John 10:10 ଜଣେ ଚୋର ଚୋରି, ହତ୍ଯା ଓ ନଷ୍ଟ କରିବା ପାଇଁ ଆ ସେ। କିନ୍ତୁ ମୁଁ ସମାନଙ୍କେୁ ପୂର୍ଣ୍ଣ ଓ ଉତ୍ତମ ଜୀବନ ଦବୋ ପାଇଁ ଆସିଛି।
John 10:10 in Other Translations
King James Version (KJV) The thief cometh not, but for to steal, and to kill, and to destroy: I am come that they might have life, and that they might have it more abundantly.
American Standard Version (ASV) The thief cometh not, but that he may steal, and kill, and destroy: I came that they may have life, and may have `it' abundantly.
Bible in Basic English (BBE) The thief comes only to take the sheep and to put them to death: he comes for their destruction: I have come so that they may have life and have it in greater measure.
Darby English Bible (DBY) The thief comes not but that he may steal, and kill, and destroy: I am come that they might have life, and might have [it] abundantly.
World English Bible (WEB) The thief only comes to steal, kill, and destroy. I came that they may have life, and may have it abundantly.
Young's Literal Translation (YLT) `The thief doth not come, except that he may steal, and kill, and destroy; I came that they may have life, and may have `it' abundantly.
The
ὁ
ho
oh
thief
κλέπτης
kleptēs
KLAY-ptase
not,
οὐκ
ou
oo
cometh
ἔρχεται
erchomai
ARE-hoh-may
but
εἰ
ei
ee
μὴ
mē
may
for to
ἵνα
hina
EE-na
steal,
κλέψῃ
kleptō
KLAY-ptoh
and
καὶ
kai
kay
to kill,
θύσῃ
thyō
THYOO-oh
and
καὶ
kai
kay
to destroy:
ἀπολέσῃ·
apollymi
ah-POLE-lyoo-mee
I
ἐγὼ
egō
ay-GOH
am come
ἦλθον
erchomai
ARE-hoh-may
that
ἵνα
hina
EE-na
life,
ζωὴν
zōē
zoh-A
they might have
ἔχωσιν
echō
A-hoh
and that
καὶ
kai
kay
more abundantly.
περισσὸν
perissos
pay-rees-SOSE
they might have
ἔχωσιν
echō
A-hoh
Read Full Chapter :
John 10
Cross Reference
ଲୂକଲିଖିତ ସୁସମାଚାର 19:10
ମନୁଷ୍ଯପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖାଜେିବାକୁ ଓ ସମାନଙ୍କେୁ ରକ୍ଷା କରିବାକୁ ଆସିଛନ୍ତି।
ଯୋହନଲିଖିତ ସୁସମାଚାର 6:51
