Zechariah 10:2 କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।
Zechariah 10:2 in Other Translations
King James Version (KJV) For the idols have spoken vanity, and the diviners have seen a lie, and have told false dreams; they comfort in vain: therefore they went their way as a flock, they were troubled, because there was no shepherd.
American Standard Version (ASV) For the teraphim have spoken vanity, and the diviners have seen a lie; and they have told false dreams, they comfort in vain: therefore they go their way like sheep, they are afflicted, because there is no shepherd.
Bible in Basic English (BBE) For the images have said what is not true, and the readers of signs have seen deceit; they have given accounts of false dreams, they give comfort to no purpose: so they go out of the way like sheep, they are troubled because they have no keeper.
Darby English Bible (DBY) For the teraphim have spoken vanity, and the diviners have seen a lie, and have told false dreams: they comfort in vain. Therefore they have gone away as a flock, they are in distress, because there is no shepherd.
World English Bible (WEB) For the teraphim have spoken vanity, and the diviners have seen a lie; And they have told false dreams. They comfort in vain. Therefore they go their way like sheep. They are oppressed, because there is no shepherd.
Young's Literal Translation (YLT) Because the teraphim did speak iniquity, And the diviners have seen a falsehood, And dreams of the vanity they speak, `With' vanity they give comfort, Therefore they have journeyed as a flock, They are afflicted, for there is no shepherd.
Read Full Chapter :
Zechariah 10
Cross Reference
ଯିହିଜିକଲ 34:5
'ଏବଂ ସହେି ମଷେପାଳକ ବିହୀନ ମଷେମାନେ ଛିନ୍ନଭିନ୍ନ ହାଇଗେଲେ ଓ କ୍ଷେତ୍ରସ୍ଥ ପଶୁମାନଙ୍କର ଖାଦ୍ୟ ହେଲେ।
ହୋଶେୟ 3:4
ସହେିପରି ଭାବରେ ଇଶ୍ରାୟେଲର ଲୋକମାନେ ବିନା ରାଜା ଓ ନେତା ରେ ଦୀର୍ଘଦିନ ଚଳିବେ। ସମାନେେ ବଳିଦାନ କି ସ୍ମରଣାର୍ଥକ ପଥର ବିନା ରହିବେ। ସମାନେେ ଯାଜକିଯ ବସ୍ତ୍ର ବିନା ଓ ଗୃହ ମୂର୍ତ୍ତି ବିନା ରହିବେ।
ମାଥିଉଲିଖିତ ସୁସମାଚାର 9:36
ଲୋକମାନଙ୍କୁ ଦେଖି ଯୀଶୁଙ୍କ ମନ ରେ କରୁଣା ଜାତ ହେଲା। ମଷେ ପାଳକ ନଥିଲେ ମଷେ ପଲର ଅବସ୍ଥା ଯାହା ହୁଏ, ଲୋକମାନଙ୍କର ଅବସ୍ଥା ସହେିଭଳି ନିରାଶା ଓ ଅସହାୟତା ରେ ପୂର୍ଣ୍ଣଥିଲା।
ଆଦି ପୁସ୍ତକ 31:19
ଏହି ସମୟରେ ଲାବନ ମଷେପଲରୁ ଲୋମ ଛଦନେ କରିବାକୁ ୟାଇଥିଲା। ଯେତବେେଳେ ସେ ଯଇେଥିଲେ, ରାହେଲ ଆପଣା ପିତାଙ୍କର ଘରର ଦବେତାମାନଙ୍କୁ ଚୋରି କଲା।
ହବକକୂକ 2:18
ଖାଦେିତ ପ୍ରତିମା ରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖାଦେନ କଲା। ଧାତୁର ମୂର୍ତ୍ତି ରେ କଣ ଲାଭ ଅଛି? ଏହା ମିଥ୍ଯା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥି ରେ ବିଶ୍ବାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।
ଯିରିମିୟ 27:9
କିନ୍ତୁ ତୁମ୍ଭର ତୁମ୍ଭ ଭବିଷ୍ଯଦବକ୍ତାମାନଙ୍କର, ତୁମ୍ଭର ଦିବ୍ଯଦ୍ରଷ୍ଟାମାନଙ୍କର, ତୁମ୍ଭର ସ୍ବପ୍ନଦ୍ରଷ୍ଟାମାନଙ୍କର, ତୁମ୍ଭର ଚାଟୁକାରମାନଙ୍କର କିଅବା ତୁମ୍ଭର ୟାଦୁକରମାନଙ୍କର କଥା ଶୁଣିବା ଉଚିତ ନୁହେଁ, ଯେଉଁମାନେ ତୁମ୍ଭକୁ କହନ୍ତି, ତୁମ୍ଭେ ବାବିଲୋନର ରାଜାଙ୍କର ସବୋ କରିବା ଉଚିତ୍ ନୁହେଁ।
ଯିହିଜିକଲ 34:8
