Colossians 3:13 ପରସ୍ପର ପ୍ରତି କୋର୍ଧ କର ନାହିଁ, ବରଂ ପରସ୍ପରକୁ କ୍ଷମା ଦିଅ। ଯଦି ଜଣେ ତୁମ୍ଭ ପ୍ରତି ଭୁଲ କାମ କରେ, ତାକୁ କ୍ଷମା ଦିଅ। ପ୍ରଭୁ ତୁମ୍ଭକୁ କ୍ଷମା କରିଛନ୍ତି, ସେଥିପାଇଁ ତୁମ୍ଭମାନେେ ମଧ୍ଯ ଅନ୍ୟ ଲୋକମାନଙ୍କୁ କ୍ଷମା ଦିଅ।
Colossians 3:13 in Other Translations
King James Version (KJV) Forbearing one another, and forgiving one another, if any man have a quarrel against any: even as Christ forgave you, so also do ye.
American Standard Version (ASV) forbearing one another, and forgiving each other, if any man have a complaint against any; even as the Lord forgave you, so also do ye:
Bible in Basic English (BBE) Being gentle to one another and having forgiveness for one another, if anyone has done wrong to his brother, even as the Lord had forgiveness for you:
Darby English Bible (DBY) forbearing one another, and forgiving one another, if any should have a complaint against any; even as the Christ has forgiven you, so also [do] *ye*.
World English Bible (WEB) bearing with one another, and forgiving each other, if any man has a complaint against any; even as Christ forgave you, so you also do.
Young's Literal Translation (YLT) forbearing one another, and forgiving each other, if any one with any one may have a quarrel, as also the Christ did forgive you -- so also ye;
Forbearing
ἀνεχόμενοι
anechomai
ah-NAY-hoh-may
one another,
ἀλλήλων
allēlōn
al-LAY-lone
and
καὶ
kai
kay
forgiving
χαριζόμενοι
charizomai
ha-REE-zoh-may
one another,
ἑαυτοῖς
heautou
ay-af-TOO
if
ἐάν
ean
ay-AN
any man
τις
tis
tees
against
πρός
pros
prose
any:
τινα
tis
tees
have
ἔχῃ
echō
A-hoh
a quarrel
μομφήν·
momphē
mome-FAY
as
καθὼς
kathōs
ka-THOSE
even
καὶ
kai
kay
ὁ
ho
oh
Christ
Χριστὸς
