Mark 7 - DBY (Oriya)
1 And the Pharisees and some of the scribes, coming from Jerusalem, are gathered together to him,କେତକେ ଫାରୂଶୀ ଓ କେତକେ ଧର୍ମଶାସ୍ତ୍ରୀ ୟିରୁଶାଲମରୁ ଆସି ଯୀଶୁଙ୍କ ଚାରିପଟେ ରୁଣ୍ତ ହାଇଗେଲେ।
2 and seeing some of his disciples eat bread with defiled, that is, unwashed, hands,ସମାନେେ ଯୀଶୁଙ୍କର କେତକେ ଶିଷ୍ଯଙ୍କୁ ଅପବିତ୍ର ହାତ ରେ ଅର୍ଥାତ୍ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନ ଧୋଇ ଖାଉଥିବାର ଦେଖିଲେ।
3 (for the Pharisees and all the Jews, unless they wash their hands diligently, do not eat, holding what has been delivered by the ancients;ଫାରୂଶୀ ଓ ସମସ୍ତ ଯିହୂଦୀମାନେ ନିର୍ଦ୍ଧାରିତ ପଦ୍ଧତି ରେ ହାତ ନଧୋଇ କବେେ ହେଲେ ଖାଉ ନଥିଲେ। ସମାନେେ ତାହାଙ୍କର ମହାନ ପୂର୍ବ ପୁରୁଷଙ୍କ ଦ୍ବାରା ପ୍ରଚଳିତ ପରମ୍ପରା ପାଳନ କରିବା ପାଇଁ ଏହା କରୁଥିଲେ।
4 and [on coming] from the market-place, unless they are washed, they do not eat; and there are many other things which they have received to hold, the washing of cups and vessels, and brazen utensils, and couches),ଏପରିକି ବଜାରରୁ ଅଣାଯାଉଥିବା ଖାଦ୍ୟ ପଦାର୍ଥକୁ ସମାନେେ ନିର୍ଦ୍ଧାରିତ ପଦ୍ଧତି ରେ ନ ଧୋଇ ଖାଆନ୍ତି ନାହିଁ। ଗିନା, କଳସ, ତମ୍ବାପାତ୍ର ଆଦି ମାଜିବା ଧୋଇବା ଭଳି ଅନକେ ପରମ୍ପରା ସମାନେେ ପାଳନ କରନ୍ତି।
5 then the Pharisees and the scribes ask him, Why do thy disciples not walk according to what has been delivered by the ancients, but eat the bread with defiled hands?ତେଣୁ ଫାରୂଶୀ ଓ ଧର୍ମଶାସ୍ତ୍ରୀମାନେ ଯୀଶୁଙ୍କୁ ପଚାରିଲେ, ତୁମ୍ଭର ଶିଷ୍ଯମାନେ ପୂର୍ବ ପୁରୁଷରୁ ପ୍ରଚଳିତ ପରମ୍ପରାଗୁଡିକୁ କାହିଁକି ପାଳୁ ନାହାଁନ୍ତି? ସମାନେେ ଅପବିତ୍ର ହାତ ରେ ଖାଆନ୍ତି, ସମାନେେ ଏଭଳି କାହିଁକି କରନ୍ତି?