ମୁଁ ଜୀବିତ ଥିବା ପ୍ରମାଣେ, କାରଣ ମାରେ ପଲଟି ଲୁଣ୍ଠିତ ହେଲା ଏବଂ ମଷେପାଳକର ଅନୁପସ୍ଥିତି ରେ ବନ୍ଯ ଜନ୍ତୁର ଶିକାର ହେଲେ ଏବଂ ମାରେ ମଷେପାଳକଗଣ ମାରେ ମଷଗେୁଡ଼ିକ ଦେଖିଲେ ନାହିଁ, କବଳେ ସମାନଙ୍କେର ନିଜର ଯତ୍ନ ନେଲେ ଏବଂ ମାରେ ମଷେମାନଙ୍କର ଯତ୍ନ ନେଲେ ନାହିଁ।
ଯିରିମିୟ 6:14
ଯଦିଓ ଆମ୍ଭର ଲୋକମାନେ ଗମ୍ଭୀର ଭାବରେ ଆଘାତପ୍ରାପ୍ତ ହାଇେ ଅଛନ୍ତି, ସମାନେେ ଏହା କହି ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ଏଠା ରେ 'ଶାନ୍ତି' ଅଛି, ଯେତବେେଳେ ସଠାେ ରେ ଆଦୌ ଶାନ୍ତି ନାହିଁ।
ଯିରିମିୟ 8:11
ଯଦିଓ ମାରେ ଲୋକମାନେ ଗୁରୁତର ଭାବରେ ଆଘାତପ୍ରାପ୍ତ ହାଇେଛନ୍ତି। ଏଠା ରେ 'ଶାନ୍ତି' ଅଛି, ବୋଲି କହି ସମାନେେ ସହଜ ରେ ସମାନଙ୍କେୁ ଆରୋଗ୍ୟ କରିବା ପାଇଁ ଚେଷ୍ଟା କରନ୍ତି। ସେତବେେଳେ ସଠାେ ରେ କୌଣସି 'ଶାନ୍ତି' ନ ଥାଏ।
ଯିରିମିୟ 10:8
ଅନ୍ୟ ଦେଶୀଯମାନେ ସମସ୍ତେ ନିର୍ ବୋଧ ଓ ଅଜ୍ଞାନ। ସମାନଙ୍କେର ମୂର୍ତ୍ତିଗୁଡ଼ିକର ଶିକ୍ଷା ମୂଲ୍ଯହୀନ। ସହେି ମୂର୍ତ୍ତିଗୁଡ଼ିକ କବଳେ କାଷ୍ଠ ମାତ୍ର।
ଯିରିମିୟ 13:17
କିନ୍ତୁ ଯଦି ତୁମ୍ଭମାନେେ ମାେ କଥା ନ ଶୁଣ, ତୁମ୍ଭମାନେେ ଅହଙ୍କାରୀ ବୋଲି ମୁଁ ଚୁପ୍ଚାପ୍ କାନ୍ଦିବି। ମୁଁ ମଧ୍ଯ ଜାରେ ରେ କାନ୍ଦିବି ଏବଂ ମାରଚେକ୍ଷୁ ଅଶ୍ରୁ ରେ ପୂର୍ଣ୍ଣ ହବେ। କାରଣ ସଦାପ୍ରଭୁଙ୍କର ଲୋକମାନେ ବନ୍ଦୀ ହାଇେଛନ୍ତି।
ଯିରିମିୟ 14:13
ମାତ୍ର ମୁଁ ସଦାପ୍ରଭୁଙ୍କୁ କହିଲି, ହେ ମାରେ ପ୍ରଭୁ ସଦାପ୍ରଭୁ, ଭବିଷ୍ଯଦବକ୍ତାଗଣ ସମାନଙ୍କେୁ ଭିନ୍ନ କଥା କହୁଛନ୍ତି। ସମାନେେ କହନ୍ତି, 'ତୁମ୍ଭମାନେେ ଖଡ୍ଗ ଦେଖିବ ନାହିଁ କିଅବା ତୁମ୍ଭମାନଙ୍କ ପ୍ରତି ଦୁର୍ଭିକ୍ଷ ଘଟିବ ନାହିଁ। ମାତ୍ର ସଦାପ୍ରଭୁ ତୁମ୍ଭମାନଙ୍କୁ ଏହି ସ୍ଥାନ ରେ ଦୃଢ଼ ଶାନ୍ତି ଦବେେ।'
ଯିରିମିୟ 14:22
ମିଥ୍ଯା ଦବେତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି ? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ବର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷା ରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।
ଯିରିମିୟ 23:17
