Psalm 37:5 in Oriya

Oriya Oriya Bible Psalm Psalm 37 Psalm 37:5

Psalm 37:5
ସଦାପ୍ରଭୁଙ୍କ ଉପରେ ନିର୍ଭର ରଖ। ତାଙ୍କୁ ବିଶ୍ବାସ କର ଓ ସେ ନିଶ୍ଚଯ ୟାହା କରିବା କଥା ସଫଳ କରିବେ।

Psalm 37:4Psalm 37Psalm 37:6

Psalm 37:5 in Other Translations

King James Version (KJV)
Commit thy way unto the LORD; trust also in him; and he shall bring it to pass.

American Standard Version (ASV)
Commit thy way unto Jehovah; Trust also in him, and he will bring it to pass.

Bible in Basic English (BBE)
Put your life in the hands of the Lord; have faith in him and he will do it.

Darby English Bible (DBY)
Commit thy way unto Jehovah, and rely upon him: he will bring [it] to pass;

Webster's Bible (WBT)
Commit thy way to the LORD; trust also in him; and he will bring it to pass.

World English Bible (WEB)
Commit your way to Yahweh. Trust also in him, and he will do this:

Young's Literal Translation (YLT)
Roll on Jehovah thy way, And trust upon Him, and He worketh,

it
גּ֣וֹלgôlɡole
Commit
unto
עַלʿalal
the
יְהוָ֣הyĕhwâyeh-VA
Lord;
thy
דַּרְכֶּ֑ךָdarkekādahr-KEH-ha
way
וּבְטַ֥חûbĕṭaḥoo-veh-TAHK
trust
in
עָ֝לָ֗יוʿālāywAH-LAV
also
him;
and
וְה֣וּאwĕhûʾveh-HOO
he
shall
bring
to
pass.
יַעֲשֶֽׂה׃yaʿăśeya-uh-SEH

Cross Reference

ହିତୋପଦେଶ 16:3
ସଦାପ୍ରଭୁଙ୍କଠା ରେ ତୁମ୍ଭର ସମସ୍ତ କାର୍ୟ୍ଯ ସମର୍ପଣ କର। ତବେେ ତୁମ୍ଭେ ସବୁ କାର୍ୟ୍ଯ ରେ ଜଯୟୁକ୍ତ ହବେ।

ପିତରଙ୍କ ପ୍ରଥମ ପତ୍ 5:7
ତୁମ୍ଭର ସମସ୍ତ ଚିନ୍ତା ତାହାଙ୍କ ଉପରେ ରଖ, କାରଣ ସେ ତୁମ୍ଭର ଯତ୍ନ ନିଅନ୍ତି।

ଗୀତସଂହିତା 55:22
ତୁମ୍ଭେ ସଦାପ୍ରଭୁଙ୍କୁ ଆପଣାର ଭାର ଦଇଦେିଅ, ତହିଁରେ ସେ ତୁମ୍ଭର ଯତ୍ନ ନବେେ। ସଦାପ୍ରଭୁ ଧାର୍ମିକ ଲୋକମାନଙ୍କୁ କଦାପି ପରାଜିତ ହବୋକୁ ଦବେେ ନାହିଁ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 4:6
କୌଣସି କଥା ପାଇଁ ଚିନ୍ତିତ ହୁଅ ନାହିଁ। ତୁମ୍ଭର ଯାହା ଦରକାର, ପରମେଶ୍ବରଙ୍କୁ ପ୍ରାର୍ଥନା କରି ମାଗ। ପ୍ରାର୍ଥନା କଲା ବେଳେ ସଦା ଧନ୍ଯବାଦ ଦିଅ।

ମାଥିଉଲିଖିତ ସୁସମାଚାର 6:25
ଅତଏବ ମୁଁ ତୁମ୍ଭକୁ କହୁଛି, ବଞ୍ଚିବା ପାଇଁ ଖାଇବା ପିଇବା ବିଷୟ ରେ ଚିନ୍ତ କର ନାହିଁ। ନିଶ୍ଚିତ ରୂପରେ ଜୀବନ ଖାଦ୍ୟ ଅପେକ୍ଷା ଓ ଶରୀର ପୋଷାକ ଅପେକ୍ଷା ମହତ୍ତ୍ବପୂର୍ଣ୍ଣ।

ଗୀତସଂହିତା 22:8
ସମାନେେ ମାେତେ କହନ୍ତି, ତୁମ୍ଭେ ସଦାପ୍ରଭୁଙ୍କୁ ସାହାୟ୍ଯ ପାଇଁ ଡ଼ାକ, ସେ ତୁମ୍ଭକୁ ଉଦ୍ଧାର କରିପାରନ୍ତି। ୟଦି ସେ ତୁମ୍ଭକୁ ପ୍ରକୃତରେ ଭଲ ପାଉଥାନ୍ତି ତବେେ ନିଶ୍ଚଯ ତୁମ୍ଭକୁ ସାହାୟ୍ଯ କରିବାକୁ ଆଗଇେ ଆସିବେ।

ଯାକୁବଙ୍କ ପତ୍ 4:15
ଅତଏବ ତୁମ୍ଭେ କହିବା ଉଚିତ : ଯଦି ପରମେଶ୍ବରଙ୍କ ଇଚ୍ଛା ଥାଏ, ଆମ୍ଭେ ଜୀବିତ ରହିବୁ ଓ ଏହା କରିବୁ ବା ତାହା କରିବୁ।

ଆୟୁବ ପୁସ୍ତକ 22:28
ଯଦି ତୁମ୍ଭେ କିଛି କରିବାକୁ ସ୍ଥିର କରିଛ, ନିଶ୍ଚଯ ତାହା ସଫଳ ହବେ। ତା' ହେଲେ ପ୍ରକୃତ ରେ ତୁମ୍ଭର ଭବିଷ୍ଯତ ଉଜ୍ଜଳ ହବେ।

ଉପଦେଶକ 9:1
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।

ଲୂକଲିଖିତ ସୁସମାଚାର 12:22
ଯୀଶୁ ପୁଣି ତାହାଙ୍କ ଶିଷ୍ଯମାନଙ୍କୁ କହିଲେ, ଏଣୁ ମୁଁ ତୁମ୍ଭମାନଙ୍କୁ କହୁଛି ଯେ କ'ଣ ଖାଇ ଜୀବନ ଧାରଣ କରିବ, ସେଥିପାଇଁ ଚିନ୍ତା କରନାହିଁ। ଶରୀର ଆବୃତ କରିବା ପାଇଁ ଯେଉଁ ଲୁଗା ପଟା ଦରକାର, ସେଥିପାଇଁ ଚିନ୍ତା କରନାହିଁ।

ଲୂକଲିଖିତ ସୁସମାଚାର 12:29
ତେଣୁ ତୁମ୍ଭମାନେେ କ'ଣ ଖାଇବ, କ'ଣ ପିଇବ ସେ ବିଷୟ ରେ ଆଦୌ ଚିନ୍ତା କରନାହିଁ। ଆଦୌ ବ୍ଯସ୍ତ ହୁଅନାହିଁ।

ଯିରିମିୟଙ୍କ ବିଳାପ 3:37
ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।