6 But he answering said to them, Well did Esaias prophesy concerning you hypocrites, as it is written, This people honour me with their lips, but their heart is far away from me.ଯୀଶୁ କହିଲେ, ତୁମ୍ଭଭଳି କପଟୀମାନଙ୍କ ସମ୍ବନ୍ଧ ରେ ୟିଶାଇୟ ଯାହା ଭବିଷ୍ଯଦ୍ବାଣୀ କରିଥିଲେ ତାହା ଯଥାର୍ଥ, ୟିଶାଇୟ ଲେଖିଥିଲେ,
7 But in vain do they worship me, teaching [as their] teachings commandments of men.ସମାନଙ୍କେର ମାେ ପାଇଁ ଉପାସନା ନିରର୍ଥକ, କାରଣ ସମାନେେ ଲୋକଙ୍କୁ ତାହାଙ୍କ ସିଦ୍ଧାନ୍ତ ଭାବରେ ମନୁଷ୍ଯକୃତ ନିୟମ ମାନିବାକୁ ଉପଦେଶ ଦିଅନ୍ତି।'ୟିଶାଇୟ 29:13
8 [For], leaving the commandment of God, ye hold what is delivered by men [to keep] -- washings of vessels and cups, and many other such like things ye do.ତୁମ୍ଭମାନେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରିଛ। ଏବେ ତୁମ୍ଭମାନେେ ମନୁଷ୍ଯକୃତ ପରମ୍ପରାକୁ ଧରି ବସିଛ।
9 And he said to them, Well do ye set aside the commandment of God, that ye may observe what is delivered by yourselves [to keep].ଯୀଶୁ ପୁଣି ସମାନଙ୍କେୁ କହିଲେ, ନିଜ ପରମ୍ପରା ପାଳନ କରିବା ପାଇଁ ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ତ୍ଯାଗ କରି ଦଇେ ନିଜକୁ ଚତୁର ବୋଲି ଭାବୁଛ।
10 For Moses said, Honour thy father and thy mother; and, he who speaks ill of father or mother, let him surely die.ମାଶାେ କହିଥିଲେ, 'ତୁମ୍ଭେ ତୁମ୍ଭ ବାପା-ମାଆଙ୍କୁ ସମ୍ମାନ କର' । ସେ ମଧ୍ଯ କହିଥିଲେ, ' ଯେଉଁଲୋକ ନିଜ ବାପା-ମାଆଙ୍କୁ ଖରାପ କଥା କ ହେ, ତାକୁ ମାରିଦିଆୟିବା ଉଚିତ' ।
11 But *ye* say, If a man say to his father or his mother, [It is] corban (that is, gift), whatsoever thou mightest have profit from me by ...କିନ୍ତୁ ତୁମ୍ଭମାନେେ ଉପଦେଶ ଦେଉଛ ଯେ ଜଣେ ଲୋକ ତାର ବାପା ମାଆଙ୍କୁ କହି ପାରିବ, ' ମାରେ ଯେଉଁ ପଦାର୍ଥଟି ରେ ତୁମ୍ଭର ଲାଭ ହାଇେ ପାରି ଥାଆନ୍ତା, ସହେି ପଦାର୍ଥ ମୁଁ ତୁମ୍ଭ ପାଇଁ ବ୍ଯବହାର କରି ପାରିବି ନାହିଁ, କାରଣ ତାହା ମୁଁ ପରମେଶ୍ବରଙ୍କୁ ସମର୍ପଣ କରିବି।'
12 And ye no longer suffer him to do anything for his father or his mother;ଏହି ଭଳି ସହେି ଲୋକକୁ ତାର ବାପା ମାଆଙ୍କ ପାଇଁ କିଛି କରିବା ପାଇଁ ତୁମ୍ଭମାନେେ ଅନୁମତି ଦେଉ ନାହଁ।