ସମାନେେ ଆମ୍ଭର ଅବଜ୍ଞାକାରୀଙ୍କୁ ଆମ୍ଭର ବାକ୍ଯ ନ କହି ଭିନ୍ନ କଥା କୁହନ୍ତି। ସମାନେେ ସମାନଙ୍କେୁ କୁହନ୍ତି, ସଦାପ୍ରଭୁ କହିଅଛନ୍ତି, 'ତୁମ୍ଭମାନଙ୍କର ଶାନ୍ତି ହବେ।' ପୁଣି ଯେଉଁମାନେ ଅବାଧ୍ଯ ହାଇେ ନିଜର ହୃଦଯ ରେ ଆଚରଣ ଅନୁସାରେ କାର୍ୟ୍ଯ କରନ୍ତି, ସମାନଙ୍କେୁ କୁହାୟାଏ, 'ତୁମ୍ଭମାନଙ୍କ ପ୍ରତି କୌଣସି ଅମଙ୍ଗଳ ହବେ ନାହିଁ।'
ଯିରିମିୟ 23:25
ପୁଣି ଏପରି କେତକେ ଭବିଷ୍ଯଦବକ୍ତା ଅଛନ୍ତି, ' ଯେଉଁମାନେ ଆମ୍ଭ ନାମ ରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି ଓ ଆମ୍ଭେ ସ୍ବପ୍ନ ଦେଖିଅଛୁ, ଆମ୍ଭେ ସ୍ବପ୍ନ ଦେଖିଅଛୁ' କହନ୍ତି, ସମାନଙ୍କେ କଥା ଆମ୍ଭେ ଶୁଣିଅଛୁ।
ଯିରିମିୟ 28:4
ପୁଣି ଯିହାୟୋଦାରକୀମର ପୁତ୍ର ଯିହୁଦାର ରାଜା ୟିହୋଯାଖୀନକୁ ଓ ଯିହୁଦାର ବାବିଲକୁ ବନ୍ଦୀ ହାଇେ ୟାଇଥିବା ସମସ୍ତ ଲୋକ ସହିତ ଏହି ସ୍ଥାନକୁ ଫରୋଇ ଆଣିବା।' ଏହା ସଦାପ୍ରଭୁ କହନ୍ତି, 'କାରଣ ଆମ୍ଭେ ବାବିଲ ରାଜାର ୟୁଆଳି ଭାଙ୍ଗି ପକାଇବା।
ଯିରିମିୟ 28:15
ତହିଁରେ ଯିରିମିୟ ଭବିଷ୍ଯଦବକ୍ତା ହନାନିଯ ଭବିଷ୍ଯଦବକ୍ତାକୁ କହିଲେ, ହେ ହନାନିଯ, ଏବେ ଶୁଣ ! ସଦାପ୍ରଭୁ ତୁମ୍ଭକୁ ପଠାଇ ନାହାଁନ୍ତି। ମାତ୍ର ତୁମ୍ଭେ ଏହି ଲୋକମାନଙ୍କୁ ମିଥ୍ଯା କଥା ରେ ବିଶ୍ବାସ କରାଇ ଅଛ।
ଯିରିମିୟ 29:8
ସୈନ୍ଯଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ତୁମ୍ଭମାନେେ ଭବିଷ୍ଯଦବକ୍ତା ଓ ଗଣକମାନଙ୍କ କଥା ରେ ଭୁଲ ନାହିଁ। ସମାନେେ ଯେଉଁ ଗୁପ୍ତ ଦର୍ଶନ କଥା କହୁଛନ୍ତି, ତାହା ପ୍ରତି ମନୋୟୋଗ କର ନାହିଁ।
ଗଣନା ପୁସ୍ତକ 27:17
ମୁଁ ତୁମ୍ଭଙ୍କୁ ବିନଯ କରୁଛ ଏକ ପ୍ରତିନିଧି ବାଛିବାକୁ, ୟିଏ ସମାନଙ୍କେୁ ଆଗଇେ ନବେ ଏବଂ ନୂତନ ଭୂମିକୁ ଆଣି ପାରିବ। ଏହିପ୍ରକା ରେ ସଦାପ୍ରଭୁଙ୍କର ଲୋକମାନେ ବିନା ପାଳକରେ ମଷେପଲ ତୁଲ୍ଯ ହବେେ ନାହିଁ।
ଯିରିମିୟ 37:19
ଆପଣମାନେ ଯେଉଁ ଭବିଷ୍ଯଦବକ୍ତାମାନେ ଆପଣମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରି କହିଲେ, 'ବାବିଲର ରାଜା ଆପଣମାନଙ୍କ ବିରୁଦ୍ଧ ରେ ଓ ଏହି ଦେଶ ବିରୁଦ୍ଧ ରେ ଆସିବେ ନାହିଁ, ସମାନେେ ଏବେ କାହାଁନ୍ତି ?'
