Jeremiah 1:18 in Oriya

Oriya Oriya Bible Jeremiah Jeremiah 1 Jeremiah 1:18

Jeremiah 1:18
କାରଣ ଦେଖ, ଆଜି ତୁମ୍ଭକୁ ଆମ୍ଭେ ସମଗ୍ର ଦେଶ, ଯିହୁଦାର ରାଜଗଣ, ତହିଁର ଅଧିପତିଗଣ, ତହିଁର ଯାଜକଗଣ ଓ ଦେଶସ୍ଥ ଲୋକମାନଙ୍କ ବିରୁଦ୍ଧ ରେ ଏକ ଦୃଢ଼ ନଗର, ଲୌହସ୍ତମ୍ଭ ଓ ପିତ୍ତଳର ପ୍ରାଚୀର ସ୍ବରୂପ କଲୁ।

Jeremiah 1:17Jeremiah 1Jeremiah 1:19

Jeremiah 1:18 in Other Translations

King James Version (KJV)
For, behold, I have made thee this day a defenced city, and an iron pillar, and brasen walls against the whole land, against the kings of Judah, against the princes thereof, against the priests thereof, and against the people of the land.

American Standard Version (ASV)
For, behold, I have made thee this day a fortified city, and an iron pillar, and brazen walls, against the whole land, against the kings of Judah, against the princes thereof, against the priests thereof, and against the people of the land.

Bible in Basic English (BBE)
For see, this day have I made you a walled town, and an iron pillar, and walls of brass, against all the land, against the kings of Judah, against its captains, against its priests, and against the people of the land.

Darby English Bible (DBY)
And I, behold, I appoint thee this day as a strong city, and an iron pillar, and brazen walls, against the whole land; against the kings of Judah, against its princes, against its priests, and against the people of the land.

World English Bible (WEB)
For, behold, I have made you this day a fortified city, and an iron pillar, and brazen walls, against the whole land, against the kings of Judah, against the princes of it, against the priests of it, and against the people of the land.

Young's Literal Translation (YLT)
And I, lo, I have given thee this day for a fenced city, and for an iron pillar, and for brazen walls over all the land, to the kings of Judah, to its heads, to its priests, and to the people of the land;

I
For,
וַאֲנִ֞יwaʾănîva-uh-NEE
behold,
הִנֵּ֧הhinnēhee-NAY
have
made
נְתַתִּ֣יךָnĕtattîkāneh-ta-TEE-ha
thee
this
day
הַיּ֗וֹםhayyômHA-yome
city,
defenced
לְעִ֨ירlĕʿîrleh-EER
a
מִבְצָ֜רmibṣārmeev-TSAHR
pillar,
and
an
וּלְעַמּ֥וּדûlĕʿammûdoo-leh-AH-mood
iron
בַּרְזֶ֛לbarzelbahr-ZEL
walls
brasen
וּלְחֹמ֥וֹתûlĕḥōmôtoo-leh-hoh-MOTE
and
נְחֹ֖שֶׁתnĕḥōšetneh-HOH-shet
against
עַלʿalal
the
whole
כָּלkālkahl
land,
הָאָ֑רֶץhāʾāreṣha-AH-rets
against
the
kings
לְמַלְכֵ֤יlĕmalkêleh-mahl-HAY
of
Judah,
יְהוּדָה֙yĕhûdāhyeh-hoo-DA
princes
the
against
לְשָׂרֶ֔יהָlĕśārêhāleh-sa-RAY-ha
priests
the
against
thereof,
לְכֹהֲנֶ֖יהָlĕkōhănêhāleh-hoh-huh-NAY-ha
people
the
against
and
thereof,
וּלְעַ֥םûlĕʿamoo-leh-AM
of
the
land.
הָאָֽרֶץ׃hāʾāreṣha-AH-rets

Cross Reference

ଯିରିମିୟ 6:27
ହେ ଯିରିମିୟ, ଆମ୍ଭେ ତୁମ୍ଭକୁ ଜଣେ ପରୀକ୍ଷକ ଓ ନିର୍ମଳ ରୂପେ ନିୟୁକ୍ତ କରିଅଛୁ, ତୁମ୍ଭେ ଯେପରି ମାେ ଲୋକମାନଙ୍କୁ ପରୀକ୍ଷା କରି ସମାନଙ୍କେର ପଥ ଜ୍ଞାତ ହାଇପୋରିବ।

ଯିଶାଇୟ 50:7
ମାରେ ପ୍ରଭୁ ସଦାପ୍ରଭୁ ମାେତେ ସାହାୟ୍ଯ କରିବେ ; ତେଣୁ ସମାନଙ୍କେର ଅପମାନ ମାେତେ ବାଧିବ ନାହିଁ। ଏଥିପାଇଁ ମୁଁ ଚକମକି ପଥର ପରି ମାରେ ମୁଖକୁ ରଖିଅଛି। ମୁଁ ଜାଣେ ମୁଁ ଲଜ୍ଜିତ ହବେି ନାହିଁ।

