Zechariah 2

1 ତା'ପ ରେ ଉପରକୁ ଗ୍ଭହିଁଲି, ଏବଂ ହସ୍ତ ରେ ପରିମାପକ ରଜ୍ଜୁ ଧରିବାକୁ ଏକ ବ୍ଯକ୍ତିଙ୍କୁ ଦେଖିଲି।

2 ମୁଁ ତାଙ୍କୁ ପଗ୍ଭରିଲି, ତୁମ୍ଭେ କେଉଁଆଡେ ଯାଉଅଛ?

3 ତା'ପ ରେ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରି ଆସିଲେ ଏବଂ ଅନ୍ୟ ଜଣେ ସ୍ବର୍ଗଦୂତ ବାହାରି ତାଙ୍କ ସହିତ କଥା ହେଲେ।

4 ସେ ତାଙ୍କୁ କହିଲେ, ଦୌଡିକରି ୟାଅ ଏବଂ ସହେି ୟୁବକଙ୍କୁ କୁହ!

5 ସଦାପ୍ରଭୁ କୁହନ୍ତି, 'ଆମ୍ଭେ ତା'ର ଚତୁର୍ଦ୍ଦିଗ ରେ ତା'ର ସୁରକ୍ଷା ପାଇଁ ଅଗ୍ନିର ପ୍ରାଚୀର ତୁଲ୍ଯ ହବୋ। ଆମ୍ଭେ ତାକୁ ଆମ୍ଭର ମହିମା ରେ ପୂର୍ଣ୍ଣ କରିବା।'

6 ସଦାପ୍ରଭୁ କୁହନ୍ତି, ଉତ୍ତର ଦେଶରୁ ପଳାଯନ କର। ହଁ, ଏହା ସତ୍ଯ ଯେ, ଆମ୍ଭେ ତୁମ୍ଭର ଲୋକମାନଙ୍କୁ ଆକାଶର ଚତୁର୍ଦ୍ଦିଗ ବାଯୁ ତୁଲ୍ଯ ବିସ୍ତୃତ କରିଅଛୁ।

7 ବର୍ତ୍ତମାନ ବାବିଲ ରେ ବାସ କରୁଥିବା, ତୁମ୍ଭେ ସିୟୋନର ଲୋକମାନେ, ତୁମ୍ଭମାନଙ୍କର ମୁକ୍ତି ପାଇଁ ଦୌଡ଼ନ୍ତି। ସହେି ନଗରୀରୁ ଶୀଘ୍ର ଦୂରକୁ ଗ୍ଭଲିୟାଅ। ସର୍ବଶକ୍ତିମାନ ସଦାପ୍ରଭୁ ଏହାହିଁ କୁହନ୍ତି।

8 ସେ ଆମ୍ଭକୁ ସହେି ଦେଶମାନଙ୍କଠାରୁ ତୁମ୍ଭମାନଙ୍କୁ ଫରୋଇ ଆଣିବା ପାଇଁ ପଠାଇଲେ, ଯେଉଁମାନେ ତୁମ୍ଭକୁ ଲୁଟିଥିଲେ। ତୁମ୍ଭମାନେେ ତାଙ୍କର ଗୌରବ।

9 ବାବିଲର ଲୋକମାନେ ଆମ୍ଭ ଲୋକମାନଙ୍କୁ କ୍ରୀତଦାସ କଲେ। କିନ୍ତୁ ଆମ୍ଭେ ଆମ୍ଭର ହସ୍ତ ସମାନଙ୍କେ ବିରୁଦ୍ଧ ରେ ଉଠାଇବା ଏବଂ ସହେି ଲୋକମାନେ ଆମ୍ଭ ଲୋକମାନଙ୍କ ଦ୍ବାରା ଲୁଟିତ ହବେେ। ତା'ପ ରେ ତୁମ୍ଭେ ଜାଣିବ ସଦାପ୍ରଭୁ ସର୍ବଶକ୍ତିମାନ ମାେତେ ପଠାଇଥିଲେ।

10 ସଦାପ୍ରଭୁ କୁହନ୍ତି, ହେ ସିୟୋନର କନ୍ଯା ଆନନ୍ଦ ରେ ଚିତ୍କାର କର ଏବଂ ଖୁସି ହୁଅ। କାରଣ ତୁମ୍ଭ ସହିତ ନଗର ରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।

11 ସହେି ଦିନ ରେ, ଅନକେ ଦେଶର ଲୋକମାନେ ପରମେଶ୍ବରଙ୍କ ନିକଟକୁ ଆସିବେ। ସମାନେେ ଆମ୍ଭର ଲୋକ ହବେେ। ଆଉ ଆମ୍ଭେ ତୁମ୍ଭମାନଙ୍କ ମଧିଅରେ ବାସ କରିବା। ସେତବେେଳେ ତୁମ୍ଭେ ଜାଣିବ ସର୍ବଶକ୍ତିମାନ ସଦାପ୍ରଭୁ ମାେତେ ତୁମ୍ଭ ନିକଟକୁ ପ୍ ରରଣେ କରିଛନ୍ତି।

12 ସହେି ପବିତ୍ର ଭୂମିରେ ଯିହୁଦା ପରମେଶ୍ବରଙ୍କର ଅଂଶ ହବେ। ସଦାପ୍ରଭୁ ପୁନର୍ବାର ୟିରୁଶାଲମକୁ ତାଙ୍କର ସ୍ବତନ୍ତ୍ର ନଗରରୂପେ ବାଛିବେ।

13 ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।

1 I lifted up mine eyes again, and looked, and behold a man with a measuring line in his hand.

2 Then said I, Whither goest thou? And he said unto me, To measure Jerusalem, to see what is the breadth thereof, and what is the length thereof.