ମୁଁ ସ୍ବର୍ଗରୁ ଓହ୍ଲାଇଥିବା ଜୀବନ୍ତ ଖାଦ୍ଯା ଯଦି କୌଣସି ଲୋକ ଏହି ଖାଦ୍ୟ ଖାଏ, ତବେେ ସେ ଚିରଦିନ ପାଇଁ ବଞ୍ଚି ରହିବ। ଏହି ଖାଦ୍ୟ ହେଉଛି ମାରେ ଶରୀର। ମୁଁ ମାରେଶରୀର ଦଇେ ଦବେି, ତଦ୍ବାରା ଜଗତର ଲୋକମାନେ ଜୀବନ ପାଇପାରିବେ।
ଯୋହନଲିଖିତ ସୁସମାଚାର 12:47
ମୁଁ ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ। ମାତ୍ର ମୁଁ ଏ ଜଗତର ଲୋକଙ୍କୁ ଉଦ୍ଧାର କରିବା ଉଦ୍ଦେଶ୍ଯ ରେ ଆସିଛି। ଯେଉଁମାନେ ମାେ ଶିକ୍ଷା ଶୁଣନ୍ତି କିନ୍ତୁ ତାହା ଅମାନ୍ଯ କରନ୍ତି ମୁଁ ସହେି ଲୋକମାନଙ୍କର ବିଚାର କରିବା ପାଇଁ ଆସି ନାହିଁ।
ଯୋହନଲିଖିତ ସୁସମାଚାର 3:17
ପରମେଶ୍ବର ତାହାଙ୍କ ପୁତ୍ରଙ୍କୁ ଏ ଜଗତକୁ ପଠାଇଲେ। ସେ ତାହାଙ୍କୁ ଜଗତର ବିଚାର କରିବା ପାଇଁ ପଠାଇ ନଥିଲେ। ମାତ୍ର ଏହି ଜଗତ ଯେପରି ତାହାଙ୍କ ପୁତ୍ରଙ୍କ ଦ୍ବାରା ଉଦ୍ଧାର ପାଇବ, ସେଥିପାଇଁ ସେ ତାହାଙ୍କୁ ପଠାଇଥିଲେ।
ଯୋହନଲିଖିତ ସୁସମାଚାର 6:33
ପରମେଶ୍ବରଙ୍କର ଖାଦ୍ୟ କ'ଣ? ପରମେଶ୍ବରଙ୍କର ଖାଦ୍ୟ ହେଉଛି ଜଣେ ବ୍ଯକ୍ତି ୟିଏ ଜଗତକୁ ଜୀବନ ଦବୋ ପାଇଁ ସ୍ବର୍ଗରୁ ଓହ୍ଲାଇଛନ୍ତି।
ଯୋହନଲିଖିତ ସୁସମାଚାର 10:1
ଯୀଶୁ କହିଲେ, ମୁଁ ତୁମ୍ଭକୁ ସତ୍ଯ କହୁଛି, ଯଦି କୌଣସି ଲୋକ ମଷେଶାଳ ରେ ପ୍ରବେଶ କରେ, ତବେେ ସେ ଦ୍ବାର ବାଟେ ୟିବା ଉଚିତ୍। ଯଦି ସେ ଅନ୍ୟ ବାଟ ଚଢି ଭିତରକୁ ଯାଏ, ତବେେ ସେ ଚୋର। ସେ ନିଶ୍ଚୟ ମଷେ ଚୋରି କରିବା ପାଇଁ ଚେଷ୍ଟା କରୁଛି।
ତୀମଥିଙ୍କ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 1:15
ମୁଁ ଯାହା କହୁଛି ତାହା ସତ୍ଯ ଓ ତୁମ୍ଭେ ଏହାକୁ ପୂର୍ଣ୍ଣ ଭାବରେ ଗ୍ରହଣ କରିବା ଉଚିତ ଯେ ପାପୀମାନଙ୍କୁ ଉଦ୍ଧାର କରିବା ପାଇଁ ଖ୍ରୀଷ୍ଟ ଯୀଶୁ ଜଗତକୁ ଆସିଥିଲେ। ମୁଁ ସମାନଙ୍କେ ମଧିଅରେ ସବୁଠାରୁ ଜଘନ୍ଯ ପାପୀ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:13
ମାଶାେ ବ୍ଯବସ୍ଥା ଦବୋ ପୂର୍ବରୁ ପାପ ସଂସାର ରେ ଥିଲା। କିନ୍ତୁ ପରମେଶ୍ବର, ବ୍ଯବସ୍ଥା ନଥିବା କାରଣରୁ ଲୋକମାନଙ୍କୁ ପାପରେ ପାପୀ ମାନି ନଥିଲେ।
ମାଥିଉଲିଖିତ ସୁସମାଚାର 20:28
ମନୁଷ୍ଯପୁତ୍ରଙ୍କ କ୍ଷେତ୍ର ରେ ତାହା ଏକାଭଳି। ମନୁଷ୍ଯପୁତ୍ର ଅନ୍ୟମାନଙ୍କଠାରୁ ସବୋ ପାଇବେ ବୋଲି ଆସିନାହାନ୍ତି। ସେ ଅନ୍ୟମାନଙ୍କର ସବୋ କରିବା ପାଇଁ ଆସି ଅଛନ୍ତି। ମନୁଷ୍ଯପୁତ୍ର ଅନକେ ଲୋକଙ୍କ ମୁକ୍ତିର ମୂଲ୍ଯଭାବେ ନିଜ ଜୀବନଦାନ କରିବା ପାଇଁ ଆସିଛନ୍ତି।
ଯିହିଜିକଲ 34:2
ହେ ମନୁଷ୍ଯ ପୁତ୍ର, ତୁମ୍ଭେ ଇଶ୍ରାୟେଲ ମଷେପାଳକମାନଙ୍କ ବିରୁଦ୍ଧ ରେ ଭବିଷ୍ଯଦବାଣୀ ପ୍ରଚାର କର। ସହେି ପାଳକମାନଙ୍କୁ କୁହ, ପ୍ରଭୁ ସଦାପ୍ରଭୁ ଏହି ଭବିଷ୍ଯବାଣୀ କହନ୍ତି, 'ଇଶ୍ରାୟେଲର ମଷେପାଳକମାନଙ୍କୁ ଧିକ, ଯେଉଁମାନେ କବଳେ ସମାନଙ୍କେର ଯତ୍ନ ନିଅନ୍ତି। ମଷେପାଳକମାନେ ମଷେମାନଙ୍କର ଯତ୍ନ ନବୋ ଉଚିତ୍ ନୁହେଁ କି ?