ଯିହିଜିକଲ 3:8
ମାତ୍ର ଆମ୍ଭେ ସମାନଙ୍କେ ମୁଖ ପରି ଓ କପାଳି ପରି ତୁମ୍ଭର ମୁଖ ଓ କପାଳକୁ ଦୃଢ଼ କରିଅଛୁ,

ଯିରିମିୟ 15:20
ପୁଣି ଆମ୍ଭେ ଏହି ଲୋକମାନଙ୍କ ନିକଟରେ ତୁମ୍ଭକୁ ପିତ୍ତଳର ଦୃଢ଼ ପ୍ରାଚୀର ସ୍ବରୂପ କରିବା। ସମାନେେ ତୁମ୍ଭ ସହ ୟୁଦ୍ଧ କରିବେ, ମାତ୍ର ତୁମ୍ଭକୁ ପରାଜଯ କରିପାରିବେ ନାହିଁ। କାରଣ ସଦାପ୍ରଭୁ କହନ୍ତି, ତୁମ୍ଭକୁ ସାହାୟ୍ଯ କରିବାକୁ ଓ ତୁମ୍ଭକୁ ଉଦ୍ଧାର କରିବାକୁ ଆମ୍ଭେ ତୁମ୍ଭ ସଙ୍ଗେ ସଙ୍ଗେ ଅଛୁ।

ମୀଖା 3:8
କିନ୍ତୁ ସଦାପ୍ରଭୁଙ୍କର ଆତ୍ମା ଦ୍ବାରା ଶକ୍ତି ରେ, ନ୍ଯାଯ ବିଗ୍ଭର ରେ ଓ ପରାକ୍ରମ ରେ ମୁଁ ଏପରି ପରିପୂର୍ଣ୍ଣ ହବେି ଯେ ଯାକୁବର ଅପରାଧ ଓ ଇଶ୍ରାୟେଲର ପାପ ବିଷଯ ରେ ମୁଁ ସମାନଙ୍କେୁ ଅବଗତ କରାଇବି।

ଯିରିମିୟ 42:22
ଏଣୁ ଏବେ ନିଶ୍ଚଯ ଜାଣ, ଯେଉଁ ସ୍ଥାନ ରେ ପ୍ରବାସ କରିବା ନିମନ୍ତେ ତୁମ୍ଭମାନେେ ଇଚ୍ଛା କରୁଛ, ସହେି ମିଶରକୁ ୟାଅ। କିନ୍ତୁ ଏହା ନିଶ୍ଚଯ ତୁମ୍ଭମାନଙ୍କ ପ୍ରତି ଘଟିବ। ତୁମ୍ଭମାନେେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ।

ଯିରିମିୟ 38:2
ସଦାପ୍ରଭୁ ଏହି କଥା କହନ୍ତି, ' ଯେଉଁ ଲୋକ ଏହି ନଗର ରେ ରହିବ, ସେ ଖଡ୍ଗ, ଦୁର୍ଭିକ୍ଷ ଓ ମହାମାରୀ ରେ ମରିବ। ମାତ୍ର ଯେଉଁ ଲୋକ ବାହାର ହାଇେ କଲଦୀଯମାନଙ୍କ ନିକଟକୁ ୟିବ ସେ ବଞ୍ଚିବ। ସମାନେେ ମୃତ୍ଯୁରୁ ବଞ୍ଚିବେ ଓ ରକ୍ଷା ପାଇବେ।'

ଯିରିମିୟ 37:7
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, ' ହେ ୟିହୁଖଲ ଓ ସଫନିଯ, ଯିହୁଦାର ରାଜା ସିଦିକିଯ ଆମ୍ଭକୁ ପଚାରିବା ପାଇଁ ତୁମ୍ଭମାନଙ୍କୁ ପଠାଇଅଛି, ତୁମ୍ଭମାନେେ ତାଙ୍କୁ ୟାଇ କହିବ, ଦେଖ, ତୁମ୍ଭମାନଙ୍କ ସାହାୟ୍ଯ ପାଇଁ ଫାରୋର ଯେଉଁ ସୈନ୍ଯମାନେ ଆସିଛନ୍ତି, ସମାନେେ ନିଜ ଦେଶ ମିଶରକୁ ଫରେିଯିବେ।

ଯିରିମିୟ 36:27
ଯିରିମିୟଙ୍କ ମୁଖନିଃସୃତ ବାକ୍ଯ ରୂପକ ଯେଉଁ ପୁସ୍ତକରେ ଲେଖିଥିଲେ, ରାଜା ତାକୁ ଦଗ୍ଧ କଲାପ ରେ ସଦାପ୍ରଭୁଙ୍କର ଏହି ବାକ୍ଯ ଯିରିମିୟଙ୍କ ନିକଟରେ ଉପସ୍ଥିତ ହେଲା। ଯଥା :