ଯିରିମିୟ 50:17
ଇଶ୍ରାୟେଲ ଚ୍ଛିନ୍ନଭିନ୍ନ ହାଇେଥିବା ମଷେ ସ୍ବରୂପ ସେ ସିଂହମାନଙ୍କ ଦ୍ବାରା ବିତାଡ଼ିତ ହାଇେଅଛି। ପ୍ରଥମେ ଅଶୂରର ରାଜା ତାକୁ ଗ୍ରାସ କଲା। ଆଉ ଶଷେ ରେ ବାବିଲର ରାଜା ନବୂଖଦନିତ୍ସର ତାହାର ହାଡ଼ସବୁ ଭାଙ୍ଗି ପକାଇଲା।
ଯିରିମିୟ 51:23
ପୁଣି ତୁମ୍ଭ ମାଧ୍ଯମ ରେ ଆମ୍ଭେ ପାଳକ ଓ ତାହାର ପଲକୁ କୃଷକକୁ ଓ ତାହାର ହଳ ବଳଦକୁ ଏବଂ ଦଶାେଧ୍ଯକ୍ଷ ଓ ରାଜ୍ଯର ଅଧିପତିଗଣକୁ ଚୂର୍ଣ୍ଣ କଲୁ।
ଯିରିମିୟଙ୍କ ବିଳାପ 2:14
ତୁମ୍ଭର ଭବିଷ୍ଯଦ୍ ବକ୍ତାମାନେ ତୁମ୍ଭ ପାଇଁ ଦର୍ଶନ ପାଇଛନ୍ତି। ମାତ୍ର ତାହା ଅସାର ଓ ମିଥ୍ଯା ରେ ପରିପୂର୍ଣ୍ଣ। ସମାନେେ ତୁମ୍ଭର ଭଲ ପାଇଁ ଓ ତୁମ୍ଭର ଅଧର୍ମ ମାଚେନ ପାଇଁ ପ୍ରଚାର କରିନାହାଁନ୍ତି। ମାତ୍ର ଅସାର ଭାରୋକ୍ତି ଓ ତୁମ୍ଭ ନିର୍ବାସିତ ହବୋର ଦେଖି ପ୍ରଚାର କରିଅଛନ୍ତି।
ଯିହିଜିକଲ 13:6
ଏହି ଭଣ୍ଡ ଭବିଷ୍ଯଦବକ୍ତାଗଣ ମିଥ୍ଯା ଦର୍ଶନ ପାଆନ୍ତି ଓ ସମାନଙ୍କେର ଅଲୌକିକ ଶକ୍ତି ମିଥ୍ଯା ଅଟେ। ସମାନେେ କହନ୍ତି, ଏହିପରି ସଦାପ୍ରଭୁ କହନ୍ତି, କିନ୍ତୁ ସଦାପ୍ରଭୁ ସମାନଙ୍କେୁ ପଠାଇ ନ ଥିଲେ ଏବଂ ସମାନଙ୍କେ ବାକ୍ଯ ସତ୍ଯ ହବେ ବୋଲି ଲୋକମାନେ ଆଶା କରନ୍ତି।
ଯିହିଜିକଲ 13:22
କାରଣ ଯେତବେେଳେ ମୁଁ ଧାର୍ମିକମାନଙ୍କୁ ଦଯନୀଯ କରିନାହିଁ, କିନ୍ତୁ ତୁମ୍ଭର ଭବିଷ୍ଯଦବକ୍ତାଗଣ ମିଥ୍ଯା ଦ୍ବାରା ସମାନଙ୍କେୁ ଦୁଃଖିତ କରିଛନ୍ତି। ଏବଂ ଦୁଷ୍ଟ ଲୋକମାନେ ଯେପରି ସମାନଙ୍କେର କୁପଥରୁ ନ ଫରନ୍େତି ସେଥିପାଇଁ ତୁମ୍ଭମାନେେ ସମାନଙ୍କେୁ ଉତ୍ସାହିତ କରିଛ।
ଯିହିଜିକଲ 21:21
