யாத்திராகமம் 37:19
ஒவ்வொரு ΕிளைϠοலχ வޠΤρΠψΕύՠφாட்டைக்கு ஒப்பான மூன்று மொக்குகளும் ஒரு பழமும் ஒரு பூவும் இருந்தது; குத்துவிளக்கில் செய்யப்பட்ட ஆறு கிளைகளிலும் அப்படியே இருந்தது.
Cross Reference
ଆଦି ପୁସ୍ତକ 1:9
ଏହାପରେ ପରମେଶ୍ବର କହିଲେ, ଆକାଶମଣ୍ଡଳ ଅଧଃସ୍ଥ ସମଗ୍ର ଜଳ ଏକ ସ୍ଥାନ ରେ ସଂଗୃହିତ ହେଉ। ୟଦ୍ବାରା ଭୂମି ଶୁଖିଲା ଦଖାୟିବେ। ଏବଂ ଏହିପରି ହେଲା।
ଗୀତସଂହିତା 104:5
ହେ ପରମେଶ୍ବର, ତୁମ୍ଭେ ପୃଥିବୀର ଭିତ୍ତିପ୍ରସ୍ତର ଏପରି ସ୍ଥାପନ କରିଛ ୟେ ତାହା ମୂଳରୁ କବେେ ଧକ୍କା ହବେ ନାହିଁ।
ଗୀତସଂହିତା 18:11
ପରମେଶ୍ବର କଳା, ଘନ ବାଦଲଖଣ୍ଡ ଭିତରେ ଲୁଚି ଗଲେ। ସତେ ୟମେିତି ଏକ ଘନ ଅନ୍ଧକାର ଏକ ତମ୍ବୁ ଭିତରେ ଲୁଚି ରହିଲେ। ସେ ଘନ ବିଜୁଳିୟୁକ୍ତ ମେଘ ଖଣ୍ଡ ଭିତରେ ଲୁଚି ଗଲେ।
ଆୟୁବ ପୁସ୍ତକ 38:34
ଆୟୁବ, ତୁମ୍ଭେ ମେଘକୁ ନିର୍ଦ୍ଦେଶ ଦଇପୋରିବ, ସମାନେେ ବର୍ଷା ରେ ତୁମ୍ଭକୁ ଘାଡ଼ୋଇ ପାରିବେ ?
ଆୟୁବ ପୁସ୍ତକ 38:25
ପ୍ରବଳ ବୃଷ୍ଟିପାତ ପାଇଁ କିଏ ଆକାଶ ରେ ଖାଲ ଖାେଳି ରଖିଛି ? କିଏ ଘଡ଼ଘଡ଼ି ଝଡ଼ ପାଇଁ ବାଟ ତିଆରି କରିଛି।
ଆୟୁବ ପୁସ୍ତକ 38:8
ଆୟୁବ, କିଏ ସମୁଦ୍ରକୁ ବନ୍ଦ କରିବା ପାଇଁ ଫାଟକ ବନ୍ଦ କଲା, ଯେତବେେଳେ ଏହା ଗଭୀର ଭାବରେ ପୃଥିବୀ ରେ ପ୍ରବାହିତ ହେଲା ?
ଯାତ୍ରା ପୁସ୍ତକ 15:4
ସେ ଫାରୋଙ୍କର ରଥ ଏବଂ ସନ୍େଯମାନଙ୍କୁ ସମୁଦ୍ର ରେ ନିକ୍ଷପେ କରିଛନ୍ତି। ଫାରୋଙ୍କର ବଛା ବୀରମାନେ ସୂଫ ସାଗର ରେ ନିମଗ୍ନ ହାଇେ ଅଛନ୍ତି।
ଯାତ୍ରା ପୁସ୍ତକ 14:28
ସମୁଦ୍ର ତା'ର ପୂର୍ବ ଅବସ୍ଥାକୁ ଆସିବାରୁ ସମସ୍ତ ରଥଗୁଡିକ, ଅଶ୍ବାରୋହୀମାନଙ୍କୁ ଆଚ୍ଛାଦିତ କଲା। ଇଶ୍ରାୟେଲୀୟମାନଙ୍କ ପଛ ରେ ଗୋଡଉଥିବା ଫାରୋଙ୍କର ସମଗ୍ର ସୈନ୍ଯବାହୀନି ସମୁଦ୍ର ରେ ବୁଡିଗଲେ। କହେି ଜଣେ ହେଲବି ସୈନ୍ଯ ବଞ୍ଚିଲେ ନାହିଁ।
ଯାତ୍ରା ପୁସ୍ତକ 14:22
ଇଶ୍ରାୟେଲୀୟମାନେ ଶୁଷ୍କ ଭୂମିରେ ସମୁଦ୍ର ମଧ୍ଯ ଦଇେ ଗଲେ। ସମୁଦ୍ରର ଜଳଭାଗ ଦୁଇଟି କାନ୍ଥ ପରି ସମାନଙ୍କେର ବାମପଟେ ଓ ଦକ୍ଷୀଣ ପଟେ ରହିଲା।
ଲୂକଲିଖିତ ସୁସମାଚାର 17:24
ମନୁଷ୍ଯପୁତ୍ରଙ୍କର ଫରେି ଆସିବା ସମୟ ତୁମ୍ଭମାନେେ ଜାଣି ପାରିବ। ଯେଉଁ ଦିନ ସେ ଫରେି ଆସିବେ, ସେ ଆକାଶ ରେ ଗୋଟିଏ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତର ପର୍ୟ୍ଯନ୍ତ ଉଜ୍ଜ୍ବଳ ବିଜୁଳି ଝଲକିଲା ଭଳି ଦଖାେଯିବେ।
யாத்திராகமம் 37:19 ஆங்கிலத்தில்
Tags ஒவ்வொரு ΕிளைϠοலχ வޠΤρΠψΕύՠφாட்டைக்கு ஒப்பான மூன்று மொக்குகளும் ஒரு பழமும் ஒரு பூவும் இருந்தது குத்துவிளக்கில் செய்யப்பட்ட ஆறு கிளைகளிலும் அப்படியே இருந்தது
யாத்திராகமம் 37:19 Concordance யாத்திராகமம் 37:19 Interlinear யாத்திராகமம் 37:19 Image
முழு அதிகாரம் வாசிக்க : யாத்திராகமம் 37