யாத்திராகமம் 40:15
அவர்கள் எனக்கு ஆசாரிய ஊழியம் செய்யும்படி, அவர்களையும், அவர்கள் தகப்பனை அபிஷேகம்பண்ணினபடியே, அபிஷேகம்பண்ணுவாயாக; அவர்கள் பெறும் அந்த அபிஷேகம் தலைமுறைதோறும் நித்திய ஆசாரியத்துவத்துக்கு ஏதுவாயிருக்கும் என்றார்.
Cross Reference
Numbers 9:19
ପୁଣି ଯେତବେେଳେ ସହେି ମେଘ ପବିତ୍ର ତମ୍ବୁ ଉପରେ ଦୀର୍ଘ ସମୟ ଧରି ରହିଲା, ସେତବେେଳେ ଇଶ୍ରାୟେଲ ଲୋକମାନେ ସଦାପ୍ରଭୁଙ୍କ ଆଜ୍ଞା ମାନି ଆଉ ୟାତ୍ରା କଲେ ନାହିଁ।
Genesis 26:5
ମୁଁ ଏହା କରିବି, କାରଣ ତୁମ୍ଭର ପିତା ଅବ୍ରହାମ ମାରେ କଥା ମାନିଥିଲେ ଓ ମୁଁ ଯାହା କହିଥିଲି ତାହା କରିଥିଲେ। ଅବ୍ରହାମ ମାରେ ଆଦେଶ, ନିଯମ ଓ ବିଧିସବୁ ମାନିଲେ।
Joshua 22:3
ଏବଂ ସବୁ ସମୟରେ ଆପଣମାନେ ଇଶ୍ରାୟେଲମାନଙ୍କୁ ସହ ଯୋଗ କରିଛନ୍ତି। ଆପଣମାନେ ଆପଣମାନଙ୍କର ସଦାପ୍ରଭୁଙ୍କର ବାକ୍ଯକକ୍ସ୍ଟ ଠିକ୍ ଭାବରେ ଅତି ସତର୍କତାର ସହକା ରେ ପାଳନ କରିଛନ୍ତି ଏବଂ ତୁମ୍ଭମାନେେ ଏହି ଆଜ୍ଞା ପାଳନ କଲ।
Ezekiel 44:8
ପୁଣି ତୁମ୍ଭମାନେେ ମାରେ ପବିତ୍ର ବସ୍ତୁଗୁଡ଼ିକର ଯତ୍ନ ନବୋକୁ ଧ୍ଯାନ ଦଇେ ନାହଁ। ଏବଂ ତୁମ୍ଭମାନେେ ବିଦେଶୀଯମାନଙ୍କ ହସ୍ତ ରେ ପବିତ୍ର ସ୍ଥାନ ରକ୍ଷାର ଦାଯିତ୍ବ ଦଇେଅଛ।'
Zechariah 3:7
ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସପରେି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକା ରେ କର ଯାହା ଆମ୍ଭେ ଗ୍ଭହୁଁ। ତବେେ ତୁମ୍ଭେ ଆମ୍ଭର ଗୃହ ରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହବେ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସହେିମାନଙ୍କ ମଧିଅରେ, ଯେଉଁମାନେ କି ଏଠା ରେ ଛିଡା ହେଉଛନ୍ତି।
யாத்திராகமம் 40:15 ஆங்கிலத்தில்
Tags அவர்கள் எனக்கு ஆசாரிய ஊழியம் செய்யும்படி அவர்களையும் அவர்கள் தகப்பனை அபிஷேகம்பண்ணினபடியே அபிஷேகம்பண்ணுவாயாக அவர்கள் பெறும் அந்த அபிஷேகம் தலைமுறைதோறும் நித்திய ஆசாரியத்துவத்துக்கு ஏதுவாயிருக்கும் என்றார்
யாத்திராகமம் 40:15 Concordance யாத்திராகமம் 40:15 Interlinear யாத்திராகமம் 40:15 Image
முழு அதிகாரம் வாசிக்க : யாத்திராகமம் 40