3 And, behold, the angel that talked with me went forth, and another angel went out to meet him,

4 And said unto him, Run, speak to this young man, saying, Jerusalem shall be inhabited as towns without walls for the multitude of men and cattle therein:

5 For I, saith the Lord, will be unto her a wall of fire round about, and will be the glory in the midst of her.

6 Ho, ho, come forth, and flee from the land of the north, saith the Lord: for I have spread you abroad as the four winds of the heaven, saith the Lord.

7 Deliver thyself, O Zion, that dwellest with the daughter of Babylon.

8 For thus saith the Lord of hosts; After the glory hath he sent me unto the nations which spoiled you: for he that toucheth you toucheth the apple of his eye.

9 For, behold, I will shake mine hand upon them, and they shall be a spoil to their servants: and ye shall know that the Lord of hosts hath sent me.

10 Sing and rejoice, O daughter of Zion: for, lo, I come, and I will dwell in the midst of thee, saith the Lord.

11 And many nations shall be joined to the Lord in that day, and shall be my people: and I will dwell in the midst of thee, and thou shalt know that the Lord of hosts hath sent me unto thee.

12 And the Lord shall inherit Judah his portion in the holy land, and shall choose Jerusalem again.

13 Be silent, O all flesh, before the Lord: for he is raised up out of his holy habitation.

Tamil Indian Revised Version
யோசுவா அதிகாலையில் எழுந்திருந்து, இஸ்ரவேலர்களைக் கோத்திரம் கோத்திரமாக வரச்செய்தான்; அப்பொழுது, யூதாவின் கோத்திரம் குறிக்கப்பட்டது.

Tamil Easy Reading Version
மறுநாள் அதிகாலையில், யோசுவா இஸ்ரவேல் ஜனங்களை கர்த்தரின் முன்னால் நிற்கும்படி செய்தான். எல்லாக் கோத்திரத்தினரும் கர்த்தருக்கு முன் நின்றனர். கர்த்தர் யூதா கோத்திரத்தைத் தேர்ந்தெடுத்தார்

Thiru Viviliam
யோசுவா காலையில் எழுந்து இஸ்ரயேலைக் குலம் குலமாக முன்னே வரச்செய்தார். யூதா குலம் பிடிபட்டது.

யோசுவா 7:15யோசுவா 7யோசுவா 7:17

King James Version (KJV)
So Joshua rose up early in the morning, and brought Israel by their tribes; and the tribe of Judah was taken:

American Standard Version (ASV)
So Joshua rose up early in the morning, and brought Israel near by their tribes; and the tribe of Judah was taken:

Bible in Basic English (BBE)
So Joshua got up early in the morning, and made Israel come before him by their tribes; and the tribe of Judah was taken;

Darby English Bible (DBY)
And Joshua rose early in the morning, and caused Israel to come forward by their tribes, and the tribe of Judah was taken.

Webster’s Bible (WBT)
So Joshua rose early in the morning, and brought Israel by their tribes; and the tribe of Judah was taken:

World English Bible (WEB)
So Joshua rose up early in the morning, and brought Israel near by their tribes; and the tribe of Judah was taken:

Young’s Literal Translation (YLT)
And Joshua riseth early in the morning, and bringeth Israel near by its tribes, and the tribe of Judah is captured;

யோசுவா Joshua 7:16
யோசுவா அதிகாலமே எழுந்திருந்து, இஸ்ரவேலரைக் கோத்திரம் கோத்திரமாக வரப்பண்ணினான்; அப்பொழுது, யூதாவின் கோத்திரம் குறிக்கப்பட்டது.
So Joshua rose up early in the morning, and brought Israel by their tribes; and the tribe of Judah was taken:

So
Joshua
וַיַּשְׁכֵּ֤םwayyaškēmva-yahsh-KAME
rose
up
early
יְהוֹשֻׁ֙עַ֙yĕhôšuʿayeh-hoh-SHOO-AH
morning,
the
in
בַּבֹּ֔קֶרbabbōqerba-BOH-ker
and
brought
וַיַּקְרֵ֥בwayyaqrēbva-yahk-RAVE

אֶתʾetet
Israel
יִשְׂרָאֵ֖לyiśrāʾēlyees-ra-ALE
by
their
tribes;
לִשְׁבָטָ֑יוlišbāṭāywleesh-va-TAV
tribe
the
and
וַיִּלָּכֵ֖דwayyillākēdva-yee-la-HADE
of
Judah
שֵׁ֥בֶטšēbeṭSHAY-vet
was
taken:
יְהוּדָֽה׃yĕhûdâyeh-hoo-DA