13 making void the word of God by your traditional teaching which ye have delivered; and many such like things ye do.ନିଜ ନିୟମ ପାଳିବା ଅଧିକ ମହତ୍ତ୍ବପୂର୍ଣ୍ଣ ବୋଲି ମନେ କରି ତୁମ୍ଭମାନେେ ଲୋକମାନଙ୍କୁ ତାହା ପାଳିବାକୁ ଉପଦେଶ ଦେଉଛ। ତୁମ୍ଭମାନେେ ପରମେଶ୍ବରଙ୍କ ଆଦେଶ ପାଳିବା ମହତ୍ତ୍ବପୂର୍ଣ୍ଣ ନୁହେଁ ବୋଲି ଉପଦେଶ ଦଇେ ତାହା ଏଡଇେ ଦେଉଛ। ଏହିଭଳି ଅନକେ କାମ ତୁମ୍ଭମାନେ କରୁଛ।
14 And having called again the crowd, he said to them, Hear me, all [of you], and understand:ଯୀଶୁ ଲୋକମାନଙ୍କୁ ପୁଣି ପାଖକୁ ଡାକିଲେ। ସେ କହିଲେ ପ୍ରେତ୍ୟକକ ଲୋକ ମାରେ କଥା ଶୁଣ ଓ ବୁଝ।
15 There is nothing from outside a man entering into him which can defile him; but the things which go out from him, those it is which defile the man.ଏଭଳି କୌଣସି ବସ୍ତୁ ନାହିଁ, ଯାହା ବାହାରୁ ମନୁଷ୍ଯ ଭିତରକୁ ପ୍ରବେଶ କରି ତାକୁ ଅଶୁଦ୍ଧ କରି ପକାଇବ।
16 If any one have ears to hear, let him hear.ବରଂ ଯେଉଁ ବସ୍ତୁ ମନୁଷ୍ଯର ଭିତରୁ ବାହାରି ଥାଏ, ତାହା ହିଁ ତାକୁ ଅଶୁଦ୍ଧ କରିପା ରେ।
17 And when he went indoors from the crowd, his disciples asked him concerning the parable.ତା'ପରେ ଯୀଶୁ ଲୋକମାନଙ୍କୁ ଛାଡି ଘର ଭିତରକୁ ଗଲେ। ଶିଷ୍ଯମାନେ ତାହାଙ୍କୁ ଏ ଦୃଷ୍ଟାନ୍ତ କଥା ବିଷୟ ରେ ପଚାରିଲେ।
18 And he says to them, Are *ye* also thus unintelligent? Do ye not perceive that all that is outside entering into the man cannot defile him,ଯୀଶୁ କହିଲେ, ତୁମ୍ଭମାେଲେ ମଧ୍ଯ, ଅନ୍ୟମାନଙ୍କ ଭଳି କ'ଣ ବୁଝି ପାରିଲ ନାହିଁ? ତୁମ୍ଭମାନେେ କ'ଣ ବୁଝି ପାରୁନ ଯେ ଲୋକର ଭିତରକୁ ବାହାରୁ କୌଣସି ବସ୍ତୁ ଗଲେ ତାହା ସହେି ଲୋକକୁ ଦୂଷିତ କରିପା ରେ ନାହିଁ।
19 because it does not enter into his heart but into his belly, and goes out into the draught, purging all meats?କାରଣ ଖାଦ୍ୟ ତାର ହୃଦୟକୁ ନଯାଇ ପଟେ ଭିତରକୁ ଯାଏ ଓ ପୁଣି ମଳ ଆକାର ରେ ବାହାରକୁ ବାହାରି ଯାଏ। ଏହା କହି ଯୀଶୁ ସମସ୍ତ ଖାଦ୍ୟ ପଦାର୍ଥ ଯେ ଶୁଦ୍ଧ ଅଟେ, ଏହା ପ୍ରମାଣିତ କଲେ।
20 And he said, That which goes forth out of the man, that defiles the man.ସେ ପୁଣି କହିଲେ, ମନୁଷ୍ଯର ଭିତରୁ ଯାହା ବାହାରକୁ ଆ ସେ, ତାହା ତାହାକୁ ଅଶୁଦ୍ଧ କରିଥାଏ।
21 For from within, out of the heart of men, go forth evil thoughts, adulteries, fornications, murders,ମନୁଷ୍ଯ ଭିତ ରେ, ତାର ମନ ରେ, ଏହି ସବୁ ଖରାପ ଜିନିଷ ଜନ୍ମ ଦିଏ, ମନ୍ଦ ବିଚାର, ୟୌନଗତ ପାପ, ଚୋରି, ହତ୍ଯା।
22 thefts, covetousness, wickednesses, deceit, licentiousness, a wicked eye, injurious language, haughtiness, folly;ବ୍ଯଭିଚାର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।
