Bible

Philippians 2 - BBE (Oriya)

1 If then there is any comfort in Christ, any help given by love, any uniting of hearts in the Spirit, any loving mercies and pity,ଖ୍ରୀଷ୍ଟଯୀଶୁଙ୍କଠା ରେ ଥାଇ କୌଣସି କାର୍ୟ୍ଯ କରିବାକୁ ମୁଁ ତୁମ୍ଭକୁ କହିପା ରେ କି ? ତୁମ୍ଭେ ମାେତେ ପ୍ ରମେପୂର୍ଣ୍ଣ ସାନ୍ତ୍ବନା ଦଇପୋର କି ? ଆମ୍ଭେ ଏକତ୍ର ଆତ୍ମାର ସହଭାଗୀତା ରେ ଅଛୁ କି ? ତୁମ୍ଭଠା ରେ କରୁଣା ଓ ଦୟା ଅଛି କି ?

2 Make my joy complete by being of the same mind, having the same love, being in harmony and of one mind;ଯଦି ଏଗୁଡ଼ିକ ତୁମ୍ଭଠା ରେ ଅଛି, ତା' ହେଲେ ମାେ ପାଇଁ କିଛି କର ବୋଲି ମୁଁ ଚା ହେଁ, ଏହା ମାେତେ ଅତ୍ଯନ୍ତ ଆନନ୍ଦିତ କରିବ। ମୁଁ ଚା ହେଁ ଯେ ତୁମ୍ଭମାନେେ ଏକମନା ହାଇେ ସମ ବିଷୟ ରେ ବିଶ୍ବାସ ଦ୍ବାରା ସଂୟୁକ୍ତ ହୁଅ। ପରସ୍ପର ପ୍ରତି ସମ ପ୍ ରମେଭାବ ରଖ ଏବଂ ଏକ ଆତ୍ମା ରେ ଏବଂ ସମ ଉଦ୍ଦେଶ୍ଯ ରେ ଏକତ୍ର ବାସ କର।

3 Doing nothing through envy or through pride, but with low thoughts of self let everyone take others to be better than himself;ସ୍ବାର୍ଥପରତା ଓ ଗର୍ବ ହତେୁ କୌଣସି କାମ କର ନାହିଁ। ନମ୍ର ହୁଅ ଓ ଅନ୍ୟ ଲୋକମାନଙ୍କୁ ନିଜଠାରୁ ଅଧିକ ସମ୍ମାନ ଦିଅ।

4 Not looking everyone to his private good, but keeping in mind the things of others.କବଳେ ନିଜ ଜୀବନ ବିଷୟ ରେ ଆଗ୍ରହୀ ନ ହାଇେ, ଅନ୍ୟ ଲୋକମାନଙ୍କର ଜୀବନ ବିଷୟ ରେ ମଧ୍ଯ ଆଗ୍ରହୀ ହୁଅ।

5 Let this mind be in you which was in Christ Jesus,ନିଜ ଜୀବନ ରେ ଖ୍ରୀଷ୍ଟ ଯୀଶୁଙ୍କ ଭଳି ଚିନ୍ତା ଓ ଆଚରଣ କର।

6 To whom, though himself in the form of God, it did not seem that to take for oneself was to be like God;ଖ୍ରୀଷ୍ଟ ନିଜେ ସର୍ବୋତଭାବରେ ପରମେଶ୍ବରଙ୍କ ସାଦୃଶ୍ଯ ଥିଲେ। ପରମେଶ୍ବରଙ୍କ ସହିତ ସମାନ ହାଇେ ରହିବା ବିଷୟକୁ ସମ୍ପତ୍ତି ଭାବରେ ଜାବୁଡ଼ି ଧରିବା ପାଇଁ ଖ୍ରୀଷ୍ଟ ଇଚ୍ଛା କଲେ ନାହିଁ।

7 But he made himself as nothing, taking the form of a servant, being made like men;ସେ ପରମେଶ୍ବରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ।

8 And being seen in form as a man, he took the lowest place, and let himself be put to death, even the death of the cross.ମନୁଷ୍ଯ ଭାବରେ ଜୀବନ ଯାପନ କଲା ବେଳେ ସେ ପୂର୍ଣ୍ଣ ଭାବରେ ପରମେଶ୍ବରଙ୍କ ଆଜ୍ଞକାରୀ ହାଇେ ନିଜକୁ ନମ୍ର କଲେ। ଏପରିକି କ୍ରୁଶ ରେ ମୃତ୍ଯୁ ପର୍ୟ୍ଯନ୍ତ ନିଜକୁ ବାଧ୍ଯ ଓ ନମ୍ର କଲେ।

