିଧି ସବୁ ପାଳନ କର।