23 all these wicked things go forth from within and defile the man.ଏହି ସବୁ ଖରାପ ଜିନିଷ ମନୁଷ୍ଯର ଭିତରୁ ବାହାରକୁ ଆସିଥାଏ। ଏଗୁଡିକ ମନୁଷ୍ଯକୁ ଅଶୁଦ୍ଧ କରିପକାଏ।
24 And he rose up and went away thence into the borders of Tyre and Sidon; and having entered into a house he would not have any one know [it], and he could not be hid.ଯୀଶୁ ସେ ସ୍ଥାନ ଛାଡି ସୋରର ଆଖ ପାଖ ଅଞ୍ଚଳକୁ ଗଲେ। ସଠାେରେ ଯୀଶୁ ଗୋଟିଏ ଘର ଭିତରକୁ ଗଲେ। ସେ ଚାହୁଁ ନଥିଲେ ଯେ କୌଣସି ଲୋକ ତାହାଙ୍କର ଆସିଥିବା ଖବର ଜାଣନ୍ତୁ। କିନ୍ତୁ ସେ ସଠାେରେ ଲୁଚି ରହି ପାରିଲେ ନାହିଁ।
25 But immediately a woman, whose little daughter had an unclean spirit, having heard of him, came and fell at his feetଜଣେ ସ୍ତ୍ରୀଲୋକ ଯୀଶୁ ଆସିଥିବା ଖବର ଶୁଣି ପାରିଲା। ତା'ର ଝିଅ ଦହେ ରେ ଦୁଷ୍ଟାତ୍ମା ପ୍ରବେଶ କରି ରହିଥିଲା। ତେଣୁ ସେ ସଙ୍ଗେ ସଙ୍ଗେ ଯୀଶୁଙ୍କ ପାଖକୁ ଆସି ତାହାଙ୍କ ପାଦ ତଳେ ପଡିଗଲା।
26 (and the woman was a Greek, Syrophenician by race), and asked him that he would cast the demon out of her daughter.ସେ ସ୍ତ୍ରୀ ଲୋକଟି ଗ୍ରୀକ୍ ଥିଲା। ସେ ସିରିଆର ଫୈନିକିଯାଠା ରେ ଜନ୍ମ ହାଇେଥିଲା। ସେ ତା' ଝିଅ ଠାରୁ ଭୂତକୁ ବାହାର କରି ଦବୋ ପାଇଁ ଯୀଶୁଙ୍କୁ ପ୍ରାର୍ଥନା କଲା।
27 But [Jesus] said to her, Suffer the children to be first filled; for it is not right to take the children's bread and cast it to the dogs.ଯୀଶୁ ତାହାକୁ କହିଲେ, ପ୍ରଥମେ ପିଲାମାନଙ୍କୁ ତୃପ୍ତ ହବୋକୁ ଦିଅ, କାରଣ ପିଲାମାନଙ୍କର ରୋଟୀ ନଇେ ଯାଇ କୁକୁରମାନଙ୍କ ଆଗ ରେ ଫିଙ୍ଗି ଦବୋ ଠିକ୍ ନୁହେଁ।
28 But she answered and says to him, Yea, Lord; for even the dogs under the table eat of the children's crumbs.ସେ ସ୍ତ୍ରୀ ଲୋକଟି ଉତ୍ତର ଦଲୋ, ହେ ପ୍ରଭୁ, ତାହା ସତ୍ଯ, କିନ୍ତୁ ପିଲାମାନେ ଖାଉଥିବା ସମୟରେ ତଳକୁ ଖସି ପଡୁଥିବା ଖାଦ୍ୟର ଟିକି ଟିକି ଅଂଶତକ ଟବେୁଲ ତଳେ ଥିବା କୁକୁରମାନେ ମଧ୍ଯ ଖାଇ ଥାଆନ୍ତି।
29 And he said to her, Because of this word, go thy way, the demon is gone out of thy daughter.ତା' ପରେ ଯୀଶୁ ସହେି ସ୍ତ୍ରୀଲୋକଟିକୁ କହିଲେ, ଏହା ହିଁ ଉପୟୁକ୍ତ ଉତ୍ତର। ଏବେ ତୁମ୍ଭେ ଘରକୁ ଯାଇ ପାର। ଭୂତ ତୁମ୍ଭର ଝିଅକୁ ଛାଡି ଚାଲି ଗଲାଣି।