ହୋଶେୟ 7:1
ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।
ପିତରଙ୍କ ଦିତୀୟ ପତ୍ର 2:1
ଅତୀତକାଳ ରେ ପରମେଶ୍ବରଙ୍କ ଲୋକମାନଙ୍କ ମଧିଅରେ ମିଥ୍ଯା ଭବିଷ୍ଯଦ୍ ବକ୍ତା ଥିଲେ। ଏବେ ମଧ୍ଯ ସହଭେଳି ଅଛନ୍ତି। ତୁମ୍ଭ ଦଳ ରେ କେତେ ଜଣ ଭଣ୍ଡ ଶିକ୍ଷକ ରହିବେ। ସମାନେେ ଏପରି ଭୁଲ ଶିକ୍ଷା ଦବେେ ଯେ, ଲୋକେ ନିଜକୁ ହଜାଇ ଦବେେ। ସମାନେେ ଏଭଳି ଭାବରେ ଶିକ୍ଷା ଦବେେ ଯେ ସମାନେେ ଯେ ଭୁଲ କରୁଛନ୍ତି, ତାହା ତୁମ୍ଭେ ଜାଣିବା କଠିନ ହବେ। ସମାନେେ ମୁକ୍ତିଦାତା ଯୀଶୁଙ୍କୁ ଗ୍ରହଣ କରିବାକୁ ମଧ୍ଯ ମନା କରିବେ। ସେପ୍ରକା ରେ ସମାନେେ ନିଜକୁ ଶୀଘ୍ର ନଷ୍ଟ କରି ଦବେେ।
ମାଥିଉଲିଖିତ ସୁସମାଚାର 18:10
ସାବଧାନ ଏହି େଛାଟ ପିଲାମାନଙ୍କ ମଧ୍ଯରୁ କାହାହିକୁ ତୁଚ୍ଛ ମନେ କରନାହିଁ। ଏହି ପିଲାମାନଙ୍କ ପାଇଁ ସ୍ବର୍ଗ ରେ ଦୂତମାନେ ଅଛନ୍ତି। ଏବଂ ସହେି ଦୂତମାନେ ସ୍ବର୍ଗ ରେ ମାରେ ପରମପିତାଙ୍କ ସହିତ ସଦାସର୍ବଦେ ଅଛନ୍ତି।
ମାଥିଉଲିଖିତ ସୁସମାଚାର 23:13
ରେ କପଟୀ ଧର୍ମଶାସ୍ତ୍ରୀମାନେ ଓ ଫାରୂଶୀମାନେ? ତୁମ୍ଭକୁ ଧିକ୍! ତୁମ୍ଭମାନେେ ଲୋକମାନଙ୍କ ପାଇଁ ସ୍ବର୍ଗରାଜ୍ଯର ଦ୍ବାର ବନ୍ଦ କରି ଦେଉଛ।
ପିତରଙ୍କ ଦିତୀୟ ପତ୍ର 1:11
ଆମ୍ଭ ପ୍ରଭୁ ଓ ତ୍ରାଣକର୍ତ୍ତା ଯୀଶୁଖ୍ରୀଷ୍ଟଙ୍କ ରାଜ୍ଯ ରେ ତୁମ୍ଭକୁ ସ୍ବାଗତ କରାୟିବ। ସହେି ରାଜ୍ଯ ଅନନ୍ତକାଳସ୍ଥାଯୀ ଅଟେ।
ଏବ୍ରୀମାନଙ୍କ ନିକଟକୁ ପତ୍ର 6:17
ପରମେଶ୍ବର ନିଜ ପ୍ରତିଜ୍ଞାର ସତ୍ଯତା ପ୍ରମାଣିତ କରିବା ପାଇଁ ଇଚ୍ଛା କଲେ। ପରମେଶ୍ବରଙ୍କ ପ୍ରତିଜ୍ଞାର ଅଧିକାରୀମାନଙ୍କ ନିକଟରେ ପ୍ରମାଣିତ କରିବାକୁ ଇଚ୍ଛା କଲେ। ସେ ସମାନଙ୍କେୁ ସ୍ପଷ୍ଟ ଭାବରେ ବୁଝାଇ ଦବୋକୁ ଚାହିଁଲେ ଯେ ତାଙ୍କର ଯୋଜନା ରେ କୌଣସି ପରିବର୍ତ୍ତନ ଘଟେ ନାହିଁ। କାରଣ ପରମେଶ୍ବର ଯାହା କହନ୍ତି, ତାହା ନିଶ୍ଚିତ ହବେ ଏବଂ ଏହା ପ୍ରମାଣିତ କରିବାକୁ ସେ ପ୍ରତିଜ୍ଞା ସହ ଶପଥ ମଧ୍ଯ କରନ୍ତି।