9 For this reason God has put him in the highest place and has given to him the name which is greater than every name;ଖ୍ରୀଷ୍ଟ ପରମେଶ୍ବରଙ୍କ ବାଧ୍ଯ ହେଲେ, ତେଣୁ ପରମେଶ୍ବର ଖ୍ରୀଷ୍ଟଙ୍କୁ ଅତି ଉନ୍ନତ କଲେ। ପରମେଶ୍ବର ଖ୍ରୀଷ୍ଟଙ୍କ ନାମକୁ ଅନ୍ୟ ସମସ୍ତଙ୍କ ନାମ ଅପେକ୍ଷା ମହାନ କଲେ।

10 So that at the name of Jesus every knee may be bent, of those in heaven and those on earth and those in the underworld,ଏପରି କରିବାର ଉଦ୍ଦେଶ୍ଯ ଥିଲା ଯେ ସ୍ବର୍ଗର, ପୃଥିବୀର ଓ ପାତାଳର ପ୍ରେତ୍ୟକକ ଲୋକ ଯେପରି ଯୀଶୁଙ୍କ ନାମ ଆଗ ରେ ମୁଣ୍ଡ ନୁଆଇଁବେ।

11 And that every tongue may give witness that Jesus Christ is Lord, to the glory of God the Father.ଅତଏବ ପ୍ରେତ୍ୟକକ ଲୋକ ଯୀଶୁଖ୍ରୀଷ୍ଟ ଯେ ପ୍ରଭୁ ଏହା ସ୍ବୀକାର କରିବେ। ଏହା ସମାନେେ କହିବା ଦ୍ବାରା ପିତା ପରମେଶ୍ବରଙ୍କର ଗୌରବ ହବେ।

12 So then, my loved ones, as you have at all times done what I say, not only when I am present, but now much more when I am not with you, give yourselves to working out your salvation with fear in your hearts;ମାେ ପ୍ରିୟ ମିତ୍ରଗଣ! ତୁମ୍ଭମାନେେ ସର୍ବଦା ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ଥିଲା ବେଳେ ତୁମ୍ଭମାନେେ ପରମେଶ୍ବରଙ୍କ ବାଧ୍ଯ ହାଇେଛ। ମୁଁ ତୁମ୍ଭ ସହିତ ନ ଥିଲା ବେଳେ ମଧ୍ଯ ତୁମ୍ଭେ ତାହାଙ୍କ ବାଧ୍ଯ ହବୋ ଅଧିକ ଗୁରୁତ୍ତ୍ବପୂର୍ଣ୍ଣ ଅଟେ। ତୁମ୍ଭେ ନିଶ୍ଚିତ ହବୋ ଆବଶ୍ଯକ ଯେ ମାେ ସାହାୟ୍ଯ ବିନା ତୁମ୍ଭେ ପରିତ୍ରାଣ ପାଇବ। ପରମେଶ୍ବରଙ୍କ ପ୍ରତି ସମ୍ମାନ ଓ ଭୟ ରଖି ଏପରି କର।

13 For it is God who is the cause of your desires and of your acts, for his good pleasure.ପରମେଶ୍ବର ତୁମ୍ଭ ମଧିଅରେ କାର୍ୟ୍ଯ କରୁଛନ୍ତି। ତାହାଙ୍କୁ ସନ୍ତୁଷ୍ଟ କଲା ଭଳି କାର୍ୟ୍ଯ କରିବା ନିମନ୍ତେ ସେ ତୁମ୍ଭକୁ ଇଚ୍ଛାଶକ୍ତି ଦିଅନ୍ତି ଓ ତାହା ସାଧନ କରିବାକୁ ଶକ୍ତି ମଧ୍ଯ ଦିଅନ୍ତି।

14 Do all things without protests and arguments;ଅଭିଯୋଗ ବା ବାଦାନୁବାଦ ନ କରି ପ୍ରେତ୍ୟକକ କାର୍ୟ୍ଯ କର।

15 So that you may be holy and gentle, children of God without sin in a twisted and foolish generation, among whom you are seen as lights in the world,ତବେେ ଯାଇ ତୁମ୍ଭେ ନିର୍ଦ୍ ଦୋଷ ହବେ ଓ ତୁମ୍ଭ ଭିତ ରେ କୌଣସି ଭୁଲ୍ ରହିବ ନାହିଁ। ତୁମ୍ଭେ ପରମେଶ୍ବରଙ୍କ ନିର୍ଦ୍ ଦୋଷ ପୁତ୍ର ହବେ। କିନ୍ତୁ ତୁମ୍ଭମାନେେ ନଷ୍ଟ ହାଇେ ଯାଉଥିବା ମନ୍ଦ ଲୋକଙ୍କ ମଧିଅରେ ରହୁଛ। କିନ୍ତୁ ସମାନଙ୍କେ ଭିତ ରେ ତୁମ୍ଭେ ହି ଅନ୍ଧକାରପୂର୍ଣ୍ଣ ଜଗତ ରେ ଜ୍ଯୋତିଃଭଳି ପ୍ରକାଶିତ ହେଉଛ।