କାରଣ ବାବିଲର ରାଜା ଦୁଇଟି ସଡ଼କର ମିଶିଥିବା ସ୍ଥାନ ରେ ଛିଡ଼ା ହବେେ। ସେ ତୀରଗୁଡ଼ିକୁ ନିକ୍ଷପେ କରି ଗୁଳାବାଣ୍ଟ ସାହାୟ୍ଯ ରେ ମୂର୍ତ୍ତିମାନଙ୍କୁ ବୁଝାସୁଝା କରି ଏବଂ ପ୍ରକୃତକୁ ପରୀକ୍ଷା କରି ଭବିଷ୍ଯ ଚିହ୍ନ ଖାଜେି ବୁଲିବେ।
ଯିହିଜିକଲ 21:29
ତୁମ୍ଭମାନଙ୍କର ଦର୍ଶନଗୁଡ଼ିକ ଅର୍ଥହୀନ ଓ ତୁମ୍ଭର ମିଥ୍ଯା ମନ୍ତ୍ର ତୁମ୍ଭକୁ ସହାୟ ହବେ ନାହିଁ। ଦୁଷ୍ଟ ଲୋକମାନଙ୍କର ଗଳା ରେ ଖଣ୍ଡାଟିକୁ ରଖାୟିବ, ଯେଉଁମାନେ ହତ ହବୋକୁ ଅଛନ୍ତି, ସହେିମାନଙ୍କ ପାଇଁ ଦଣ୍ଡିତ ହବୋର ଦିନ ପହଞ୍ଚିୟାଇଛି। ଏବଂ ସମାନଙ୍କେର ଦୋଷର ଅବସାନ ଘଟିବ।
ମୀଖା 2:12
ହେ ଯାକୁବର ଲୋକମାନେ, ଆମ୍ଭେ ତୁମ୍ଭର ସମସ୍ତ ଲୋକମାନଙ୍କୁ ଏକତ୍ରୀତ କରିବା। ଆଉ ମଧ୍ଯ ଇଶ୍ରାୟେଲର ଅବଶିଷ୍ଟ ଲୋକମାନଙ୍କୁ ଏକାଠି କରିବା। ପଶୁମାନଙ୍କୁ ଖୁଆଡ ରେ ଓ ଗ୍ଭରଣ ଭୂମିରେ ମଷେମାନଙ୍କୁ ଏକତ୍ରୀତ କଲାପରି ସମାନଙ୍କେୁ ସମବତେ କରାଇବା। ସେତବେେଳେ ସେ ସ୍ଥାନଟି ଲୋକ ଗହଳି ରେ ମୁଖରିତ ଓ କୋଳାହଳପୂର୍ଣ୍ଣ ହବେ।
ମୀଖା 3:6
ଏଥିପାଇଁ ତୁମ୍ଭମାନେେ ଦର୍ଶନ ପାଇବ ନାହିଁ, ତୁମ୍ଭମାନଙ୍କ ପାଇଁ ତାହା ରାତ୍ରି ହବେ। ଭବିଷ୍ଯତ୍ ରେ କ'ଣ ଘଟିବ ତୁମ୍ଭମାନେେ ତାହା ଦେଖିପାରିବ ନାହିଁ। ତେଣୁ ତାହା ତୁମ୍ଭମାନଙ୍କ ପାଇଁ ଅନ୍ଧକାର ହବେ। ସୂର୍ୟ୍ଯ ସହେି ଭବିଷ୍ଯତ୍ବକ୍ତାଗଣଙ୍କ ଉପ ରେ ଅସ୍ତମିତ ହବେେ, ତେଣୁ ସମାନଙ୍କେ ପାଇଁ ଦିବସ ଅନ୍ଧକାର ତୁଲ୍ଯ ହବେ।
ଯିରିମିୟ 29:21
କୋଲାଯର ପୁତ୍ର ଆହାବ ଓ ମା ସଯରେ ପୁତ୍ର ସିଦିକିଯ ଆମ୍ଭ ନାମ ରେ ତୁମ୍ଭମାନଙ୍କ ନିକଟରେ ମିଥ୍ଯା ଭବିଷ୍ଯଦବାକ୍ଯ ପ୍ରଚାର କରନ୍ତି। ତେଣୁ ସମାନଙ୍କେ ବିଷଯ ରେ ସୈନ୍ଯାଧିପତି ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର କହନ୍ତି, ଆମ୍ଭେ ବାବିଲର ରାଜା ନବୂଖଦନିତ୍ସର ନିକଟକୁ ସମାନଙ୍କେୁ ପଠାଇବୁ। ଆଉ ସେ ସମସ୍ତ ଲୋକଙ୍କ ସମ୍ମୁଖ ରେ ସମାନଙ୍କେୁ ବଧ କରିବ।
