Full Screen English ?
   🏠  Lyrics  Chords  Bible 

யோசுவா 2:16

యెహొషువ 2:16 தமிழ் வேதாகமம் யோசுவா யோசுவா 2

யோசுவா 2:16
அப்பொழுது அவள் அவர்களை நோக்கி: தேடுகிறவர்கள் உங்களைக் காணாதபடிக்கு, நீங்கள் மலையிலே போய், அவர்கள் திரும்பிவருமட்டும் அங்கே மூன்றுநாள் ஒளித்திருந்து, பின்பு உங்கள் வழியே போங்கள் என்றாள்.

Cross Reference

Exodus 3:1
ଯିଥ୍ରୋ ମାଶାଙ୍କେର ଶ୍ବଶୁର ଥିଲେ। ଯିଥ୍ରୋମିଦିଯନୀଯମାନଙ୍କ ଯାଜକ ଥିଲେ। ମାଶାେ ତାଙ୍କ ଶ୍ବଶୁରଙ୍କର ମଷେପଲମାନଙ୍କର ଯତ୍ନ ନେଉଥିଲେ। ଦିନେ ମାଶାେ ତାଙ୍କ ମଷେପଲଙ୍କୁ ମରୁଭୂମିର ପଶ୍ଚିମପଟକୁ ଆଗଇେ ନେଲେ। ମାଶାେ ହାରେବେ ନାମକ ଏକ ପର୍ବତକୁ ଗଲେ, ଯାହାକି ପରମେଶ୍ବରଙ୍କର ପର୍ବତ ଥିଲା।

Acts 10:20
ତେଣୁ ଉଠ ଓ ତଳକୁ ଯାଅ। ସହେି ଲୋକମାନଙ୍କ ସହିତ ଯାଅ ଓ ସମାନଙ୍କେୁ କିଛି ପଚ଼ାର ନାହିଁ। କାରଣ ମୁଁ ସମାନଙ୍କେୁ ପଠାଇଛି।

Acts 10:5
ବର୍ତ୍ତମାନ ଯାଫୋ ନଗରକୁ ତୁମ୍ଭେ ତୁମ୍ଭର ଲୋକମାନଙ୍କୁ ପଠାଇ ଶିମାନେ ନାମକ ଗୋଟିଏ ଲୋକଙ୍କୁ ସଠାରୁେ ଆଣ। ସହେି ଶିମାନେ, ପିତର ନାମ ରେ ମଧ୍ଯ ପରିଚ଼ିତ।

Ecclesiastes 4:9
ଏକ ଜଣରୁ ଦୁଇଜଣ ଭଲ। କାରଣ ସମାନେେ ଆପଣା ଆପଣା ପରିଶ୍ରମର ଉତ୍ତମ ଫଳ ପ୍ରାପ୍ତ ହୁଅନ୍ତି।

1 Kings 19:8
ତେଣୁ ଏଲିଯ ଉଠି ଭୋଜନ ପାନ କଲେ। ସେ ଖାଦ୍ୟ ରେ ଏତେ ଶକ୍ତି ଲାଭ କଲେ ଯେ ସେ ଗ୍ଭଳିଶ ଦିନ ଓ ଗ୍ଭଳିଶ ରାତି ପରମେଶ୍ବରଙ୍କ ପର୍ବତ ହାରେବେ ପହଞ୍ଚିଲା ପର୍ୟ୍ଯନ୍ତ ଗ୍ଭଲି ଗ୍ଭଲି ଗଲେ।

Exodus 24:15
ଏହାପରେ ମାଶାେ ପର୍ବତ ଉପରକୁ ଚଢି଼ଲେ, ପୁଣି ମେଘ ପର୍ବତକୁ ଢାଙ୍କିଲା।

Exodus 20:18
ସେତବେେଳେ ସମସ୍ତ ଲୋକ ମେଘ ଗର୍ଜ୍ଜନ ଓ ବିଜୁଳି ଓ ତୂରୀ ଧ୍ବନି ଓ ଧୂମୟୁକ୍ତ ପର୍ବତ ଦେଖିଲେ, ପୁଣି ତାହା ଦେଖି ସମାନେେ କମ୍ପିତ ହାଇେ ଦୂର ରେ ଠିଆ ହେଲ।

Exodus 19:3
ଏହାପରେ ମାଶାେ ଉପରକୁ ଚଢି ପରମେଶ୍ବରଙ୍କ ନିକଟକୁ ଗଲେ। ପରମେଶ୍ବର ତାଙ୍କୁ ପର୍ବତ ଶିଖରରୁ ଡାକିଲେ ଏବଂ ତାକୁ କହିଲେ, ଏହି ସୂଚନା ଯାକୁବର ପରିବାର ଇଶ୍ରାୟେଲୀୟମାନଙ୍କୁ ଦିଅ।

Exodus 4:14
ଏହାପରେ ସଦାପ୍ରଭୁ କୋର୍ଧ ରେ ମାଶାଙ୍କେୁ କହିଲେ, ଉତ୍ତମ! ତୁମ୍ଭକୁ ସାହାୟ୍ଯ ପାଇଁ ମୁଁ ଅନ୍ୟ ଜଣକୁ ପଠାଇବି। ତୁମ୍ଭର ଭାଇ, ଲବେୀୟ ହାରୋଣ ଜଣେ ସୁବକ୍ତା ଅଟେ। ସେ ତୁମ୍ଭକୁ ସାକ୍ଷାତ କରିବାକୁ ଆସୁଅଛି। ସେ ତୁମ୍ଭକୁ ଦେଖି ଆନନ୍ଦିତ ହବେ।

Genesis 29:11
ଏହାପରେ ଯାକୁବ ତାଙ୍କୁ ଚୁମ୍ବନ ଦଲୋ ଏବଂ କାନ୍ଦିଲା।


யோசுவா 2:16 ஆங்கிலத்தில்

appoluthu Aval Avarkalai Nnokki: Thaedukiravarkal Ungalaik Kaannaathapatikku, Neengal Malaiyilae Poy, Avarkal Thirumpivarumattum Angae Moontunaal Oliththirunthu, Pinpu Ungal Valiyae Pongal Ental.


Tags அப்பொழுது அவள் அவர்களை நோக்கி தேடுகிறவர்கள் உங்களைக் காணாதபடிக்கு நீங்கள் மலையிலே போய் அவர்கள் திரும்பிவருமட்டும் அங்கே மூன்றுநாள் ஒளித்திருந்து பின்பு உங்கள் வழியே போங்கள் என்றாள்
யோசுவா 2:16 Concordance யோசுவா 2:16 Interlinear யோசுவா 2:16 Image

முழு அதிகாரம் வாசிக்க : யோசுவா 2