ଯିରିମିୟ 34:20
ଆମ୍ଭେ ସମାନଙ୍କେୁ ସମାନଙ୍କେର ଶତ୍ରୁଗଣ ହସ୍ତ ରେ ଓ ସମାନଙ୍କେର ପ୍ରାଣନାଶକାରୀଙ୍କ ହସ୍ତ ରେ ସମର୍ପଣ କରିବା। ତହିଁରେ ସମାନଙ୍କେର ଶବ ଆକାଶର ପକ୍ଷୀମାନଙ୍କର ଓ ପୃଥିବୀର ବନ୍ଯ ପଶୁମାନଙ୍କର ଖାଦ୍ୟ ହବେ।

ଯିରିମିୟ 34:3
ଆଉ ତୁମ୍ଭେ ତାହା ହସ୍ତରୁ ରକ୍ଷା ପାଇବ ନାହିଁ। ନିଶ୍ଚଯ ଧରାୟିବ ଓ ତାହା ହସ୍ତ ରେ ସମର୍ପିତ ହବେ। ତୁମ୍ଭେ ବାବିଲ ରାଜାଙ୍କୁ ସ୍ବଚକ୍ଷୁ ରେ ଦେଖିବ। ସେ ମୁହାଁମୁହିଁ ହାଇେ ତୁମ୍ଭ ସହିତ କଥା କହିବେ ଓ ତୁମ୍ଭେ ବାବିଲକୁ ୟିବ।

ଯିରିମିୟ 26:12
ତା'ପ ରେ ଯିରିମିୟ ସମସ୍ତ ଅଧିପତି ଓ ସମସ୍ତ ଲୋକଙ୍କୁ ଏହି କଥା କହିଲେ, ତୁମ୍ଭମାନେେ ଯେଉଁସବୁ କଥା ଶୁଣିଅଛ, ସହେିସବୁ ଭବିଷ୍ଯଦବାକ୍ଯ ଏହି ମନ୍ଦିର ଓ ଏହି ନଗର ବିରୁଦ୍ଧ ରେ ପ୍ରଚାର କରିବା ପାଇଁ ସଦାପ୍ରଭୁ ମାେତେ ପ୍ ରରଣେ କଲେ।

ଯିରିମିୟ 21:4
ସଦାପ୍ରଭୁ ଇଶ୍ରାୟେଲର ପରମେଶ୍ବର ଏହି କଥା କହନ୍ତି, 'ତୁମ୍ଭମାନେେ ଆପଣା ହସ୍ତସ୍ଥିତ ଯେଉଁସବୁ ୟୁଦ୍ଧାସ୍ତ୍ର ଦ୍ବାରା ବାବିଲର ରାଜା ଓ ତୁମ୍ଭ ଅବରୋଧକାରୀ କଲଦୀଯମାନଙ୍କ ସହିତ ପ୍ରାଚୀର ବାହା ରେ ୟୁଦ୍ଧ କରୁଅଛ, ସେ ସବୁ ଅସ୍ତ୍ରକୁ ଆମ୍ଭେ ନିଷ୍ଫଳ କରାଇବା।

ଯୋହନଲିଖିତ ସୁସମାଚାର 1:42
ତା'ପରେ ଆନ୍ଦ୍ରିୟ ଶିମାନଙ୍କେୁ ଯୀଶୁଙ୍କ ପାଖକୁ ଆଣିଲେ। ଯୀଶୁ ତାହାଙ୍କୁ ଚାହିଁ କହିଲେ, ତୁମ୍ଭେ ଯୋହନଙ୍କ ପୁତ୍ର ଶିମାନେ। ତୁମ୍ଭକୁ କଫୋ ନାମ ରେ ଡକା ହବେ। (କଫୋ ଅର୍ଥାତ୍ ପିତର।)

ଯିରିମିୟ 38:18
ଆଉ ଯଦି ତୁମ୍ଭେ ବାହାରି ବାବିଲ ରାଜାଙ୍କ ଅଧିପତିମାନଙ୍କ ଅଧୀନତା ସ୍ବୀକାର ନ କରିବ, ତବେେ ଏହି ନଗର କଲଦୀଯମାନଙ୍କ ହସ୍ତ ରେ ସମର୍ପିତ ହବେ ଓ ସମାନେେ ଅଗ୍ନି ରେ ଏହାକୁ ଦଗ୍ଧ କରିବେ। ଆଉ ତୁମ୍ଭେ ସମାନଙ୍କେ ହସ୍ତରୁ ରକ୍ଷା ପାଇବ ନାହିଁ।