ଏବ୍ରୀମାନଙ୍କ ନିକଟକୁ ପତ୍ର 7:25
ଅତଏବ ଯେଉଁମାନେ ଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ପାଖକୁ ଆସନ୍ତି, ସମାନଙ୍କେୁ ଯୀଶୁ ପରିତ୍ରାଣ ଦଇେ ପାରିବେ। ସେ ନିତ୍ଯ ଜୀବିତ ହବୋରୁ, ଲୋକେ ଯେତବେେଳେ ପରମେଶ୍ବରଙ୍କ ପାଖକୁ ଆସିବେ, ଯୀଶୁ ସମାନଙ୍କେୁ ସର୍ବଦା ସାହାୟ୍ଯ କରି ପାରିବେ।
ମାଥିଉଲିଖିତ ସୁସମାଚାର 21:13
ଯୀଶୁ ସମାନଙ୍କେୁ କହିଲେ, ଶାସ୍ତ୍ର ରେ ଏକଥା ଲଖାେଅଛି, 'ମାେ ଘର ପ୍ରାର୍ଥନା ଘର ବୋଲି କୁହା ୟିବ।' କିନ୍ତୁ ତୁମ୍ଭମାନେେ ଏହାକୁ ଡ଼କାୟତଙ୍କ ଆଡ଼ଡ଼ା ସ୍ଥଳି କରି ଦଇେଛ।
ମାର୍କଲିଖିତ ସୁସମାଚାର 11:17
ତା'ପରେ ସେ ସମାନଙ୍କେୁ ଉପଦେଶ ଦଇେ କହିଲେ, ଶାସ୍ତ୍ର ରେ ଏ କଥା ଲଖାେ ଅଛି ଯେ, 'ମାେ ଘରକୁ ସବୁ ଜାତିର ଲୋକମାନଙ୍କ ପାଇଁ ପ୍ରାର୍ଥନା ଘର କୁହାୟିବ। କିନ୍ତୁ ତୁମ୍ଭମାନେେ ତ ତାକୁ ଚୋରମାନଙ୍କର ଆଶ୍ରୟ ସ୍ଥଳ ରେ ପରିଣତ କରି ଦେଉଛ'
ଯିଶାଇୟ 56:11
ସମାନେେ ପଟେୁ କୁକୁର ସଦୃଶ ତବେେ ତୃପ୍ତ ହୁଅନ୍ତି ନାହିଁ। ଆଉ ମଧ୍ଯ ସମାନେେ ବିଚାରଶୂନ୍ଯ ମଷେପାଳକ। ସମାନେେ ଚାରିଆଡ଼ୁ ଆପଣା ଆପଣା ଲାଭ ଚେଷ୍ଟା ରେ ଆପଣା ଆପଣା ବାଟ ଆଡ଼େ ଫରେିଅଛନ୍ତି।
ଯୋହନଲିଖିତ ସୁସମାଚାର 12:6
କିନ୍ତୁ ୟିହୂଦା ଗରୀବ ଲୋକମାନଙ୍କ ପ୍ରତି ପ୍ରକୃତ ରେ ଚିନ୍ତିତ ନଥିଲା। ସେ ନିଜେ ଚୋର ଥିବାରୁ ଏକଥା କହିଲା। ସେ ଶିଷ୍ଯମାନଙ୍କ ପାଇଁ ଟଙ୍କା ବାକ୍ସ ନିଜ ପାଖ ରେ ରଖୁଥିଲା। ଏବଂ ସେ ପ୍ରାୟ ସହେି ବାକ୍ସରୁ ଟଙ୍କା ଚୋରି କରୁଥିଲା।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 2:21
ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଚେ଼ାରୀକରନାହିଁ। କିନ୍ତୁ ତୁମ୍ଭେ ନିଜେ ଚେ଼ାରୀ କରୁଛ।