Ephesians 3:13 in Oriya

Oriya Oriya Bible Ephesians Ephesians 3 Ephesians 3:13

Ephesians 3:13
ସେଥିପାଇଁ ମୁଁ କୁ ହେ ଯେ ତୁମ୍ଭମାନଙ୍କ ପାଇଁ ମୁଁ ଯାତନା ଭୋଗୁ ଥିବାରୁ ହତୋତ୍ସାହିତ ହୁଅ ନାହିଁ। ମାରେ ଏହି ଯାତନାଗୁଡ଼ିକ ତୁମ୍ଭ ନିମନ୍ତେ ଗୌରବଜନକ ହବେ।

Ephesians 3:12Ephesians 3Ephesians 3:14

Ephesians 3:13 in Other Translations

King James Version (KJV)
Wherefore I desire that ye faint not at my tribulations for you, which is your glory.

American Standard Version (ASV)
Wherefore I ask that ye may not faint at my tribulations for you, which are your glory.

Bible in Basic English (BBE)
For this reason it is my prayer that you may not become feeble because of my troubles for you, which are your glory.

Darby English Bible (DBY)
Wherefore I beseech [you] not to faint through my tribulations for you, which is your glory.

World English Bible (WEB)
Therefore I ask that you may not lose heart at my troubles for you, which are your glory.

Young's Literal Translation (YLT)
wherefore, I ask `you' not to faint in my tribulations for you, which is your glory.

Wherefore
διὸdiothee-OH
I
desire
αἰτοῦμαιaitoumaiay-TOO-may
not
faint
ye
μὴmay
that
ἐκκακεῖνekkakeinake-ka-KEEN
at
ἐνenane

ταῖςtaistase
tribulations
θλίψεσίνthlipsesinTHLEE-psay-SEEN
my
μουmoumoo
for
ὑπὲρhyperyoo-PARE
you,
ὑμῶνhymōnyoo-MONE
which
ἥτιςhētisAY-tees
is
ἐστὶνestinay-STEEN
glory.
δόξαdoxaTHOH-ksa
your
ὑμῶνhymōnyoo-MONE

Cross Reference

କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 1:24
ତୁମ୍ଭମାନଙ୍କ ପାଇଁ ମୁଁ ଯେଉଁ କଷ୍ଟ ପାଇଛି, ସେଥିପାଇଁ ମାେତେ ଆନନ୍ଦ ମିଳୁଛି। ଖ୍ରୀଷ୍ଟଙ୍କ ପାଇଁ ତାଙ୍କ ଦହେ ସ୍ବରୂପ ମଣ୍ଡଳୀ ମାଧ୍ଯମ ରେ କେତକେ କଷ୍ଟ ଭୋଗିବା ବାକି ଥିଲା। ସଗେୁଡ଼ିକରୁ ଦୁଃଖ ଭୋଗ କରିବା ପାଇଁ ଥିବା ମାରେଅଂଶ ମୁଁ ମାେ ଦହେ ରେ ଗ୍ରହଣ କରୁଛି।

ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:1
ଅତଏବ, ମୁଁ ପାଉଲ, ତୁମ୍ଭ ଅଣୟିହୁଦୀମାନଙ୍କ ଲାଗି ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ ଅଟେ।

ଫିଲିପ୍ପୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 1:12
ଭାଇ ଓ ଭଉଣୀମାନେ! ମୁଁ ତୁମ୍ଭମାନଙ୍କୁ ଜଣାଇଦବୋକୁ ଇଚ୍ଛା କରେ ଯେ ମାେ ପ୍ରତି ଯାହା କିଛି ଘଟିଛି, ତାହା ସୁସମାଚାର ପ୍ରଚାର କରିବା ରେ ସାହାୟ୍ଯ କଲା।

କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 1:6
ଯଦି ଆମ୍ଭେ କଷ୍ଟ ରେ ରହିଛୁ, ସଗେୁଡ଼ିକ ତୁମ୍ଭମାନଙ୍କ ସାନ୍ତ୍ବନା ଓ ପରିତ୍ରାଣ ନିମନ୍ତେ ଉଦ୍ଦିଷ୍ଟ। ଯଦି ଆମ୍ଭେ ସାନ୍ତ୍ବନା ପାଇଛୁ, ତାହା ତୁମ୍ଭମାନଙ୍କର ପାଇଁ ଅଟେ। ଆମ୍ଭମାନେେ ଯେଉଁ ଯାତନା ସହୁ, ସହେି ଯାତନା ର୍ଧୈୟ୍ଯ ପୂର୍ବକ ସହିବା ପାଇଁ ପରମେଶ୍ବର ତୁମ୍ଭମାନଙ୍କୁ ସାହାୟ୍ଯ କରନ୍ତି।

