Bible

1 Chronicles 12:2 Image in Oriya

ଏହି ଲୋକମାନେ ଧନୁର୍ଦ୍ଧର ଥିଲେ, ଯେଉଁମାନେ ଡ଼ାହାଣ ଓ ବାମ ଉଭୟ ହସ୍ତଦ୍ବାରା ଧନୁରୁ ତୀର ମାରିପାରୁଥିଲେ। ଆହୁରି ମଧ୍ଯ, ସମାନେେ ସମାନଙ୍କେ ଡ଼ାହାଣ ଓ ବାମ, ଉଭୟ ହସ୍ତଦ୍ବାରା ବାଟୁଳି ଦ୍ବାରା ପଥର ମାରିପାରୁ ଥିଲେ। ସମାନେେ ବିନ୍ଯାମୀନୀଯ ଗୋଷ୍ଠୀବର୍ଗ ଓ ଶାଉଲଙ୍କ ଆତ୍ମୀଯ ଥିଲେ।

ଏହିଲୋକମାନେଧନୁର୍ଦ୍ଧରଥିଲେ,ଯେଉଁମାନେଡ଼ାହାଣବାମଉଭୟହସ୍ତଦ୍ବାରାଧନୁରୁତୀରମାରିପାରୁଥିଲେ।ଆହୁରିମଧ୍ଯ,ସମାନେେସମାନଙ୍କେଡ଼ାହାଣବାମ,ଉଭୟହସ୍ତଦ୍ବାରାବାଟୁଳିଦ୍ବାରାପଥରମାରିପାରୁଥିଲେ।ସମାନେେବିନ୍ଯାମୀନୀଯଗୋଷ୍ଠୀବର୍ଗଶାଉଲଙ୍କଆତ୍ମୀଯଥିଲେ।
Click consecutive words to select a phrase. Click again to deselect.

1 Chronicles 12:2 Picture in Oriya