ବିଚାରକର୍ତାମାନଙ୍କ ବିବରଣ 18:14
ତେଣୁ ସହେି ପାଞ୍ଚଜଣ ଯେଉଁମାନେ ଲଯିଶ ଦେଶ ଅନକ୍ସ୍ଟସନ୍ଧାନ କରିବାକୁ ୟାଇଥିଲେ, ସମାନେେ ସମାନଙ୍କେର ସଐର୍କୀଯମାନଙ୍କୁ କହିଲେ, ସଠାେରେ ଏକ ଏଫୋଦ୍ ଅଛି। ସଠାେରେ ଗୃହ ଦବେତାଗଣ ଅଛନ୍ତି ଓ ଏକ ଖାଦେିତ ପ୍ରତିମା ଅଛି। ଏହା ତୁମ୍ଭମାନେେ କ'ଣ ଜାଣ? ତେଣୁ ବର୍ତ୍ତମାନ କ'ଣ କରିବାକୁ ହବେ ବିବଚେନା କର।
ପ୍ରଥମ ରାଜାବଳୀ 22:17
ମୀଖାଯ ଉତ୍ତର କଲେ, ମୁଁ ସମଗ୍ର ଇଶ୍ରାୟେଲକୁ ମାଲିକହୀନ ମଷେପଲ ସଦୃଶ ଏଣେ ତଣେେ ପର୍ବତମାନଙ୍କ ରେ ବୁଲୁଥିବାର ଦେଖିଲି, ଆଉ ସଦାପ୍ରଭୁ କହିଲେ, ' ସମାନଙ୍କେର ମୂଖ୍ଯ ନାହିଁନ୍ତି, ସମାନେେ ୟୁଦ୍ଧ ନ କରି କୁଶଳ ରେ ନିଜ ନିଜ ଗୃହକୁ ଫରେି ୟାଆନ୍ତୁ।'
ଆୟୁବ ପୁସ୍ତକ 13:4
କିନ୍ତୁ ତୁମ୍ଭମାନେେ ଏକ କୁହୁକ ବିଦ୍ଯାକାରୀ ଏବଂ ମୂଲ୍ଯହୀନ ବୈଦ୍ଯ ଅଟ।
ଆୟୁବ ପୁସ୍ତକ 21:34
ତେଣୁ ତୁମ୍ଭେ ମାେତେ ତୁମ୍ଭର ବୃଥା କଥା ରେ ସାନ୍ତ୍ବନା ଦଇେ ପାରିବ ନାହିଁ। ତୁମ୍ଭର ସମସ୍ତ ଉତ୍ତରଗୁଡ଼ିକ ଭୁଲ୍ ଅଟେ।
ଯିଶାଇୟ 44:9
ସଯଉଁଦିନସଖାଦିତ ପ୍ରତିମା ନିର୍ମାଣ କରନ୍ତି,ସସ ସବୁ ଅସାର, ଯଦିଓସଲାଲକସସଗୁଡ଼ିକୁ ଆଦର କରନ୍ତି।ସସଗୁଡ଼ିକ ଉପକାରୀ ନୁହଁନ୍ତି।ସସହିସଲାକମାଲନ ସାକ୍ଷୀସହଲଲ ବିସସମାଲନ ଲଜ୍ଜିତସହଲବ।ସସମାଲନ କିଛିସଦଖନ୍ତି ନାହିଁ କି କିଛି ଜାଣନ୍ତି ନାହିଁ।
ଯିଶାଇୟ 46:5
ତୁମ୍ଭେ ଆମ୍ଭକୁ କାହା ସହିତ ତୁଳନା କରି ପାରିବ କି ? ନା, କାରଣ କୌଣସି ଲୋକ ଆମ୍ଭ ସହିତ ସମାନ ନୁହେଁ। ତୁମ୍ଭେ ଆମ୍ଭ ବିଷଯ ରେ ସମ୍ପୂର୍ଣ୍ଣ ଅଜ୍ଞ। ଆମ୍ଭ ସଦୃଶ କହେି ନାହିଁ।