16 Offering the word of life; so that I may have glory in you in the day of Christ, because my running was not for nothing and my work was not without effect.ତୁମ୍ଭେ ସମାନଙ୍କେୁ ଜୀବନ ପ୍ରଦାନକାରୀ ଶିକ୍ଷା ଦିଅ। ତେଣୁ ଖ୍ରୀଷ୍ଟଙ୍କ ଆଗମନ ରେ ମୁଁ ଖୁସି ହବେି, କାରଣ ମୁଁ ଜାଣିବି ଯେ ମାରେ କାମ ବିଫଳ ହାଇେ ନାହିଁ। ମୁଁ ଜାଣିବି ଯେ ଦୌଡ଼ ପ୍ରତି ଯୋଗିତା ରେ ଦୌଡ଼ି ଜିତିଛି।

17 And even if I am offered like a drink offering, giving myself for the cause and work of your faith, I am glad and have joy with you all:ପରମେଶ୍ବରଙ୍କ ସବୋ ରେ, ତୁମ୍ଭ ବିଶ୍ବାସ ତୁମ୍ଭକୁ ଏକ ବଳିଦାନ ରୂପେ ସବୋ କରିବା ପାଇଁ ପ୍ ରରଣୋ ଯୋଗଏ। ହୁଏତ ତୁମ୍ଭର ବଳିଦାନ ରୂପ ସବୋ ରେ ମାେତେ ମାରେ ନିଜ ରକ୍ତ ମଧ୍ଯ ଉତ୍ସର୍ଗ କରିବାକୁ ପଡ଼ିପା ରେ। ଯଦି ତାହା ଘଟେ, ମୁଁ ତୁମ୍ଭମାନଙ୍କ ସହିତ ଆନନ୍ଦ ରେ ପରିପୂର୍ଣ୍ଣ ଓ ଖୁସି ହବେି।

18 And in the same way do you be glad and have a part in my joy.ତୁମ୍ଭମାନେେ ମଧ୍ଯ ମାେ ସହିତ ଖୁସି ହୁଅ ଓ ଆନନ୍ଦ ରେ ପରିପୂର୍ଣ୍ଣ ହୁଅ।

19 But I am hoping in the Lord Jesus to send Timothy to you before long, so that I may be comforted when I have news of you.ପ୍ରଭୁ ଯୀଶୁଙ୍କଠା ରେ ମୁଁ ଆଶା କରେ ଯେ ତୀମଥିଙ୍କୁ ଖୁବ୍ ଶୀଘ୍ର ତୁମ୍ଭମାନଙ୍କ ପାଖକୁ ପଠାଇବି। ତୁମ୍ଭମାନେେ କିପରି ଅଛ ଜାଣି ମୁଁ ଆନନ୍ଦିତ ହବେି।

20 For I have no man of like mind who will truly have care for you.ତୀମଥିଙ୍କ ଭଳି ମାେ ପାଖ ରେ ଆଉ କହେି ଲୋକ ନାହାଁନ୍ତି।

21 For they all go after what is theirs, not after the things of Christ.ସେ ପ୍ରକୃତ ରେ ତୁମ୍ଭ ପାଇଁ ମନୟୋଗୀ। ଅନ୍ୟ ଲୋକମାନେ କବଳେ ତାଙ୍କ ନିଜ ଜୀବନ ବିଷୟ ରେ ଆଗ୍ରହୀ ଅଟନ୍ତି। ଖ୍ରୀଷ୍ଟ ଯୀଶୁଙ୍କ କାର୍ୟ୍ଯ ରେ ସମାନେେ ଆଗ୍ରହୀ ନୁହଁନ୍ତି।

22 But his quality is clear to you; how, as a child is to its father, so he was a help to me in the work of the good news.ତୁମ୍ଭମାନେେ ଜାଣିଛ ଯେ ତୀମଥି କି ପ୍ରକାରର ଲୋକ। ପୁତ୍ର ଯେପରି ପିତାର ସବୋ କରେ, ସହେିପରି ସେ ମାେ ସହିତ ସୁସମାଚାର କହିବା ସମୟରେ ମାରେ ସବୋ କରିଛନ୍ତି ; ଏକଥା ତୁମ୍ଭମାନେେ ଜାଣ।