christos
hree-STOSE
forgave
ἐχαρίσατο
charizomai
ha-REE-zoh-may
you,
ὑμῖν
hymin
yoo-MEEN
so
οὕτως
houtō
OO-toh
also
καὶ
kai
kay
ye.
ὑμεῖς·
hymeis
yoo-MEES
Read Full Chapter :
Colossians 3
Cross Reference
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:32
ପରସ୍ପର ପ୍ରତି ଦୟାଭାବ ଓ ପ୍ ରମେ ଭାବ ରଖ। ଯେପରି ଖ୍ରୀଷ୍ଟଙ୍କଠା ରେ ପରମେଶ୍ବର ତୁମ୍ଭମାନଙ୍କୁ କ୍ଷମା କଲେ, ସହେି ଭଳି ତୁମ୍ଭମାନେେ ପରସ୍ପରକୁ କ୍ଷମା ଦିଅ।
ମାର୍କଲିଖିତ ସୁସମାଚାର 11:25
ତୁମ୍ଭମାନେେ ଯେତବେେଳେ ପ୍ରାର୍ଥନା କରିବାକୁ ଠିଆ ହାଇେଥିବ, ସେତବେେଳେ ଯଦି ତୁମ୍ଭମାନଙ୍କର ମନେ ପଡିଯାଏ ଯେ, ତୁମ୍ଭମାନେେ କାହାରି ଉପରେ କୌଣସି କାରଣରୁ ରାଗିଛ, ତବେେ ସହେି ଲୋକକୁ କ୍ଷମା କରି ଦିଅ।
ମାଥିଉଲିଖିତ ସୁସମାଚାର 6:14
ଏଣୁ ତୁମ୍ଭେ ଯଦି ଲୋକଙ୍କ ଅପରାଧ କ୍ଷମା କରିଦବେ ତବେେ ସ୍ବର୍ଗ ରେ ରହୁଥିବା ତୁମ୍ଭମାନଙ୍କର ପରମପିତା ତୁମ୍ଭ ଅପରାଧ ପାଇଁ ତୁମ୍ଭକୁ ମଧ୍ଯ କ୍ଷମା କରି ଦବେେ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:1
ଆମ୍ଭେ ଆମ୍ଭର ବିଶ୍ବାସ ପାଇଁ ବଳବାନ୍ ଅଟୁ। ଅତଏବ, ଦୁର୍ବଳ ଲୋକମାନଙ୍କୁ ଆମ୍ଭେ ସାହାୟ୍ଯ କରିବା ଉଚିତ ଏବଂ ସମାନଙ୍କେର ଦୁର୍ବଳତାରୁ ସମାନଙ୍କେୁ ଉଦ୍ଧାର କରିବା। ଆମ୍ଭେ କବଳେ ନିଜକୁ ଖୁସି ରଖିବା ପାଇଁ ଚେଷ୍ଟା କରିବା ଉଚିତ ନୁହେଁ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 4:2
ସବୁବେଳେ ନମ୍ର, ଭଦ୍ର, ର୍ଧୈୟ୍ଯବାନ ହୁଅ। ପରସ୍ପରକୁ ପ୍ ରମେ ରେ ଗ୍ରହଣ କର।
ଯାକୁବଙ୍କ ପତ୍ 2:13
ତୁମ୍ଭେ ଅନ୍ୟମାନଙ୍କ ପ୍ରତି ନିଶ୍ଚୟ ଦୟା ଦଖାଇବୋ ଉଚିତ। ଯଦି ତୁମ୍ଭେ ଦୟା ନ ଦଖାଇବେ, ତା ହେଲେ ପରମେଶ୍ବର ବିଚାର କଲା ବେଳେ ତୁମ୍ଭ୍ ପ୍ରତି ମଧ୍ଯ ସେ ଦୟା ଦଖାଇବେେ ନାହିଁ। କିନ୍ତୁ ଅନ୍ୟମାନଙ୍କୁ ଦୟା ଦଖାଇେଥିବା ବ୍ଯକ୍ତି ତାହାର ବିଚାର ହେଲା ବେଳେ ନିର୍ଭୟ ରେ ଠିଆ ହବେ।
ଲୂକଲିଖିତ ସୁସମାଚାର 6:35
ତାନ ନିଜ ଶତୃକୁ ଭଲ ପାଅ। ଲୋକଙ୍କର ଉପକାର କର ଓ ଫରେି ପାଇବାର କୌଣସି ଆଶା ନରଖି ଟଙ୍କା ଧାର ଦିଅ। ଏହା କଲେ ତୁମ୍ଭମାନଙ୍କୁ ପ୍ରଚୁର ପୁରସ୍କାର ମିଳିବ। ତୁମ୍ଭମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସନ୍ତାନ ହବେ। କାରଣ ସେ କପଟୀ ଏବଂ ଦୁଷ୍ଟ ଲୋକମାନଙ୍କ ପ୍ରତି ମଧ୍ଯ ଦୟଶୀଳ ଅଟନ୍ତି।
ଲୂକଲିଖିତ ସୁସମାଚାର 7:48