ଯିଶାଇୟ 40:30
ତରୁଣମାନେ କ୍ଲାନ୍ତ ଓ ଶ୍ରାନ୍ତ ହବେେ ଓ ୟୁବକମାନେ ଟଳି ପଡ଼ିବେ।

ଏବ୍ରୀମାନଙ୍କ ନିକଟକୁ ପତ୍ର 12:3
ଯୀଶୁଙ୍କ ବିଷୟ ରେ ଭାବି ଦେଖ। ଯେତବେେଳେ ପାପୀ ଲୋକମାନେ ତାହାଙ୍କ ବିରୁଦ୍ଧ ରେ କିଛି କରୁଥିଲେ, ସେ ଅତି ର୍ଧୈୟ୍ଯର ସହିତ ସବୁଗୁଡ଼ିକୁ ଗ୍ରହଣ କଲେ। ତୁମ୍ଭମାନେେ ମଧ୍ଯ ସହେି ଭଳି ର୍ଧୈୟ୍ଯବାନ ହୁଅ। ଚେଷ୍ଟା କରିବାରୁ ନିରୁତ୍ସାହ ହୁଅ ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ଦିତୀୟ ପତ୍ 3:13
ଭାଇ ଓ ଭଉଣୀମାନେ ! ଭଲ କାମ କରିବା ପାଇଁ କବେେ ହେଲେ କ୍ଲାନ୍ତ ହୁଅ ନାହିଁ।

ଥେସଲନୀକୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପ୍ରଥମ ପତ୍ର 3:2
ଅତଏବ ଆଥୀନୀ ରେ ଏକା ରହି ଯାଇ, ତୀମଥିଙ୍କୁ ତୁମ୍ଭମାନଙ୍କ ପାଖକୁ ପଠାଇବାକୁ ଆମ୍ଭେ ସ୍ଥିର କଲୁ। ତୀମଥି ଆମ୍ଭର ଭାଇ। ସେ ପରମେଶ୍ବରଙ୍କ ଲାଗି ମାେ ସହିତ କାମ କରନ୍ତି। ଲୋକମାନଙ୍କୁ ଖ୍ରୀଷ୍ଟଙ୍କ ସୁସମାଚାର ପ୍ରଚାର କରନ୍ତି। ତୁମ୍ଭମାନଙ୍କ ବିଶ୍ବାସ ରେ ଶକ୍ତି ଉତ୍ସାହ ଆଣିବା ପାଇଁ ଆମ୍ଭେ ତୀମଥିଙ୍କୁ ପଠାଇଥୁଲୁ।

ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:9
ଆମ୍ଭେ ଉତ୍ତମ କାର୍ୟ୍ଯ କରିବା ରେ ଥକିୟିବା ନାହିଁ। କାରଣ ଉପୟୁକ୍ତ ସମୟ ଆସିଲା ପରେ ଆମ୍ଭକୁ ତା'ର ଫଳ ମିଳିବ।

ରେରିତମାନଙ୍କ କାର୍ଯ୍ୟର ବିବରଣ 14:22
ସମାନେେ ସେ ସ୍ଥାନଗୁଡ଼ିକରେ ଶିଷ୍ଯମାନଙ୍କ ଆତ୍ମାକୁ ସବଳ କଲେ ଓ ବିଶ୍ବାସ ରେ ବୃଦ୍ଧିପାଇବା ପାଇଁ ଉତ୍ସାହିତ କଲେ। ସମାନେେ କହିଲେ, ପରମେଶ୍ବରଙ୍କ ରାଜ୍ଯ ରେ ପ୍ରବେଶ କରିବା ନିମନ୍ତେ ଆମ୍ଭକୁ ଅନକେ ଦୁଃଖ କଷ୍ଟ ଭୋଗ କରିବାକୁ ପଡ଼ିବ।

ସିଫନିୟ 3:16
ସେତବେେଳେ ୟିରୁଶାଲମକୁ କୁହାୟିବ, ଭୟ କରନାହିଁ, ତୁମ୍ଭର ହସ୍ତ ଦୁର୍ବଳ ହବେନାହିଁ।

ଦିତୀୟ ବିବରଣ 20:3
' ହେ ଇଶ୍ରାୟେଲବାସୀ ମାରେ କଥା ଶକ୍ସ୍ଟଣ। ଆଜି ତୁମ୍ଭମାନେେ ତୁମ୍ଭର ଶତୃମାନଙ୍କ ସହିତ ୟକ୍ସ୍ଟଦ୍ଧ କରିବାକୁ ୟିବ। ତୁମ୍ଭମାନେେ କବେେ ଭୟକରିବ ନାହିଁ, ତୁମ୍ଭମାନଙ୍କେର ହୃଦଯ ଦୁର୍ବଳ କରନାହିଁ।