23 Him then I am hoping to send as quickly as possible, when I am able to see how things will go for me:ମୁଁ ଶୀଘ୍ର ତାହାଙ୍କୁ ପଠାଇବା ଯୋଜନା କରୁଛି। ମାେ ସହିତ କ'ଣ ଘଟିବାକୁ ଯାଉଛି, ଜାଣିଲା ପରେ, ମୁଁ ତାଙ୍କୁ ପଠାଇବି।

24 But I have faith in the Lord that I myself will come before long.ମୁଁ ନିଶ୍ଚିତ ଯେ ତୁମ୍ଭମାନଙ୍କ ନିକଟକୁ ଶୀଘ୍ର ୟିବା ପାଇଁ ପ୍ରଭୁ ମାେତେ ସାହାୟ୍ଯ କରିବେ।

25 But it seemed to me necessary to send to you Epaphroditus, my brother, who has taken part with me in the work and in the fight, and your servant, sent by you for help in my need;ଏପାଫ୍ରାଦିତ ଖ୍ରୀଷ୍ଟଙ୍କଠା ରେ ମାରେ ଭାଇ। ସେ ମାେ ସହିତ ଖ୍ରୀଷ୍ଟ-ବାହିନୀର ଜଣେ ସବେକ ଓ କାର୍ୟ୍ଯକାରୀ। ମାେ ଦରକାର ବେଳେ ତୁମ୍ଭମାନେେ ତାହାଙ୍କୁ ମାେ ସାହାୟ୍ଯ ପାଇଁ ପଠାଇଥିଲ। ମୁଁ ଭାବୁଛି ଏବେ ପୁନର୍ବାର ମୁଁ ତାହାଙ୍କୁ ତୁମ୍ଭ ପାଖକୁ ଫରୋଇ ଦବେି।

26 Because his heart was with you all, and he was greatly troubled because you had news that he was ill:ସେ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛୁକ, ସେଥିପାଇଁ ମୁଁ ତାହାଙ୍କୁ ପଠାଉଛି। ସେ ଅସୁସ୍ଥ ଥିଲେ ବୋଲି ତୁମ୍ଭେ ଶୁଣି ଥିବା ହତେୁ ସେ ଚିନ୍ତିତ ଥିଲେ।

27 For in fact he was ill almost to death: but God had mercy on him; and not only on him but on me, so that I might not have grief on grief.ସେ ଅସୁସ୍ଥ ଥିଲେ ଓ ମୃତ୍ଯୁର ଦ୍ବାର ଦେଶ ରେ ଥିଲେ। କିନ୍ତୁ ପରମେଶ୍ବର ତାହାଙ୍କୁ ଓ ମାେତେ ମଧ୍ଯ ସାହାୟ୍ଯ କଲେ, ଯେପରି ମାେ ପାଇଁ ଅଧିକ ଦୁଃଖ ନ ଘଟେ।

28 I have sent him, then, the more gladly, so that when you see him again, you may be happy and I may have the less sorrow.ତେଣୁ ମୁଁ ତାହାଙ୍କୁ ପଠାଇବାକୁ ଅତିଶୟ ଇଚ୍ଛା କରେ। ତୁମ୍ଭେ ମଧ୍ଯ ତାହାଙ୍କୁ ଦେଖିଲେ ଖୁସି ହବେ, ମୁଁ ମଧ୍ଯ ତୁମ୍ଭ ବିଷୟ ରେ ଚିନ୍ତାମୁକ୍ତ ହବେି।

29 So take him to your hearts in the Lord with all joy, and give honour to such as he is:ସେଥିପାଇଁ ପ୍ରଭୁଙ୍କଠା ରେ ଆନନ୍ଦର ସହିତ ତାହାଙ୍କୁ ସ୍ବାଗତ ଜଣାଅ। ଏପାଫ୍ରାଦିତଙ୍କ ଭଳି ଲୋକମାନଙ୍କୁ ତୁମ୍ଭମାନେେ ସମ୍ମାନ ଦିଅ।

30 Because for the work of Christ he was near to death, putting his life in danger to make your care for me complete.ଖ୍ରୀଷ୍ଟଙ୍କ କାମ ପାଇଁ ସେ ମୃତପ୍ରାଯଃ ହାଇେ ଯାଇଥିବାରୁ ସମ୍ମାନିତ ହବୋ ଉଚିତ୍। ମାେତେ ସାହାୟ୍ଯ କରିବା ପାଇଁ ସେ ନିଜ ଜୀବନକୁ ବିପଦ ରେ ପକାଇଥିଲେ। ତୁମ୍ଭେ ଦେଖିଥିବା ସବୋ ରେ ୟହା କମ୍ ରହି ଯାଇଥିଲା, ସତେିକି ସେ ପୂରଣ କରି ଦଇେଥିଲେ।

Oriya Bible