ତା'ପରେ ଯୀଶୁ ସହେି ସ୍ତ୍ରୀ ଲୋକଟିକୁ କହିଲେ, ତୋର ପାପ କ୍ଷମା କରି ଦିଆଗଲା।
ଲୂକଲିଖିତ ସୁସମାଚାର 11:4
ଆମ୍ଭମାନଙ୍କର ପାପଗୁଡିକ କ୍ଷମା କରିଦିଅ, କାରଣ ଯେଉଁମାନେ ଆମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଛନ୍ତି, ଆମ୍ଭମାନେେ ପ୍ରେତ୍ୟକକଙ୍କୁ ମଧ୍ଯ କ୍ଷମା ଦେଉଛୁ। ଆମ୍ଭମାନଙ୍କୁ କଠିନ ପରୀକ୍ଷା ମଧିଅରେ ପକାଅ ନାହିଁ।'
ଲୂକଲିଖିତ ସୁସମାଚାର 17:3
ତେଣୁ ସାବଧାନ ରୁହ। ଯଦି ତୁମ୍ଭର ଭାଇ ପାପ କରେ, ତବେେ ତାକୁ କୁହ ଯେ ଭୁଲ କରୁଛି। ସେ ଯଦି ଦୁଃଖ ପ୍ରକାଶ କରି ଆଉ ପାପ କରନୋହିଁ, ତବେେ ତାକୁ କ୍ଷମା ଦିଅ।
ଲୂକଲିଖିତ ସୁସମାଚାର 23:34
ଯୀଶୁ କହିଲେ, ହେ ପରମପିତା, ଯେଉଁ ଲୋକମାନେ ମାେତେ ହତ୍ଯା କରୁଛନ୍ତି, ସମାନଙ୍କେୁ କ୍ଷମା କର। କାରଣ ସମାନେେ କ'ଣ କରୁଛନ୍ତି, ତାହା ସମାନେେ ଜାଣନ୍ତି ନାହିଁ।
ରୋମୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 15:7
ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ଗ୍ରହଣ କରିଛନ୍ତି, ଅତଏବ ତୁମ୍ଭେ ମାନେ ପରସ୍ପରକୁ ଗ୍ରହଣ କର।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ପ୍ରଥମ ପତ୍ର 6:7
ତୁମ୍ଭମାନଙ୍କ ଭିତ ରେ ଥିବା ଆଇନଗତ ବିବାଦଗୁଡ଼ିକ ଦର୍ଶାଇ ଦିଏ ଯେ, ତୁମ୍ଭମାନେେ ପରାଜିତ ହାଇେ ସାରିଛ। ତା' ଅପେକ୍ଷା ଅନ୍ୟ କହେି ତୁମ୍ଭମାନଙ୍କୁ ଠକିଥିଲେ ବା ତୁମ୍ଭମାନଙ୍କ ପ୍ରତି ଅନ୍ଯାୟ କରିଥିଲେ ଭଲ ହାଇେଥାନ୍ତା।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 2:10
ତୁମ୍ଭମାନେେ ଯଦି କାହାକୁ କ୍ଷମା କର, ମୁଁ ମଧ୍ଯ ତାହାକୁ କ୍ଷମା କରି ଥାଏ, ତାହା ମୁଁ ତୁମ୍ଭମାନଙ୍କ ପାଇଁ ଯୀଶୁ ଖ୍ରୀଷ୍ଟଙ୍କ ଉପସ୍ଥିତି ରେ କ୍ଷମା କରିଛି।
କରିନ୍ଥୀୟ ମଣ୍ଡଳୀ ନିକଟକୁ ପାଉଲଙ୍କ ଦିତୀୟ ପତ୍ର 6:6
ଆମ୍ଭର ଜ୍ଞାନ, ର୍ଧୈୟ୍ଯ, ଦୟା, ପବିତ୍ରା ଆତ୍ମା ଓ ପବିତ୍ର ଜୀବନ ଧାରଣ ଦ୍ବାରା ଆମ୍ଭେ ପରମେଶ୍ବରଙ୍କ ସବେକ ବୋଲି ପ୍ରମାଣିତ କରୁ। ଆମ୍ଭେ ପବିତ୍ର ଆତ୍ମାଙ୍କ ପୂର୍ଣ୍ଣତା ରେ, ପ୍ରକୃତ ପ୍ ରମେ ପ୍ରକାଶିବା ଦ୍ବାରା, ପୁଣି ସତ୍ଯ କଥା କହି ଓ ପରମେଶ୍ବରଙ୍କ ଶକ୍ତିର କାର୍ୟ୍ଯ କରି ଏହାର ପରିଚୟ ଦଇେଥାଉ।
ଗାଲାତୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ର 6:2
ନିଜର କର୍ତ୍ତବ୍ଯ କରିବା ସହ ପର'ରକୁ ସାହାୟ୍ଯ କର। ଏଭଳି କରିବା ଦ୍ବାରା ତୁମ୍ଭମାନେେ ଖ୍ରୀଷ୍ଟଙ୍କ ଆଜ୍ଞାକୁ ପ୍ରକୃତ ରେ ପାଳନ କରି ପାରିବ।
ଏଫିସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 5:2
ପ୍ ରମେପୂର୍ଣ୍ଣ ଜୀବନଯାପନ କର। ଖ୍ରୀଷ୍ଟ ଆମ୍ଭକୁ ଯେପରି ପ୍ ରମେ କରିଛନ୍ତି, ତୁମ୍ଭମାନେେ ମଧ୍ଯ ସହେିଭଳି ଅନ୍ୟମାନଙ୍କୁ ପ୍ ରମେ କର। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ଆପଣାକୁ ଦେଲେ, ସେ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ନିକଟରେ ମଧୁର-ସୁଗନ୍ଧି-ୟୁକ୍ତ ଭଟେି ଓ ପରମେଶ୍ବରଙ୍କ ବଳି ସ୍ବରୂପ ଅଟନ୍ତି।
କଲସୀୟ ମଣ୍ଡଳୀ ନିକଟକୁ ପ୍ରେରିତ ପାଉଲଙ୍କ ପତ୍ 3:12
ପରମେଶ୍ବର ତୁମ୍ଭମାନଙ୍କୁ ବାଛିଛନ୍ତି ଓ ନିଜର ପବିତ୍ର ଲୋକ ବୋଲି ଗ୍ରହଣ କରିଛନ୍ତି। ସେ ତୁମ୍ଭମାନଙ୍କୁ ପ୍ ରମେ କରନ୍ତି। ଅତଏବ ତୁମ୍ଭମାନେେ ସର୍ବଦା ନିମ୍ନୋକ୍ତ କାର୍ୟ୍ଯମାନ କର : ଲୋକଙ୍କୁ ଦୟା କର, କରୁଣାମୟ ହୁଅ, ନମ୍ର ହୁଅ, ଭଦ୍ର ହୁଅ, ର୍ଧୈୟ୍ଯବାନ ହୁଅ।
ପିତରଙ୍କ ପ୍ରଥମ ପତ୍ 2:21
ଏହା କରିବାକୁ ତୁମ୍ଭେ ଆହ୍ବାନ ପାଇଛ। ତୁମ୍ଭେ ଅନୁସରଣ କରିବା ପାଇଁ ଖ୍ରୀଷ୍ଟ ଏକ ଉଦାହରଣ ଦଖାଇେ ଦଇଯୋଇଛନ୍ତି। ସେ ଯାହା କରିଥିଲେ, ତୁମ୍ଭେ ତାହା କରିବା ଉଚିତ୍। ସେ ତୁମ୍ଭ ପାଇଁ ଯାତନା ସହି ଥିବାରୁ, ତୁମ୍ଭେ ମଧ୍ଯ କଷ୍ଟ ଭୋଗିଲା ବେଳେ ର୍ଧୈୟ୍ଯଶୀଳ ହବୋ ଉଚିତ।
ମାଥିଉଲିଖିତ ସୁସମାଚାର 6:12
ଆମ୍ଭ ପ୍ରତି ଅପରାଧ କଲା ଲୋକଙ୍କୁ ଆମ୍ଭେ ଯେଉଁପରି କ୍ଷମା କରିଛୁ, ସହେିପରି ଆମ୍ଭେ କରିଥିବା ପାପକୁ କ୍ଷମା କର।
ମାଥିଉଲିଖିତ ସୁସମାଚାର 5:44
କିନ୍ତୁ ମୁଁ କହୁଛି: ତୁମ୍ଭେ ତୁମ୍ଭର ଶତୃକୁ ମଧ୍ଯ ପ୍ ରମେ କର। ତୁମ୍ଭକୁ ଯାତନା ଦେଉଥିବା ଲୋକମାନଙ୍କ ପାଇଁ ପାର୍ଥନା କର।
ମାଥିଉଲିଖିତ ସୁସମାଚାର 18:15
ତୁମ୍ଭର କହେି ଭାଇ ଯଦି ତୁମ୍ଭ ବିରୁଦ୍ଧ ରେ ଭୁଲ୍ କାମ କରେ, ତବେେ ସେ ଏକାକୀ ଥିବା ବେଳେ ତା' ନିକଟକୁ ଯାଇ ତାର ଭୁଲ୍ ବିଷୟ ରେ କୁହ। ଯଦି ସେ ତୁମ୍ଭ କଥା ଶୁଣେ, ତବେେ ତୁମ୍ଭେ ତାକୁ ପୁଣି ଥରେ ତୁମ୍ଭର ଭାଇ ହାଇେ ରହିବାକୁ ସାହାୟ୍ଯ କଲ।
ମାଥିଉଲିଖିତ ସୁସମାଚାର 18:21
ତା'ପରେ ପିତର ଯୀଶୁଙ୍କ ପାଖକୁ ଯାଇ ପଚାରିଲେ, ପ୍ରଭୁ, ମାେ ଭାଇ ଯଦି ମାେ ନିକଟରେ ବାରମ୍ବାର ଅପରାଧ କରେ, ତବେେ ମୁଁ ତାକୁ କେତେଥର ପର୍ୟ୍ଯନ୍ତ କ୍ଷମା ଦବେି? ମୁଁ କଣ ତାକୁ ସାତଥର ପର୍ୟ୍ଯନ୍ତ କ୍ଷମା ଦବେି?
ଲୂକଲିଖିତ ସୁସମାଚାର 5:20
ସହେି ଲୋକମାନଙ୍କର ବିଶ୍ବାସ ଦେଖି ଯୀଶୁ ସହେି ରୋଗୀଟିକୁ କହିଲେ, ବନ୍ଧୁ! ତୁମ୍ଭର ପାପ କ୍ଷମା କରିଦିଆଗଲା।