30 And having gone away to her house she found the demon gone out, and her daughter lying on the bed.ସହେି ସ୍ତ୍ରୀ ଲୋକଟି ଘରକୁ ଯାଇ ଦେଖିଲା ଯେ ତାହାର ଝିଅ ଖଟ ରେ ଶାଇେଛି। ଦୁଷ୍ଟାତ୍ମା ତା ଦହରେୁ ବାହରି ଚାଲି ଯାଇଛିା
31 And again having left the borders of Tyre and Sidon, he came to the sea of Galilee, through the midst of the coasts of Decapolis.ତା'ପରେ ଯୀଶୁ ସୋର ଆଖ-ପାଖ ଅଞ୍ଚଳ ଛାଡି ଦକୋପଲି ରାସ୍ତା ରେ ସୀଦୋନ ହାଇେ ଗାଲିଲୀ ହ୍ରଦ ପାଖକୁ ଆସିଲେ।
32 And they bring to him a deaf [man] who could not speak right, and they beseech him that he might lay his hand on him.ସଠାେରେ କେତକେ ଲୋକ ଯୀଶୁଙ୍କ ପାଖକୁ ଗୋଟିଏ ଲୋକକୁ ଆଣିଲେ। ସେ ଲୋକଟି ମୂକ ଓ ବଧିର ଥିଲା। ଲୋକମାନେ ଯୀଶୁଙ୍କୁ ଆନୁ ରୋଧ କଲେ ଯେ ସେ ତାହାଙ୍କ ହାତ ଲୋକଟି ଉପରେ ରଖି ତାକୁ ଭଲ କରି ଦିଅନ୍ତୁ।
33 And having taken him away from the crowd apart, he put his fingers to his ears; and having spit, he touched his tongue;ଯୀଶୁ ସେ ଲୋକଟିକୁ ଭିଡଠାରୁ ଟିକିଏ ଦୂରକୁ ଗୋଟିଏ ପାଖକୁ ନଇଗେଲେ। ସେ ସହେି ଲୋକଟିର କାନ ଭିତ ରେ ନିଜ ଆଙ୍ଗୁଳିଗୁଡିକୁ ରଖିଲେ। ତା'ପରେ ସେ ଛପେ ପକାଇଲେ ଓ ଲୋକଟିର ଜିଭକୁ ଛୁଇଁଲେ।
34 and looking up to heaven he groaned, and says to him, Ephphatha, that is, Be opened.ଯୀଶୁ ପୁଣି ସ୍ବର୍ଗ ଆଡକୁ ଚାହିଁ ଦୀର୍ଘ ନିଶ୍ବାସ ପକାଇଲେ। ସେ ଲୋକଟିକୁ କହିଲେ,
35 And immediately his ears were opened, and the band of his tongue was loosed and he spoke right.ଇପ୍ପଥଃ ଅର୍ଥାତ 'ଖାଲିେ ଯାଉ। ତତ୍କ୍ଷଣାତ୍ ତାର କାନ ଖାଲିେ ଗଲା। ଜିଭର ଗ୍ରନ୍ଥି ଖାଲିଗେଲା। ସେ ସ୍ପଷ୍ଟ ଭାବରେ କହି ପାରିଲା।
36 And he charged them that they should speak to no one [of it]. But so much the more *he* charged them, so much the more abundantly *they* proclaimed it;ଯୀଶୁ ସମାନଙ୍କେୁ ଆଜ୍ଞା ଦେଲେ ଯେ ଏ ବିଷୟ ରେ କାହାକୁ କିଛି ଯେପରି ନକୁହନ୍ତି। ଯୀଶୁ ସଦା ବେଳେ ଲୋକଙ୍କୁ ଆଜ୍ଞା ଦେଉଥିଲେ ଯେ ସମାନେେ ଅନ୍ୟ କାହାକୁ ତାହାଙ୍କ ବିଷୟ ରେ କିଛି ନ କୁହନ୍ତୁ। କିନ୍ତୁ ଏହାର ପରିଣାମ ରେ ଲୋକେ ତାହାଙ୍କ ବିଷୟ ରେ ଅଧିକରୁ ଅଧିକ ପ୍ରଚାର କରୁଥିଲେ।
37 and they were astonished above measure, saying, He does all things well; he makes both the deaf to hear, and the speechless to speak.ଲୋକମାନେ ବାସ୍ତବ ରେ ଆଶ୍ଚର୍ୟ୍ଯ ହାଇେ ଯାଇଥିଲେ। ସମାନେେ କହୁଥିଲେ, ଯୀଶୁ ସବୁ କିଛି ସୁସ୍ଥ କରୁଛନ୍ତି, ଏପରିକୁ ସେ ବଧିରକୁ ଶ୍ରବଣ -ଶକ୍ତି ଓ ମୂକକୁ ବାକ୍ ଶକ୍ତି ପ୍ରଦାନ କରୁଛନ୍ତି।
Oriya Bible