Index
Full Screen ?
 

2 Kings 24:7 in Oriya

ଦିତୀୟ ରାଜାବଳୀ 24:7 Oriya Bible 2 Kings 2 Kings 24

2 Kings 24:7
ବାବିଲର ରାଜା ମିଶରର ନଦୀଠାରୁ ଫରାତ୍ ନଦୀ ପର୍ୟ୍ଯନ୍ତ ମଧ୍ଯବର୍ତ୍ତି ସମସ୍ତ ଦେଶ ଅଧିକାର କଲେ। ଏହି ଦେଶ ପୂର୍ବରୁ ମିଶର ଅଧିନ ରେ ଥିଲା। ତେଣୁ ମିଶରର ରାଜା ପୂନର୍ବାର ମିଶର ଛାଡି ଆସିଲେ ନାହିଁ।

And
the
king
וְלֹֽאwĕlōʾveh-LOH
of
Egypt
הֹסִ֥יףhōsîphoh-SEEF
came
עוֹד֙ʿôdode
not
מֶ֣לֶךְmelekMEH-lek
again
מִצְרַ֔יִםmiṣrayimmeets-RA-yeem
any
more
לָצֵ֖אתlāṣētla-TSATE
land:
his
of
out
מֵֽאַרְצ֑וֹmēʾarṣômay-ar-TSOH
for
כִּֽיkee
the
king
לָקַ֞חlāqaḥla-KAHK
of
Babylon
מֶ֣לֶךְmelekMEH-lek
taken
had
בָּבֶ֗לbābelba-VEL
from
the
river
מִנַּ֤חַלminnaḥalmee-NA-hahl
of
Egypt
מִצְרַ֙יִם֙miṣrayimmeets-RA-YEEM
unto
עַדʿadad
the
river
נְהַרnĕharneh-HAHR
Euphrates
פְּרָ֔תpĕrātpeh-RAHT
all
כֹּ֛לkōlkole
that
אֲשֶׁ֥רʾăšeruh-SHER
pertained
הָֽיְתָ֖הhāyĕtâha-yeh-TA
to
the
king
לְמֶ֥לֶךְlĕmelekleh-MEH-lek
of
Egypt.
מִצְרָֽיִם׃miṣrāyimmeets-RA-yeem

Cross Reference

Jeremiah 37:5
ଆଉ ମଧ୍ଯ ସହେି ସମୟରେ ଫାରୋର ସୈନ୍ଯ ମିଶରରୁ ବାହାରି ଯିହୁଦାକୁ ଆସିଲେ। ଏଣୁ ୟିରୁଶାଲମ ଦଖଲ କରିଥିବା କଲଦୀଯମାନେ ଏ ସମ୍ବାଦ ଶୁଣି ୟିରୁଶାଲମରୁ ଚାଲିଗଲେ।

Jeremiah 46:2
ମିଶର ଦେଶ ସମ୍ବନ୍ଧ ରେ ଏହି ବାର୍ତ୍ତା। ଯୋଶିୟଯର ପୁତ୍ର ଯିହୁଦାର ରାଜା ଯିହାୟୋଦାରକୀମର ଅଧିକାରର ଚତୁର୍ଥ ବର୍ଷ ରେ ବାବିଲର ରାଜା ନବୂଖଦନିତ୍ସର, ମିଶରର ରାଜା ଫାରୋନଖୋର ଯେଉଁ ସୈନ୍ଯସାମନ୍ତକୁ ପରାଜଯ କଲା, ଫରାତ୍ ନଦୀ ନିକଟସ୍ଥ ଜଳୀମୀଶ ରେ ଉପସ୍ଥିତ ସହେି ସୈନ୍ଯ ସାମନ୍ତ ବିଷଯ କଥା।

Genesis 15:18
ସହେିଦିନ ସଦାପ୍ରଭୁ ଅବ୍ରାମଙ୍କ ସହିତ ଏକ ଚୁକ୍ତି କଲେ। ସେ କହିଲେ, ମୁଁ ଏହି ଦେଶ ତୁମ୍ଭର ବଂଶଧରଙ୍କୁ ଦଲେି। ମିଶରୀଯ ନଦୀଠାରୁ ମହାନ ନଦୀ ଫରାତ୍ ପର୍ୟ୍ଯନ୍ତ ଏହି ଦେଶ ତୁମ୍ଭର ପରିବାରକୁ ମୁଁ ଦଲେି।

Numbers 34:5
ଏହାପରେ ସହେି ସୀମା ଅସ୍ମୋନରୁ ମିଶର ନଦୀ ଆଡକୁ ବିସ୍ତୃତ ହବେ ଓ ସହେି ଭୂମଧ୍ଯସାଗର ନିକଟରେ ଶଷେ ହବେ।

Joshua 15:4
ଏହି ସୀମା ଅସୋନରକ୍ସ୍ଟ ମିଶର ନଦୀ ପାଖେ ପାଖେ ବାହାରି ଗଲା। ଏବଂ ସହେି ସୀମାର ପ୍ରାନ୍ତଭାଗ ସମକ୍ସ୍ଟଦ୍ର ଥିଲା, ଯାହାକି ତୁମ୍ଭମାନଙ୍କର ଦକ୍ଷିଣ ଦିଗ।

1 Kings 4:21
ଶଲୋମନ ଇଉଫ୍ ରଟେିଶ ଫରାତ୍ ନଦୀଠାରୁ ପଲେଷ୍ଟୀୟମାନଙ୍କ ଦେଶ ଓ ମିଶର ସୀମା ପର୍ୟ୍ଯନ୍ତ ସମସ୍ତ ରାଜ୍ଯ ଉପରେ ଶାସନ କଲେ। ଏହି ଦେଶଗୁଡିକ ଶ ଲୋମନଙ୍କୁ ଉପହାର ଓ ସମ୍ମାନ ପଠାଇଲେ ଏବଂ ଜୀବନସାରା ତାଙ୍କର ପ୍ରଜା ହାଇେ ରହିଲେ।

Isaiah 27:12
ସଦେିନ ସଦାପ୍ରଭୁ ଅନ୍ୟମାନଙ୍କଠାରୁ ତାଙ୍କର ଦାସମାନଙ୍କୁ ଅଲଗା କରିବେ। ଫରାତ୍ ନଦୀଠାରୁ ଆରମ୍ଭକରି ମିଶର ନଦୀ ପର୍ୟ୍ଯନ୍ତ ସେ ଲୋକମାନଙ୍କୁ ଏକତ୍ରୀତ କରିବେ।

Chords Index for Keyboard Guitar